Home Left

ବ୍ରାଣ୍ଡେଡ୍‌ କମ୍ପାନୀର ନକଲି ଲୋଗୋରେ ତରଳ ୟୁରିଆ କାରବାର, ୩ ଜଣଙ୍କୁ ବାନ୍ଧିଲା ପୋଲିସ

ଖୋର୍ଦ୍ଧା,୩ା୮(ପ୍ରଭାତ ପାଣିଗ୍ରାହୀ): ବ୍ରାଣ୍ଡେଡ କମ୍ପାନୀର ନକଲି ଲୋଗୋ ଲଗାଇ ବିକ୍ରି ନକଲି ତରଳ ୟୁରିଆ ବିକ୍ରି କରୁଥିଲେ। ୧୬ ନଂ ରାଜପଥ ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ତୋଟାପଡ଼ା ଛକ ଚା’ ଦୋକାନରେ ଦୀର୍ଘ ଦିନ ଧରି ଚାଲିଥିଲା ନକଲି କାରବାର।…

ସ୍ତ୍ରୀ’ର ପିଲାଦିନ ପ୍ରେମିକ ସହ ବିବାହ କରାଇଦେଲେ ସ୍ୱାମୀ, କହିଲେ-”ସେ ଖୁସିରେ ରହୁ”

ବିହାର,୩।୦୮: ବିବାହ ପରେ ମଧ୍ୟ ପିଲାଦିନର ପ୍ରେମକୁ ଭୁଲି ପାରି ନ ଥିଲେ ସ୍ତ୍ରୀ। ଲୁଚି ଲୁଚି ମୋବାଇଲରେ କଥା ହେବା ସହ ସ୍ୱାମୀ ନ ଥିଲା ବେଳେ ପ୍ରେମିକକୁ ଦେଖା କରିବାକୁ ଘରକୁ ଡାକୁଥିଲା। ହଠାତ ଦିନେ ପ୍ରେମିକଙ୍କୁ ଘରକୁ…

ଇଣ୍ଡିଆ ମେଣ୍ଟର ସଦସ୍ୟ ହେଲେ ମିଶିଲାନି ମନ, କାହିଁକି ଦିଲ୍ଲୀରେ ଏକାକୀ ଲଢିବେ ଏଏପି-କଂଗ୍ରେସ? ଜଣାପଡିଲା ଭିତିରି କାରଣ…

ନୂଆଦିଲ୍ଲୀ,୩।୮: ଆଉ ସାତ ମାସ ପରେ ରାଜଧାନୀ ଦିଲ୍ଲୀରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। କିନ୍ତୁ ଏହା ପୂର୍ବରୁ ଇଣ୍ଡିଆ ମେଣ୍ଟରେ ଫାଟ ଦେଖିବାକୁ ମିଳିଛି। ଯେଉଁଠି ଭାଜପା ୨୭ ବର୍ଷର ରାଜନୈତିକ କ୍ଷମତାକୁ ଶେଷ କରିବା ପାଇଁ ରଣନୀତି…

ଘାଟିରେ ଓଲଟି ପଡ଼ିଲା ପିକ୍‌ଅପ୍‌

ଦାରିଙ୍ଗବାଡ଼ି,୩ା୮(ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ସୀମାବର୍ତ୍ତୀ ଗାଜଲବାଡ଼ି ଘାଟିରେ ଏକ ଧାନ କୁଣ୍ଡା ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ଦୁର୍ଘଟଣା ଘଟି ଜଣେ ଆହତ ହୋଇଛନ୍ତି। ଆହତ ବ୍ୟକ୍ତି ହେଲେ ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ଗ୍ରାମର ବିଦ୍ୟାଧର ସାହୁ। ତାଙ୍କର ଛାତିରେ ଆଘାତ ଲାଗିଛି।…

ବର୍ଦ୍ଧିତ ଦରମା ଦାବିରେ ମ୍ୟୁନିସିପାଲିଟି ଅଫିସ ଘେରାଉ କଲେ କର୍ମଚାରୀ

ବଲାଙ୍ଗୀର,୩ା୮(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ମ୍ୟୁନିସିପାଲିଟି ଠିକା କର୍ମଚାରୀମାନେ ବର୍ଦ୍ଧିତ ଦରମା ଦାବି ନେଇ ଶନିବାର ମ୍ୟୁନିସିପାଲିଟି ଅଫିସ ଘେରାଉ କରିଛନ୍ତି। ରାଜ୍ୟ ସରକାର ଶ୍ରମିକଙ୍କ ଦୈନିକ ମଜୁରୀ ୪୫୦ ଟଙ୍କାକୁ ବୃଦ୍ଧି କରିଥିଲେ ସୁଦ୍ଧା ବଲାଙ୍ଗୀର ମ୍ୟୁନିସିପାଲିଟି କର୍ମଚାରୀଙ୍କ ବର୍ଦ୍ଧିତ…

IRS ଜ଼୍ବାଇଁ ଉପରକୁ ୫ ଗୁଳି ଚଳାଇ ହତ୍ୟାକଲେ ନିଲମ଼୍ବିତ AIG ଶ଼୍ବଶୁର

ଚଣ୍ଡିଗଡ଼,୦୩।୦୮: ଚଣ୍ଡିଗଡ଼ ଜିଲା କୋର୍ଟରେ ଶନିବାର ଏକ ହତ୍ୟାକାଣ୍ଡ ଘିଟିଛି । ପଞ୍ଜାବ ପୋଲିସର ଜଣେ ନିଲମ଼୍ବିତ ଏଆଇଜି ନିଜର ଜ଼୍ବାଇଁକୁ ଗୁଳିମାରି ହତ୍ୟା କରିଛନ୍ତି । ଦୁଇ ପରିବାର ମଧ୍ୟରେ ଘରୋଇ ବିବାଦ ଲାଗିରହିଥିଲା । ଏହି ମାମଲାର ସମାଧାନ…

ଛାଡପତ୍ର ଚର୍ଚ୍ଚା ଭିତରେ ନଣନ୍ଦ ଶ୍ୱେତା ବଚ୍ଚନଙ୍କ ଭିଡିଓ ଭାଇରାଲ, କହିଲେ ଐଶ୍ୟର୍ଯ୍ୟା…

ମୁମ୍ବାଇ: କିଛିଦିନ ଧରି ଲାଇମ ଲାଇଟ୍‌ରେ ରହି ଆସୁଛନ୍ତି ବଚ୍ଚନ ପରିବାର। ବଲିଉଡ ହିଟ୍‌ କପୁଲ ଅଭିଷେକ ବଚ୍ଚନ ଓ ଐଶ୍ୱର୍ଯ୍ୟା ରାୟଙ୍କ ଭିତରେ ଛାଡପତ୍ର ନେଇ ବିଭିନ୍ନ ଆଲୋଚନା ହେଉଛି। ତେବେ ଏହି ବିବାଦ ଚର୍ଚ୍ଚା ମଧ୍ୟରେ ଶ୍ୱେତା ବଚ୍ଚନ…

ଏହି ୫ କଥା ଜାଣିଲେ, କେବେ ହେବ ନାହିଁ ଧନର ଅଭାବ, ରହିବ ମା’ ଲକ୍ଷ୍ମୀଙ୍କ କୃପା…

ମନୁଷ୍ୟ ଜୀବନରେ ଧନର ବିଶେଷ ମହତ୍ୱ ରହିଛି। କାରଣ ଏହାଦ୍ୱାରା ସମସ୍ତେ ନିଜର ଇଚ୍ଛା ଏବଂ ଆବଶ୍ୟକତାକୁ ପୂରଣ କରିଥାନ୍ତି। ଏହାକୁ ନେଇ ମହାନ ବିଦ୍ୱାନ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଗ୍ରନ୍ଥରେ କୁହାଯାଇଛି ଯେ, ଧନ ହିଁ ବ୍ୟକ୍ତିର ପ୍ରକୃତ ମିତ୍ର।…

ଜର୍ମାନ କ୍ରୀଡ଼ାବିତ୍‌ଙ୍କୁ ହରାଇ କ଼୍ବାର୍ଟରରେ ଦୀପିକା, ବଢ଼ିଲା ପଦକ ଆଶା

ନୂଆଦିଲ୍ଲୀ,୦୩।୦୮: ଚଳିତ ଅଲମ୍ପିକ୍ସରେ ଭାରତର ପଦକ ଆଶା ଧିରେ ଧିରେ ବୃଦ୍ଧି ପାଉଛି । ଭାରତର ଷ୍ଟାର୍‌ ତୀରନ୍ଦାଜ ଦୀପିକା କୁମାରୀଙ୍କ ନିକଟରୁ ଏକ ପଦକ ଆଶା କରୁଛି ଭାରତ । ପ୍ରି-କ଼୍ବାର୍ଟର ଫାଇନାଲରେ ଦୀପିକାଙ୍କ ମୁକାବିଲା ଜର୍ମାନୀର ତୀରନ୍ଦାଜଙ୍କ ସହିତ…

କ’ଣ ହେବ ଅର୍ପଣ ଚାଉଳ: ଏମିତି କହିଲେ ଆଇନମନ୍ତ୍ରୀ

ଭୁବନେଶ୍ୱର,୩।୮: ଜଗନ୍ନାଥ ପ୍ରେମୀ ଦେଇଥିବା ‘ଅର୍ପଣ ଚାଉଳ’ ଖତ ଖାଉଥିବା ଖବର ଗଣମାଧ୍ୟମରେ ପ୍ରସାର ହେବା ପରେ ଶନିବାର ଆଇନମନ୍ତ୍ରୀ ପୃଥୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି । ଭକ୍ତଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ସେ ଚାଉଳର ସଦୁପଯୋଗ କେମତି ହେବ, ସେନେଇ…

ଓ୍ବାୟନାଡ୍‌ରେ ହିରୋ ପାଲଟିଲେ ‘ମର୍ଫି’ ଆଉ ‘ମାୟା’

ଓ୍ବାୟନାଡ୍‌,୩।୮: ଶନିବାର ୱାୟନାଡ ଭୂସ୍ଖଳନରେ ମୃତ୍ୟୁସଂଖ୍ୟା ୩୫୮ରେ ପହଞ୍ଚିଛି। ଅନେକ ଲୋକ ଅଳିଆ ଆବର୍ଜନାରେ ଫସି ରହିଥିବାର ଖବର ରହିଛି। ଏହି ସମୟରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି। ନିଖୋଜ ଲୋକଙ୍କୁ ଖୋଜିବା ପାଇଁ ଅନେକ ପଦ୍ଧତି…

ଅଧାରେ ରହିଲା ପାଣିଭାର :୨ କାଉଡିଆଙ୍କ ଉପରେ ମାଡ଼ିଗଲା ଟ୍ରକ୍‌

ଖଲ୍ଲିକୋଟ,୩(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଡିମିରିଆ ଛକ ନିକଟରେ ଶନିବାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ୨ କାଉଡ଼ିଆ ଓ ଜଣେ ଶ୍ରମିକଙ୍କ ଉପରେ ଟ୍ରକ ମାଡିଯିବାରୁ ୩ ଜଣଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri