Home Left

ରାତାରାତି ବଦଳିଗଲା ଏହି କ୍ରିକେଟରଙ୍କ ଭାଗ୍ୟ, ଖରାପ ଫର୍ମ ଯୋଗୁ ରିଲିଜ କରିଥିଲା ପଞ୍ଜାବ, ୫୫ଗୁଣା ଅଧିକ ଟଙ୍କା ଦେଇ କିଣିଲା RCB

ନୂଆଦିଲ୍ଲୀ,୨୮।୧୧: ଆଇପିଏଲ୍‌ ୨୦୨୫ ମେଗା ଅକ୍ସନ ଅନେକ ମାମଲାରେ ସ୍ବତନ୍ତ୍ର ଥିଲା। କାରଣ ଏଥିରେ ଆଇପିଏଲ୍‌ ଇତିହାସରେ ପ୍ରଥମ ଥର ପାଇଁ ସମସ୍ତ ରେକର୍ଡ ଭାଙ୍ଗିଛି। ଋଷଭ ପନ୍ତ, ଶ୍ରେୟାସ ଆୟର ଏବଂ ଭେଙ୍କଟେଶ ଆୟର ସବୁଠାରୁ ମହଙ୍ଗା ଖେଳାଳି ଭାବେ…

ଦିଗପହଣ୍ଡିରେ ସିରିଜ ଚୋରି ମାମଲା: ମାଷ୍ଟର ମାଇଣ୍ଡ ଗଲେ ଜେଲ୍‌

ଦିଗପହଣ୍ଡି,୨୮।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ସାମ୍ନା ଅଶୋକ ସ୍ବାଇଁଙ୍କ ମାର୍କେଟ କମ୍ପ୍ଲେକ୍ସରେ ଥିବା ୪ ଦୋକାନର ତାଲା ଭାଙ୍ଗି ଦୁର୍ବୃତ୍ତମାନେ ଗତ ୨୧ ତାରିଖ ବିଳମ୍ବିତ ରାତିରେ ଲକ୍ଷାଧିକ ଟଙ୍କାର ବିଭିନ୍ନ ମୂଲ୍ୟବାନ ସାମଗ୍ରୀ, ଲାପଟପ…

ଆଳୁ ରପ୍ତାନି ଉପରେ ରୋକ୍‌ ଲଗାଇଲେ ଦିଦି: ସୀମାନ୍ତରୁ ଫେରିଗଲା ଶତାଧିକ ଆଳୁ ଟ୍ରକ୍‌

ଭୋଗରାଇ,୨୮ା୧୧(ପ୍ରଦୀପ ଦାସ): ଓଡ଼ିଶା ସମେତ ଭିନ୍ନ ରାଜ୍ୟକୁ ଆଳୁ ରପ୍ତାନି ଉପରେ ପୁଣି ଅଙ୍କୁଶ ଲଗାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ନିଜ ରାଜ୍ୟରେ ଆଳୁ ଓ ପିଆଜର ମୂଲ୍ୟ ବୃଦ୍ଧି ଯୋଗୁ ଖାଉଟିଙ୍କ ଉପରେ ସିଧାସଳଖ ପ୍ରଭାବ ପଡ଼ିବାରୁ ବଜାର…

ବର୍ତ୍ତମାନ ବୟସ ଏତେ ଯେ ଯାହାକୁ ମୁଁ ବଞ୍ଚି ପାରିବି ନାହିଁ, ଜାଣନ୍ତୁ ଏମିତି କାହିଁକି କହିଲେ ଅଖିଳେଶ

ଲକ୍ଷ୍ନୌ,୨୮।୧୧: ନିକଟରେ ଏକ ସାକ୍ଷାତକାରରେ ସମାଜବାଦି ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ତାଙ୍କ ବ୍ୟକ୍ତିଗତ ଜୀବନ, ପିତା ମୁଲାୟମ ସିଂ ଯାଦବଙ୍କ ସହ ସମ୍ପର୍କ ଏବଂ ଡିମ୍ପଲ ଯାଦବଙ୍କ ସହ ପ୍ରେମ ସମ୍ପର୍କ ବିଷୟରେ ଖୋଲାଖୋଲି ଆଲୋଚନା କରିଥିଲେ। ଏହି ସମୟରେ…

ଅପରେଶନ ଗ୍ରୀନ କ୍ଲିନ: ୭ କୋଟି ଟଙ୍କାର ଗଞ୍ଜେଇ ନଷ୍ଟ କଲା ପୋଲିସ

ମୋହନା,୨୮ା୧୧(ମନ୍ମଥ ମିଶ୍ର): ଗଜପତି ଜିଲା ଆରକ୍ଷୀ ଅଧୀକ୍ଷକ ଯତୀନ୍ଦ୍ର କୁମାର ପଣ୍ଡାଙ୍କ ନିର୍ଦ୍ଦେଶରେ ଅପରେଶନ ଗ୍ରୀନ କ୍ଲିନ ଆରମ୍ଭ ହୋଇଥିବା ବେଳେ ଅଡ଼ବା ଥାନା ଅଞ୍ଚଳରେ ବ୍ୟାପକ ଗଞ୍ଜେଇ ଗଛ କାଟି ନଷ୍ଟ କରାଯାଇଛି। ଅଡ଼ବା ଥାନା ଅନ୍ତର୍ଗତ କେଶରୀଗୁଡ଼ା ପଞ୍ଚାୟତ…

ୟୁନିୟନ ବ୍ୟାଙ୍କରୁ ଚୋରି

ଚିକିଟି,୨୮ା୧୧(ପ୍ରକାଶ ଚନ୍ଦ୍ର ସାହୁ): କେ.ନୂଆଗାଁ ଥାନା ଚିକିଟି ଫାଣ୍ଡି ଅନ୍ତର୍ଗତ ଲକ୍ଷ୍ମୀପୁର ଛକରେ ଥିବା ୟୁନିଅନ ବ୍ୟାଙ୍କ ଶାଖାରୁ ଚୋରି ହୋଇଛି। ଦୁର୍ବୃତ୍ତ ଲକର ଖୋଲିବାକୁ ଚେଷ୍ଟା କରିଥିଲେ ମଧ୍ୟ ସକ୍ଷମ ହୋଇ ନ ଥିଲେ। କିନ୍ତୁ ବ୍ୟାଙ୍କରେ ଥିବା ୪ଟି…

ଅଙ୍ଗନୱାଡି କେନ୍ଦ୍ରରେ ତାଲା ପକାଇଲେ ଗ୍ରାମବାସୀ

ଖଜୁରୀପଡ଼ା ୨୮ା୧୧(ବିଦୁର ବେହେରା): ବାରମ୍ବାର ଦାବି ପରେ ଆଡାଶିପଡା ପଞ୍ଚାୟତ ପାଣ୍ଡରାବାଡ଼ି ଗ୍ରାମରେ ୨୦୨୧ରେ ମିନି ଅଙ୍ଗନୱାଡି କେନ୍ଦ୍ର ସ୍ଥାପନ ହୋଇଥିଲା। ଗୃହ ନିର୍ମାଣ ହୋଇ ନ ଥିବାରୁ କେନ୍ଦ୍ର ଆମ ଗାଁ ଆମ ବିକାଶର ଯୁବକ ସଂଘ ଘରେ ଅସ୍ଥାୟୀ…

ନିଜ ବନ୍ଧୁ ଉପରେ ଭରସା କରି ପାରୁନାହିଁ ଚାଇନା!

ବେଜିଂ,୨୮।୧୧: ପାକିସ୍ତାନ ଏବଂ ଚାଇନା ମଧ୍ୟରେ ବନ୍ଧୁତା ଭଲ ବୋଲି ବିବେଚନା କରାଯାଏ। ତେବେ ନିକଟ ଅତୀତରେ ଏଭଳି ଘଟଣା ଘଟିଛି ଯେଉଁଥିପାଇଁ ଚାଇନା ଆଉ ପାକିସ୍ତାନ ଉପରେ ବିଶ୍ୱାସ କରିପାରୁ ନାହିଁ। ସୂଚନାଯୋଗ୍ୟ, ଗତ କିଛି ବର୍ଷ ମଧ୍ୟରେ ଚାଇନା…

ଥରିଲା ଆଫଗାନିସ୍ତାନ, ଜମ୍ମୁ-କଶ୍ମୀରରେ ଦେଖାଗଲା ଏହାର ପ୍ରଭାବ

ଶ୍ରୀନଗର/କାବୁଲ,୨୮।୧୧: ଗୁରୁବାର (୨୮ ନଭେମ୍ବର) ଅପରାହ୍ନରେ ଜମ୍ମୁ କଶ୍ମୀରର କିଛି ଅଞ୍ଚଳରେ ସାମାନ୍ୟ ଭୂକମ୍ପ ଅନୁଭୂତ ହୋଇଛି। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି କହିଛି ଯେ ଆଫଗାନିସ୍ତାନରେ ୫.୮ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଅନୁଭୂତ ହୋଇଛି। ରାତି ପ୍ରାୟ ୪ଟା ୧୯ରେ…

ବିରାଟ କୋହଲିଙ୍କ ମଜାଳିଆ ଜବାବ ଶୁଣି ହସି ପକାଇଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ, ଭିଡିଓ ହେଉଛି ଭାଇରାଲ

କାନବେରା,୨୮।୧୧: ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିସ ଗୁରୁବାର କାନବେରାରେ ସଂସଦ ଭବନରେ ଭାରତୀୟ କ୍ରିକେଟ ଦଳ ସହ ସାକ୍ଷାତ୍‌ କରିଥିଲେ। ପର୍ଥ ଟେଷ୍ଟରେ ମ୍ୟାଚ ବିଜୟୀ ପ୍ରଦର୍ଶନ ପାଇଁ ଜସପ୍ରୀତ ବୁମରା ଏବଂ ବିରାଟ କୋହଲିଙ୍କୁ ପ୍ରଧାନମନ୍ତ୍ରୀ ଆଲବାନି ପ୍ରଶଂସା କରିଥିଲେ।…

‘ସିଂହୀ ସଂସଦ ଆସିଗଲେ…,’ ପ୍ରିୟଙ୍କା ଗାନ୍ଧୀଙ୍କ ଉପରେ ପୋଷ୍ଟ କରି ଫସିଗଲେ ସଞ୍ଜୟ

ନୂଆଦିଲ୍ଲୀ,୨୮।୧୧: କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ଗୁରୁବାର ସଂସଦରେ ଏମପି ଭାବରେ ଶପଥ ଗ୍ରହଣ କରିଛନ୍ତି। କେରଳର ୱାୟାନାଡର ଏମପି ଭାବରେ ସଂସଦରେ ଶପଥ ଗ୍ରହଣ କରିବା ପରେ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଦେଶ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ…

‘ବଚ୍ଚନ’ ସରନେମ ହଟାଇଲେ ଐଶ୍ୱର୍ଯ୍ୟା, ରାଗିଗଲେ ଭାଉଜ, ଅଭିଷେକ ନେଲେ ବଡ଼ ନିଷ୍ପତ୍ତି

ମୁମ୍ବାଇ: ଛାଡପତ୍ରର ଗୁଜବ ମଧ୍ୟରେ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କ ସରନେମ ‘ବଚ୍ଚନ’ ହଟାଇବାକୁ ନେଇ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସୋସିଆଲ ମିଡିଆରେ ଲୋକମାନେ କହିଛନ୍ତି ଯେ ଐଶ୍ୱର୍ଯ୍ୟା ତାଙ୍କ ନାମରୁ ବଚ୍ଚନ ସରନେମ ହଟାଇ ଏକ ବଡ଼ ସୂଚନା ଦେଇଛନ୍ତି। ଏଥି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?