ରଣଜୀ ଟ୍ରଫି ପରେ ସନ୍ୟାସ ନେବେ ଏହି ଓ୍ବିକେଟ କିପର
ନୂଆଦିଲ୍ଲୀ,୪।୧୧: ଭାରତୀୟ କ୍ରିକେଟ ଟିମର ୱିକେଟ କିପର ରିଦ୍ଧିମାନ ଶାହା ଘୋଷଣା କରିଛନ୍ତି ଯେ ସେ ଚଳିତ ବର୍ଷ ୨୦୨୪-୨୫ ରଣଜୀ ଟ୍ରଫି ସିଜନ ପରେ ସେ କ୍ରିକେଟରୁ ଅବସର ନେବେ ଏବଂ ତାଙ୍କର ୧୭ ବର୍ଷର କ୍ୟାରିୟରକୁ ଶେଷ କରିବେ।…
କମଲା ଜିତିଲେ ଅପରାଧୀଙ୍କ ପାଇଁ ଖୋଲିଦେବେ ବର୍ଡର: ଟ୍ରମ୍ପ
ଓ୍ବାଶିଂଟନ,୪।୧୧: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉପରାଷ୍ଟ୍ରପତି କମଲା ହାରିସଙ୍କୁ ଟାର୍ଗେଟ କରି କହିଛନ୍ତି, ଯଦି କମଲା ହାରିସ ଚଳିତ ନିର୍ବାଚନରେ ବିଜୟୀ ହୁଅନ୍ତି ତେବେ ସେ ପ୍ରବାସୀ ଏବଂ ଅପରାଧୀଙ୍କ ପାଇଁ ବର୍ଡର ଖୋଲିଦେବେ। ଉତ୍ତର କାରୋଲିନାର କିଂଷ୍ଟନଠାରେ…
ମାଣ୍ଡିପଙ୍କାରେ ଜିଲାପାଳ, ଉନ୍ନୟନ କାର୍ଯ୍ୟ ତ୍ୱରାନ୍ବିତ ପାଇଁ ଦେଲେ ନିର୍ଦ୍ଦେଶ
ଦାରିଙ୍ଗବାଡ଼ି,୪ା୧୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ଅମ୍ରିତ ଋତୁରାଜ ସୋମବାର ମାଣ୍ଡିପଙ୍କା ଗସ୍ତ କରିଛନ୍ତି। ସେ ପୂର୍ବାହ୍ନ ୧୧ଟାରେ ମାଣ୍ଡିପଙ୍କାରେ ପହଞ୍ଚିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଖୁସିର ଲହରି ଦେଖାଯାଇଛି। ସେ ମୃତକ ଓ ଗୁରୁତରଙ୍କ ପରିବାର ଲୋକଙ୍କୁ ଭେଟି ଆଲୋଚନା…
ଆମ୍ବଟାକୁଆ ମୃତ୍ୟୁ ଘଟଣାକୁ ନେଇ ବଡ଼ ପ୍ରତିକ୍ରିୟା ରଖିଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ, କହିଲେ ଏହି କାରଣରୁ…
ଭୁବନେଶ୍ୱର,୪ା୧୧: କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ମାଣ୍ଡିପଙ୍କା ଗ୍ରାମରେ ଆମ୍ବଟାକୁଆ ଜାଉ ଖାଇ ଦୁଇ ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ ୬ ଜଣ ଚିକିତ୍ସାଧୀନ ଅଛନ୍ତି। ଏନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ବଡ଼ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଏସ୍ସିବିରେ ଚିକିତ୍ସିତ ରୋଗୀଙ୍କ ହେପାଟାଇଟିସ୍…
ଅବଦୁଲ ରହିମ ରାଥର ହେଲେ ଜମ୍ମୁ-କଶ୍ମୀର ବିଧାନସଭାର ସ୍ପିକର
ଶ୍ରୀନଗର,୪।୧୧: ଜମ୍ମୁ କଶ୍ମୀରର ବିଧାନସଭା ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି। ନ୍ୟାଶନାଲ କନଫରେନ୍ସର ବରିଷ୍ଠ ନେତା ତଥା ଚାର-ଇ-ସରିଫ ବିଧାୟକ ଅବଦୁଲ ରହିମ ରାଥର ଜମ୍ମୁ କଶ୍ମୀର ବିଧାନସଭାର ନୂତନ ବାଚସ୍ପତି ଭାବରେ ନିର୍ବାଚିତ ହୋଇଛନ୍ତି। ସେ ସାତଥର ବିଧାୟକ ରହି…
ଉତ୍ତରାଖଣ୍ଡରେ ବଡ଼ ଦୁର୍ଘଟଣା: ଘାଟୀରୁ ଖସିଲା ବସ୍, ୨୨ ମୃତ
ନୂଆଦିଲ୍ଲୀ,୪।୧୧: ଉତ୍ତରାଖଣ୍ଡର ଆଲମୋଡାରେ ଏକ ଭୟଙ୍କର ବସ୍ ଦୁର୍ଘଟଣା ହୋଇଛି। ଦୁର୍ଘଟଣାରେ ପ୍ରାୟ ୨୨ ଲୋକ ମୃତ୍ୟୁ ବରଣ କରିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ଆଗକୁ ବଢିବାର ସମ୍ଭାବନା ରହିଛି। ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି…
ବିଚ୍ ରାସ୍ତାରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଗୁଳିମାଡ଼, ପିଠିରେ ବାଜିଲା
ରାଉରକେଲା,୪ା୧୧(ସଙ୍ଗୀତା ଜେନା): ପ୍ଲାଣ୍ଟ ସାଇଟ୍ ଥାନା ଅନ୍ତର୍ଗତ ଟ୍ରାଫିକ ଗେଟ୍ ନିକଟରେ ସୋମବାର ଜଣେ ଯୁବକଙ୍କୁ ଗୁଳିମାଡ଼ ହୋଇଛି। ଗୁଳି ତାଙ୍କ ପିଠିରେ ଲାଗିଛି। ଯୁବକ ହେଉଛନ୍ତି ଅଟୋ ଚାଳକ ଅବେଶ ରାୟ। ତାଙ୍କୁ ପ୍ରଥମେ ରାଉରକେଲା ସରକାରୀ ଡାକ୍ତରଖାନା ଓ…
ପରପାରିରେ ମିଥୁନଙ୍କ ପତ୍ନୀ
ମୁମ୍ବାଇ/ଓ୍ବାଶିଂଟନ,୪।୧୧: ନିକଟରେ ଦାଦାସାହେବ ଫାଲକେ ପୁରସ୍କାରରେ ସମ୍ମାନିତ ହୋଇଥିବା ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ପ୍ରଥମ ପତ୍ନୀ ହେଲେନା ଲୁକଙ୍କର ପରଲୋକ ହୋଇଛି। ପ୍ରସିଦ୍ଧ ନୃତ୍ୟଶିଳ୍ପୀ ତଥା ଅଭିନେତ୍ରୀ କଳ୍ପନା ଆୟର ଏହି ସୂଚନା ନିଜ ସୋସିଆଲ ମିଡିଆ ପୃଷ୍ଠାରେ ଶେୟାର…
ସ୍ବାମୀଙ୍କୁ ଛାଡ଼ି ଅନ୍ୟକୁ ବିବାହ କରିବାରୁ ହତ୍ୟା: ପ୍ରଥମ ସ୍ବାମୀ ସମେତ ୨ ଗିରଫ
ଶେରଗଡ଼,୪ା୧୧(ସୂର୍ଯ୍ୟ ନାରାୟଣ ଦାଶ): ଗଞ୍ଜାମ ଜିଲା ଶେରଗଡ଼ ଥାନା ଅନ୍ତର୍ଗତ ବାଦଗଡ଼ ଠାକୁରାଣୀ ମନ୍ଦିର ନିକଟ ଜଙ୍ଗଲରୁ ଜଣେ ଅଜଣା ମହିଳାଙ୍କ ମୃତଦେହ ଜବତ ଘଟଣାର ପର୍ଦ୍ଦାଫାଶ ହୋଇଛି। ପୋଲିସ ଏହାର ଖୋଳତାଡ଼ କରି ଅଭିଯୁକ୍ତଙ୍କ ନିକଟରେ ପହଞ୍ଚତ୍ଛି। ସ୍ବାମୀଙ୍କୁ ଛାଡ଼ି…
ପାକିସ୍ତାନ କହିଲା ଦିଲ୍ଲୀ ନୁହେଁ ଲାହୋର ହେଉଛି ବିଶ୍ୱର ସବୁଠାରୁ ଅଧିକ ପ୍ରଦୂଷିତ ସହର
ଇସଲାମାବାଦ,୪।୧୧: ଲଗାତାର ଧୂଆଁ ଯୋଗୁଁ ପାକିସ୍ତାନ ପଞ୍ଜାବ ପ୍ରଦେଶର ରାଜଧାନୀ ଲାହୋରର ବାସିନ୍ଦାଙ୍କୁ ନିଶ୍ୱାସ ନେବା କଷ୍ଟକର ହୋଇପଡ଼ିଛି। ସହରର ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ୧୯୦୦ ଅତିକ୍ରମ କରିଥିବା କୁହାଯାଉଛି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଦେଶ ସରକାର ସହରର…
କ୍ଷୀରଚୋରା ଗୋପୀନାଥଙ୍କ ମନ୍ଦିର ନିର୍ମାଣ ପାଇଁ ସୀତାଦେବୀଙ୍କ ଇଚ୍ଛାପତ୍ର
କୋଣାର୍କରେ ମନ୍ଦିର ନିର୍ମାଣ ସମୟରେ ଭାରତର ତଥା ଓଡ଼ିଶାର ବହୁ ବିଶିଷ୍ଟ ବ୍ୟକ୍ତି ବାସ୍ତୁଜ୍ଞାନୀ, ଶାସ୍ତ୍ରଜ୍ଞ, ସାଧୁସନ୍ଥ, ଅନୁଭବୀ ଶିଳ୍ପୀଙ୍କୁ ଗଜପତି ଲାଙ୍ଗୁଳା ନରସିଂହଦେବ ଆମନ୍ତ୍ରଣ କରିଥିବାର ଜଣାଯାଉଛି। ଯାହା ପାଖରେ କିଛି ବିଶିଷ୍ଟ ଜ୍ଞାନ ରହିଛି, ଯେଉଁମାନେ ଅଭିଜ୍ଞ, ସେମାନଙ୍କୁ…
ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡି ଛାଡ଼ି ଭାଜପାରେ ସାମିଲ
କେନ୍ଦୁଝର,/ପାଟଣା(ନରେଶ ଚନ୍ଦ୍ର ପଟ୍ଟନାୟକ/ବୀରକିଶୋର ଦାଶ): କେନ୍ଦୁଝର ଜିଲା ଓକିଲ ସଂଘ ସଭାପତି ଆଲୋକ ମହାନ୍ତ (ରାଜା) ଏବଂ ସାହାରପଡ଼ା ବ୍ଲକ ଅଧ୍ୟକ୍ଷା ରୀନା ନାୟକ ବିଜେଡି ଛାଡ଼ି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନୀତି…
Archives


