Home Left

ଆୟୁଷ୍ମାନ ଏନ୍‌ଏସ୍‌ଏମ୍‌ର ନୂଆ ଚେହେରା

ଭୁବନେଶ୍ୱର,୨୪ା୬: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ନେକ୍ସସ୍‌ ସିଲେକ୍ଟ ଟ୍ରଷ୍ଟର ଅଗ୍ରଣୀ ରିଟେଲ ୟୁନିଟ୍‌ ନେକ୍ସସ୍‌ ସିଲେକ୍ଟ ମଲ୍‌ ବା ଏନ୍‌ଏସ୍‌ଏମ୍‌ର ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ ବଲିଉଡ୍‌ ଅଭିନେତା ଆୟୁଷ୍ମାନ ଖୁରାନାଙ୍କୁ ପୁନଃ ନିଯୁକ୍ତି ଦିଆଯାଇଛି। ଏ ସମ୍ପର୍କରେ ନେକ୍ସସ୍‌…

ଓଡ଼ିଶାରେ ପ୍ରଥମ ସିଏସ୍‌ ରାଜ୍ୟସ୍ତରୀୟ ସମ୍ମିଳନୀ

ଭୁବନେଶ୍ୱର,୨୪ା୬(ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ପ୍ରତିଷ୍ଠାନ ତଥା ଦି ଇନ୍‌ଷ୍ଟିଚ୍ୟୁଟ ଅଫ୍‌ କମ୍ପାନୀ ସେକ୍ରେଟାରିଜ ଅଫ୍‌ ଇଣ୍ଡିଆ (ଆଇସିଏସ୍‌ଆଇ)ର ଆଞ୍ଚଳିକ ପରିଷଦ (ପୂର୍ବ ଭାରତ) ତଥା ଇଆଇଆର୍‌ସି ଭୁବନେଶ୍ୱର ଶାଖାର ମିଳିତ ସହଯୋଗରେ ପ୍ରଥମ ସିଏସ୍‌ (କମ୍ପାନୀ ସେକ୍ରେଟାରିଜ) ରାଜ୍ୟସ୍ତରୀୟ…

ଚିନ୍ତା ବଢ଼ାଉଛି ଡାଲି ଦର: ବେଆଇନ ମହଜୁଦକାରୀଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୨୪ା୬(ଅନୁରାଧା ମହାରଣା): ଗତ କିଛିଦିନ ଧରି ଓଡ଼ିଶା ସମେତ ସମଗ୍ର ଦେଶରେ ଖାଇବା ସାମଗ୍ରୀର ଦରଦାମ୍‌ ଅହେତୁକ ବୃଦ୍ଧି ଘଟିବାରେ ଲାଗିଛି। ବିଶେଷକରି ମାସକ ମଧ୍ୟରେ ୨୦ଟଙ୍କାରୁ ଅଧିକ ମୂଲ୍ୟରେ ବିଭିନ୍ନ ପ୍ରକାର ଡାଲି ଜାତୀୟ ଶସ୍ୟ ବିକ୍ରି ହେଉଛି। ଏହା…

ଛାନିଆ ହେଲେଣି ଅଧିକାରୀ: ଛାଟ ପୂର୍ବରୁ ଗାଦି ଛାଡ଼ିବାକୁ ପ୍ରୟାସ

ବାରିପଦା,୨୪ା୬(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲାରେ ବଦଳି ଋତୁ ଆରମ୍ଭ ହେବା ପୂର୍ବରୁ ଅଧିକାରୀ, କର୍ମଚାରୀଙ୍କ ମଧ୍ୟରେ ଛନକା ପଶିଛି। ଦୀର୍ଘଦିନ ଧରି ଜିଲାପାଳଙ୍କ କାର୍ଯ୍ୟାଳୟ ସମେତ ଗୁରୁତ୍ୱପୂର୍ଣ୍ଣ ବିଭାଗଗୁଡ଼ିକରେ ଅଧିକାରୀ ଓ କର୍ମଚାରୀମାନେ କାମ ନ କରି ଆସନକୁ ଅକ୍ତିଆର କରି…

ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ରେ ସ୍ଥାନ ପାଇଲେ ଦେଢ଼ବର୍ଷର ଶିଶୁ

ଯୋଡ଼ା,୨୪ା୬(ମାନସ ମହାନ୍ତି):କେନ୍ଦୁଝର ଜିଲା ଯୋଡ଼ା ସହରସ୍ଥିତ କଣ୍ଟ୍ରାକ୍ଟର କଲୋନୀରେ ରହୁଥିବା ବିଶ୍ୱଜିତ ବେଉରିଆଙ୍କ ଦେଢ଼ ବର୍ଷୀୟ ଶିଶୁପୁତ୍ର ଅକ୍ଷିତ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ରେ ସ୍ଥାନ ପାଇଛନ୍ତି। ଛୋଟ ବୟସରେ ବିନା ତାଲିମରେ ଇଂଲିଶ୍‌ ବର୍ଣ୍ଣମାଳାର ୨୬ ଅକ୍ଷର ଚିହ୍ନିବା ସହ…

ୟୁପିରେ ବାବୁଙ୍କୁ ସୋସିଆଲ ମିଡିଆ ମନା: ନିର୍ବାଚନରେ ଭାଜପାର ପରାଜୟକୁ ନେଇ ଯୋଗୀ ସରକାର କ୍ଷୁବ୍ଧ

ଲକ୍ଷ୍ନୌ,୨୪ା୬: ଭାଜପା ଶାସିତ ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ପୂର୍ବରୁ ଛାପା ଗଣମାଧ୍ୟମ ଓ ରେଡିଓ କାର୍ଯ୍ୟକ୍ରମରେ ସରକାରୀ କର୍ମଚାରୀମାନଙ୍କ ଯୋଗଦାନ ଉପରେ ରୋକ ଲଗାଇଥିଲେ। ଏବେ ଏହି କଟକଣାକୁ ଆହୁରି କଡ଼ାକଡ଼ି କରିବାକୁ ଯାଇ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ,…

ସ୍ବର୍ଣ୍ଣମନ୍ଦିରରେ ଯୋଗ କରି କ୍ଷମା ପ୍ରାର୍ଥନା

ଅମୃତସର,୨୪ା୬:ଜୁନ୍‌ ୨୧ରେ ସାରା ବିଶ୍ୱରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଥିବାବେଳେ ପଞ୍ଜାବର ଅମୃତସରସ୍ଥିତ ସ୍ବର୍ଣ୍ଣମନ୍ଦିରରେ ଜଣେ ଯୁବତୀ ଯୋଗାଭ୍ୟାସ କରି ଅଡ଼ୁଆରେ ଫସିଛନ୍ତି। ଇନ୍‌ଫ୍ଲ୍ୟୁଏନ୍ସର ଅର୍ଚ୍ଚନା ମକ୍‌ଓ୍ବାନା ଯୋଗ କରୁଥିବାବେଳର ଫଟୋ ଓ ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେବାପରେ…

ଆଜିଠୁ ସ୍ବାଭାବିକ ଚାଲିବ ସ୍କୁଲ

ଭୁବନେଶ୍ୱର, ୨୪।୬ (ଅସମାପିକା ସାହୁ):ରାଜ୍ୟରେ ଏବେ ପାଗ ଅନୁକୂଳ ରହିଛି। ତେଣୁ ସୋମବାରଠାରୁ ସ୍କୁଲ ସ୍ବାଭାବିକ ସମୟରେ ଚାଲିବ। ଏ ନେଇ ରବିବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି। ସେ କହିଛନ୍ତି, ପୂର୍ବରୁ ଖରା ଓ…

ଟ୍ରେନ୍‌ରେ ବଡ଼ ଧରଣର ଚଢାଉ: ୨୪ଲକ୍ଷ ଟଙ୍କା ଜବତ

ଭୁବନେଶ୍ୱର,୨୩।୬: ଫଲକନୁମା ଏକ୍ସପ୍ରେସ୍‌ ଟ୍ରେନରୁ ରବିବାର ୨୪ ଲକ୍ଷ ଜବତ ହୋଇଛି। ତେଲେଙ୍ଗାନା ପୋଲିସ ଏବଂ କଟକ ଆର୍‌ପିଏଫର ମିଳିତ ଚଢାଉରେ ବିହାରର ଦୁଇ ଯୁବକଙ୍କଠାରୁ ଏହି ଟଙ୍କା ଜବତ କରାଯାଇଛି। ମିଳିଥିବା ସୂଚନା ମୁତାବକ ଟ୍ରେନ୍‌ରେ ଟଙ୍କା ଚାଲାଣ ହେଉଥିବା…

୫ ଦିନରେ ଭୁଶୁଡ଼ିଲାଣି ୩ ବ୍ରିଜ୍‌: ତଦନ୍ତ ନିର୍ଦ୍ଦେଶ

ମୋତିହାରି,୨୩ା୬: ବିହାରର ପୂର୍ବ ଚମ୍ପାରନ୍‌ ଜିଲାରେ ଏକ ନିର୍ମାଣାଧୀନ ବ୍ରିଜ୍‌ ରବିବାର ଭୁଶୁଡ଼ି ପଡ଼ିଛି। ଏହାକୁ ମିଶାଇ ୫ ଦିନ ମଧ୍ୟରେ ବିହାରରେ ୩ଟି ସେତୁ ଭୁଶୁଡ଼ିଲାଣି। ଘୋରାସାାନ ବ୍ଲକ୍‌ର ଏକ କେନାଲ ଉପରେ ୧.୫ କୋଟି ଟଙ୍କା ବ୍ୟୟରେ ୧୬…

ଭଡ଼ାଘରେ ଚାଲିଥିଲା ସେକ୍ସ ର଼୍ୟାକେଟ: ଧରାପଡ଼ିଲେ ଗ୍ରାହକଙ୍କ ସହ ୨ ଯୁବତୀ

ବ୍ରହ୍ମପୁର,୨୩।୬(ସୁବାସ ଚନ୍ଦ୍ର ପାଢ଼ୀ): ବୈଦ୍ୟନାଥପୁର ଥାନା ଅଧୀନ ଅଶୋକନଗର ୯ମ ଲାଇନରେ ଏକ ଭଡା ଘରେ ସେକ୍ସ ର଼୍ୟାକେଟ ଠାବ ହୋଇଛି । ପୋଲିସ ହେି ଘରୁ ୨ ଯୁବତୀଙ୍କୁ ଉଦ୍ଧାର କରିଥିବା ବେଳେ ୨ଜଣ ଗ୍ରାହକଙ୍କୁ ଗିରଫ କରିଛି ।…

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ଏମିତି କରିବାରେ ବିଶ୍ୱର ପ୍ରଥମ ମହିଳା ଖେଳାଳି

ବେଙ୍ଗାଲୁରୁ,୨୩ା୬:ଦକ୍ଷିଣ ଆଫ୍ରିକା ମହିଳା କ୍ରିକେଟ ଦଳ ବର୍ତ୍ତମାନ ଭାରତ ଗସ୍ତରେ ଅଛନ୍ତି। ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ଟିମ ଇଣ୍ଡିଆ ଆଶ୍ଚର୍ଯ୍ୟଜନକ ପ୍ରଦର୍ଶନ କରିଛି। ଟିମ ଇଣ୍ଡିଆ ଏହି ସିରିଜକୁ ୩-୦ରେ ଜିତିବାରେ ସଫଳ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri