Home Left

ମୋ ଧନକୁ ଖୋଜି ଆଣେ…ନହେଲେ ତମ ସମସ୍ତଙ୍କୁ ଦେଖିନେବି: ପୋଲିସକୁ ଧମକ ଦେଲେ ଯୁବତୀ

ଭୁବନେଶର,୧୦।୧୦: ଖଣ୍ଡଗିରି ଥାନା ପରିସରରେ ଜଣେ ଯୁବତୀଙ୍କ ସହ ପୋଲିସର ଯୁକ୍ତିତର୍କ ହୋଇଛି। ଯୁବତୀ ଜଣଙ୍କ ପୋଲିସ ସହ ଯୁକ୍ତିତର୍କ କରୁଥିବାର ଭିଡିଓ ଭାଇରାଲ ହେଉଛି । ତାଙ୍କ ଅଜବ ଯୁକ୍ତିରେ ପୋଲିସ କର୍ମଚାରୀଙ୍କୁ ନାକେଦମ ହେବାକୁ ପଡ଼ିଛି। ପାଖରେ ପାଣି…

ମା’ ସମଲେଶ୍ବରୀଙ୍କ ମହାଗୌରୀ ବେଶ: ପ୍ରବଳ ଭକ୍ତଙ୍କ ସମାଗମ

ବରଗଡ଼,୧୦।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ମନ୍ଦିରରେ ଶାରଦୀୟ ନବରାତ୍ର ପୂଜା ଚାଲିଛି। ଏହି କ୍ରମରେ ଗୁରୁବାର ମା’ ସମଲେଶ୍ବରୀ ମହାଗୌରୀ ବେଶରେ ଦର୍ଶନ ଦେଇଛନ୍ତି। ଦେବୀଙ୍କୁ ଏହି ବେଶରେ ଦର୍ଶନ ପାଇଁ ସକାଳୁ ମନ୍ଦିର ପରିସରରେ ଶ୍ରଦ୍ଧାଳୁଙ୍କ ସମାଗମ…

ପଦାରେ ପଡ଼ିଲା ରାଜୀବ ଆବାସ ଦୁର୍ନୀତି:୮ ସ୍ଥାନରେ ବିଏମ୍‌ସିର ଚଢ଼ାଉ

ଭୁବନେଶ୍ୱର, ୧୦ା୧୦(ବନ୍ଦନା ସେଠୀ):ସରକାର ସହରରେ ରହୁଥିବା ଭୂମିହୀନ, ଗୃହହୀନ ଓ ଗରିବ ବସ୍ତିବାସିନ୍ଦାଙ୍କୁ ରାଜୀବ ଆବାସ ଯୋଜନାରେ ଘର ଯୋଗାଇ ଦେଉଛନ୍ତି। ହେଲେ ପ୍ରକୃତ ହିତାଧିକାରୀ ଘର ନ ପାଇ ସେମିତି ଦୟନୀୟ ଜୀବନ ବିତାଉଥିବାବେଳେ ବହୁ ଅଯୋଗ୍ୟ ବା ଜାଲ୍‌…

ବିଶ୍ୱ ବାଣିଜ୍ୟ ମେଳାରେ ଭାଗନେବ ବେଦାନ୍ତ ଆଲୁମିନିୟମ

ନୂଆଦିଲ୍ଲୀ,୧୦।୧୦: ଚଳିତ ବର୍ଷ ଜର୍ମାନୀର ଡସେଲଡର୍ଫଠାରେ ହେବାକୁ ଥିବା ଆଲୁମିନିୟମ-୨୦୨୪ ବିଶ୍ୱ ବାଣିଜ୍ୟ ମେଳାରେ ବେଦାନ୍ତ ଆଲୁମିନିୟମ ଭାଗ ନେବାକୁ ଯାଉଛି। ଏପରିକି କମ୍ପାନୀ ଏହି ମେଳାରେ ଏକ ବିଶ୍ୱସ୍ତରୀୟ ପ୍ଲାଟଫର୍ମ ସହ ତା’ର ଆଲୁମିନିୟମ ଉପତ୍ାଦନର ଅଭିନବ ଆଭିମୁଖ୍ୟ ପ୍ରଦର୍ଶନ…

୭ ମଣ୍ଡପରେ ସ୍ବତନ୍ତ୍ର ମହିଳା ପୋଲିସ ସୁରକ୍ଷା ଦଳ: ଏଥର ୧୨ ସ୍ଥାନରେ ରାବଣ ପୋଡ଼ି

ଭୁବନେଶ୍ୱର,୧୦/୧୦(ସତ୍ୟଜିତ୍‌ ରାଉତ):ଭୁବନେଶ୍ୱରରେ ଏଥର ଶୃଙ୍ଖଳିତ ତଥା ସୁରକ୍ଷିତ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ହୋଇଛି। ବୁଧବାର ପୋଲିସ କମିଶନରେଟ୍‌ କାର୍ଯ୍ୟଳୟରେ ପ୍ରାକ ପ୍ରସ୍ତୁତି ବୈଠକ ଜରିଆରେ ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଛି। ବୈଠକରେ ଅତିରିକ୍ତ ପୋଲିସ କମିଶନର ଉମାଶଙ୍କର ଦାଶ, ଭୁବନେଶ୍ୱର…

କଜଳପାତିଆରୁ ଚାଲାଣ ହେଉଛି ସବୁଜ ଗେଣ୍ଡା

ମହାକାଳପଡ଼ା, ୧୦ା୧୦ (ପ୍ରତାପ ଚନ୍ଦ୍ର ସ୍ବାଇଁ):ଉପରମୁଣ୍ଡରୁ ବନ୍ୟାଜଳ ସମୁଦ୍ରରେ ମିଶିଲେ ବିରଳ ପ୍ରଜାତିର ସବୁଜ ଗେଣ୍ଡା ମାଟି ଗୋଳି ପାଣି ଖାଇଥାନ୍ତି। ବିଶେଷକରି ବର୍ଷାଦିନରେ ଏହି ଗେଣ୍ଡା ମହାନଦୀ ଅବବାହିକା ତ୍ରିକୋଣଭୂମି ଅଞ୍ଚଳର ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ ବହୁସଂଖ୍ୟାରେ ବାଲିଆ…

ତୁମେ ଛାଡି ଚାଲିଗଲ… ରତନ ଟାଟାଙ୍କ ଏକ୍ସ ଗର୍ଲଫ୍ରେଣ୍ଡଙ୍କ ଦୁଃଖଦାୟକ ପୋଷ୍ଟ

ନୂଆଦିଲ୍ଲୀ,୧୦।୧୦: ବିଶିଷ୍ଟ ଶିଳ୍ପପତି ତଥା ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ରତନ ଟାଟାଙ୍କ ବୁଧବାର ବିଳମ୍ବିତ ରାତିରେ ପରଲୋକ ହୋଇଛି। ମୃତ୍ୟୁବେଳେ ତାଙ୍କୁ ୮୬ ବର୍ଷ ହୋଇଥିଲା। ବୟସାଧିକ କାରଣରୁ ସ୍ବାସ୍ଥ୍ୟଗତ ସମସ୍ୟା ଦେଇ ଗତି କରୁଥିବା ଟାଟାଙ୍କୁ କିଛିଦିନ ତଳେ…

ଆଇସିୟୁରେ ଶେଷନିଃଶ୍ୱାସ ନେଉଛି ବିଜେଡି: ଜୟନାରାୟଣଙ୍କୁ ପାଲଟା ଜବାବ ଦେଲେ ରୋହିତ

ସମ୍ବଲପୁର, ୧୦।୧୦(ଭବାନୀ ଶଙ୍କର ଭୋଇ):କିଛିଦିନ ପୂର୍ବରୁ ଯୁଯୋମୁରାଠାରେ ବିଜେଡି ଜନସମ୍ପର୍କ ପଦଯାତ୍ରାବେଳେ ସମ୍ବଲପୁର ଜିଲା ବିଜେଡି ସଭାପତି ରୋହିତ ପୂଜାରୀ କହିଥିଲେ, ରାଜ୍ୟର ଭାଜପା ସରକାର ରଙ୍ଗମରା ତଥା କପିପେଷ୍ଟ ସରକାର। ଏ ପ୍ରସଙ୍ଗରେ ବୁଧବାର ଭାଜପା ବରିଷ୍ଠ ବିଧାୟକ ଜୟନାରାୟଣ…

ସନ୍ଦେହରେ ଇଭିଏମ୍‌

ନୂଆଦିଲ୍ଲୀ, ୧୦।୧୦: ୯୦ ସଦସ୍ୟ ବିଶିଷ୍ଟ ହରିୟାଣା ବିଧାନସଭା ନିର୍ବାଚନରେ ସରକାର ଅଧିକ ଆମତ୍ବିଶ୍ୱାସୀ ହୋଇଯାଇଥିଲା। କଂଗ୍ରେସ ସରକାର ଗଢ଼ିବ ବୋଲି ଅଧିକାଂଶ ଏକ୍‌ଜିଟ୍‌ ପୋଲ ମଧ୍ୟ ଭବିଷ୍ୟବାଣୀ କରିଥିଲେ। କିନ୍ତୁ ଦଳକୁ ୩୭ ଆସନରେ ସଫଳତା ମିଳିଛି, ଯାହାକି ମ୍ୟାଜିକ୍‌…

ମୁଖ୍ୟମନ୍ତ୍ରୀ ବାସଭବନରୁ ଆତିଶୀଙ୍କ ସାମଗ୍ରୀ ଫିଙ୍ଗିଦେଲେ ଏଲଜି

ନୂଆଦିଲ୍ଲୀ, ୧୦।୧୦: ଦିଲ୍ଲୀ ଉପ ରାଜ୍ୟପାଳ ଭି.କେ. ସକ୍ସେନାଙ୍କ ନିର୍ଦ୍ଦେଶରେ ମୁଖ୍ୟମନ୍ତ୍ରୀ ଆତିଶୀଙ୍କର ଆସବାବପତ୍ରକୁ ସିଭିଲ ଲାଇନ୍ସର ଫ୍ଲାଗଷ୍ଟାଫ୍‌ ରୋଡସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ନିବାସରୁ ଫିଙ୍ଗାଯାଇଥିବା ନେଇ ବୁଧବାର ଆମ୍‌ ଆଦମୀ ପାର୍ଟି(ଆପ୍‌)ପକ୍ଷରୁ ଅଭିଯୋଗ କରାଯାଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନକୁ…

ଆଜିଠୁୁ ହାଇକୋର୍ଟର ପୂଜା ଛୁଟି: ଜରୁରିକାଳୀନ ମାମଲା ପାଇଁ ୪ ଦିନ ଖୋଲା

କଟକ,୧୦ା୧୦ (କାର୍ତ୍ତିକ ସାହୁ):ହାଇକୋର୍ଟରେ ଚଳିତ ଦୁର୍ଗାପୂଜା ଛୁଟି ଅକ୍ଟୋବର ୧୦ରୁ ଆରମ୍ଭ ହୋଇ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ। ତେବେ ପୂଜା ଛୁଟି ସମୟରେ କେବଳ ଜରୁରିକାଳୀନ ମାମଲାଗୁଡ଼ିକର ଆବେଦନ ପାଇଁ ୪ ଦିନ ହାଇକୋର୍ଟ ଅଫିସ ଖୋଲା ରହିବ। ଏଥିସହ…

ପ୍ରଥମ କ୍ୟାବିନେଟ୍‌ରେ ‘୩୭୦’ ସଂକଳ୍ପନାମା

ଶ୍ରୀନଗର,୧୦ା୧୦:ଜମ୍ମୁ-କଶ୍ମୀରରେ ନ୍ୟାଶନାଲ କନ୍‌ଫରେନ୍ସ (ଏନ୍‌ସି) ଏବଂ କଂଗ୍ରେସର ମେଣ୍ଟ ସରକାର ଶପଥ ନେବା ପରେ ପ୍ରଥମ କ୍ୟାବିନେଟ୍‌ରେ ଅନୁଚ୍ଛେଦ ୩୭୦ ଉପରେ ସଂକଳ୍ପନାମା ପାରିତ କରାଯିବ। କେନ୍ଦ୍ରଶାସିତ ଅଞ୍ଚଳକୁ ରାଜ୍ୟ ମାନ୍ୟତା ଫେରାଇବା ପାଇଁ କେନ୍ଦ୍ର ଉପରେ ଚାପ ସୃଷ୍ଟି ଉଦ୍ଦେଶ୍ୟରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri