୫୦୬ ବର୍ଷ ପୁରୁଣା ମାରାତ୍ମକ ମହାମାରୀ, ରାସ୍ତା ଉପରେ ନାଚି ନାଚି ୪୦୦ ଲୋକଙ୍କର ହୋଇଥିଲା ମୃତ୍ୟୁ
ଷ୍ଟାର୍ସବର୍ଗ: ଇତିହାସରେ ଏପରି ଅନେକ ଘଟଣା ଘଟିଛି ଯାହା ଆଜି ବି ଲୋକମାନେ ମନେ ପକାଇ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଆଜି ଆମେ ଏପରି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ୫୦୦ ବର୍ଷରୁ ଅଧିକ ପୁରୁଣା ଏବଂ ଯେତେବେଳେ…
ଜଳିଗଲା ଇଲେକ୍ଟ୍ରିକାଲ ଦୋକାନ
କଟକ,୨୧।୧୧: କଟକ ମଣି ସାହୁ ଛକରେ ଥିବା ଏକ ଇଲେକ୍ଟ୍ରିକାଲ ସଂରଞ୍ଜାମ ମରାମତି ଦୋକାନରେ ଶୁକ୍ରବାର ଭୟାବହ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ମରାମତି ପାଇଁ ରହିଥିବା ବିଭିନ୍ନ ପ୍ରକାର ଇଲେକ୍ଟ୍ରିକାଲ ସଂରଞ୍ଜାମ ପୋଡ଼ି ନଷ୍ଟ ହୋଇଯାଇଛି। ଖବର ପାଇଁ ଦମକଳ…
କେତେ ପେନସନ ପାଇବେ ପୂର୍ବତନ ମୁଖ୍ୟ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୁଡ଼? ଅବସର ପରେ କ’ଣ ସବୁ ପାଇବେ ସୁବିଧା
ନୂଆଦିଲ୍ଲୀ,୨୧।୧୧: ଭାରତର ପ୍ରଧାନ ବିଚାରପତି ଡି ଓ୍ବାଇ ଚନ୍ଦ୍ରଚୁଡ଼ ୧୦ ନଭେମ୍ବରରେ ଅବସର ନେଇଛନ୍ତି। ନିକଟରେ ସିଜେଆଇଙ୍କ ଅବସର ପରେ ତାଙ୍କ ଆଗାମୀ ଯୋଜନା ବିଷୟରେ ଆଲୋଚନା କରିଥିଲେ। ସେ କହିଥିଲେ ଯେ ମୋର ବ୍ୟକ୍ତିଗତ ବିଶ୍ୱାସ ହେଉଛି ଯେ ଆପଣ…
ପାକିସ୍ତାନରେ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ: ୩୮ ମୃତ
ଇସଲାମାବାଦ୍,୨୧।୧୧: ପାକିସ୍ତାନରେ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣରେ ୩୮ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୬ ଜଣ ମହିଳା ମଧ୍ୟ ଅନ୍ତର୍ଭୁକ୍ତ। ଏହି ଆକ୍ରମଣରେ ୩୦ ଜଣ ମଧ୍ୟ ଆହତ ହୋଇଛନ୍ତି। ବନ୍ଧୁକଧାରୀମାନେ ପାକିସ୍ତାନର ଉତ୍ତର-ପଶ୍ଚିମ ଅଞ୍ଚଳର ଖାଇବର ପାଖ୍ଟନଖୱାଠାରେ ଶିଆ ମୁସଲମାନମାନଙ୍କୁ…
ପିଇବା ପାଣିକୁ ନେଇ ମହାଭାରତ: ୨ ମାମଲା ରୁଜୁ
ଧରାକୋଟ,୨୧।୧୧: ଗଞ୍ଜାମ ଜିଲା ଧରାକୋଟ ଥାନ ଅନ୍ତର୍ଗତ ନନ୍ଦିଗୋର ଗ୍ରାମରେ ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପରୁ ଆସୁଥିବା ପାଣି ଓ ଭଙ୍ଗା ଟେପ୍କୁ ନେଇ ଉଭୟ ପଡୋଶୀଙ୍କ ମଧ୍ୟରେ ବଚସାରୁ ଗଣ୍ଡଗୋଳକୁ ନେଇ ଉଭୟଙ୍କ ପକ୍ଷରୁ ଥାନାରେ ୨ଟି ପୃଥକ ପୃଥକ ଭାବେ…
ଲଣ୍ଡନରେ ଲୋକଙ୍କ ପାଟିରୁ ଲାଳ ଗଡାଉଛି କୋଲକାତାର ‘ଝାଲମୁଢି’, ଇଂରାଜୀ ବାବୁଙ୍କ ଠେଲାକୁ ନେଇ ହେଉଛି ଚର୍ଚ୍ଚା
ଲଣ୍ଡନ,୨୧।୧୧: ଆମେ ଖାଦ୍ୟ ବିଷୟରେ ଆଲୋଚନା କରିବା ବେଳେ କେହି କେବେ କୋଲକାତାକୁ ଭୁଲି ପାରନ୍ତି ନାହିଁ ବୋଲି କହାଯାଏ। ପଶ୍ଚିମବଙ୍ଗରେ ବିଭିନ୍ନ ପ୍ରକାରର ଖାଦ୍ୟ ମିଳୁଛି, ସେଥିମଧ୍ୟରୁ ଝାଲମୁଢି ଅନ୍ୟତମ। ଏହି ଝାଲମୁଢି କେବଳ ଭାରତରେ ସୀମିତ ନୁହେଁ ବରଂ…
ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ କେଜରିଓ୍ବାଲଙ୍କୁ ଲାଗିଲା ବଡ଼ ଝଟ୍କା
ନୂଆଦିଲ୍ଲୀ,୨୧।୧୧: ଦିଲ୍ଲୀ ହାଇକୋର୍ଟ ଗୁରୁବାର ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏଏପି ସଂଯୋଜକ ଅରବିନ୍ଦ କେଜରିୱାଲଙ୍କ ବିରୋଧରେ ଚାଲିଥିବା ମାମଲାର ଶୁଣାଣି ସ୍ଥଗିତ ରଖିବାକୁ ମନା କରି ଦେଇଛନ୍ତି। ଦିଲ୍ଲୀ ଏକ୍ସାଇଜ ପଲିସି ୨୦୨୧-୨୨ ସହିତ ଜଡିତ ଅନିୟମିତତା ମାମଲାରେ ସେ…
ଚାଷଜମିରେ ପାଣି ମଡ଼ାଇବାକୁ ନେଇ ହତ୍ୟା: ୨ ଗିରଫ
ଧରାକୋଟ,୨୧ା୧୧: ଗାଁ କୋଠ ଜମିରେ ପାଣି ମଡ଼ାଇବାକୁ କେନ୍ଦ୍ର କରି ଗତ ନଭେମ୍ବର ଦୁଇ ତାରିଖରେ ଧରାକୋଟ ଥାନା ଅନ୍ତର୍ଗତ କୁସରାବ ଗ୍ରାମରେ ଯୁଧିଷ୍ଠିର ଗୌଡ଼ଙ୍କ ପୁଅ ପଞ୍ଚାନନ ଓରଫ ପଞ୍ଚୁ (୫୨)କୁ ଗ୍ରାମ ନିକଟ କାନ୍ଦୁଲ ଘାଇ ନିକଟରେ ଥିବା…
ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ ମାମଲା: ଜେଲ ଗଲେ ୧୦ ଅଭିଯୁକ୍ତ
ଯାଜପୁର,୨୧।୧୧: ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ ଘଟଣାରେ ପୋଲିସ ଗୁରୁବାର ୧୦ଜଣଙ୍କୁ ଗିରଫ କରିଛି। ପୋଲିସ ଗିରଫ ସମସ୍ତ ଅଭିଯୁକ୍ତଙ୍କୁ ଯାଜପୁର ଏସ୍ଡିଜେଏମ୍ କୋର୍ଟରେ ହାଜର କରିଥିଲା। ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ପୋଲିସ…
କେ ଏଲ୍ ରାହୁଲଙ୍କୁ ଓପନିଂ ପାଇଁ ପଠାଇବି ନାହିଁ…ପ୍ରଶ୍ନ ଉଠାଇଲେ ପୂଜାରା
ନୂଆଦିଲ୍ଲୀ,୨୧।୧୧: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ପର୍ଥରେ ଖେଳାଯିବ। ନଭେମ୍ବର ୨୨ରେ ଆରମ୍ଭ ହେବାକୁ ଥିବା ଏହି ମ୍ୟାଚ୍ରେ ଟିମ୍ ଇଣ୍ଡିଆର ବ୍ୟାଟିଂ ଅର୍ଡର କିଭଳି ରହିବ, ତାହା ବଡ଼ ପ୍ରଶ୍ନ ପାଲଟିଛି। ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଯଶସ୍ବୀ ଜୈସଓ୍ବାଲଙ୍କ…
ସ୍ବାମୀଙ୍କୁ ଖୋଜି ଖୋଜି ଚେନ୍ନାଇରୁ ବରେଲିରେ ପହଞ୍ଚିଲେ ଗର୍ଭବତୀ, ଆଉ ତା’ପରେ ଯାହା ଦେଖିଲେ, ଗୋଡ଼ ତଳୁ ଖସିଗଲା ମାଟି
ଚେନ୍ନାଇ,୨୧।୧୧: ଇନଷ୍ଟାଗ୍ରାମରେ ବନ୍ଧୁତା, ପ୍ରେମ ଏବଂ ବିବାହ ପରେ ଧୋକା। ଚେନ୍ନାଇର ଜଣେ ଯୁବତୀ ପ୍ରେମରେ ଧୋକା ପାଇଛନ୍ତି। ଗର୍ଭବତୀ ଥିବା ଏହି ଯୁବତୀ ସ୍ବାମୀଙ୍କୁ ଖୋଜି ଖୋଜି ବରେଲିର ଫତେହଗଞ୍ଜ ପଶ୍ଚିମ ପୋଲିସ ଷ୍ଟେଶନ ଅଞ୍ଚଳରେ ଥିବା ଏକ ଗାଁରେ…
ମୁମ୍ବାଇର ପ୍ରଥମ ମୁକାବିଲା ଖେଳିବେ ନାହିଁ ହାର୍ଦ୍ଦିକ, ସାମ୍ନାକୁ ଆସିଲା ବଡ଼ କାରଣ; ଜାଣନ୍ତୁ କିଏ ନେବ ନେତୃତ୍ୱ…
ନୂଆଦିଲ୍ଲୀ,୨୧।୧୧: ଆଇପିଏଲ୍ ୨୦୨୫ ଲାଗି ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ରିଟେନ୍ କରିଛି ମୁମ୍ବାଇ ଇଣ୍ଡିଆନ୍ସ। ହେଲେ ସେ ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍ ଖେଳିବେ ନାହିଁ। ଆପଣ ଭାବୁଥିବେ କାହିଁକି। ସ୍ଲୋ ଓଭର୍ ରେଟ୍କୁ ନେଇ ହାର୍ଦ୍ଦିକଙ୍କ ଉପରେ ପ୍ରତିବନ୍ଧକ(ବ୍ୟାନ୍) ଲଗାଯାଇଛି। ଆଇପିଏଲ୍ ୨୦୨୪ରେ…

