Home Left

କ୍ରିକେଟର୍‌ଙ୍କୁ କଡ଼ା ଚେତାବନୀ ଦେଲା ପାକିସ୍ତାନ କ୍ରିକେଟ ବୋର୍ଡ

ଇସଲାମାବାଦ୍‌,୧୬।୭: ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ମୁଖ୍ୟ ମୋହସିନ ନକଭି ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ପ୍ରତ୍ୟେକ ଖେଳାଳିଙ୍କୁ ତିନି ମାସ ମଧ୍ୟରେ ଫିଟନେସ ପରୀକ୍ଷା କରାଯିବ। ପିସିବି ଏହି ନିଷ୍ପତ୍ତି ନେଇଥିବା ଦୃଷ୍ଟିରେ ରଖି ଟି-୨୦ ବିଶ୍ୱକପରେ ପାକିସ୍ତାନୀ ଖେଳାଳିଙ୍କ ଫିଟନେସ…

ଆଗାମୀ ୱାନ୍‌ଡେ ଖେଳିବେନି ହାର୍ଦ୍ଦିକ୍‌ ପାଣ୍ଡ୍ୟା, BCCIକୁ କହିଲେ କାରଣ

ନୂଆଦିଲ୍ଲୀ, ୧୬।୦୭: ବିଶ଼୍ବକପ୍‌ ବିଜୟ ପରେ ଭାରତୀୟ କ୍ରିକେଟ ଦଳ ଚଳିତ ମାସ ଶେଷଆଡ଼କୁ ଶ୍ରୀଲଙ୍କା ଗସ୍ତରେ ଯିବାକୁ ପ୍ରସ୍ତୁତ ହେଉଛି । ଟିମ ଇଣ୍ଡିଆ ଏହି ଗସ୍ତରେ ଟି -୨୦ ଏବଂ ୱାନ୍‌ଡେ ସିରିଜ ଶ୍ରୀଲଙ୍କା ସହ ଖେଳିବ। ତେବେ…

୧୯ରେ ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ

ଭୁବନେଶ୍ୱର,୧୬।୭: ଆସନ୍ତା ୧୯ରେ ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଆସନ୍ତା ୧୯ ଓ ୨୦ ତାରିଖରେ ରାଜ୍ୟ ଭାଜପାର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ବସିବାକୁ ଅଛି। ଯେଉଁଥିରେ ନଡ୍ଡା ଯୋଗ ଦେବେ ବୋଲି ରାଜ୍ୟ ଭାଜପା ସଭାପତି…

ରାଜ୍ୟ ସଭାରେ କମିଲା ଭାଜପା ସିଟ ସଂଖ୍ୟା! ବହୁମତରୁ ଦୂରରେ ଏନଡିଏ

ନୂଆଦିଲ୍ଲୀ,୧୬।୭: ଗତ କିଛି ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ରାଜ୍ୟ ସଭାରେ ଭାରତୀୟ ଜନତା ପାର୍ଟି (ଭାଜପା) ସଦସ୍ୟଙ୍କ ସଂଖ୍ୟା ୯୦ ତଳକୁ ଖସି ଆସିଛି। ତେବେ ଖାଲିଥିବା ପଦବୀ ପୂରଣ ପାଇଁ ଉପ-ନିର୍ବାଚନ ପରେ ଭାଜପାଏବଂ ଏହାର ସହଯୋଗୀମାନେ…

ସିସୋଦିଆଙ୍କ କଥା ଶୁଣିଲେ ସୁପ୍ରିମ୍‌କୋର୍ଟ, ED-CBIକୁ ନୋଟିସ୍‌

ନୂଆଦିଲ୍ଲୀ, ୧୬।୦୭: ପାଖାପାଖି ୧୬ ମାସ ହେବ ଜେଲ୍‌ରେ ଥିବା ଆମ୍‌ ଆଦ୍‌ମୀ ପାର୍ଟିର ବରିଷ୍ଠ ନେତା ମନୀଷ ସିସୋଦିଆଙ୍କ ଜାମିନ୍‌ ନେଇ ସୁପ୍ରିମ୍‌କୋର୍ଟ ଶୁଣାଣି କରିଛନ୍ତି । ମଙ୍ଗଳବାର ସୁପ୍ରିମ୍‌କୋର୍ଟ ସଂକ୍ଷିପ୍ତ ଶୁଣାଣି ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି…

ବନ୍ଧୁକ ଦେଖାଇ ଜନସେବା କେନ୍ଦ୍ରରୁ ଲୁଟ୍‌

ସୁନ୍ଦରଗଡ଼,୧୬।୭: ସୁନ୍ଦରଗଡ଼ ଜିଲା କୁତ୍ରା ଥାନା ବିରଙ୍ଗାଟୋଲି ଜନସେବା କେନ୍ଦ୍ରରୁ ମଙ୍ଗଳବାର ଏକ ବଡ଼ ଧରଣର ଲୁଟ ହୋଇଛି। ଦୁର୍ବୃତ୍ତମାନେ ଜନସେବା କେନ୍ଦ୍ରର ମାଲିକଙ୍କୁ ବନ୍ଧୁକ ଦେଖାଇ ୫୦ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ମୁତାବକ,…

ଖୋଲିବ ଭିତର ରତ୍ନଭଣ୍ଡାର, ରହିବ ଏହିସବୁ କଟକଣା, ସକାଳ ୮ଟାରୁ…

ପୁରୀ,୧୬।୭: ତାଲା, ଚାବି ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇ କହିଛନ୍ତି, ବାହାର ରତ୍ନଭଣ୍ଡାରର ୩ଟି ତାଲା ସେଦିନ ନିର୍ଦ୍ଧାରିତ ଚାବିରେ ଖୋଲିଥିଲା। ବାହାର ରତ୍ନଭଣ୍ଡାର ତାଲା ଫିଟିବା ପରେ ଭିତର ରତ୍ନଭଣ୍ଡାର ଦେଖିଥିଲୁ। ୩ଟି ତାଲା…

ଚିକେନ୍‌ ନେକ୍‌ କ’ଣ, ଯାହାକୁ ନେଇ ବଡ଼ ନିଷ୍ପତ୍ତି ନେଲେ ଭାରତ ସରକାର

ନୂଆଦିଲ୍ଲୀ,୧୬।୭: ଚିକେନ ନେକ୍‌ ଉପରେ ନିର୍ଭରଶୀଳତା ହ୍ରାସ କରିବାକୁ ଭାରତ ସରକାର ଏକ ବଡ ଯୋଜନା କରିଛନ୍ତି। ଯଦି ଏହା କାର୍ଯ୍ୟକାରୀ ହୁଏ, ନେପାଳ ଦେଇ ରେଳ ଟ୍ରାକ ପ୍ରସ୍ତୁତ କରିବେ ଭାରତ ସରକାର। ଏହି ଯୋଜନାରେ ନେପାଳର ବିରାଟନଗର ଦେଇ…

ହସ୍ପିଟାଲ ଲିପ୍ଟରେ ଦେଢ ଦିନ ଫସି ରହିଲେ ରୋଗୀ, ଆକ୍ସନ ନେଲା ସ୍ବାସ୍ଥ୍ୟ ବିଭାଗ

ଥିରୁଭାନନ୍ତପୁରମ,୧୬।୭: କେରଳ ତିରୁଭାନନ୍ତପୁରମ ସରକାରୀ ମେଡିକାଲ କଲେଜ ହସ୍ପିଟାଲର ଲିଫ୍ଟରେ ଜଣେ ରୋଗୀ ଅଟକି ରହିବା ପରେ କେରଳ ସ୍ବାସ୍ଥ୍ୟ ବିଭାଗ ବର୍ତ୍ତମାନ ବଡ ପଦକ୍ଷେପ ନେଇଛି। ବିଭାଗ ସୋମବାର ହସ୍ପିଟାଲର ତିନିଜଣ କର୍ମଚାରୀଙ୍କୁ ନିଲମ୍ବିତ କରିଛି। ନିଲମ୍ବିତ ହୋଇଥିବା ତିନିଜଣ…

ଏହି ରାଜ୍ୟରେ ପଶିଲା ନୂଆ ଭାଇରସ୍‌, କୋମାରେ ପହଞ୍ଚି ଯାଉଛି ମଣିଷ

ଉଦୟପୁର, ୧୬।୦୭: ଗୁଜୁରାଟ ପରେ ଏବେ ଚଣ୍ଡିପୁରା ଭାଇରସ୍‌ ରାଜସ୍ଥାନରେ ପ୍ରବେଶ କରିଛି। ଏହି ଭାଇରସ୍‌ର ଲକ୍ଷଣଗୁଡିକ ଉଦୟପୁରର ଆଦିବାସୀ ଅଞ୍ଚଳର ୨ ପିଲାଙ୍କଠାରେ ଦେଖିବାକୁ ମିଳିଛି। ସେଥିମଧ୍ୟରୁ ଗୁଜୁରାଟର ହିମ୍ମତନଗରର ସିଭିଲ ହସ୍ପିଟାଲରେ ଚିକିତ୍ସା ସମୟରେ ଜଣେ ଶିଶୁର ମୃତ୍ୟୁ…

ଏଭଳି ଥିଲା ଅମ୍ବାନୀ ପରିବାରର ସଂଘର୍ଷମୟ ଜୀବନ, ଦିନେ ବିକୁଥିଲେ…

ମୁମ୍ବାଇ୧୬।୭: ଭାରତୀୟ ବ୍ୟବସାୟଙ୍କ ମଧ୍ୟରେ ଧିରୁଭାଇ ଅମ୍ବାନୀ ଗୋଟିଏ ନାମ ଯିଏ ନିଜ ଶକ୍ତିରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଛିଡା କରିଛନ୍ତି। ଧିରୁଭାଇଙ୍କ କାହାଣୀ ହେଉଛି ଏକ ଛୋଟ ବ୍ୟବସାୟୀଙ୍କଠାରୁ ଏକ ବିରାଟ ବ୍ୟବସାୟରେ ରୂପାନ୍ତରର କାହାଣୀ। ସେ ଭାରତର ଜଣେ ପ୍ରସିଦ୍ଧ…

ପୂର୍ବତନ ବିଧାୟକ ଏବଂ ଆଇଏଏସ୍‌ ଅଧିକାରୀଙ୍କ ଘରେ ପଶିଲା ଇଡି

ପାଟନା, ୧୬।୦୭: ବିହାରର ମଧୁବନି ଏବଂ ପାଟନା ଜିଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିିଛି । ମିଳିଥିବା ସୂଚନା ଅନୁସାରେ ମଧୁବନି ଝଞ୍ଝାରପୁରର ପୂର୍ବତନ ବିଧାୟକ ଗୁଲାବ ଯାଦବଙ୍କ ଘରେ ଇଡି ଖୋଳତାଡ଼ ଆରମ୍ଭ କରିଛି । ଏଥି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri