ମୁଖ୍ୟମନ୍ତ୍ରୀ ବାସଭବନରୁ ଆତିଶୀଙ୍କ ସାମଗ୍ରୀ ଫିଙ୍ଗିଦେଲେ ଏଲଜି
ନୂଆଦିଲ୍ଲୀ, ୧୦।୧୦: ଦିଲ୍ଲୀ ଉପ ରାଜ୍ୟପାଳ ଭି.କେ. ସକ୍ସେନାଙ୍କ ନିର୍ଦ୍ଦେଶରେ ମୁଖ୍ୟମନ୍ତ୍ରୀ ଆତିଶୀଙ୍କର ଆସବାବପତ୍ରକୁ ସିଭିଲ ଲାଇନ୍ସର ଫ୍ଲାଗଷ୍ଟାଫ୍ ରୋଡସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ନିବାସରୁ ଫିଙ୍ଗାଯାଇଥିବା ନେଇ ବୁଧବାର ଆମ୍ ଆଦମୀ ପାର୍ଟି(ଆପ୍)ପକ୍ଷରୁ ଅଭିଯୋଗ କରାଯାଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନକୁ…
ଆଜିଠୁୁ ହାଇକୋର୍ଟର ପୂଜା ଛୁଟି: ଜରୁରିକାଳୀନ ମାମଲା ପାଇଁ ୪ ଦିନ ଖୋଲା
କଟକ,୧୦ା୧୦ (କାର୍ତ୍ତିକ ସାହୁ):ହାଇକୋର୍ଟରେ ଚଳିତ ଦୁର୍ଗାପୂଜା ଛୁଟି ଅକ୍ଟୋବର ୧୦ରୁ ଆରମ୍ଭ ହୋଇ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ। ତେବେ ପୂଜା ଛୁଟି ସମୟରେ କେବଳ ଜରୁରିକାଳୀନ ମାମଲାଗୁଡ଼ିକର ଆବେଦନ ପାଇଁ ୪ ଦିନ ହାଇକୋର୍ଟ ଅଫିସ ଖୋଲା ରହିବ। ଏଥିସହ…
ପ୍ରଥମ କ୍ୟାବିନେଟ୍ରେ ‘୩୭୦’ ସଂକଳ୍ପନାମା
ଶ୍ରୀନଗର,୧୦ା୧୦:ଜମ୍ମୁ-କଶ୍ମୀରରେ ନ୍ୟାଶନାଲ କନ୍ଫରେନ୍ସ (ଏନ୍ସି) ଏବଂ କଂଗ୍ରେସର ମେଣ୍ଟ ସରକାର ଶପଥ ନେବା ପରେ ପ୍ରଥମ କ୍ୟାବିନେଟ୍ରେ ଅନୁଚ୍ଛେଦ ୩୭୦ ଉପରେ ସଂକଳ୍ପନାମା ପାରିତ କରାଯିବ। କେନ୍ଦ୍ରଶାସିତ ଅଞ୍ଚଳକୁ ରାଜ୍ୟ ମାନ୍ୟତା ଫେରାଇବା ପାଇଁ କେନ୍ଦ୍ର ଉପରେ ଚାପ ସୃଷ୍ଟି ଉଦ୍ଦେଶ୍ୟରେ…
ଭାଇରାଲ ହେଉଛି ରତନ ଟାଟାଙ୍କ ଶେଷ ସୋସିଆଲ୍ ମିଡିଆ ପୋଷ୍ଟ: ଏମିତି କିଛି ଲେଖିଥିଲେ…
ମୁମ୍ବାଇ,୧୦/୧୦:ବିଶିଷ୍ଟ ଶିଳ୍ପପତି ତଥା ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ରତନ ଟାଟାଙ୍କ ବୁଧବାର ବିଳମ୍ବିତ ରାତିରେ ପରଲୋକ ହୋଇଛି। ତାଙ୍କୁ ୮୬ ବର୍ଷ ହୋଇଥିଲା। ବୟସାଧିକ କାରଣରୁ ସ୍ବାସ୍ଥ୍ୟଗତ ସମସ୍ୟା ଦେଇ ଗତି କରୁଥିବା ରତନଙ୍କୁ କିଛିଦିନ ତଳେ ଦକ୍ଷିଣ ମୁମ୍ବାଇର…
ସମ୍ଭ୍ରାନ୍ତ, ସ୍ବାଭିମାନୀ ବ୍ୟକ୍ତି ଥିଲେ ରତନ ଟାଟା:ଜାଣନ୍ତୁ ତାଙ୍କ କ୍ୟାରିୟର୍ ବିଷୟରେ…
ନୂଆଦିଲ୍ଳୀ,୧୦।୧୦:ରତନ ଟାଟା ଜଣେ ଶିଳ୍ପପତି, ପରୋପକାରୀ ଓ ସ୍ବାଭିମାନୀ ବ୍ୟକ୍ତି ଥିଲେ। ଟାଟା ଗ୍ରୁପ୍ ପ୍ରତିଷ୍ଠାତା ଜାମସେଦ୍ଜୀ ଟାଟାଙ୍କ ପୌଷ୍ୟପୁତ୍ର ସୁରଟର ନାଭାଲ ଟାଟା ଓ ସୁନି (ଜାମସେଦ୍ଜୀଙ୍କ ଭାଣିଜୀ) ଟାଟାଙ୍କ ଔରସରୁ ୧୯୩୭ ମସିହା ଡିସେମ୍ବର ୨୮ରେ ରତନ ଜନ୍ମଗ୍ରହଣ…
ମହିଳା ଟି୨୦ ବିଶ୍ୱକପ: ଭାରତର କ୍ରମାଗତ ଦ୍ୱିତୀୟ ବିଜୟ
ଦୁବାଇ,୯ା୧୦: ଉଭୟ ବ୍ୟାଟିଂ ଓ ବୋଲିଂରେ ଚମତ୍କାର ପ୍ରଦର୍ଶନ କରି ଭାରତ ମହିଳା ଟି୨୦ ବିଶ୍ୱକପରେ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି । ପୂର୍ବ ମ୍ୟାଚରେ ପାକିସ୍ତାନକୁ ହରାଇଥିବା ହରମନପ୍ରୀତ କୌରଙ୍କ ଦଳ ବୁଧବାର ଶ୍ରୀଲଙ୍କାକୁ ୮୨ ରନରେ ପରାସ୍ତ…
ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆଙ୍କୁ ମୁମ୍ବାଇ ଗୌରବ ସମ୍ମାନ
ଭବାନୀପାଟଣା,୯ା୧୦(ଉତ୍ତମ କୁମାର ଦାଶ): ଚଳିତ ମାସ ୬ ତାରିଖରେ ମୁମ୍ବାଇସ୍ଥିତ ଦାଦର ସ୍ବାତନ୍ତ୍ର୍ୟବୀର ସାବରକର ଅଡ଼ିଟୋରିୟମଠାରେ ପଶ୍ଚିମ ଓଡ଼ିଶା ପରିବାର ପକ୍ଷରୁ ନୂଆଁଖାଇ ଭେଟ୍ଘାଟ୍ ଅନୁଷ୍ଠିତ ହୋଇଯାଇଛି। ଆରମ୍ଭରେ ଏଲ୍ଆଇସି ଇଡି ରତ୍ନାକର ପଟ୍ଟନାୟକ, ଆର୍ବିଆଇ ଇଡି ଚାରୁଲତା କର, ପଦ୍ମଶ୍ରୀ…
୨୫ ହଜାରରୁ ଅଧିକ ସଭ୍ୟ ସଂଗ୍ରହ ଲକ୍ଷ୍ୟ
ଭବାନୀପାଟଣା,୯ା୧୦ (ଉତ୍ତମ କୁମାର ଦାଶ): ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବୁଧବାର ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀଠାରୁ ବିଜେଡି ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିଛି। ଭୁବନେଶ୍ବର ଶଙ୍ଖ ଭବନଠାରେ ଆୟୋଜିତ ସଭାରେ ନବୀନ ପଟ୍ଟନାୟକ…
ଟ୍ରକ୍ ଧକ୍କାରେ ଚାଲିଗଲା ବାଇକ୍ଚାଳକଙ୍କ ଜୀବନ, ଜଣେ ଗୁରୁତର
ଥୁଆମୂଳ ରାମପୁର,୯ା୧୦(ଦୁର୍ଗା କୀର୍ତ୍ତି): ପୋଲିସ ପ୍ରଶାସନର ଘନଘନ ରୋଡ୍ ସୁରକ୍ଷା ସଚେତନତା ସତ୍ତ୍ୱେ ଦିନକୁ ଦିନ ସଡ଼କ ଦୁର୍ଘଟଣା ବଢ଼ିବାରେ ଲାଗିଛି। ଆଉ ବିଶେଷକରି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର କର୍ଲାପାଟ ଥାନା ଅଧୀନରେ ଗତ କିଛିଦିନ ହେବ ସଡ଼କ…
୧ ଲକ୍ଷ ଟଙ୍କା ପୁରସ୍କାର ଘୋଷିତ ମାଓବାଦୀଙ୍କ ସମେତ ୪ ଜଣଙ୍କ ଆତ୍ମସମର୍ପଣ
ମାଲକାନଗିରି,୯ା୧୦(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ଜଗଦଲପୁରରେ ୧ଲକ୍ଷ ଟଙ୍କା ପୁରସ୍କାର ଘୋଷିତ ମାଓବାଦୀଙ୍କ ସମେତ ୪ ଜଣ ବୁଧବାର ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏମାନେ ହେଲେ ଛୋଟା ପାଣ୍ଡୁ କାୱାସୀ, ମାନକୁ ରାମ କଶ୍ୟପ, କରିଆ ପୋୟାମ ଏବଂ ଫୁଲମତି ଗୀର୍ଜା।…
ତାରରେ ଲୁଗା ଶୁଖାଉଥିବାବେଳେ ମହିଳାଙ୍କୁ ମାରିଲା କରେଣ୍ଟ, ଆଉ ତା’ ପରେ…
ବାଲିଗୁଡ଼ା,୯ା୧୦: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଗୁଳିମରା ସାହିରେ ଅଭାବନୀୟ ଘଟଣା ଘଟିଛି। ବିଦ୍ୟୁତ୍ ଆଘାତ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତ ମହିଳା ହେଲେ କୁନି ତ୍ରିପାଠୀ। ସୂଚନା ଅନୁସାରେ, ଗୁଳିମରା ସାହିର ମହିଳା ଜଣକ ବୁଧବାର ବାଡ଼ିପଟେ…
ରିଙ୍କୁ-ନୀତିଶଙ୍କ ଧୂଆଁଧାର ଅର୍ଦ୍ଧଶତକ: ବାଂଲାଦେଶ ଆଗରେ ୨୨୨ ରନର ଟାର୍ଗେଟ
ନୂଆଦିଲ୍ଲୀ,୯ା୧୦: ଭାରତୀୟ ଦଳ ଏବଂ ବାଂଲାଦେଶ ମଧ୍ୟରେ ଚାଲିଥିବା ୩ ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚରେ ନୀତୀଶ ରେଡ୍ଡୀ ଏବଂ ରିଙ୍କୁ ସିଂଙ୍କ ଧୂଆଁଧାର ଅର୍ଦ୍ଧଶତକ ବଳରେ…
Archives


