ମହାନଦୀକୁ ଡେଇଁ ଆତ୍ମହତ୍ୟା ଘଟଣା: ମିଳିଲା ଯୁବକଙ୍କ ମୃତଦେହ
କଟକ,୧୬।୭: କଟକ ଛତ୍ରବଜାର ଅଞ୍ଚଳର ଜଣେ ଯୁବକ ସୋମବାର ରାତିରେ ମହାନଦୀକୁ ଡେଇଁ ନିଖୋଜ ହୋଇ ଯାଇଥିଲେ। ଏତେ ସମୟ ଧରି ଅଗ୍ନିଶମ ବାହିନୀ ଖୋଜାଖୋଜି କରିଥିଲେ ହେଁ ତାଙ୍କ ମୃତଦେହ ଦିନଯାକ ମିଳି ନ ଥିଲା। କିନ୍ତୁ ମଙ୍ଗଳବାର ରାତିରେ…
ସର୍ଜରୀ ବେଳେ ଭିଡିଓ ଗେମ୍ ଖେଳିଲେ ରୋଗୀ, Video ଦେଖିଲେ…
ସର୍ଜରୀ କଥା ପଡ଼ିଲେ କିଛି ଲୋକ ଛାନିଆ ହୁଅନ୍ତି। ହେଲେ ସୋସିଆଲ ମିଡିଆରେ ଏଭଳି ଏକ ଭାଇରାଲ ହେଉଛି ଯାହାକୁ ଦେଖି ଆପଣ ବି ଚିନ୍ତାରେ ପଡ଼ିଯିବେ। କାରଣ ଭିଡିଓଟିରେ ସର୍ଜରୀ ସମୟରେ ଜଣେ ରୋଗୀ ମୋବାଇଲ ଫୋନରେ ଭିଡିଓ ଗେମ୍…
କଶ୍ମୀର ଟାଇଗର୍ସ ଆତଙ୍କବାଦୀ ସଂଗଠନ ପଛରେ କିଏ? ଡୋଡାରେ ଆକ୍ରମଣ ଯୋଗୁ ଶହୀଦ ହୋଇଛନ୍ତି ୫ ଯବାନ…
କଶ୍ମୀର,୧୬।୭: ଜମ୍ମୁ କଶ୍ମୀରର ଡୋଡାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଜଣେ ଅଧିକାରୀଙ୍କ ସମେତ ୫ ଯବାନ ଶହୀଦ ହୋଇଛନ୍ତି। ଏହି ଆକ୍ରମଣ ପଛରେ କଶ୍ମୀର ଟାଇଗର୍ସ ଥିବା ସ୍ପଷ୍ଟ ହୋଇଛି। ଏହି ସଂଗଠନ ଜୈସ ଏ ମହମ୍ମଦ ସହ ଜଡ଼ିତ। ଏହା…
ସୁନାବେଶ ପାଇଁ ନୀତି ନିର୍ଘଣ୍ଟ, ଏହି ସମୟରେ ଦୁର୍ଲଭ ବେଶରେ ଦର୍ଶନ ଦେବେ ଶ୍ରୀଜିଉ
ପୁରୀ,୧୬।୭: ସୁନାବେଶ ପାଇଁ ନୀତି ନିର୍ଘଣ୍ଟ ହୋଇଛି। ମହଣ ମହଣ ସୁନା ପିନ୍ଧି ବଧବାର ରଥ ଉପରେ ଦର୍ଶନ ଦେବେ ମହାପ୍ରଭୁ ଜଗନ୍ନାଥ, ସୁଭଦ୍ରା ଓ ବଳଭଦ୍ର। ଏଥିପାଇଁ ସବୁ ସମୟ ଧାର୍ଯ୍ୟ କରାଯାଇଛି। ସକାଳ ୬ଟାରୁ ମଙ୍ଗଳ ଆଳତୀ ନୀତି…
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ୧୪ଟି ହାଇସ୍କୁଲକୁ ହାୟର ସେକେଣ୍ଡାରୀ ସ୍କୁଲରେ ପରିଣତ କରାଯିବ
ଭୁବନେଶ୍ୱର,୧୬।୭(ଅସମାପିକା ସାହୁ): ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଦ୍ବାରା ପରିଚାଳିତ ହେଉଥିବା ହଷ୍ଟେଲ ଗୁଡ଼ିକରେ ପିଲା ମାନଙ୍କ ଖାଦ୍ୟର ମାନ ବୃଦ୍ଧି କରାଯିବ । ଏହାସହିତ ସାସ୍ଥ୍ୟ, ସୁରକ୍ଷା ଓ ସ୍ବଚ୍ଛତା ଉପରେ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରାଯିବ…
୨୧ରୁ ମାଟ୍ରିକ ସପ୍ଳିମେଣ୍ଟାରୀ ପରୀକ୍ଷା ଆରମ୍ଭ
କଟକ,୧୬।୭: ଆସନ୍ତା ୨୧ରୁ ମାଟ୍ରିକ ସପ୍ଳିମେଣ୍ଟାରୀ ପରୀକ୍ଷା ଆରମ୍ଭ ହେବ।୨୧ ତାରିଖରୁ ଏହା ଆରମ୍ଭ ହୋଇ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ୮୩ଟି କେନ୍ଦ୍ରରେ ୯୭୨ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ଏସ୍ଓଏସ୍ସିରେ ୧୨୧ କେନ୍ଦ୍ରରେ ୨୪,୫୨୦ ପିଲା ପରୀକ୍ଷା ଦେବେ।…
ଜାଣନ୍ତୁ କେତୋଟି ହାତୀ ଦ୍ୱାରା ଧନରତ୍ନ ଆଣି କାଳିଆଙ୍କୁ ସମର୍ପି ଥିଲେ ରାଜା, ରାଜ୍ୟ ଜିତି ଆଣିଥିଲେ ଆଖି ଖୋସି ହୋଇଯିବା ଭଳି ସୁନା
ଭୁବନେଶ୍ୱର,୧୬।୭: ରତ୍ନଭଣ୍ଡାର ନେଇ ଲାଗି ରହିଛି ଚର୍ଚ୍ଚା। ୪୫ବର୍ଷ ପରେ ଖୋଲା ଯାଇଛି ଜଗନ୍ନାଥଙ୍କ ଭଣ୍ଡାର। ତେବେ ବାହାର ଓ ଭିତର ଭଣ୍ଡାର ଖୋଲା ହୋଇଥିବାବେଳେ ଆସନ୍ତା ଗୁରୁବାର ଭିତର ରତ୍ନଭଣ୍ଡାରର ତନ ତନ ଯାଞ୍ଚ କରିବେ ଯାଞ୍ଚ କମିଟି। ଭଣ୍ଡାରର…
୨୫ ଫୁଟ ଲମ୍ବ ବିଦ୍ୟୁତ ଖୁଣ୍ଟ ଉପରକୁ ଚଢ଼ିଗଲା କୁମ୍ଭୀର, ତା ପରେ…
କେନ୍ଦ୍ରାପଡ଼ା,୧୬।୭: ବିଦ୍ୟୁତ ଖୁଣ୍ଟ ଉପରକୁ ଚଢ଼ିଗଲା କୁମ୍ଭୀର। ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ପ୍ରଭାହିତ ପାଟଶାଳ ନଦୀରୁ କୁମ୍ଭୀର ଛୁଆ ଉଠିଆସି ବିଦ୍ୟୁତ ଖୁଣ୍ଟ ଉପରେ ଚଢିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏବେ କୁମ୍ଭୀର ପ୍ରଜନନ ଋତୁ…
ଭାରତର ପୂର୍ବତନ ମୁଖ୍ୟ ଚୟନକର୍ତ୍ତାଙ୍କ ବଡ଼ ବୟାନ୍, ଶୁଭମନ୍ ଗିଲ୍ କ୍ୟାପ୍ଟେନ୍ରେ ପାସ୍, ହେଲେ…
ନୂଆଦିଲ୍ଲୀ, ୧୬।୦୭: ଜିମ଼୍ବାୱେ ବିପକ୍ଷରେ ଖେଳା ଯାଇଥିବା ୫ ମ୍ୟାଚ୍ ବିଶିଷ୍ଟ ସିରିଜ୍ରେ ଶୁଭମନ ଗିଲ୍ ଭାରତୀୟ ଦଳର କ୍ୟାପ୍ଟେନ୍ ରହିଥିଲେ । ସିରିଜର ପ୍ରଥମରେ ପରାଜୟ ପରେ ଦଳ ଫର୍ମକୁ ଫେରିଥିଲା ଦ଼୍ବିତୀୟ ମ୍ୟାଚ୍ରରୁ ଦଳ ଲଗାତାର ଜିମ଼୍ବାୱେକୁ ହରାଇ…
ଭଙ୍ଗା ଯିବନି ବଲେ ବଲେ ଢାବା, ବିଡିଓ କହିଲେ…
ଯାଜପୁର,୧୬।୭: ଭଙ୍ଗା ଯିବନି ବିବାଦୀୟ ବଲେ ବଲେ ଢାବା। ଏନେଇ ସୂଚନା ଦେଇଛନ୍ତି ଧର୍ମଶାଳା ବିଡିଓ। ସରକାରୀ ଅର୍ଥରେ ନିର୍ମାଣ ହୋଇଥିବାରୁ ଢାବା ଭଙ୍ଗାଯିବନି ବୋଲି ସେ କହିଛନ୍ତି। ସୂଚନାଥାଉ କି, ଧର୍ମଶାଳା ବ୍ଲକ ଅନ୍ତର୍ଗତ ନେଉଳପୁରସ୍ଥିତ ବଲେ ବଲେ ଢାବା…
‘ପ୍ରଧାନମନ୍ତ୍ରୀ କହୁଥିଲେ ଘରେ ପଶି ମାରିବୁ, ହେଲେ…’ ମୋଦିଙ୍କୁ ଟାର୍ଗେଟ କଲେ ଓୱେସି
ଶ୍ରୀନଗର, ୧୬।୦୭: ଏଆଇଏମ୍ଆଇଏମ୍ ମୁଖ୍ୟ ଅସବୁଦ୍ଦିନ ଓୱେସି ଜମ୍ମୁ-କଶ୍ମୀରର ଡୋଡାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣଙ୍କୁ ନେଇ ମୋଦିଙ୍କୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହୁଥିଲେ କି ଆମେ ଘରେ ପଶି ମାରିବୁ । ହେଲେ…
ବିକାଶଙ୍କୁ ୭ଥର କାମୁଡିଥିଲା ସାପ, ସାମ୍ନାକୁ ଆସିଲା ବଡ଼ କାରଣ
ନୂଆଦିଲ୍ଲୀ,୧୬।୭: ଉତ୍ତରପ୍ରଦେଶର ଫତେହପୁର ଜିଲାର ବାସିନ୍ଦା ବିକାଶ ଦୁବେଙ୍କୁ ୪୦ ଦିନ ମଧ୍ୟରେ ସାତଥର ସାପ କାମୁଡ଼ି ଦେଇଥିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଯାହାର ଗୁମର ଏବେ ଧୀରେ ଧୀରେ ଖୋଲିବାରେ ଲାଗିଛି। ଜଙ୍ଗଲ ବିଭାଗ ସହିତ ସ୍ବାସ୍ଥ୍ୟ…
Archives


