ରାଗରେ ନିଆଁବାଣ ପାକିସ୍ତାନୀ କ୍ରିକେଟର, ଜୟ ଶାହାଙ୍କୁ ନେଇ କହିଦେଲେ ବଡ଼ କଥା…
ନୂଆଦିଲ୍ଲୀ,୨୩।୭: ଭାରତ ଏବଂ ପାକିସ୍ତାନ ମଧ୍ୟରେ ‘ଚାମ୍ପିଅନ୍ସ ଟ୍ରଫି’କୁ ନେଇ ବିବାଦ ବଢ଼ିବାରେ ଲାଗିଛି। ପାକିସ୍ତାନ ଏହାର ଆୟୋଜନକୁ ନେଇ ଖୁସି ଥିବା ବେଳେ ଟିମ୍ ଇଣ୍ଡିଆ ନ ଯିବା ଏକ ପ୍ରକାର ସ୍ପଷ୍ଟ ବୋଲି କୁହାଯାଉଛି। ଏମିତିରେ ପାକିସ୍ତାନର କ୍ରିକେଟର,…
Video: ଶ୍ରୀଲଙ୍କା ଯିବା ପୂର୍ବରୁ ବାଗେଶ୍ୱର ଧାମ ସରକାରଙ୍କ ଆଶୀର୍ବାଦ ନେଲେ କୂଲଦୀପ
ନୂଆଦିଲ୍ଲୀ,୨୩।୭: ଭାରତୀୟ ଟି୨୦ ଟିମ୍ ଶ୍ରୀଲଙ୍କାରେ ପହଞ୍ଚି ସାରିଛି। ସେହିଭଳି କିଛି ଖେଳାଳି ଦିନିକିଆରେ ଚୟନ ହୋଇଥିବାରୁ ସେମାନେ ଖୁବ୍ଶୀଘ୍ର ପହଞ୍ଚିବେ। ଉକ୍ତ ଖେଳାଳିଙ୍କ ମଧ୍ୟରୁ ଜଣେ ହେଲେ କୂଲଦୀପ ଯାଦବ, ଯିଏକି ଶ୍ରୀଲଙ୍କା ଗସ୍ତରେ ଯିବା ପୂର୍ବରୁ ନିଜ ଗୁରୁଙ୍କୁ…
‘୨୪ ଘଣ୍ଟାରେ ଓମ୍ ବିର୍ଲାଙ୍କ ଝିଅଙ୍କ ବିରୋଧରେ କରାଯାଇଥିବା ବିବାଦୀୟ ପୋଷ୍ଟ ହଟାଅ’
ନୂଆଦିଲ୍ଲୀ,୨୩।୭: ଲୋକ ସଭା ବାଚସ୍ପତି ଓମ୍ ବିର୍ଲାଙ୍କ ଝିଅ ଅଞ୍ଜଳି ବିର୍ଲାଙ୍କ ନାମରେ ଅପମାନଜନକ ସୋସିଆଲ ମିଡିଆ ପୋଷ୍ଟକୁ ହଟାଇବାକୁ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ‘ଏକ୍ସ’ ଏବଂ ଗୁଗୁଲ୍କୁ ବିବାଦୀୟ ପୋଷ୍ଟଗୁଡ଼ିକୁ ୨୪ ଘଣ୍ଟା ମଧ୍ୟରେ ହଟାଇବାକୁ କହିଛନ୍ତି।…
କେକେଆର୍ ନୁହେଁ, ଆଇପିଏଲ୍ରେ ଏହି ଟିମ୍ର ହେଡ୍ କୋଚ୍ ହେବେ ଦ୍ରାବିଡ
ନୂଆଦିଲ୍ଲୀ,୨୩।୭: ଟିମ୍ ଇଣ୍ଡିଆ କୋଚ୍ ଭାବେ କାର୍ଯ୍ୟକାଳ ଶେଷ ହେବା ପରେ ଆଇପିଏଲ୍ ସହ ଯୋଡ଼ି ହେବେ ରାହୁଲ ଦ୍ରାବିଡ଼। ଏବେ ତାଙ୍କ ନୂଆ ଦାୟିତ୍ୱକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ପ୍ରଥମେ ସେ କେକେଆର୍ର କୋଚ୍ ହେବେ ବୋଲି…
ବାଚସ୍ପତିଙ୍କ ମାଇକ୍ ଭାଙ୍ଗିଲେ ବିଜେଡି ବିଧାୟକ, ପୋଡ଼ିୟମ ଉପରକୁ ଚଢ଼ି କଲେ…
ଭୁବନେଶ୍ୱର,୨୩।୭: ପ୍ରଥମ ଥର ରାଜ୍ୟରେ କ୍ଷମତାକୁ ଆସିଥିବା ଭାଜପା ସରକାରର ପ୍ରଥମ ଅଧିବେଶନର ଆଜି ହେଉଛି ଦ୍ୱିତୀୟ ଦିନ। ଗୃହ ଆରମ୍ଭରୁ ବିଧାନସଭାରେ ବିରୋଧିଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ଫଳରେ ପୂର୍ବାହ୍ନ ୧୧ଟା ୩୦ ଯାଏ ବାଚସ୍ପତି ସୁରମା ପାଢ଼ୀ…
କିଏ ହେବେ ପିସିସି ସଭାପତି, ସୋଫିଆ କଲେ କ୍ଲିଅର
ଭୁବନେଶ୍ୱର,୨୩।୭: ଭଙ୍ଗ ହୋଇଛି କଂଗ୍ରେସ ପ୍ରଦେଶ କମିଟି। ଏନେଇ ରବିବାର ଏଆଇସିସି ଏକ ବିଜ୍ଞପ୍ତି ଜାରି କରିଛି। ତେବେ ୩ଥରର ବିଧାୟକ ରାମଚନ୍ଦ୍ର କାଡାମଙ୍କୁ କଂଗ୍ରେସ ବିଧାୟକ ଦଳ ନେତା ଭାବେ ନିଯୁକ୍ତି କରିଛି। କିନ୍ତୁ କଂଗ୍ରେସ ପ୍ରଦେଶ କମିଟି ଭଙ୍ଗ…
ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ
ଭୁବନେଶ୍ୱର,୨୩।୭: ଆଉ ଏକ ଲଘୁଚାପ ଦାନା ବାନ୍ଧୁଛି। ଉତ୍ତର ଓଡ଼ିଶା ତଥା ଏହାର ସଂଲଗ୍ନ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହୋଇ ଲଘୁଚାପର ରୂପ ନେବ ବୋଲି ପାଣିପାଗ ବିଭାଗ…
‘ବେକାରୀ-ମୁଦ୍ରାସ୍ଫୀତି, କୃଷକ-ମହିଳା-ଯୁବକଙ୍କ ପ୍ରସଙ୍ଗ ଗାଏବ’, ବଜେଟକୁ ନେଇ ଅଖିଳେଶଙ୍କ ବଡ଼ ଅଭିଯୋଗ
ନୂଆଦିଲ୍ଲୀ,୨୩।୭: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ମୋଦି ୩.୦ର ପ୍ରଥମ ବଜେଟ ଉପସ୍ଥାପନ କରିଛନ୍ତି। ଭାଜପା ନେତା ଏବଂ ଏହାର ସହଯୋଗୀମାନେ ମୋଦି ସରକାରଙ୍କ ପ୍ରଥମ ବଜେଟକୁ ପ୍ରଶଂସା କରୁଛନ୍ତି। ହେଲେ ବିରୋଧୀ ଦଳର ନେତାମାନେ ମୋଦି ସରକାର ଉପରେ ଆକ୍ରମଣ…
ମଧ୍ୟବିତ୍ତଙ୍କ ପାଇଁ ଲାଗିଲା ଲଟେରୀ, କର୍ମକ୍ଷେତ୍ରରେ ଇର୍ଣ୍ଟନଙ୍କ ପାଇଁ ବଡ଼ ଘୋଷଣା କଲେ ସରକାର
ନୂଆଦିଲ୍ଲୀ,୨୩।୭: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକ ସଭାରେ ୨୦୨୪-୨୫ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି। ତେବେ ଏହି ବଜେଟ୍ରେ ଅର୍ଥମନ୍ତ୍ରୀ ରୋଜଗାରକୁ ନେଇ ବଡ଼ ଘୋଷଣା କରିଛନ୍ତି। ରୋଜଗାର ଯୋଗାଉଥିବା ସଂସ୍ଥାମାନଙ୍କୁ ସରକାରୀ ସହାୟତା ଦିଆଯିବ ବୋଲି ସରକାର କହିଛନ୍ତି। ୧୦ଲକ୍ଷ…
ପାରିବାରିକ ମାମଲା: ଅଡୁଆରେ ଅନୁଭବ
ଭୁବନେଶ୍ୱର,୨୩।୭: ଅନୁଭବ-ବର୍ଷା ପାରିବାରିକ ବିବାଦ ମାମଲା ଥମିବାର ନାଁ ନେଉ ନଥିବା ବେଳେ ମଙ୍ଗଳବାର ଅନୁଭବଙ୍କୁ ଜେରା କରାଯାଇଛି। ଅଗଷ୍ଟ ୧୬ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ପୁରୀଘାଟ ଥାନାରେ ଅଭିଯୋଗ ହୋଇଥିଲା । ନିକଟରେ ଅନୁଭବ-ବର୍ଷା ଛାଡପତ୍ର ପାଇଁ କୋର୍ଟ…
ଶ୍ରାବଣରେ ମହାଦେବଙ୍କ ଶୁଭଦୃଷ୍ଟି ପାଇବାକୁ ଚାହାନ୍ତି କି, କରନ୍ତୁ ଏପରି…
ଶ୍ରାବଣ ମାସ ଆରମ୍ଭ ହୋଇଯାଇଛି। ବିଶ୍ୱାସ ରହିଛି ଯଦି ଭଗବାନ ଶିବ ଏହି ମାସରେ ସନ୍ତୁଷ୍ଟ ହୁଅନ୍ତି ତେବେ ସେ ଭକ୍ତର ପ୍ରତ୍ୟେକ ଇଚ୍ଛା ପୂରଣ କରନ୍ତି। ଏହା ମଧ୍ୟ କୁହାଯାଏ କି ସମସ୍ତ ମାସ ଅପେକ୍ଷା ଶ୍ରାବଣ ମାସ ମହାଦେବଙ୍କ…
କ୍ୟାନସର ରୋଗୀ ମାସକୁ ସଞ୍ଚୟ କରିପାରିବେ ୪୦ ହଜାର ଟଙ୍କା, ଅର୍ଥମନ୍ତ୍ରୀଙ୍କ ବଡ ଘୋଷଣା
ନୂଆଦିଲ୍ଲୀ,୨୩।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ୩.୦ ର ପ୍ରଥମ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ଉପସ୍ଥାପନ କରିଛନ୍ତି। ଏଥିରେ କର୍କଟ ରୋଗୀଙ୍କ ପାଇଁ ତଥା ସ୍ବାସ୍ଥ୍ୟ କ୍ଷେତ୍ର ପାଇଁ ବଡ ଘୋଷଣା କରାଯାଇଛି। ବଜେଟ ୨୦୨୪ରେ ଅର୍ଥମନ୍ତ୍ରୀ ଆମଦାନୀ…
Archives


