ବଜେଟ୍ ପୂର୍ବରୁ ଉଛୁଳିଲା ସେୟାର ମାର୍କେଟ୍, ବଢ଼ିଗଲା ସେନ୍ସେକ୍ସ-ନିଫ୍ଟି
ମୁମ଼୍ବାଇ, ୨୩।୦୭: ନୂଆ ସରକାର ଗଠନ ପରେ ପ୍ରଥମ ଥର ପାଇଁ ଆଜି ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ହେବାକୁ ଯାଉଛି । ସାଧାରଣ ଲୋକଙ୍କ ସମେତ ସେୟାର ମାର୍କେଟ୍ ନିବେଶକଙ୍କ ମଧ୍ୟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଉପରେ ବଡ଼ ଆଶା ରହିଛି…
ନୀତୀଶଙ୍କୁ ନ ଜଣାଇ ଚନ୍ଦ୍ରବାବୁଙ୍କୁ ବଡ଼ ଉପହାର ଦେଲେ ମୋଦି
ନୂଆଦିଲ୍ଲୀ,୨୩।୭: ସଂସଦର ମୌସୁମୀ ଅଧିବେଶନ ସୋମବାରରୁ ଆରମ୍ଭ ହୋଇଛି। ଆଜି ଅର୍ଥାତ୍ ୨୩ ଜୁଲାଇରେ ସଂସଦରେ ବଜେଟ ଉପସ୍ଥାପିତ ହେବ। ସମସ୍ତଙ୍କ ଆଖି ଏହି ବଜେଟ ଉପରେ ରହିଛି। ଆଶା କରାଯାଉଛି ଯେ ମୋଦି ସରକାର ଏଥର ବଜେଟରେ ଅନେକ ବଡ…
ଦିନେ କପଡା ଫ୍ୟାକ୍ଟ୍ରିରେ କାମ କରୁଥିଲେ ଏହି ଅଭିନେତା: ଏବେ ମୋଟ ସମ୍ପତ୍ତି ଜାଣିଲେ ହେବେ ଆଶ୍ଚର୍ଯ୍ୟ
ସାଉଥ୍ ସିନେମାର ପ୍ରସିଦ୍ଧ ଅଭିନେତା ସୂର୍ଯ୍ୟା ୪୯ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ସୂର୍ଯ୍ୟ ଜୁଲାଇ ୨୩, ୧୯୭୫ରେ ତାମିଲନାଡୁର ରାଜଧାନୀ ଚେନ୍ନାଇରେ ଜନ୍ମଗ୍ରହଣ କରିଥିଲେ। ସୂର୍ଯ୍ୟଙ୍କ ପ୍ରକୃତ ନାମ ହେଉଛି ସରଭାନନ ଶିବକୁମାର। ସେ ତାମିଲ ଅଭିନେତା ଶିବକୁମାରଙ୍କ ପୁଅ।…
ଲଗାଣ ବର୍ଷାରେ ଧୋଇଗଲା ରାସ୍ତା: ୧୦ରୁ ଅଧିକ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ
କୋରୁକୋଣ୍ଡା,୨୩ା୭(ଶିବଦତ୍ତ ସାହୁ): ଲଗାଣ ବର୍ଷାରେ ମାଲକାନଗିରି ଜିଲାର ବହୁଅଞ୍ଚଳକୁ ଯାତାୟାତ ବନ୍ଦ ହୋଇଯାଇଥିବା ବେଳେ କୋରୁକୋଣ୍ଡା ବ୍ଲକ ନାକାମାମୁଡି ପଞ୍ଚାୟତ ଅରଙ୍ଗୀଠାରୁ ବାୟାପଡା ଯିବାକୁ ଥିବା ରାସ୍ତାଟି ସମ୍ପୂର୍ଣ ଭାବେ ଧୋଇ ହୋଇଯାଇଛି। ପାହାଡ଼ରୁ ମାଟି ଧସିବା ଫଳରେ ବାୟାପଡା ସମେତ…
ଓ୍ବିକରେ ୩ ଦିନ ଅଫ୍, କରିବାକୁ ପଡିବ ଏତିକି ଘଣ୍ଟା କାମ
ବେଙ୍ଗାଲୁରୁ,୨୩।୭: ITES କର୍ମଚାରୀ ସଂଘ (କିଟୁ) ସିଦ୍ଧରମୈୟାଙ୍କ ନେତୃତ୍ୱାଧୀନ ସରକାରଙ୍କୁ IT / ITES / BPO କ୍ଷେତ୍ର କର୍ମଚାରୀଙ୍କ ପାଇଁ କାର୍ଯ୍ୟ ସମୟ ବୃଦ୍ଧି କରିବାକୁ ରିପୋର୍ଟ ହୋଇଥିବା ଯୋଜନାକୁ ପୁନର୍ବିଚାର କରିବାକୁ ଅନୁରୋଧ କରିଛି। ୟୁନିୟନ ଅନୁଯାୟୀ, ସରକାର…
ଟଙ୍କା ନ ଦେଲେ ହେଉନି ନଳକୂପ ମରାମତି
ରାୟଗଡା,୨୩।୭(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ଗଠନ ହେବାର ୩୨ ବର୍ଷ ବିତିଯାଇଥିଲେ ସୁଦ୍ଧା ଜିଲାର ପାନୀୟ ଜଳ ସମସ୍ୟା ଦୂର ହୋଇପାରିନାହିଁ। ପାନୀୟ ଜଳ ପାଇଁ ବ୍ୟବସ୍ଥା ପାଇଁ ବ୍ଲକ୍ ପ୍ରଶାସନ ନିକଟରେ ଗୁହାରିକରି ବିଫଳ ହେବାପରେ ୩୦ କି.ମି.…
ପୁଣି ଭାରତର ଟେନ୍ସନ୍ ବଢାଇଲା ନେପାଳ
ନୂଆଦିଲ୍ଲୀ/କାଠମାଣ୍ଡୁ,୨୩।୭: ନେପାଳରେ ଚାଇନା ସମର୍ଥକ ଓଲି ସରକାର ଗଠନ ହେବା ସହିତ ଭାରତ-ନେପାଳ ସୀମା ବିବାଦ ପ୍ରସଙ୍ଗ ପୁଣି ଥରେ ତୀବ୍ର ହେବାରେ ଲାଗିଛି। ନେପାଳର ନୂତନ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ଲିମ୍ପିଆଡୁରା, ଲିପୁଲେଖ, କାଲାପାନି ସମେତ ମହାକାଲି ନଦୀର…
ଉପର ମୁଣ୍ଡରେ ଲଗାଣ ବର୍ଷା: ମାଛକୁଣ୍ଡ ଡି.ଡ୍ୟାମର ଖୋଲିଲା ୨ଗେଟ୍
ଲମତାପୁଟ,୨୩ା୭(ଭକ୍ତରମ ବାଙ୍କିଆ): ଉପର ମୁଣ୍ଡରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ଜଳଭଣ୍ଡାରରେ ଜଳସ୍ତର ଏବେ ବଢିବାରେ ଲାଗିଛି । ଜଲାପୁଟ ମୁଖ୍ୟ ଜଳଭଣ୍ଡାରରେ ୬ଫୁଟ ଜଳସ୍ତର ବଢିଥିବା ବେଳେ ମାଛକୁଣ୍ଡ ଡି. ଡ୍ୟାମରେ ଜଳସ୍ତର ବିପଦ ସଙ୍କେତର ଅତି ନିକଟରେ…
ଏଆଇକୁ ନେଇ ଆଶ୍ଚର୍ଯ୍ୟଜନକ ଖୁଲାସା କଲେ ଅର୍ଥମନ୍ତ୍ରୀ: ଭବିଷ୍ୟତରେ ଚାକିରି…
ନୂଆଦିଲ୍ଲୀ,୨୩।୭: କେନ୍ଦ୍ର ସରକାର ଆଜି ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି। ଏହାପୂର୍ବରୁ ସରକାର ଏକ ଅଥ ର୍ନୈତିକ ସର୍ଭେ ଉପସ୍ଥାପନ କରିଛନ୍ତି। ଏଥିରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ(ଏଆଇ) ସମ୍ବନ୍ଧୀୟ ସୂଚନା ଦିଆଯାଇଛି। ଏହା ସହିତ ରୋଜଗାର ଉପରେ ଏହାର କି ପ୍ରଭାବ ପଡିପାରେ…
ଆଶୀର୍ବାଦ ଅଟାର ନବୋନ୍ମେଷୀ ଅଭିଯାନ
ଭୁବନେଶ୍ୱର,୨୩।୭ (ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ମହୋତ୍ସବରେ ‘ଆଶୀର୍ବାଦ ଅଟା’ ସାମିଲ ହୋଇଛି। ଏପରିକି ଏହି ଅନନ୍ୟ ଆଞ୍ଚଳିକ ପାର୍ବଣର ଏକ ଆକାଂକ୍ଷିତ ଅଂଶ ହୋଇ ବ୍ରାଣ୍ଡ୍ ରହି ଆସିଛି।…
ୟୁକୋ ବ୍ୟାଙ୍କର ତ୍ରୈମାସିକ ଫଳାଫଳ
ଭୁବନେଶ୍ୱର,୨୩।୭ (ଅଭୟ ଦାଶ): ୟୁକୋ ବ୍ୟାଙ୍କର ନିର୍ଦ୍ଦେଶକମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ଫଳାଫଳ ଘୋଷଣା କରାଯାଇଛି। ଏପରିକି ଚଳିତ ଆର୍ଥିକ ବର୍ଷର ଜୁନ୍ ଶେଷ ସୁଦ୍ଧା ହୋଇଥିବା ବ୍ୟାଙ୍କର ପ୍ରଥମ ତ୍ରୈମାସିକ…
ବାହାରୁ ଔଷଧ କିଣିବାକୁ କହୁଛନ୍ତି ଡାକ୍ତର
ବ୍ରହ୍ମପୁର,୨୩ା୭ (ସୁବାସ ଚନ୍ଦ୍ର ପାଢ଼ୀ): ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମକେସିଜି) ମେଡିକାଲର ଜଣେ ଡାକ୍ତର ଜଣେ ରୋଗୀଙ୍କୁ ବାହାରୁ ଔଷଧ କିଣିବାକୁ କହିଥିଲେ। ଏନେଇ ସେ ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ ଏମକେସିଜି ମେଡିକାଲ ଅଧୀକ୍ଷକଙ୍କ ନିକଟରେ ଲିଖିତ ଜଣାଇବା ସହ ସାଙ୍ଘାତିକ…
Archives


