କେଜରିଓ୍ବାଲ ଛାଡିବେ ଦିଲ୍ଲୀ ରାଜନୀତି! ଜାତୀୟ ରାଜନୀତିରେ ବଡ଼ ହଲଚଲ
ନୂଆଦିଲ୍ଲୀ,୧୮।୯: ଚର୍ଚ୍ଚାରେ ଦିଲ୍ଲୀ ରାଜନୀତି। କେଜରିଓ୍ବାଲଙ୍କ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଆତିଶୀଙ୍କ ମୁଖ୍ୟମନ୍ତ୍ରୀ ହେବା ଘଟଣାକ୍ରମ ଦିଲ୍ଲୀ ରାଜନୀତିର ଏକ ଭିନ୍ନ ଦିଗକୁ ଦର୍ଶାଉଛି। ଯଦିଓ କୁହାଯାଉଛି ଯେ, କେଜରିଓ୍ବାଲଙ୍କୁ ଜାମିନ ମିଳିବା ନେଇ ସୁପ୍ରିମକୋର୍ଟ ଯେଉଁ ସର୍ତ୍ତ…
ଟ୍ରେନ ଟିକେଟ କନଫର୍ମ ନ ହେଲେ ବି ଏସି ବଗିରେ କରିପାରିବେ ଯାତ୍ରା
ନୂଆଦିଲ୍ଲୀ,୧୮।୯: ଟ୍ରେନ ଯୋଗେ ଯାତ୍ରା କରୁଥିବା ଲୋକମାନେ ଉତ୍ସବ ଏବଂ ଛୁଟିଦିନରେ ସବୁଠାରୁ ବଡ ସମସ୍ୟାର ସମ୍ମୁଖୀନ ହୁଅନ୍ତି, କାରଣ ସେହି ସମୟରେ ଏକ କନଫର୍ମ ଟିକେଟ ପାଇବା ବହୁତ କଷ୍ଟସାଧ୍ୟ, ୧୨୦ ଦିନ ପୂର୍ବରୁ ବୁକିଂ ଆରମ୍ଭ ହେବା ମାତ୍ରେ…
ପେଜର କ’ଣ? କେମିତି ହୁଏ ବ୍ଲାଷ୍ଟ
ବେରୁତ,୧୮।୯: ଲେବାନନର ପେଜର୍ ବ୍ଲାଷ୍ଟରେ ଅତି କମରେ ନଅ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ପ୍ରାୟ ୩୦୦୦ଲୋକ ଆହତ ହୋଇଛନ୍ତି। ଲେବାନନର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ୨୦୦ରୁ ଅଧିକ ଆହତଙ୍କ ଅବସ୍ଥା ଗୁରୁତର ରହିଛି। ପେଜର୍ ବିସ୍ଫୋରଣ ପାଇଁ ଲେବାନାନର ଉଗ୍ରବାଦୀ…
କାହା ପାଇଁ ବିପଦରେ କେଜରିଓ୍ବାଲ? ଆଠ ଦିନ ପରେ ଛାଡିବେ ଘର-ଗାଡି
ନୂଆଦିଲ୍ଲୀ,୧୮।୯: ମଙ୍ଗଳବାର ଆମ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ତଥା ଦିଲ୍ଲୀର କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭି.କେ ସାକ୍ସେନାଙ୍କ ନିକଟରେ ଇସ୍ତଫା ପତ୍ର ଦାଖଲ କରିଛନ୍ତି। ଏବେ ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଦଳ…
ପୁଣି ମୁହାଁମୁହିଁ ହେଲେ କୋହଲି-ଗମ୍ଭୀର: ଦେଖନ୍ତୁ ଟ୍ରେଲର୍…
ନୂଆଦିଲ୍ଲୀ,୧୮।୯: ଭାରତୀୟ ଦଳର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ଙ୍କ ମଧ୍ୟରୁ ବିରାଟ କୋହଲି ଅନ୍ୟତମ। ଗୌତମ ଗମ୍ଭୀର ଟିମ ଇଣ୍ଡିଆର ମୁଖ୍ୟ କୋଚ ଦାୟିତ୍ୱ ତୁଲାଉଛନ୍ତି। ଟିମ ଇଣ୍ଡିଆରେ ଉଭୟ ମହାନଙ୍କୁ ଏକାଠି ଦେଖାଯାଉଥିଲେ ମଧ୍ୟ ଉଭୟେ ପରସ୍ପରର ସବୁଠାରୁ ବଡ ‘ଶତ୍ରୁ’ ବୋଲି…
ଉଦୟନିଧି ଷ୍ଟାଲିନ ହେବେ ଉପ ମୁଖ୍ୟମନ୍ତ୍ରୀ
ଚେନ୍ନାଇ,୧୮।୯: ତାମିଲନାଡୁରୁ ଏକ ବଡ ଖବର ସାମ୍ନାକୁ ଆସିଛି। ଏବେ ଉଦୟନିଧି ଷ୍ଟାଲିନଙ୍କୁ ତାମିଲନାଡଉର ଉପମୁଖ୍ୟମନ୍ତ୍ରୀ କରାଯାଇପାରେ। ଏହି ଘୋଷଣା ବୁଧବାର ଯେ କୌଣସି ସମୟରେ ହୋଇପାରେ। ଏହାକୁ ନେଇ ଏକ ସରାକାରୀ ଘୋଷଣା ଜାରି କରାଯାଇଛି। ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ…
ତେଜସ୍ବୀଙ୍କ ଅଧିନାୟିକତ୍ୱରେ ଖେଳିଛନ୍ତି ବିରାଟ କୋହଲି, ଓଡ଼ିଶା ବିପକ୍ଷରେ…ଜାଣନ୍ତୁ
ନୂଆଦିଲ୍ଲୀ,୧୮।୯: ଭାରତୀୟ ରାଜନେତା ତେଜସ୍ବୀ ଯାଦବ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି , ଟିମ ଇଣ୍ଡିଆର ବର୍ତ୍ତମାନର ଭେଟେରାନ ବ୍ୟାଟ୍ସମ୍ୟାନ ବିରାଟ କୋହଲି ତାଙ୍କ ଅଧିନାୟିକତ୍ୱରେ କ୍ରିକେଟ ଖେଳିଛନ୍ତି। ଆରଜେଡି ନେତା ଏକ ସାକ୍ଷାତକାରରେ ଏପରି କହି ନିଜର…
ବିଡିଓଙ୍କୁ ନାଲିଆଖି ଦେଖାଇଲେ ଭାଜପା ନେତା, କହିଲେ ଏକାବେଳେ କରିଦେବେ…
ଜୟପୁର,୧୮ା୯(ପବନ ପାଣିଗ୍ରାହୀ):କୋରାପୁଟ ଜିଲା ଜୟପୁର ବିଡିଓଙ୍କୁ ଧମକଚମକ ଦିଆଯିବା ନେଇ ଥାନାରେ ଏତଲା ଦିଆଯାଇଛି। ଜୟପୁର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଜୟପୁର ବିଡିଓ ଶକ୍ତିପ୍ରସାଦ ମହାପାତ୍ର। ଭାଜପା ନେତା ଗୌତମ ସାମନ୍ତରାୟଙ୍କ ନାଁରେ ସେ ଅଭିଯୋଗ କରିଛନ୍ତି। ବିଡିଓ…
ନିର୍ବାଚନ ପ୍ରଚାର ମଧ୍ୟରେ ମୋଦିଙ୍କୁ ଭେଟିବାକୁ କାହିଁକି କହିଲେ ଟ୍ରମ୍ପ, କାରଣ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ
ଓ୍ବାଶିଂଟନ,୧୮।୯: ନଭେମ୍ବରରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ମୁଖ୍ୟ ପ୍ରତିଯୋଗିତା ହେଉଛି ଡୋନାଲ୍ଡ ଟ୍ରମ୍ପ ଏବଂ କମଲା ହାରିସଙ୍କ ମଧ୍ୟରେ। ନିର୍ବାଚନ ପାଇଁ ଉଭୟ ନେତା ଜୋରଦାର ପ୍ରଚାର କରୁଛନ୍ତି। ନିର୍ବାଚନ ପ୍ରଚାର ସମୟରେ ଡୋନାଲ୍ଡ ଟ୍ରମ୍ପ ଭାରତୀୟ…
ଯାହା ପଢ଼ିବାକୁ ଦେବୁ ତାହା ନ ପଢ଼ିିଲେ ବିଧାୟକଙ୍କ ହାତଧରି ମଞ୍ଚରୁ ଓହ୍ଲାଇ ଦେବୁ: କାହିଁକି ଏମିତି କହିଲେ…
ମଙ୍ଗଳବାର ଶୁଭାରମ୍ଭ କରାଯାଇଛି। ଏହି ଅବସରରେ କୋରାପୁଟ ଜିଲା ଜୟପୁର ସହରରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଭାଷଣକୁ ନେଇ ଭାଜପାର ପୂର୍ବତନ ବିଧାୟକ ପ୍ରାର୍ଥୀ ଗୌତମ ସାମନ୍ତରାୟ ଓ କେତେଜଣ କର୍ମୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ବିଧାୟକ ବାହିନୀପତି…
ମୋଦିଙ୍କୁ ଦିଆଯାଇଥିବା ଉପହାରର ହେବ ଇ-ନିଲାମ: କିଣିବାକୁ ଚାହୁଁଥିଲେ ଆପଣାନ୍ତୁ ଏହି ଉପାୟ
ନୂଆଦିଲ୍ଲୀ,୧୮।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ୧୭ ସେପ୍ଟେମ୍ବର ଅର୍ଥାତ୍ ମଙ୍ଗଳବାର ଥିଲା। ସାଧାରଣତଃ ଜନ୍ମଦିନରେ ଉପହାର ଗ୍ରହଣ କରାଯାଏ, କିନ୍ତୁ ଭାରତର ପ୍ରଧାନମନ୍ତ୍ରୀ ଗ୍ରହଣ କରିଥିବା ଉପହାର କିମ୍ବା ସ୍ମୃତିର ଇ-ନିଲାମ ଗତକାଲି ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…
‘କର୍ନାଟକ ମଡେଲ୍ ଆପଣାନ୍ତୁ ଓଡ଼ିଶା ସରକାର’
କୋରାପୁଟ,୧୮ା୯(ଅମିତାଭ ବେହେରା): ସୁଭଦ୍ରା ଯୋଜନା ମଙ୍ଗଳବାର ଶୁଭାରମ୍ଭ ହୋଇଛି। ହିତାଧିକାରୀଙ୍କ ପାଖକୁ ପ୍ରଥମ କିସ୍ତି ଅର୍ଥ ପ୍ରଦାନ କରାଯାଇଛି । ଏହି ଯୋଜନାରେ ମହିଳାମାନେ କେତେ ଉପକାର ପାଇବେ ତାହା ସମୟ ହିଁ କହିବ ବୋଲି ପଟ୍ଟାଙ୍ଗି ବିଧାୟକ ତଥା କଂଗ୍ରେସ…
Archives


