ସୁନାକୁ ନେଇ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ଲକ୍ଷେରୁ ଖସିବ ସୁନାଦର!
ଭାରତରେ ସୁନାର ମୂଲ୍ୟ ବର୍ତ୍ତମାନ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ମଲ୍ଟି କମୋଡିଟି ଏକ୍ସଚେଞ୍ଜ (ଏମସିଏକ୍ସ)ରେ ୧୦ ଗ୍ରାମ ସୁନାର ଦର ୧ ଲକ୍ଷ ଟଙ୍କା ଛୁଇଁଛି। ବିଶେଷଜ୍ଞମାନେ ଏହାକୁ ବିଶ୍ୱ ବ୍ୟାପୀ ବାଣିଜ୍ୟ ସଂଘର୍ଷ ଏବଂ ଅର୍ଥନୈତିକ ଅସ୍ଥିରତା...
ଭାରତରେ ହେବାକୁ ଥିବା ହକି ବିଶ୍ୱକପ୍ରେ ଖେଳିବ ନାହିଁ ପାକିସ୍ତାନ
ନୂଆଦିଲ୍ଲୀ,୨୪ା୧୦: ଭାରତରେ ନଭେମ୍ବର-ଡିସେମ୍ବରରେ ହେବାକୁ ଥିବା ଜୁନିୟର ହକି ବିଶ୍ୱକପ୍ରୁ ଓହରିଯାଇଛି ପାକିସ୍ତାନ। ପାକିସ୍ତାନ ହକି ମହାସଂଘ(ପିଏଚ୍ଏଫ୍) ଏହାର ନିଷ୍ପତ୍ତି ସମ୍ପର୍କରେ ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍ଆଇଏଚ୍) ଅବଗତ କରାଇଛି। ଏଫ୍ଆଇଏଚ ପକ୍ଷରୁ ଶୁକ୍ରବାର ଏହି ବିଷୟରେ ସ୍ପଷ୍ଟ କରିଦିଆଯାଇଛି।...
ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କରଗୋଳା ଗ୍ରାମବାସୀ, କହିଲେ…
ହାଟଡିହୀ,୨୪l୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବୈତରଣୀ ନଦୀରୁ ବେଆଇନ ଭାବେ ବାଲି ମାଫିଆମାନେ ବ୍ୟାପକ ବାଲି ଚୋରା ଚାଲାଣ ହେଉଥିବା ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କରଗୋଳା ଗ୍ରାମବାସୀ ଭେଟି ଘଟଣା ସମ୍ପର୍କରେ ଜଣାଇଛନ୍ତି ।...
ଭତ୍ତା ଟଙ୍କା ଲୁଟ୍: ଧରାପଡ଼ିଲେ ଗ୍ୟାଙ୍ଗର ୬ ଯୁବକ
କଣ୍ଟାବାଞ୍ଜି,୨୪।୧୦: ଭତ୍ତା ଟଙ୍କା ଲୁଟ ଘଟଣାରେ ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ପୋଲିସ ଲୁଟେରା ଗ୍ୟାଙ୍ଗର ୬ଜଣଙ୍କୁ ଧରିବାରେ ସଫଳ ହୋଇଛି। ପୋଲିସ ସେମାନଙ୍କ ନିକଟରୁ ୨ ଲକ୍ଷ ୮୦ ହଜାର ଟଙ୍କା ଜବତ କରିଛି। ଏପରି କି ଘଟଣାରେ ସମ୍ପୃକ୍ତ...
ଖରାବେଳଟାରେ ନଈ ବାଲିରେ ବସିଲେ ଗ୍ରାମବାସୀ
ହାଟଡିହୀ,୨୪ ।୧୦(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଆମ୍ବୋ ପଞ୍ଚାୟତ କରଗୋଳା ବୈତରଣୀ ନଦୀ ବାଲି ଘାଟରୁ ବେଆଇନ ଭାବେ ବାଲି ଉଠାଣକୁ ନେଇ ପରିସ୍ଥିତି ଜଟିଳ ହେବାରେ ଲାଗିଛି । ଶୁକ୍ରବାର ସ୍ଥାନୀୟ ଲୋକ ବେଆଇନ ବାଲି ଉଠାଣକୁ...
ମହାମେଣ୍ଟର ନୂଆ ନାମ ଦେଲେ ମୋଦି , ଶୁଣିଲେ ଲାଗୁଛି ଆଶ୍ଚର୍ଯ୍ୟ
ପାଟନା,୨୪।୧୦: ୨୦୨୫ ବିହାର ବିଧାନସଭା ନିର୍ବାଚନ ପାଇଁ ତାଙ୍କର ଦ୍ୱିତୀୟ ସାଧାରଣ ରାଲିରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାମେଣ୍ଟ ଉପରେ ଏକ କଠୋର ଆକ୍ରମଣ ଆରମ୍ଭ କରିଥିଲେ। ବେଗୁସରାଇ ରାଲିରେ, ପ୍ରଧାନମନ୍ତ୍ରୀ ମୋଦି ବିହାର ଭୋଟରମାନଙ୍କୁ NDA ଏବଂ ମହାମେଣ୍ଟ...
ଋଷିକୁଲ୍ୟା ପଠାରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର
ଗଞ୍ଜାମ,୨୪।୧୦ (ବିଦ୍ୟାଧର ସାହୁ ): ଗଞ୍ଜାମ ଥାନା ଅନ୍ତର୍ଗତ ଋଷିକୁଲ୍ୟା ନଦୀ ନିକଟ ପଙ୍କାଳ ତଟରେ ଏକ ଅଜଣା ବ୍ୟକ୍ତିର ମୃତଦେହ ପଡିଥିବା ଦେଖି ସ୍ଥାନୀୟ ବ୍ୟକ୍ତି ଦେଖି ଗଞ୍ଜାମ ପୋଲିସ ଥାନାକୁ ଖବର ଦେଇଥିଲେ । ଖବରପାଇ ଗଞ୍ଜାମ...
ଲକ୍ଷେ ତଳକୁ ଖସିବ ସୁନାଦର? ଏକ୍ସପର୍ଟ କଲେ ବଡ଼ ଭବିଷ୍ୟବାଣୀ
ନୂଆଦିଲ୍ଲୀ,୨୪।୧୦: ଯଦି ଆପଣ ଭବିଷ୍ୟତରେ ସୁନା କିମ୍ବା ରୂପାରେ ନିବେଶ କରିବାକୁ ଚିନ୍ତା କରୁଛନ୍ତି, ତେବେ କେଉଁ ଭାବରେ ସବୁଠାରୁ ଲାଭଦାୟକ ହେବ ତାହା ବୁଝିବା ଗୁରୁତ୍ୱପୂର୍ଣ୍ଣ: ଅଳଙ୍କାର, ମୁଦ୍ରା, ବାର୍, କିମ୍ବା ETF (ଏକ୍ସଚେଞ୍ଜ ଟ୍ରେଡେଡ ଫଣ୍ଡ)। ବିଶେଷଜ୍ଞ,...
ଜଣେ ଥିଲେ ବିରାଟ, ଜଣେ ଥିଲେ ରୋହିତ…, ଅଷ୍ଟ୍ରେଲିଆରେ ଶେଷ ହେବ ସୁପରଷ୍ଟାରଙ୍କ କାହାଣୀ!
ସିଡ଼ନୀ,୨୪।୧୦: ରୋହିତ ଶର୍ମା ଏବଂ ବିରାଟ କୋହଲି… ଏହି ଦୁଇଜଣ କେବଳ ଦୁଇଟି ନାମ ନୁହଁନ୍ତି, ବରଂ ଭାରତୀୟ କ୍ରିକେଟର ଗର୍ବ। ଦୁଇଟି ନାମ, କିନ୍ତୁ ଗୋଟିଏ ହୃଦୟ ଗୋଟିଏ ସ୍ପନ୍ଦନ। ଦୁଇଟି ଚରିତ୍ର, କିନ୍ତୁ ଗୋଟିଏ କାହାଣୀ। ଏହି...
ସମବାୟ ବ୍ୟାଙ୍କ ପରିଚାଳନା ସମିତି ସଭାପତି, ସଦସ୍ୟ ନିଲମ୍ବନ ପ୍ରସଙ୍ଗ : ଦାଖଲ ହେଲା…
କେନ୍ଦୁଝର/ହାଟଡିହୀ,୨୪l୧୦(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):କେନ୍ଦୁଝର କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ପରିଚାଳନା ସମିତିର ସଭାପତି ଏବଂ ସମସ୍ତ ସଦସ୍ୟଙ୍କୁ ନିଲମ୍ବନ ଆଦେଶ ଘଟଣାରେ ମାନ୍ୟବର ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଆବେଦନକାରୀ ୨୪ ଅକ୍ଟୋବର ୨୦୨୫ରେ ରାଜ୍ୟ ସମବାୟ ବିଭାଗରେ ଜବାବ...
ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ଆଳୁ, ଡାଲିରେ ହେବ ଓଡ଼ିଶା ଆତ୍ମନିର୍ଭର
ଭୁବନେଶ୍ୱର,୨୪।୧୦: ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ରାଜ୍ୟରେ କୃଷି ବିଭାଗ ପକ୍ଷରୁ ରବି କ୍ୟାମ୍ପେନ ଆରମ୍ଭ ହୋଇଥିବା ସେ କହିଛନ୍ତି। ଡାଲି ଏବଂ ତୈଳବିଜ ଚାଷ ପାଇଁ ରବି କ୍ୟାମ୍ପେନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।...
ରାତ୍ରିକାଳୀନ କ୍ରିକେଟ ଟୁର୍ନାମେଣ୍ଟ ମ୍ୟାଚ:ବେଲଖଣ୍ଡି ଦଳ ଚାମ୍ପିୟନ
କର୍ଲାମୁଣ୍ଡା,୨୪।୧୦(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ବୋରପଦର ପଞ୍ଚାୟତ ଅଗାଧୁପୁରଠାରେ ଅଗାଧୁପୁର ୟଙ୍ଗ ଷ୍ଟାର କ୍ରିକେଟ କ୍ଲବ ପକ୍ଷରୁ ରାତ୍ରିକାଳୀନ କ୍ରିକେଟ ଟୁର୍ନାମେଣ୍ଟର ଗୁରୁବାର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଫାଇନାଲ ମ୍ୟାଚଟି କଳାହାଣ୍ଡି ଜିଲାର ବେଲଖଣ୍ଡି...
Archives


