ଶୂନ୍ୟରେ ଆଉଟ ହୋଇ ଫେରିବା ସମୟରେ ବଡ଼ ସଙ୍କେତ ଦେଲେ ବିରାଟ! ଏହିଦିନ ନେବେ…
ଏଡିଲେଡ,୨୩।୧୦: ଭାରତୀୟ କ୍ରିକେଟର ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲି ତାଙ୍କର ପ୍ରଥମ ଅନ୍ତର୍ଜାତୀୟ ଇନିଂସରେ ଲଗାତାର ଦୁଇଟି ଦିନିକିଆରେ ଡକ ହାରର ସମ୍ମୁଖୀନ ହୋଇଥିଲେ। ଆଡିଲେଡରେ ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆରେ କୋହଲି ଗୋଟିଏ ବି ୱିକେଟ ନ ନେଇ...
ଭୁବନେଶ୍ୱରରେ ହେବ IRC ଅଧିବେଶନ: ଯୋଗଦେବେ ଗଡ଼କରି
ଭୁବନେଶ୍ୱର,୨୩।୧୦: ଭୁବନେଶ୍ୱରରେ ହେବ ଇଣ୍ଡିଆନ ରୋଡ କଂଗ୍ରେସର ୮୪ତମ ଅଧିବେଶନ। ଏଥିରେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରି ଯୋଗ ଦେବାର କାର୍ଯ୍ୟକ୍ରମର ରହିଛି। ନଭେମ୍ବର ୭ରୁ ୧୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଜନତା ମୈଦାନରେ ଅଧିବେଶନ...
ବରଗଡ଼କୁ ଚାଲାଣ ହେଉଥିଲା କଫ୍ ସିରପ୍: ମାଡ଼ି ବସିଲା ଅବକାରୀ ବିଭାଗ, ୨ ଜଣଙ୍କୁ..
ବରଗଡ଼,୨୩।୧୦(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଅବକାରୀ ବିଭାଗକୁ ଗୁରୁବାର ସକାଳେ ଏକ ବଡ଼ ସଫଳତା ମିଳିଛି। ଏକ ଠିକଅପ ଭ୍ୟାନ ଯୋଗେ ଭୁବନେଶ୍ୱରରୁ ବରଗଡ଼କୁ କଫ୍ ସିରପ୍ ଚାଲାଣ ହେଉଥିଲା। ଏନେଇ ଖବର ପାଇ ସହର ଉପକଣ୍ଠ ଏକାମ୍ର ଛକରେ...
ଅଯୋଧ୍ୟା: ବଦଳିଲା ରାମଲଲାଙ୍କ ଦର୍ଶନ ସହ ଆଳତି ସମୟ, ମନ୍ଦିର ପକ୍ଷରୁ ଜାରି ହେଲା ନୂଆ ସିଡ୍ୟୁଲ
ଅଯୋଧ୍ୟା,୨୩।୧୦: ଉତ୍ତର ପ୍ରଦେଶର ଅଯୋଧ୍ୟାରେ ଭଗବାନ ରାମଙ୍କ ଦର୍ଶନ ପାଇଁ ବଦଳୁଥିବା ପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି, ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଭକ୍ତମାନଙ୍କ ଦର୍ଶନ ସମୟ ପରିବର୍ତ୍ତନ କରିଛି ଏବଂ ବିଭିନ୍ନ ଆରତୀ ପାଇଁ ଏକ...
ରକ୍ତମୁଖା ହୋଇଗଲେ ସାନ ଭାଇ, ଜମିବାଡ଼ି ପାଇଁ ନେଇଗଲେ ବଡ଼ ଭାଇଙ୍କ ଜୀବନ
ଜଳେଶ୍ୱର,୨୩।୧୦(ନବୀନ ସାହୁ): ବାଲେଶର ଜିଲା ଜଳେଶ୍ୱର ବ୍ଲକ ରାଇବଣିଆ ଥାନା ଅନ୍ତର୍ଗତ ବରଡିହା ପଞ୍ଚାୟତର ବଣକାଟି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜମିବାଡ଼ି ଗଣ୍ଡଗୋଳକୁ କେନ୍ଦ୍ର କରି ଜଣେ ଭାଇ ଆଉ ଜଣେ ଭାଇର ଜୀବନ ନେଇଯାଇଛନ୍ତି। ମୃତକ ...
ବନ୍ଧୁକ, ଭୁଜାଲି ଦେଖାଇ ଲୁଟିନେଲେ ଟଙ୍କା ସହ ସୁନା ଗହଣା
ଝାରସୁଗୁଡ଼ା,୨୩।୧୦: ଝାରସୁଗୁଡ଼ା ଜିଲା ଲଇକେରା ଥାନା କୁଅଁରମାଲ ଗାଁରେ ଏକ ସଶସ୍ତ୍ର ଡକାୟତି ହୋଇଛି। ଦୁର୍ବୃତ୍ତମାନେ ଘର ଲୋକଙ୍କୁ ବାନ୍ଧି ବନ୍ଧୁକ ଏବଂ ଭୁଜାଲି ଦେଖାଇ ଟଙ୍କା ସହ ସୁନା ଗହଣା ଲୁଟି ନେଇଥିବା ଅଭିଯୋଗ ହୋଇଛି। ୪ଜଣ ମୁଖାପିନ୍ଧା...
ରାଜଧାନୀରେ ୪ ମୋଷ୍ଟ ୱାଣ୍ଟେଡ ଗ୍ୟାଙ୍ଗଷ୍ଟର ନିହତ
ନୂଆଦିଲ୍ଲୀ,୨୩।୧୦: ଦିଲ୍ଲୀରେ ଏକ ବଡ଼ ଏନ୍କାଉଣ୍ଟର ହୋଇଛି। ଏନ୍କାଉଣ୍ଟରରେ ବିହାରର ୪ ମୋଷ୍ଟ ୱାଣ୍ଟେଡ ଗ୍ୟାଙ୍ଗଷ୍ଟରକ ତଥା ସିଗମା ଗ୍ୟାଙ୍ଗର ୪ଜଣ ଅପରାଧୀ ନିହତ ହୋଇଛନ୍ତି। ଅଭିଯୁକ୍ତମାନେ ପୋଲିସ ଉପରକୁ ଫାୟାରିଂ ବେଳେ ଦିଲ୍ଲୀର ବାହାଦୁର ଶାହ ମାର୍ଗରେ ପୋଲିସ...
ମହାପ୍ରଭୁଙ୍କ ଆରମ୍ଭ ନାହିଁ କି ଶେଷ ନାହିଁ, ସେ ଆମ ସମସ୍ତଙ୍କ ସୃଷ୍ଟିକର୍ତ୍ତା: ତଥାଗତ
ପୁରୀ, ୨୩ା୧୦(ଅଜିତ୍ କୁମାର ମହାନ୍ତି): ପୁରୀରେ ମହାପ୍ରଭୁ ଅବସ୍ଥାନ କରନ୍ତି। ତାଙ୍କର ଧର୍ମ ନାହିଁ କି ଅନ୍ତ ନାହିଁ। ସେ ଗୋଟିଏ ଠାକୁର, ଯାହାର ଆରମ୍ଭ ନାହିଁ କି ଶେଷ ନାହିଁ। ସେ ଆମ ସମସ୍ତଙ୍କ ମା’ ଏବଂ ବାପା,...
ମଳଦ୍ୱାରରେ ଭାକ୍ୟୁମ୍ କ୍ଲିନର ମେଶିନ ଲାଗି ଯୁବକଙ୍କ ମୃତ୍ୟୁ
ଯାଜପୁର,୨୩ା୧୦(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା କୋରେଇ ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥର ତେନ୍ତୁଲିଖୁଣ୍ଟା ନିକଟରେ ଥିବା ହ୍ୟୁଣ୍ଡାଇ କାର ଶୋ’ରୁମରେ ଏକ ଅଭାବନୀୟ ଘଟଣା ଘଟିଛି। ଶୋ’ ରୁମ୍ର କାର୍ ଓ୍ବାଶିଂ ବିଭାଗରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ...
୧୯ ଜିଲାକୁ ମିଳିବ ଅତିରିକ୍ତ ପୋଷଣଯୁକ୍ତ ଚାଉଳ
ଭୁବନେଶ୍ୱର,୨୩ା୧୦(ରବିନାରାୟଣ ଜେନା): ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍ଏଫ୍ଏସ୍ଏ) ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା(ଏସ୍ଏଫ୍ଏସ୍ଏସ୍)ରେ ରାଜ୍ୟ ସରକାର ହିତାଧିକାରୀଙ୍କୁ ୩ ମାସର ପୋଷଣଯୁକ୍ତ ଚାଉଳ(ଫର୍ଟିଫାଏଡ୍ ରାଇସ୍) ବଣ୍ଟନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ସେପ୍ଟେମ୍ବରରୁ ନଭେମ୍ବର ତିନିମାସ ପାଇଁ...
ୟୁନିଟ-୧ ପରିବା ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ: ୨୬ ଦୋକାନ, ୫ ଗୋଦାମ ଜଳିଗଲା
ଭୁବନେଶ୍ୱର,୨୩ା୧୦(ସତ୍ୟଜିତ ରାଉତ): ଭୁବନଶ୍ୱର ୟୁନିଟ-୧ ପରିବା ମାର୍କେଟରେ ବୁଧବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁରେ ୨୬ ଦୋକାନ ଓ ପ୍ରାୟ ୫ଟି ପରିବା ଗୋଦାମ ଜଳିଯାଇଛି। ଆଉ କିଛି ଦୋକାନ ଆଂଶିକ କ୍ଷତିଗ୍ରସ୍ତ ହୋଇଛି। ଏଥିରେ କ୍ଷୟକ୍ଷତି ଆକଳନ କରାଯାଇ...
ବିବାହର ପ୍ରତିଶ୍ରୁତି ଦେଇ ମହିଳା ଏସ୍ଆଇଙ୍କୁ ବଳାତ୍କାର, ସୁବେଦାର ଗିରଫ
ଭୁବନେଶ୍ୱର,୨୨ା୧୦(ସତ୍ୟଜିତ୍ ରାଉତ): ଜଣେ ମହିଳା ସବ୍-ଇନ୍ସପେକ୍ଟର (ଏସ୍ଆଇ)ଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର କରିବା ଅଭିଯୋଗରେ ଭୁବନେଶ୍ୱର ମହିଳା ଥାନା ପୋଲିସ ବୁଧବାର ଜଣେ ସୁବେଦାରଙ୍କୁ ଗିରଫ କରିଛି। ସେ ହେଲେ ତୋଷବନ୍ତ ଆଚାର୍ଯ୍ୟ। ତାଙ୍କ ଘର କନ୍ଧମାଳ ଜିଲାରେ...
Archives


