ପୁଅ-ବୋହୂଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଲେ ଶ୍ୱଶୁର, ଚାଲିଗଲା ବୋହୂଙ୍କ ଜୀବନ, ଆଇସିୟୁରେ ପୁଅ

ବାରଙ୍ଗ,୧ା୧୨(ଲିଙ୍ଗରାଜ ରାଉତ): ଶନିବାର ରାତିରେ ବାରଙ୍ଗ ଥାନା ଅଧିନସ୍ଥ ବାରସିଙ୍ଗା ଗ୍ରାମରେ ପୁଅ-ବୋହୂଙ୍କୁ ନିଆଁ ଲଗାଇ ମାରିଦେବାକୁ ଉଦ୍ୟମ କରାଯାଇଥିବା ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ବୋହୂ ସସ୍ମିତା ରାଉତ(୩୭)ଙ୍କର ମୃତ୍ୟୁ ଘଟିଛି। ପୁଅ ଦୀନବନ୍ଧୁ ରାଉତ(୪୦) ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାର ଜଣାପଡ଼ିଛି।
ପ୍ରକାଶ ଯେ, ଶନିବାର ରାତିରେ ନିଶାସକ୍ତ ବାପା ଗୋବର୍ଦ୍ଧନ ପାରିବାରିକ କଳହ କାରଣରୁ ପେଟ୍ରୋଲ ପକାଇ ପୁଅ ଓ ବୋହୂଙ୍କୁ ନିଆଁ ଲଗାଇ ଦେଇ ଛାତ ଉପରେ ଲୁଚିଥିଲେ। ପୋଲିସ ଆସି ଛାତ ଉପରୁ ଗୋବର୍ଦ୍ଧନଙ୍କୁ ଧରି ଥାନାକୁ ନେଇଥିଲେ। ଗ୍ରାମବାସୀ ପୁଅ ବୋହୂଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ
ଡାକ୍ତରଖାନାକୁ ପଠାଇଥିଲେ। ରବିବାର ସକାଳୁ ବାରଙ୍ଗ ଥାନା ପୋଲିସ ସାଇଣ୍ଟିଫିକ୍‌ ଟିମ୍‌ ନେଇ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପିସିସି ସଭାପତି, ସୁର ରାଉତରାୟଙ୍କୁ ଛତ୍ରପୁର କଂଗ୍ରେସ କମିଟି ପକ୍ଷରୁ ସ୍ୱାଗତ…

ଛତ୍ରପୁର, ୧୯।୬ (ଦିଲ୍ଲୀପ ସାମଲ): ରାହୁଲ ଗାନ୍ଧୀଙ୍କ ଜନ୍ମଦିନ ଅବସରରେ ଗଞ୍ଜାମ ଜିଲ୍ଲାର ଆସିକା ନିକଟସ୍ଥ ବାଲିସିରାଠାରେ ଆୟୋଜିତ ରକ୍ତଦାନ ଶିବିରରେ ଯୋଗଦେବା ପାଇଁ ଯାଉଥିବା ବେଳେ…

ଗଜପତି ଜିଲାରେ ବାହାର ଠିକାଦାରଙ୍କୁ କାମ କରିବାକୁ ମନା, ଜିଲା ଠିକାଦାର ସଂଘର ନୂତନ ନିଷ୍ପତ୍ତି

ମୋହନା, ୧୯।୬ (ମନ୍ମଥ ମିଶ୍ର): ଗଜପତି ଜିଲା ଠିକାଦାର ସଂଘ ପକ୍ଷରୁ ଏକ ନୂତନ ନିୟମାବଳୀ ପ୍ରସ୍ତୁତ କରାଯାଇଛି। ସଂଘର ସଦସ୍ୟମାନଙ୍କ ସର୍ବସମ୍ମତିକ୍ରମେ ଗୃହୀତ ଏହି ନିୟମାବଳୀ…

ଗ୍ରାହକଙ୍କ ପାଇଁ ସୂବର୍ଣ୍ଣ ସୁଯୋଗ: ରୁପା ୮,୦୪୦ ତ ଏତିକି ଟଙ୍କା ଶସ୍ତା ହେଲା ସୁନା, କିଣିବାର ଥିଲେ…

ନୂଆଦିଲ୍ଲୀ,୧୯।୬: ରାଜଧାନୀ ଦିଲ୍ଲୀର ସରଫା ବଜାରରେ ଶୁକ୍ରବାର ସୁନା ଏବଂ ରୁପା ମୂଲ୍ୟରେ ଏକ ବଡ଼ ଧରଣର ହ୍ରାସ ରେକର୍ଡ କରାଯାଇଛି। କ୍ରମାଗତ ଚତୁର୍ଥ କାରବାର ଦିବସରେ…

ଶାବର ଶ୍ରୀକ୍ଷେତ୍ରରେ ଆରମ୍ଭ ହେଲା ତିନି ରଥ ନିର୍ମାଣ କାର୍ଯ୍ୟ

କୋରାପୁଟ, ୧୯।୬ (ଅମିତାଭ ବେହେରା): ଆସନ୍ତା ରଥଯାତ୍ରା ପାଇଁ କୋରାପୁଟର ଶାବର ଶ୍ରୀକ୍ଷେତ୍ରରେ ଶୁକ୍ରବାର ତିନିଟି ରଥର ନିର୍ମାଣ କାର୍ଯ୍ୟ ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି। ସ୍ଥାନୀୟ…

କ୍ଷୁଦ୍ର ଜଳସେଚନ ଉପବିଭାଗରେ ନିମ୍ନମାନର କାର୍ଯ୍ୟ ଅଭିଯୋଗ: ଠିକାଦାର ସଂଘର କାର୍ଯ୍ୟାଳୟ ଘେରାଉ, ଭୟରେ ଲୁଚିଲେ ସହକାରୀ ନିର୍ବାହୀ ଯନ୍ତ୍ରୀ

ବଣାଇଁ, ୧୯।୬ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ କ୍ଷୁଦ୍ର ଜଳସେଚନ ଉପବିଭାଗରେ ନିମ୍ନମାନର କାର୍ଯ୍ୟ ହେଉଥିବା ଅଭିଯୋଗକୁ ନେଇ ଠିକାଦାର ମହାସଂଘ ପକ୍ଷରୁ ଶୁକ୍ରବାର କାର୍ଯ୍ୟାଳୟ…

କ୍ରିକେଟକୁ ଫେରିବେ ପାକିସ୍ତାନର ଏହି ପୂର୍ବତନ ଅଧିନାୟିକା

କରାଚୀ,୧୯।୬- ପାକିସ୍ତାନର ପୂର୍ବତନ ଅଧିନାୟିକା ନିଦା ଦାର ପେସାଦାର କ୍ରିକେଟକୁ ଖୁବ ଶୀଘ୍ର ଫେରିବାକୁ ପ୍ରସ୍ତୁତ ଥିବା ଘୋଷଣା କରିଛନ୍ତି। ସେ ପ୍ରାୟ ଦେଢ଼ ବର୍ଷ ପୂର୍ବେ…

ଟି୨୦ ବିଶ୍ୱକପ୍‌ରୁ ବାହାରିଗଲେ ଶ୍ରେୟଙ୍କା

ଲିଡ୍ସ, ୧୯ା୬: ଗୋଇଠିରେ ଆଘାତପ୍ରାପ୍ତ ଯୋଗୁ ଅଫ୍‌ ସ୍ପିନର ଶ୍ରେୟଙ୍କା ପାଟିଲ ଚଳିତ ମହିଳା ଟି୨୦ ବିଶ୍ୱକପ୍‌ରୁ ବାହାରି ଯାଇଛନ୍ତି। ଏହା ଭାରତୀୟ ଦଳକୁ ଏକ ଶକ୍ତ…

ବିଧାୟିକାଙ୍କ କର୍ଲାମୁଣ୍ଡା ବ୍ଲକ ପରିଦର୍ଶନ, ଅସହାୟ ପରିବାରଙ୍କୁ ଭେଟି ଦେଲେ ସହାୟତା

ରିଷିଡା,୧୯।୬(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା ନର୍ଲା ବିଧାୟିକା ମନୋରମା ମହାନ୍ତି ଶୁକ୍ରବାର କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସ୍ଥାନ ପରିଦର୍ଶନ କରିଛନ୍ତି। ସେ କର୍ଲାମୁଣ୍ଡାର ଫଲସାପଡାଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri