Home Left

କଣ୍ଟାବାଞ୍ଜିରେ ହେଉଛି କଡା ଟକ୍କର, ଲକ୍ଷ୍ମଣ ବାଗଙ୍କ ଠାରୁ ୮୨୮ ଭୋଟରେ ଆଗରେ ନବୀନ ପଟ୍ଟନାୟକ

ଭୁବନେଶ୍ୱର,୪।୬: ଚାଲିଛି ମତଗଣନା। ତେବେ ଓଡ଼ିଶାରେ ଭାଜପାକୁ ୭୮ ଆସନ ମିଳିଥିବାବେଳେ ବିଜେଡିକୁ ୫୪ ସିଟ୍‌ ମିଳିଛି। ୨୫ବର୍ଷ ପରେ ଏପରି ସମୀକରଣ ଦେଖିବାକୁ ମିଳିଛି। ଯେଉଁଠି ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ସରକାର ୨୫ବର୍ଷ ଧରି କ୍ଷମତାରେ ରହି ଆସୁଥିଲା ତା’ର…

ଇନ୍ଦୋରରେ ବଡ଼ ରେକର୍ଡ: ନୋଟାକୁ ଏକ ଲକ୍ଷରୁ ଅଧିକ ଭୋଟ

ଇନ୍ଦୋର,୪।୬:ମଧ୍ୟପ୍ରଦେଶର ଇନ୍ଦୋରରେ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଲୋକ ସଭା ନିର୍ବାଚନ ଫଳାଫଳରେ ନୋଟା ମଧ୍ୟାହ୍ନ ପର୍ଯ୍ୟନ୍ତ ଏକ ଲକ୍ଷ ଭୋଟ ପାଇଛି। ଇନ୍ଦୋରର ଫଳାଫଳ ସମଗ୍ର ଦେଶରେ ଆଲୋଚନା ଚାଲିଛି। ଇନ୍ଦୋରରେ କଂଗ୍ରେସର ଲୋକ ସଭା ପ୍ରାର୍ଥୀ ଅକ୍ଷୟ କାନ୍ତି ନିର୍ବାଚନ…

କଟକ ସଦର ବିଧାନସଭା ଆସନ: ୧୦ମ ରାଉଣ୍ଡରେ ବିଜେଡି ଆଗୁଆ

କଟକ,୪ା୬(କାର୍ତ୍ତିକ ସାହୁ): କଟକ ସଦର ବିଧାନସଭା ଆସନରେ ମଙ୍ଗଳବାର ଭୋଟ୍‌ ଗଣତି ଜାରି ରହିଛି। ତେବେ ୧୦ମ ରାଉଣ୍ଡ ସୁଦ୍ଧା ବିଜେଡି ବଧାୟକ ପ୍ରାର୍ଥୀ ଚନ୍ଦ୍ର ସାରଥୀ ବେହେରା ୩୫,୨୯୬ ଖଣ୍ଡ ଭୋଟ୍‌ ପାଇଥିବା ବେଳେ ଭାଜପାର ପ୍ରକାଶ ଚନ୍ଦ୍ର ସେଠୀ…

ରେକର୍ଡ ଦିଗରେ ଅଗ୍ରସର ହେଉଛନ୍ତି ଅମିତ୍‌ ଶାହା

ନୂଆଦିଲ୍ଲୀ,୪।୬: ସାରା ଦେଶରେ ଲୋକ ସଭା ନିର୍ବାଚନ ଗଣତି ଚାଲୁ ରହିଛି। ଏହାରି ମଧ୍ୟରେ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ଗୃହମନ୍ତ୍ରୀ ଅମିତ୍‌ ଶାହା ରେକର୍ଡ ଦିଗରେ ଅଗ୍ରସର ହେଉଛନ୍ତି। ବିରାଟ ବ୍ୟବଧାନରେ ଅମିତ୍‌ ଶାହ ରହିଥିବା ନିର୍ବାଚନ…

ବଡଚଣାରେ ପଛରେ ପଡିଲେ ବର୍ଷା

ଭୁବନେଶ୍ୱର,୪।୬: ଓଡ଼ିଶାରେ ଭାଜପାକୁ ୭୮ ଆସନ ମିଳିଥିବାବେଳେ ବିଜେଡିକୁ ୫୪ ସିଟ୍‌ ମିଳିଛି। ୨୫ବର୍ଷ ପରେ ଏପରି ସମୀକରଣ ଦେଖିବାକୁ ମିଳିଛି। ଯେଉଁଠି ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ସରକାର ୨୫ବର୍ଷ ଧରି କ୍ଷମତାରେ ରହି ଆସୁଥିଲା ତା’ର ସମ୍ପୂର୍ଣ୍ଣ ବିପରୀତ ଦୃଶ୍ୟ…

ଓଡ଼ିଶା ଲୋକ ସଭାର ୧୯ ଆସନରେ ଭାଜପା ଆଗୁଆ

ଭୁବନେଶ୍ୱର,୪ା୬: ୨୦୨୪ ସାଧାରଣ ନିର୍ବାଚନ ଫଳ ପାଇଁ ସାରା ରାଜ୍ୟରେ ମଙ୍ଗଳବାର ଭୋଟ୍‌ ଗଣତି ଜୋର୍‌ଦାର ଚାଲିଛି। ସକାଳ ୮ଟାରୁ ରାଜ୍ୟରେ ଭୋଟ୍‌ ଗଣତି ଆରମ୍ଭ ହୋଇଥିବା ବେଳେ ଅଧିକାଂଶ ଲୋକ ସଭା ଆସନରେ ଭାଜପା ଆଗୁଆ ରହିଛି। ତେବେ ରାଜ୍ୟର…

ଇତିହାସ ରଚିପାରନ୍ତି ରାହୁଲ

ନୂଆଦିଲ୍ଲୀ, ୪।୬: ଏଥର ଲୋକ ସଭା ନିର୍ବାଚନର ଫଳାଫଳ ସମସ୍ତଙ୍କୁ ଚମକାଇ ଦେଇଛି। ଗୋଟିଏ ପଟେ ଏନଡିଏର ୪୦୦ ପାର୍‌ ସ୍ଲୋଗାନ ଫେଲ୍‌ ମାରିବାକୁ ଯାଉଥିବା ବେଳେ ଅନ୍ୟପଟେ ୧୦ ବର୍ଷର ରେକର୍ଡ ଭାଙ୍ଗିପାରେ କଂଗ୍ରେସ। ଦିନେ ରାହୁଲଙ୍କୁ ପପୁ ବୋଲି…

ବାଲିଗୁଡାରେ ବିଜେଡି ଆଗୁଆ

ବାଲିଗୁଡ଼ା, ୪।୫:(ସଞ୍ଜୟ କୁମାର ପାଣିଗ୍ରାହୀ): ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଭୋଟ ଗଣତି ଚାଲିଛି। ବାଲିଗୁଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ସପ୍ତମ ରାଉଣ୍ଡ ସୁଦ୍ଧା ବିଜେଡି ୩୯୪୧ ଭୋଟରେ ଆଗୁଆ ରହିଛି। ବିଜେଡ଼ି ପ୍ରାର୍ଥୀ ଚକ୍ରମଣି କହଁରଙ୍କ ସପକ୍ଷରେ ୧୮ ହଜାର ୩୬୯…

ବଡ଼ ବିଜୟ ଅଭିମୁଖେ ରାହୁଲ

ନୂଆଦିଲ୍ଲୀ,୪।୬: ଲୋକ ସଭା ନିର୍ବାଚନରେ ଏଥର ଉଭୟ କେରଳର ୱାୟନାଡ ଓ ଉତ୍ତର ପ୍ରଦେଶର ରାଏବରେଲି ଆସନ ଦଖଲ କରିବା ଦିଗରେ ରାହୁଲ ଗାନ୍ଧୀ। ୱାୟନାଡରେ ରାହୁଲ ବଡ ମାରଜିନ୍‌ରେ ଆଗକୁ ବଢୁଛନ୍ତି। ପ୍ରାୟ ୧ଲକ୍ଷ ୪୩ ହଜାର ୮୧ ଭୋଟରେ…

କଟକ ଲୋକ ସଭା ଆସନରେ ଭାଜପା ଆଗୁଆ

କଟକ,୪ା୬(କାର୍ତ୍ତିକ ସାହୁ): କଟକ ଲୋକ ସଭା ଆସନରେ ଭାଜପା ପ୍ରାର୍ଥୀ ଭର୍ତ୍ତୃହରି ମହତାବ ୮ମ ରାଉଣ୍ଡ ସୁଦ୍ଧା ୧,୩୫,୫୬୧ ଖଣ୍ଡ ଭୋଟ୍‌ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ସନ୍ତୃପ୍ତ ମିଶ୍ର ୧ ୨୪,୦୦୮ ଖଣ୍ଡ ଭୋଟ୍‌ ପାଇଛନ୍ତି। ସେହିପରି କଂଗ୍ରେସ ପ୍ରାର୍ଥୀ…

ବାଲେଶ୍ୱରରେ ପ୍ରତାପ ଷଡଙ୍ଗୀ ଆଗୁଆ, ପଛରେ ପଡିଲେ ଶ୍ରୀକାନ୍ତ-ଲେଖାଶ୍ରୀ

ଭୁବନେଶ୍ୱର,୪।୬: ପ୍ରାରମ୍ଭିକ ଟ୍ରେଣ୍ଡ ଅନୁଯାୟୀ, ଉଭୟ ବିଧାନସଭା ଓ ଲୋକ ସଭା ଆସନରେ ଭାଜପା ଆଗରେ ଥିବା ବେଳେ ପଛରେ ପଡି ଯାଇଛି ବିଜେଡି ଓ କଂଗ୍ରେସ। ସେହିପରି ବାଲେଶ୍ୱରରେ ଭାଜପା ପ୍ରାର୍ଥୀ ପ୍ରତାପ ଷଡଙ୍ଗୀ ଆଗରେ ଥିବା ବେଳେ ପଛରେ…

ସପ୍ତମ ରାଉଣ୍ଡ ସୁଦ୍ଧା ପ୍ରଣବ ପଛରେ: ଧର୍ମେନ୍ଦ୍ର ୨୫ ହଜାରରୁ ଊର୍ଦ୍ଧ୍ୱ ଭୋଟରେ ଆଗୁଆ

ସମ୍ବଲପୁର,୪।୬: ମଙ୍ଗଳବାର ସକାଳ ୮ଟାରୁ ଭୋଟ ଗଣନା ଆରମ୍ଭ ହୋଇଯାଇଛି। ପ୍ରଥମେ ବାଲଟ ଓ ଏହା ପରେ ଇଭିଏମ୍‌ ଗଣନା ଚାଲିଛି। ପ୍ରାରମ୍ଭିକ ଟ୍ରେଣ୍ଡ ଅନୁଯାୟୀ ସମ୍ବଲପୁର ଲୋକସଭା ଆସନରେ ଭାଜପା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରଣବ ପ୍ରକାଶ ଦାସଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri