ଚିଲିରେ ବଡ଼ ଧରଣର ଭୂକମ୍ପ: ଲୋକେ ଆତଙ୍କିତ
ସାଣ୍ଟିଆଗୋ,୧୯।୭: ଚିଲିରେ ଶୁକ୍ରବାର ସକାଳୁ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଥିଲା। ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୩ରେ ମାପ କରାଯାଇଥିଲା। ଯୁକ୍ତରାଷ୍ଟ୍ରର ଭୂତତ୍ତ୍ୱ ସର୍ବେକ୍ଷଣ ଏହି ସୂଚନା ଦେଇଛି। ୟୁଏସ୍ଜିସ୍ କହିଛି, ଚିଲିର ଆଣ୍ଟୋଫାଗାସ୍ତାଠାରେ ଏହି ଭୂକମ୍ପ କମ୍ପନ ଅନୁଭୂତ…
୬ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଯୋଗଦେବାକୁ ନିର୍ଦ୍ଦେଶ
ଭୁବନେଶ୍ୱର, ୧୯।୭(ସୁନିତ୍ ମିଶ୍ର):ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ୬ ଜଣ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ନିଯୁକ୍ତି ଦିଆଯାଇଛି। ତେବେ ଏଫ୍ ଆଣ୍ଡ ଏଆର୍ଡି ବିଭାଗରେ କାର୍ଯ୍ୟ କରୁଥିବା ଅନୁ ସଚିବ ପ୍ରଦୀପ କୁମାର ସାମଲଙ୍କୁ ବଦଳିକରି ସଂସଦୀୟ ବ୍ୟାପାର ବିଭାଗ…
ଏଚ୍ଏସ୍ବିସି ମ୍ୟୁଚୁଆଲ ଫଣ୍ଡର ଡିଜିଟାଲ କ୍ୟାମ୍ପେନ
ଭୁବନେଶ୍ୱର,୧୯।୭(ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଏଚ୍ଏସ୍ବିସି ମ୍ୟୁଚୁଆଲ ଫଣ୍ଡର ନୂତନ ଅଭିଯାନ ‘ଅପ୍ନେ ଏସ୍ଆଇପି କୋ ଦୋ ପ୍ରମୋଶନ’ର ଶୁଭାରମ୍ଭ ହୋଇଯାଇଛି। ଏପରିକି ଏହି ଅଭିଯାନ ଜରିଆରେ ଏକ ନୂଆ ଡିଜିଟାଲ କ୍ୟାମ୍ପେନର ମଧ୍ୟ ଉନ୍ମୋଚନ କରାଯାଇଛି।…
‘ଅର୍ଥ ମନ୍ତ୍ରଣାଳୟ ନିକଟରୁ ୨ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଆଶା କରୁଛୁ’
ଆଗାମୀ ବଜେଟ ନିମନ୍ତେ ଆମେ ସରକାରଙ୍କ ନିକଟରୁ ବିଶେଷକରି ଅର୍ଥ ମନ୍ତ୍ରଣାଳୟ ନିକଟରୁ ୨ଟି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଆଶା କରୁଛୁ। ପ୍ରଥମତଃ ଆମେ ସୁନା ଆମଦାନୀ ଉପରେ ଲାଗୁ କରାଯାଉଥିବା ଶୁଳ୍କ ହ୍ରାସ କରିବା ନେଇ ଦୀର୍ଘଦିନରୁ ଆମ ଅନୁରୋଧକୁ ଦୋହରାଉଛୁ।…
ପଦ ଚାଲିଯିବା ଭୟରେ ରାଜ୍ୟପାଳଙ୍କ ପୁଅ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉନି: କଂଗ୍ରେସ
ଭୁବନେଶ୍ୱର, ୧୯।୭(ସୁନିତ୍ ମିଶ୍ର):ପୁରୀ ରାଜଭବନରେ କାର୍ଯ୍ୟରତ ଓଡ଼ିଆ ଅଧିକାରୀ ବୈକୁଣ୍ଠ ପ୍ରଧାନଙ୍କୁ ରାଜ୍ୟପାଳଙ୍କ ପୁଅ ଏବଂ ତାଙ୍କର ୫ ଜଣ ଝାଡ଼ଖଣ୍ଡୀ ବନ୍ଧୁ ଅତି ନୃଶଂସ ଭାବେ ଶାରୀରିକ ନିର୍ଯାତନା ଦେବାପରେ ଏହି ଘଟଣାକୁ ନେଇ ରାଜ୍ୟରେ ହଟଚମଟ ସୃଷ୍ଟି ହୋଇଛି।…
ଯକ୍ଷ୍ମା ଦୂର କରିବ ଭେଜି ବାଇଗଣ
ଭୁବନେଶ୍ୱର,୧୯।୭(ଅନୁରାଧା ମହାରଣା): ଯକ୍ଷ୍ମାରୋଗ ନିରାକରଣରେ ଛୋଟି କଟେଲି ବା ଭେଜି ବାଇଗଣ ଉପଯୋଗୀ। ପତଞ୍ଜଳି ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରେ ଏପରି ତଥ୍ୟ ପ୍ରକାଶ ପାଇଛି। ଏହି ଅଧ୍ୟୟନର ଉଦ୍ଦେଶ୍ୟ ଥିଲା ଯକ୍ଷ୍ମା ପାଇଁ ଆୟୁର୍ବେଦିକ ଚିକିତ୍ସା ବିକାଶ କରିବା ବୋଲି…
ରଥଯାତ୍ରାରେ ଜେଏସ୍ପି ଫାଉଣ୍ଡେଶନର ମାଗଣା ଭୋଜନ
ଭୁବନେଶ୍ୱର,୧୯।୭ (ଅଭୟ ଦାଶ): ଦେଶର ପ୍ରମୁଖ ଇସ୍ପାତ ନିର୍ମାତା ‘ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର’ ବା ଜେଏସ୍ପିର ସାମାଜିକ ପ୍ରତିଷ୍ଠାନ ଜେଏସ୍ପି ଫାଉଣ୍ଡେଶନ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାରେ ଭକ୍ତମାନଙ୍କ ସେବା କରିବାର ପରମ୍ପରାକୁ…
ପିଏନ୍ବିର ସ୍ଥାନାନ୍ତରିତ ଶାଖା ଉଦ୍ଘାଟିତ
ଭୁବନେଶ୍ୱର,୧୯।୭ (ଅଭୟ ଦାଶ): ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍ବି),ବ୍ରହ୍ମପୁର ମଣ୍ଡଳର ସ୍ଥାନାନ୍ତରିତ (ଦୁରା ଶାଖାର ନୂତନ ପରିସର) ଶାଖା ନିକଟରେ ଉଦ୍ଘାଟିତ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ଗଞ୍ଜାମ ଜିଲା ବ୍ରହ୍ମପୁର ତହସିଲ ଅଧୀନ ପିଏନ୍ବି ଦୁରା ଶାଖାକୁ ନିକଟରେ ସ୍ଥାନାନ୍ତର କରାଯାଇଛି। ଏହି ଅବସରରେ…
ଆଜି ଶ୍ରୀମନ୍ଦିରକୁ ବାହୁଡ଼ିବେ ମହାପ୍ରଭୁ
ପୁରୀ,୧୯ା୭(ଅଜିତ୍ କୁମାର ମହାନ୍ତି): ନବଦିନାତ୍ମକ ଯାତ୍ରା ସାରି ଜନ୍ମବେଦିରୁ ବାହୁଡ଼ି ଆସିଛନ୍ତି ମହାପ୍ରଭୁ। ଭଉଣୀଭାଇଙ୍କ ସହ ସିଂହଦ୍ୱାର ସମ୍ମୁଖରେ ତିନିରଥ ଉପରେ ଏବେ ଅବସ୍ଥାନ କରୁଛନ୍ତି ମହାପ୍ରଭୁ। ଗୁରୁବାର ରଥଉପରେ ମହାପ୍ରଭୁଙ୍କ ଅଧରପଣା ସମ୍ପନ୍ନ ହେବା ପରେ ମହାପ୍ରଭୁଙ୍କ ନୀଳାଦ୍ରି ବିଜେ…
ମିଶନ ମୋଡ୍ରେ ଉପମୁଖ୍ୟମନ୍ତ୍ରୀ: ଦେଲେ ଏମିତି ନିର୍ଦ୍ଦେଶ
ଭୁବନେଶ୍ୱର, ୧୯।୭(ଅସମାପିକା ସାହୁ):ମହିଳା ଓ ଶିଶୁ ବିକାଶ ଅନ୍ତର୍ଗତ ରାଜ୍ୟ ମହିଳା ଓ ଶିଶୁ ପ୍ରତିଷ୍ଠାନରେ ଗୁରୁବାର ଜିଲା ସମାଜ ମଙ୍ଗଳ ଅଧିକାରୀଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗଦେଇ ମିଶନ ମୋଡ୍ରେ ଅପପୁଷ୍ଟି ଦୂର…
ଜିଡିପିର ଅନୁମାନ ୭%କୁ ବୃଦ୍ଧି କଲା ଆଇଏମ୍ଏଫ୍
ନୂଆଦିଲ୍ଲୀ, ୧୯।୭ (ଅଭୟ ଦାଶ): ବିଶ୍ୱର ପ୍ରମୁଖ ଆର୍ଥିକ ସଂସ୍ଥା ତଥା ଆମେରିକାର ପ୍ରତିଷ୍ଠିତ ପ୍ରତିଷ୍ଠାନ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ)ର ଆକଳନ ଅନୁଯାୟୀ ୨୦୨୪-୨୫ଆର୍ଥିକ ବର୍ଷରେ ଭାରତର ମୋଟ ଘରୋଇ ଉତ୍ପାଦ ବା ଜିଡିପିର ପୂର୍ବାନୁମାନ ୭% କୁ ବୃଦ୍ଧି…
ବଙ୍ଗୋପସାଗରରେ ଲଘୁଚାପ: ୨୨ ଯାଏ ପ୍ରବଳ ବର୍ଷିବ
ଭୁବନେଶ୍ୱର,୧୯ା୭(ଅସମାପିକା ସାହୁ):କେନ୍ଦ୍ରୀୟ ବଙ୍ଗୋପସାଗର ତତ୍ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଗୁରୁବାର ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏଥିସହ ଜଡ଼ିତ ସମ୍ପୃକ୍ତ ଘୂର୍ଣ୍ଣିବଳୟ ଦକ୍ଷିଣ-ପଶ୍ଚିମ ଦିଗକୁ ଢଳିରହିଛି। ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଉତ୍ତର -ପଶ୍ଚିମ ଦିଗରେ ଗତି କରି ଆସନ୍ତା…
Archives


