କ୍ଷମା ତ ମାଗିଲେ ମଦନ ଦିଲାଓ୍ବର, ହେଲେ କଂଗ୍ରେସକୁ ଦେଲେ ବଡ ଅସ୍ତ୍ର
ଜୟନୁର,୧୮।୭: ରାଜସ୍ଥାନ ବିଧାନସଭାରେ ଜୁଲାଇ ୩ରୁ ଆରମ୍ଭ ହୋଇଥିବା ବିଧାନସଭା ଅଧିବେଶନରେ ଏଥର ମଦନ ଦିଲାୱର ପ୍ରାଧାନ୍ୟ ବିସ୍ତାର କରିଥିଲେ। ଗୃହ ଆରମ୍ଭ ହେବା ଦିନଠାରୁ ବିରୋଧୀମାନେ ତାଙ୍କୁ କିଛି କହିବାର ସୁଯୋଗ ଦେଇ ନ ଥିଲେ। ଯେତେବେଳେ ସେ ନିଜର…
ଅଧିନାୟକ କଥା ଛାଡ, ଉପଅଧିନାୟକ ବି ହୋଇପାରିଲେନି ପାଣ୍ଡ୍ୟା, ବାଜି ମାରିନେଲେ…
ନୂଆଦିଲ୍ଲୀ,୧୮।୭: ବିସିସିଆଇ ଗୁରୁବାର ଶ୍ରୀଲଙ୍କା ଗସ୍ତ ପାଇଁ ଦିନିକିଆ ଏବଂ ଟି -୨୦ ଦଳ ଘୋଷଣା କରିଛି। ସୂର୍ଯ୍ୟକୁମାର ଯାଦବଙ୍କୁ ଟି -୨୦ ଦଳର ଅଧିନାୟକ କରାଯାଇଛି। କିନ୍ତୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ହାତ ଖାଲି ରହିଯାଇଛି। ଅଧିନାୟକ କଥା ଛାଡ ତାଙ୍କୁ…
ଶ୍ରୀଲଙ୍କା ବିପକ୍ଷ ଭାରତୀୟ ଦିନିକିଆ ଦଳରେ ନୂଆ ଚେହେରାଙ୍କ ଏଣ୍ଟ୍ରି, ଗମ୍ଭୀର ଆସିବା ମାତ୍ରେ ହେଲା ବଡ଼ ପରିବର୍ତ୍ତନ
ନୂଆଦିଲ୍ଲୀ,୧୮।୭: ଶ୍ରୀଲଙ୍କା ବିପକ୍ଷ ମ୍ୟାଚ ପାଇଁ ଭାରତ ଦିନିକିଆ ଏବଂ ଟି -୨୦ ଦଳ ଘୋଷଣା କରିଛି। ଗୌତମ ଗମ୍ଭୀର ମୁଖ୍ୟ ପ୍ରଶିକ୍ଷକ ହେବା ମାତ୍ରେ ଟିମ ଇଣ୍ଡିଆରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଖିବାକୁ ମିଳିଛି। ଗମ୍ଭୀରଙ୍କ ପାଇଁ ଶ୍ରୀଲଙ୍କା ଯାତ୍ରା…
କ୍ୟାନ୍ସର କରିଦେଲା ଅନାଥ
ଖଡ଼ିଆଳ,୧୮ା୭(ସୁଜିତ କୁମାର ପ୍ରଧାନ)- ପ୍ରଥମେ ମା’ ଓ ପରେ ବାପାଙ୍କୁ ହରାଇ ବେସାହାରା ହୋଇପଡିଛନ୍ତି ୨ବ ନାବାଳିକା। ବୃଦ୍ଧ ଜେଜେବାପା ଏବେ ସେମାନଙ୍କ ଭରସା। ଏଭଳି ଏରିଥି ଦୃଶ୍ୟ ଦେଖିବାକୁ ମିଳିଛି ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ନେହେନା ଗ୍ରାମ ପଞ୍ଚାୟତ…
ପୂରଣ ହେଲା ବିରାଟ କୋହଲିଙ୍କ ସ୍ବପ୍ନ, ସାମ୍ନାକୁ ଆସିଲା ପୁଅ ଅକାୟଙ୍କ ପ୍ରଥମ ଝଲକ, ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ,୧୮।୭: ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ସମୟରେ ଚର୍ଚ୍ଚାରେ ରହିଥା’ନ୍ତି। ଦୀର୍ଘ ଦିନ ଧରି କଳ୍ପନା ଜଳ୍ପନା ଚାଲିଛି ଯେ ଏହି ଦମ୍ପତି ନିଜ ପରିବାର ସହ ସମୟ କାଟିବାକୁ ଲଣ୍ଡନ ଯିବାକୁ…
ଏମିତି ରହିଛି ସବୁ ଅଳଙ୍କାର, ଭିତର ରତ୍ନଭଣ୍ଡାର ସ୍ଥିତି ନେଇ ବରିଷ୍ଠ ସେବାୟତ କଲେ ବଡ଼ ଖୁଲାସା
ପୁରୀ,୧୮।୭: ଭିତର ରତ୍ନଭଣ୍ଡାର ସ୍ଥିତି ନେଇ ବରିଷ୍ଠ ସେବାୟତ ଦୁର୍ଗା ଦାସମହାପାତ୍ର ବଡ଼ ପ୍ରତିକ୍ରିୟା ଦେଇ କହିଛନ୍ତି ବାହାର ପଟୁ ଗୋଟିଏ ଫାଟ ଦୃଶ୍ୟମାନ ହେଉଛି। ଭିତରେ ୪ଟି ପଥର ଖସି ପଡ଼ିଥିବାର ଆମେ ଦେଖିବାକୁ ପାଇଲୁ। ଅଧିକ କ୍ଷୟକ୍ଷତି ନଜରକୁ…
ମିଥ୍ୟା ବିଲ୍ କରି ଅର୍ଥ ଆତ୍ମସାତ୍ ଉଦ୍ୟମ: ଅଭିଯୋଗ ପରେ ବିଲ୍ ବନ୍ଦ କଲେ ବିଡିଓ
କେସିଙ୍ଗା,୧୮ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କସୃପଡା ପଞ୍ଚାୟତରେ ଏକ ପ୍ରକଳ୍ପ କାମରେ ମିଥ୍ୟା ବିଲ୍ କରି ଅର୍ଥ ଆତ୍ମସାତ୍ ଉଦ୍ୟମ ହୋଇଥିଲା। ଏ ନେଇ ଅଭିଯୋଗ ପରେ ବିଡିଓ ବିଲ୍ ବନ୍ଦ କରିଛନ୍ତି। ଆମ ଓଡ଼ିଶା ନବୀନ ଓଡ଼ିଶା…
‘ଡ୍ରିଙ୍କ ବ୍ରେକ’କୁ ଶେଷ କରିବାକୁ ଦାବି କଲେ ଗାଭାସ୍କର
ନୂଆଦିଲ୍ଲୀ,୧୮।୭: ପୂର୍ବତନ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର କ୍ରିକେଟରେ ନିୟମ କରୁଥିବା ବ୍ୟକ୍ତିଙ୍କୁ ଏକ ବଡ ପ୍ରସ୍ତାବ ଦେଇଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରେ ଦ୍ରୁତ ବୋଲରଙ୍କ ପାଇଁ ଅନୌପଚାରିକ ପାନୀୟ ବିରତି ବା ଡ୍ରିଙ୍କ ବ୍ରେକ୍ ଶେଷ କରିବାକୁ ଗାଭାସ୍କର ଅଧିକାରୀମାନଙ୍କୁ କହିଛନ୍ତି।…
ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣଙ୍କ ବିରୋଧରେ ହାଇକୋର୍ଟ ଗଲେ ଭାଜପା ନେତା ଜଗନ୍ନାଥ
ଭୁବନେଶ୍ୱର,୧୮।୭: ହାଇକୋର୍ଟ ଗଲେ ଭୁବନେଶ୍ବର ମଧ୍ୟ ଭାଜପା ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ। ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ବିରୋଧରେ ନିର୍ବାଚନୀ ମାମଲା ରୁଜୁ କରିଛନ୍ତି। ଭୋଟ ଗଣତିରେ ବ୍ୟାପକ ଜାଲିଆତି ଅଭିଯୋଗ କରି ପିଟିଶନ ଦାଖଲ କରିଥିବା ଜଗନ୍ନାଥଙ୍କ ପକ୍ଷରୁ ଲଢୁଥିବା…
ପଦ୍ମଶ୍ରୀ କମଳା ପୂଜାରୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର: ଚାଲିଛି ଚିକିତ୍ସା…
କୋରାପୁଟ,୧୮।୭(ଅମିତାଭ ବେହେରା): ପଦ୍ମଶ୍ରୀ କମଳା ପୂଜାରୀ ଅସୁସ୍ଥ ଅନୁଭବ କରିବା ପରେ ତାଙ୍କୁ ପ୍ରଥମେ କୋରାପୁଟ ଜୟପୁର ସ୍ଥିତ ଜିଲା ମେଡିକାଲ ରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ଜିଲା ମେଡିକାଲର ଡାକ୍ତର ରତିକାନ୍ତ ଖଟୁଆଙ୍କ ନେତୃତ୍ୱରେ ଏକ…
ଶ୍ରୀଲଙ୍କା ମ୍ୟାଚ ପାଇଁ ଭାରତୀୟ ଦଳ ଘୋଷଣା: ଅଧିନାୟକ ରହିବେ ଏହି ଖେଳାଳି
ନୂଆଦିଲ୍ଲୀ,୧୮।୭: ଶ୍ରୀଲଙ୍କା ବିପକ୍ଷ ଦିନିକିଆ ଏବଂ ଟି -୨୦ ସିରିଜ ପାଇଁ ଭାରତ ଦଳ ଘୋଷଣା କରିଛି। ସୂର୍ଯ୍ୟକୁମାର ଯାଦବଙ୍କୁ ଟି -୨୦ ଅଧିନାୟକ କରାଯାଇଛି। ଭାରତର ଟି -୨୦ ଦଳ: ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଶୁବମାନ ଗିଲ (ଉପ-ଅଧିନାୟକ), ଯଶସ୍ବୀ…
ଶ୍ରେୟସ ଆୟରଙ୍କ ପାଇଁ ଡବଲ ଗୁଡ୍ ନ୍ୟୁଜ୍
ନୂଆଦିଲ୍ଲୀ,୧୮।୭: ଟିମ ଇଣ୍ଡିଆ ଚଳିତ ମାସର ଶେଷ ସପ୍ତାହରେ ଶ୍ରୀଲଙ୍କା ଗସ୍ତ କରିବ। ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଦିନିକିଆ ଏବଂ ଟି-୨୦ ସିରିଜ ଖେଳାଯିବ। ବିସିସିଆଇର ଚୟନ କମିଟି ଏହି ଯାତ୍ରା ପାଇଁ ଶ୍ରେୟସ ଆୟରଙ୍କୁ ଏକ ସୁଯୋଗ ଦେଇପାରେ।…
Archives


