ବଢିଲା ଖରାଛୁଟି, ଏହିଦିନ ଖୋଲିବ ସ୍କୁଲ
ନୂଆଦିଲ୍ଲୀ,୧୬।୬: ବଢିଲା ଖରା ଛୁଟି। ପ୍ରବଳ ଖରାକୁ ଦୃଷ୍ଟିରେ ରଖି ଛୁଟି ବଢାଇବାକୁ ସରକାର ଏପରି ନିର୍ଦ୍ଦେଶ ଦେଇଛନ୍ତି। ଗ୍ରୀଷ୍ମଛୁଟିକୁ ଆହୁରି କିଛିଦିନ ପାଇଁ ବଢାଇ ଦିଆଯାଇଛି। ଜୁନ ୨୮ରେ ସ୍କୁଲ ଖୋଲିବ ବୋଲି ସୂଚନା ଜାରି କରାଯାଇଛି। କହିରଖୁଛୁ କି,…
ରାହୁଲ ଦ୍ରାଭିଡଙ୍କ ସ୍ଥାନ ନେବେ ଗୌତମ ଗମ୍ଭିର…ହେବେ ଟିମ ଇଣ୍ଡିଆର ନୂଆ ହେଡ କୋଚ! ଜାଣନ୍ତୁ କେବେ ହେବ ଘୋଷଣା
ନୂଆଦିଲ୍ଲୀ,୧୬।୬: ଟି -୨୦ ବିଶ୍ୱକପ ୨୦୨୪ ଶେଷ ହେବାକୁ ଯାଉଛି। ଭାରତର ନୂତନ କୋଚ ସମ୍ପର୍କରେ ଆଲୋଚନା ମଧ୍ୟ ତୀବ୍ର ହେବାରେ ଲାଗିଛି। ବର୍ତ୍ତମାନର ପ୍ରଶିକ୍ଷକ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଏହି ବିଶ୍ୱକପ ପରେ ଶେଷ ହେଉଛି। ଏଭଳି ପରିସ୍ଥିତିରେ ବିସିସିଆଇ…
ସିନେମା-ଟିକେଟ୍ ବ୍ୟବସାୟ ଜୋମାଟୋକୁ ବିକ୍ରି କରିବାକୁ ଯୋଜନା କରୁଛି ପେଟିଏମ୍: ରିପୋର୍ଟ
ମୁମ୍ବାଇ,୧୬ା୬: ପେଟିଏମ୍ ଏହାର ସିନେମା-ଟିକେଟ୍ ବ୍ୟବସାୟ ଅନଲାଇନ ଡେଲିଭରି ସଂସ୍ଥା ଜୋମାଟୋକୁ ବିକ୍ରୀ କରିବାକୁ ଆଲୋଚନା କରୁଥିବା ଜଣାପଡିଛି। ବିକ୍ରି ହ୍ରାସ ପାଇଥିବାରୁ କମ୍ପାନୀ ଏକ ସ୍ଟ୍ରାତେଜୀ ଭାବେ ଏହି ପଦକ୍ଷେପ ନେଇଥିବା ବ୍ଲୁମବର୍ଗ ରିପୋର୍ଟ କରିଛି। ୱାନ97 କମ୍ୟୁନିକେସନ୍ ଲିମିଟେଡ୍,…
ଲୋକ ସଭା ବାଚସ୍ପତି ନିର୍ବାଚନ ଭିତରେ ସଞ୍ଜୟ ରାଉତ କଲେ ବଡ଼ ଘୋଷଣା
ନୂଆଦିଲ୍ଲୀ,୧୬।୬: ଲୋକ ସଭା ବାଚସ୍ପତି ପଦବୀ ଏନଡିଏ ମିଳିତ ମେଣ୍ଟର ଜଣେ ନେତାଙ୍କ ନିକଟକୁ ଯିବା ଉଚିତ ବୋଲି ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ କହିଛନ୍ତି। ସେ କହିଛନ୍ତି, ଚନ୍ଦ୍ରାବାବୁ ନାଇଡୁ ଲୋକ ସଭା ବାଚସ୍ପତି ପଦ ମାଗିଛନ୍ତି ଏବଂ…
ଟି-୨୦ ବିଶ଼୍ବକପ୍: ପାକିସ୍ତାନ ବିଦା ହେବାକୁ ନେଇ ଆଇସିସି ଉପରେ ଉଠିଲା ପ୍ରଶ୍ନ
ନୂଆଦିଲ୍ଲୀ, ୧୬।୬: ଟି-୨୦ ବିଶ଼୍ବକପ୍ରେ ପାକିସ୍ତାନ ପ୍ରଥମ ଦୁଇଟି ମ୍ୟାଚ୍ ହାରି ଟୁର୍ଣ୍ଣାମେଣ୍ଟରୁ ବାହାର ହେବାର ପାଦଦେଶରେ ଛିଡ଼ା ହୋଇଥିଲା । କିନ୍ତୁ ପରବର୍ତ୍ତୀ ମ୍ୟାଚ୍ରେ କାନାଡ଼ାକୁ ହରାଇବା ପରେ ଦଳ ଆଗକୁ ବଢ଼ିବା ନେଇ ଆଶା ସଞ୍ଚାର କରିଥିଲା ।…
ଶଳାଙ୍କୁ ଗୁଳି କରି ହତ୍ୟା କଲେ ଭିଣୋଇ
ପାରଳାଖେମୁଣ୍ଡି,୧୬ା୬(ଗିରିଧାରୀ ପରିଚ୍ଛା): ଶଳାଙ୍କୁ ଗୁଳିକରି ହତ୍ୟା କରିଛନ୍ତି ଭିଣୋଇ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲା ମୋହନା ଥାନା ଭାଲିଆଗଣି ଗାଁରେ। ମୃତକ ଶଳା ହେଲେ କୈଳାସ ନାୟକ। ରବିବାର ସକାଳୁ ଏ ବିଷୟରେ ଜଣାପଡ଼ିଛି। ଶିକାର କରିବାକୁ…
ଓଲଟିଲା ଡଙ୍ଗା, ଗୋଟିଏ ପରିବାରର ୫ ନିଖୋଜ
ପାଟନା, ୧୬।୬: ବିହାରର ରାଜଧାନୀ ପାଟନାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଗଙ୍ଗା ଦଶହରା ଚାଲିଥିବା ବେଳେ ନଦୀରେ ଏକ ଡଙ୍ଗା ଓଲଟି ପଡ଼ିଛି । ଗଙ୍ଗା ଘାଟରେ ଗାଧୋଇବାକୁ ଯାଉଥିବା ଶ୍ରଦ୍ଧାଳୁ ଭର୍ତ୍ତି ଏହି ଡଙ୍ଗାଟି ଉମାନାଥ ଘାଟ ନିକଟରେ…
ସ୍ନାନ ପୂର୍ଣ୍ଣିମା, ରଥଯାତ୍ରା ପରିଚାଳନା ନେଇ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ
ଭୁବନେଶ୍ୱର,୧୬ା୬: ସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ପରିଚାଳନା ନେଇ ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ରାଜ୍ୟ ଅତିଥି ଭବନରେ ଆୟୋଜିତ ଉକ୍ତ ବୈଠକରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଆଇନ ମନ୍ତ୍ରୀ ପୃ୍ଥ୍ବୀରାଜ ହରିଚନ୍ଦନ, ମୁଖ୍ୟ…
ଯାତ୍ରୀଙ୍କ ସହ ସେଲ୍ଫି ନେଲେ, ଛୋଟ ପିଲାଙ୍କୁ କାଖେଇଲେ ମନ୍ତ୍ରୀ
ନୂଆଦିଲ୍ଲୀ,୧୬ା୬: କେନ୍ଦ୍ର ମନ୍ତ୍ରୀ ହେବା ପରେ ଶିବରାଜ ସିଂ ଚୌହାନ ରବିବାର ଟ୍ରେନ୍ ଯୋଗେ ଭୋପାଳକୁ ଫେରିଥିଲେ। ସେ ଟ୍ରେନ୍ରେ ଯାତ୍ରା କରିବା ସମୟରେ ସାଧାରଣ ଲୋକଙ୍କ ସହ କଥା ହୋଇଥିଲେ। ସେ ଏହି ଯାତ୍ରାର ଫଟୋ ଏବେ ସୋସିଆଲ ମିଡିଆରେ…
ଅମିତ୍ ଶାହାଙ୍କ ବଡ଼ ବୈଠକ, ଜମ୍ମୁ-କଶ୍ମୀର ଆତଙ୍କବାଦକୁ ନେଇ ହେବ ନିଷ୍ପତ୍ତି
ନୂଆଦିଲ୍ଲୀ, ୧୬।୬: ଅମରନାଥ ଯାତ୍ରା ଜୁନ ୨୯ରେ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଉଛି । ଏହାକୁ ନେଇ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଦିଲ୍ଲୀର ଉତ୍ତର ବ୍ଲକ ଅନ୍ତର୍ଗତ ଗୃହ ମନ୍ତ୍ରଣାଳୟରେ ଏକ ଗରୁତ଼୍ବପୂର୍ଣ୍ଣ…
ନାବାଳିକା ଝିଅକୁ ୭୨ ବର୍ଷ ବ୍ୟକ୍ତିଙ୍କ ସହିତ ବିବାହ କରୁଥିଲା ବାପା, ଉଦ୍ଧାର କଲା ପୋଲିସ
ନୂଆଦିଲ୍ଲୀ, ୧୬।୬: ୧୨ ବର୍ଷର ଝିଅକୁ ୭୨ ବର୍ଷ ବୟସ୍କ ବ୍ୟକ୍ତି ସହିତ ବିବାହ ଉଦ୍ୟମକୁ ପଣ୍ଡ କରି ଅଭିଯୁକ୍ତ ବରକୁ ଗିରଫ କରିଛି ପୋଲିସ। ପୋଲିସର ସୂଚନାନୁସାରେ, ଝିଅର ବାପା ଆଲାମ ସୟଦ ୭୨ ବର୍ଷୀୟ ବୃଦ୍ଧଙ୍କୁ ୫୦୦,୦୦୦ ଟଙ୍କାରେ…
‘ଇଭିଏମ୍ ଏକ କଳା ବାକ୍ସ’ କାହିଁକି ଏମିତି କହିଲେ ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ,୧୬ା୬: କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣି ଥରେ ଇଭିଏମ୍କୁ ନେଇ ପ୍ରଶ୍ନ ଉଠାଇଛନ୍ତି। ରବିବାର ସୋସିଆଲ ମିଡିଆ ‘ଏକ୍ସ’ରେ ଏକ ପୋଷ୍ଟରେ ରାହୁଲ ମଧ୍ୟ ନିର୍ବାଚନ ପ୍ରକ୍ରିୟାରେ ସ୍ବଚ୍ଛତା ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ ତାଙ୍କ ପୋଷ୍ଟରେ ଶିବସେନା ସିନ୍ଦେ…
Archives


