ବିକଶିତ ଭାରତକୁ ନେଇ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, କହିଲେ ଏହି କ୍ଷେତ୍ରରେ…
ନୂଆଦିଲ୍ଲୀ, ୨୩।୭: ମୋଦି ସରକାରଙ୍କ ତୃତୀୟ ପାଳିର ସାଧାରଣ ବଜେଟ ଉପସ୍ଥାପନ ସଂସଦରେ ଆରମ୍ଭ ହୋଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୋଟିଏ ପରେ ଗୋଟିଏ ବିଭାଗ ପାଇଁ ଘୋଷଣା ଜାରି ରଖଛନ୍ତି । ଏହି କ୍ରମରେ ଦେଶରେ ବିକାଶକୁ ଆଗକୁ…
ମିଳିଲାନି ସ଼୍ବତନ୍ତ୍ର ରାଜ୍ୟ ମାନ୍ୟତା, ନୀତୀଶଙ୍କ ଦ଼୍ବିତୀୟ ଦାବି ପୂରଣ କରିବେ କି ମୋଦି ?
ନୂଆଦିଲ୍ଲୀ, ୨୩।୭: ମୋଦି ସରକାରଙ୍କ ତୃତୀୟ ପାଳିର ସାଧାରଣ ବଜେଟ ଉପସ୍ଥାପନ ସଂସଦରେ ଆରମ୍ଭ ହୋଇଛି । ମୋଦି ସରକାର ସାଧାରଣ ଲୋକଙ୍କ ପାଇଁ ବଜେଟରେ ଯାହା ରଖିଛନ୍ତି ତାହା ଉପରେ ଦେଶର ନଜର ରହିଛି। ସେହିଭଳି ବିହାରର ନୀତୀଶ ସରକାର…
ସ୍ତ୍ରୀଙ୍କୁ ହତ୍ୟା କରି ସ୍ବାମୀ ଫେରାର
ବାରିପଦା,୨୩।୭(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା ତଥା ଗୋପବନ୍ଧୁ ନଗର ବ୍ଲକ ଅନ୍ତର୍ଗତ ବାଲିଯୋଡା ଗ୍ରାମର ଜନୈକ ସ୍ବାମୀ ଜଣକ ସ୍ତ୍ରୀକୁ ପଥରରେ ଛେଚି ହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଅଭିଯୁକ୍ତ ଜଣକ ହେଲେ ବାଲିଯୋଡା…
ବଜେଟ୍ ପୂର୍ବରୁ ଅଖିଳେଶ୍ଙ୍କ ବିସ୍ଫୋରକ ବୟାନ, ୧୦ ବର୍ଷରେ…
ନୂଆଦିଲ୍ଲୀ, ୨୩।୭: ଦେଶରେ ସାଧାରଣ ନିର୍ବାଚନ ପରେ ତୃତୀୟ ଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ଼୍ବରେ ଏନ୍ଡିଏ ସରକାର ଗଠନ ହୋଇଛି । ଗତକାଲି ଅର୍ଥାତ ସୋମବାର ଠାରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । ଆଜି ଲୋକସଭାରେ ଅର୍ଥମନ୍ତ୍ରୀ…
ବିଲରେ ହଳ କରୁଥିବାବେଳେ ଘୋଷାଡ଼ି ନେଲା ବଳଦ: ଚାଲିଗଲା ଚାଷୀଙ୍କ ଜୀବନ
ପାଟଣା ୨୩।୭(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବାଉଁଶୁଳୀ ପଞ୍ଚାୟତ ନିକଟ ବିଲରେ ମଙ୍ଗଳବାର ସକାଳୁ ହଳ କରୁଥିବାବେଳେ ଅଘଟଣ ଘଟି ଜଣେ ବୃଦ୍ଧ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି ବାଉଁଶୁଳୀ ଗ୍ରାମର ସମରା ମୁଣ୍ଡା। ତାଙ୍କ…
ଏଥର ବଜେଟ୍ ପାଇଁ ଖାସ୍ ଶାଢି ପିନ୍ଧିଛନ୍ତି ନିର୍ମଳା ସୀତାରମଣ: ଜାଣନ୍ତୁ ସେହି ଶାଢି ରଙ୍ଗର ମହତ୍ତ୍ୱ
ନୂଆଦିଲ୍ଲୀ,୨୩।୭: ବଜେଟର ଠିକ ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଲୁକ୍ ଭାଇରାଲ୍ ହୋଇଛି। ତାଙ୍କର ସପ୍ତମ ବଜେଟ ପାଇଁ ଅର୍ଥମନ୍ତ୍ରୀ ଏକ ଧଳା ଏବଂ ଗୋଲାପୀ ରଙ୍ଗର ଶାଢି ପିନ୍ଧିଛନ୍ତି। ପ୍ରତ୍ୟେକ ଥର ପରି ସେ ନିଜର ବଜେଟ ୨୦୨୪ ଉପସ୍ଥାପନ…
ଭାଙ୍ଗିଲା କଂଗ୍ରେସ କମିଟି, ହଟିଲେ ଶରତ, ଏବେ କିଏ ଧରିବେ ଓଡ଼ିଶା କଂଗ୍ରେସର ମଙ୍ଗ, ଚର୍ଚ୍ଚାରେ…
ଭୁବନେଶ୍ୱର,୨୩।୭: ରାଜ୍ୟରେ ବିଧାନସଭା ଏବଂ ଲୋକ ସଭା ନିର୍ବାଚନରେ ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ଓଡ଼ିଶା ପ୍ରଦେଶର ସମସ୍ତ କମିଟି ଭଙ୍ଗ କରିଛି ଭାରତୀୟ ଜାତୀୟ କଂଗ୍ରେସ(ଏଆଇସିସି)। କଂଗ୍ରେସ ପିସିସି ସମେତ କାର୍ଯ୍ୟକାରୀ କମିଟି, ଜିଲା, ବ୍ଲକ ଓ ମଣ୍ଡଳସ୍ତରୀୟ କମିଟି ମଙ୍ଗ…
ଗର୍ଭବତୀ ମହିଳାଙ୍କୁ ନଦୀପାର କରାଇଲେ ସିଆର୍ପିଏଫ ଯବାନ
ମାଲକାନଗିରି,୨୩।୭: ମହାନତା ଦେଖାଇଛନ୍ତି ସିଆର୍ପିଏଫ ଯବାନ। ନିଜ ଜୀବନକୁ ବାଜି ଲଗାଇ ଜଣେ ଗର୍ଭବତୀ ମହିଳାଙ୍କୁ ନଦୀପାର କରାଇ ହସ୍ପିଟାଲ ପଠାଇଛନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲାରେ। ଯବାନଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ…
ଶାହାଙ୍କ ମନ୍ତବ୍ୟ ଶୁଣି ରାଗିଗଲେ ଅଜିତ ଗୋଷ୍ଠୀର ନେତା
ପୁଣେ,୨୩।୭: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ୨୦୨୪ ପୂର୍ବରୁ ମହାୟୁତିରେ ଆଲୋଡ଼ନ ହେବାର ସମ୍ଭାବନା ଅଛି। କେନ୍ଦ୍ର ମନ୍ତ୍ରୀ ଅମିତ ଶାହା ଶରଦ ପାୱାରଙ୍କୁ ନେଇ କହିଥିଲେ ଯେ ସେ ଦୁର୍ନୀତିକୁ ସଂସ୍ଥାପିତ କରିଛନ୍ତି। ଏହା ଉପରେ ଅଜିତ ପାୱାର ଦଳର ନେତା…
ବଜେଟ୍ ପୂର୍ବରୁ ଉଛୁଳିଲା ସେୟାର ମାର୍କେଟ୍, ବଢ଼ିଗଲା ସେନ୍ସେକ୍ସ-ନିଫ୍ଟି
ମୁମ଼୍ବାଇ, ୨୩।୦୭: ନୂଆ ସରକାର ଗଠନ ପରେ ପ୍ରଥମ ଥର ପାଇଁ ଆଜି ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ହେବାକୁ ଯାଉଛି । ସାଧାରଣ ଲୋକଙ୍କ ସମେତ ସେୟାର ମାର୍କେଟ୍ ନିବେଶକଙ୍କ ମଧ୍ୟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଉପରେ ବଡ଼ ଆଶା ରହିଛି…
ନୀତୀଶଙ୍କୁ ନ ଜଣାଇ ଚନ୍ଦ୍ରବାବୁଙ୍କୁ ବଡ଼ ଉପହାର ଦେଲେ ମୋଦି
ନୂଆଦିଲ୍ଲୀ,୨୩।୭: ସଂସଦର ମୌସୁମୀ ଅଧିବେଶନ ସୋମବାରରୁ ଆରମ୍ଭ ହୋଇଛି। ଆଜି ଅର୍ଥାତ୍ ୨୩ ଜୁଲାଇରେ ସଂସଦରେ ବଜେଟ ଉପସ୍ଥାପିତ ହେବ। ସମସ୍ତଙ୍କ ଆଖି ଏହି ବଜେଟ ଉପରେ ରହିଛି। ଆଶା କରାଯାଉଛି ଯେ ମୋଦି ସରକାର ଏଥର ବଜେଟରେ ଅନେକ ବଡ…
ଦିନେ କପଡା ଫ୍ୟାକ୍ଟ୍ରିରେ କାମ କରୁଥିଲେ ଏହି ଅଭିନେତା: ଏବେ ମୋଟ ସମ୍ପତ୍ତି ଜାଣିଲେ ହେବେ ଆଶ୍ଚର୍ଯ୍ୟ
ସାଉଥ୍ ସିନେମାର ପ୍ରସିଦ୍ଧ ଅଭିନେତା ସୂର୍ଯ୍ୟା ୪୯ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ସୂର୍ଯ୍ୟ ଜୁଲାଇ ୨୩, ୧୯୭୫ରେ ତାମିଲନାଡୁର ରାଜଧାନୀ ଚେନ୍ନାଇରେ ଜନ୍ମଗ୍ରହଣ କରିଥିଲେ। ସୂର୍ଯ୍ୟଙ୍କ ପ୍ରକୃତ ନାମ ହେଉଛି ସରଭାନନ ଶିବକୁମାର। ସେ ତାମିଲ ଅଭିନେତା ଶିବକୁମାରଙ୍କ ପୁଅ।…
Archives


