ଘନ କୁହୁଡି ନେଇ ୯ ଜିଲାକୁ ସତର୍କ ସୂଚନା

ଭୁବନେଶ୍ୱର,୪।୨:ଘନ କୁହୁଡି ନେଇ ମଙ୍ଗଳବାର ୯ ଜିଲାକୁ ୟେଲୋ ୱାର୍ନିଂ ଜାରି ହୋଇଛି। ଏସବୁ ଜିଲା ଗୁଡ଼ିକ ମଧ୍ୟରେ କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଖୋର୍ଦ୍ଧା ରହିଛି।

ସେହିପରି ଅନୁଗୋଳ, ଢେଙ୍କାନାଳ, ଗଞ୍ଜାମକୁ ଘନ କୁହୁଡ଼ି ନେଇ ସତର୍କ ଜାରି ହୋଇଛି।
ଯାଜପୁର ଓ ନୟାଗଡ଼ ଜଲାରେ ମଧ୍ୟ କୁହୁଡ଼ି ଦେଖାଯିବ।ତେବେ ହଠାତ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରିହୋଇଛି। ତାପମାତ୍ରା ବୃଦ୍ଧି ଘଟିଛି।

ଅନ୍ୟପକ୍ଷେ  ଦିଲ୍ଲୀ-ଏନସିଆର ସମେତ ସମଗ୍ର ଉତ୍ତର ଭାରତରେ ପାଗ ହଠାତ୍‌ ପରିବର୍ତ୍ତନ ହେଉଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ, ପଶ୍ଚିମ ଝଡ ପୁଣି ସକ୍ରିୟ ହେବ। ଫେବୃଆରୀ ୪ ଏବଂ ୫ ତାରିଖରେ ଦିଲ୍ଲୀ-ଏନସିଆର ସମେତ ଅନେକ ରାଜ୍ୟରେ ପାଗ ମେଘୁଆ ରହିବା ସହ ହାଲୁକା ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି।

ପାଣିପାଗ ବିଭାଗ ଅନୁଯାୟୀ, ଆସାମ, ଅରୁଣାଚଳ ପ୍ରଦେଶ ଏବଂ ଓଡ଼ିଶା ଭଳି ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ଘୂର୍ଣ୍ଣିବାତ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ। ହିମାଚଳ ପ୍ରଦେଶ ଏବଂ ଜମ୍ମୁ-କଶ୍ମୀରର ଅନେକ ଅଞ୍ଚଳରେ ତୁଷାରପାତ ଯୋଗୁ ତାପମାତ୍ରା ମାଇନସରେ ଅଛି। ପାଣିପାଗ ବିଭାଗ ଅନୁଯାୟୀ, ବର୍ତ୍ତମାନ ପାଇଁ ଏହି ଅଞ୍ଚଳଗୁଡ଼ିକରେ ତୁଷାରପାତ ଜାରି ରହିବ, ଯାହାର ପ୍ରଭାବ ପଞ୍ଜାବ, ହରିୟାଣା, ଉତ୍ତର ପ୍ରଦେଶ, ବିହାର, ଦିଲ୍ଲୀ-ଏନସିଆର, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ଦେଖାଯିବ। ପାହାଡ଼ଗୁଡ଼ିକରେ ତୁଷାରପାତ ଯୋଗୁ ଏହି ରାଜ୍ୟଗୁଡ଼ିକରେ ଥଣ୍ଡା ବଢ଼ିପାରେ। ଅନ୍ୟପଟେ କିଛି ରାଜ୍ୟରେ ହାଲୁକା କୁହୁଡ଼ି ପାଇଁ ସତର୍କ ସୂଚନା ମଧ୍ୟ ଜାରି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Vigilance Raid: ଫସିଲେ ଡେପୁଟି କଲେକ୍ଟର, ଲାଞ୍ଚ ନେବାବେଳେ ମାଡ଼ିବସିଲା ଭିଜିଲାନ୍ସ

କେନ୍ଦୁଝର( ନରେଶ ଚନ୍ଦ୍ର ପଟ୍ଟନାୟକ) ୧୯।୨: ଭିଜିଲାନ୍ସ ଜାଲରେ ପଡିଲେ ଭୂ-ଅର୍ଜନ ଉପବିଭାଗର ଡେପୁଟି କଲେକ୍ଟର ଶରତ ଗିରି। ୫୦ ହଜାର ଲାଞ୍ଚ ନେବାବେଳେ ଭିଜିଲାନ୍ସ...

ଆଦଭିକ୍‌ ଶ୍ରୀବାସ୍ତବଙ୍କୁ ରିମାଣ୍ଡରେ ନେବ ପୋଲିସ, ଅଇଆରଓ, ହଷ୍ଟେଲ ୱାର୍ଡେନଙ୍କୁ ଜେରା ପାଇଁ…

ଭୁବନେଶ୍ୱର, ୧୯।୨ : KIIT ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ନୂଆ ନୂଆ ତଥ୍ୟ ପଦାକୁ ଆସିବାରେ ଲାଗିଛି । ଅନ୍ୟପକ୍ଷେ ଘଟଣାର ମୁଖ୍ୟଅଭିଯୁକ୍ତ,...

କାହିଁକି ଏମ୍ସ ହସ୍ପିଟାଲରେ ପଶିଲେ CBI: ମିଳିଲାକି….

ଭୁବନେଶ୍ୱର, ୧୯।୨ ଭୁବନେଶ୍ୱର ସ୍ଥିତ ଏମ୍ସ ହସ୍ପିଟାଲରେ ରେଡ୍‌ ହୋଇଛି। ସିବିଆଇ ପକ୍ଷରୁ ଏହି ରେଡ ଚାଲିଛି । ରିକ୍ୟୁରମେଣ୍ଟ ସ୍କାମ ନେଇ କେନ୍ଦ୍ରୀୟ ତଦନ୍ତକାରୀ...

KIIT ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣା: ପ୍ରତିଷ୍ଠାତା ପହଞ୍ଚିଲେ ହେଲେ ମୁହଁ ଖୋଲିଲେନି

ଭୁବନେଶ୍ୱର,୧୯।୨: KIIT ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ନୂଆ ନୂଆ ତଥ୍ୟ ପଦାକୁ ଆସିବାରେ ଲାଗିଛି । କିଟ୍‌ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା ଯୋଗୁ ଓଡ଼ିଶା...

KIIT କାଣ୍ଡ: ନେପାଳୀ ଛାତ୍ରୀଙ୍କ ସୁଇସାଇଡ୍‌ ନୋଟ୍‌, ଭିତରେ ସାଂଘାତିକ କଥା…ରାଜ୍ୟରେ ଚହଳ

ଭୁବନେଶ୍ୱର,୧୯।୨: କିଟ୍‌ ଘଟଣାକୁ ନେଇ ସାରା ରାଜ୍ୟ ଉଠୁଛି ପଡୁଛି। ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣାରେ କ୍ୟାମ୍ପସରେ ସୃଷ୍ଟି ହୋଇଥିବା ଅଶାନ୍ତି ଥମିନାହିଁ। ଚାରିଆଡେ ଚାପା...

KIIT Viral Video: ସାମ୍ନାକୁ ଆସିଲା ଆତ୍ମହତ୍ୟାର ପ୍ରଥମ ଭିଡିଓ, ରୁମ୍‌ କବାଟ ଭାଙ୍ଗି ଭିତରେ ପଶି ଦେଖିଲେ ତ…

ଭୁବନେଶ୍ୱର,୧୯।୨: କିଟ୍‌ ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ନୂଆ ନୂଆ ତଥ୍ୟ ପଦାକୁ ଆସିବାରେ ଲାଗିଛି । କିଟ୍‌ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା ଯୋଗୁ ଓଡ଼ିଶା...

ଥାନାର ଦ୍ବାରସ୍ଥ ହେଲେ ଏସ୍‌ଏଚ୍‌ଜି ମହିଳା

ଥୁଆମୂଳ ରାମପୁର,୧୯ା୨ (ଦୁର୍ଗା କୀର୍ତ୍ତି): ସାମଗ୍ରୀ ଚୋରି ନେଇ ଥୁଆମୂଳ ରାମପୁର ବ୍ଲକର ୪ ଏସ୍‌ଏଚ୍‌ଜି ମହିଳା ଥାନାର ଦ୍ବାରସ୍ଥ ହୋଇଛନ୍ତି। ଅଭିଯୋଗକ୍ରମେ ବ୍ଲକର ନବରନ୍ନ...

ଯୁବନେତା ଘର ଉପରେ ପକାଇଥିଲେ ବୋମା, ପଡ଼ିଲା ମହଙ୍ଗା

ଗୋପାଳପୁର,୧୯।୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ଗତ ୭ ତାରିଖ ରାତିରେ ଜଣେ ବିଜେଡି ଯୁବନେତା ସୁବାଶିଷ ସାହୁଙ୍କ ଘର ଉପରେ ବୋମାମାଡ଼ ହୋଇଥିଲା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri