ସୁଜିତ ଭାଜପାରେ ମିଶିବା ପରେ ବିଜେଡି ଗୁମର ଖୋଲିଦେଲେ ମମତା ମହନ୍ତ: ଆହୁରି….
ଭୁବନେଶ୍ୱର,୭।୯: ବିଜେଡିକୁ ଗୋଟିଏ ପରେ ଗୋଟେ ଝଟକା ଲାଗୁଛି। ପୂର୍ବତନ ବିଜେଡି ନେତ୍ରୀ ମମତା ମହାନ୍ତ କିଛିଦିନ ତଳେ ରାଜ୍ୟ ସଭାରୁ ଇସ୍ତଫା ଦେଇ ଭାଜପାରେ ଯୋଗଦେଇଥିଲେ। ଏହାପରେ ସେ ପୁଣି ଥରେ ଭାଜପାରୁ ରାଜ୍ୟ ସଭାକୁ ନିର୍ବାଚିତ ହୋଇ ନିଜ…
ଦିନକରେ ନିବେଶକ ହରାଇଲେ ୫ଲକ୍ଷ କୋଟିରୁ ଅଧିକ
ମୁମ୍ବାଇ, ୭।୯ (ଅଭୟ ଦାଶ): ଅନ୍ତଃରାଷ୍ଟ୍ରୀୟ ବଜାରରେ ଦେଖାଦେଇଥିବା ସମସ୍ୟା ଓ ଭୂ-ରାଜନୈତିକ ଘଟଣାବଳୀ ସହ ଫେଡେରାଲ ରିଜର୍ଭ ସୁଧ ହାର ହ୍ରାସର ପ୍ରଭାବ ଭାରତୀୟ ଷ୍ଟକ୍ ବଜାର ଉପରେ ପଡିଛି। ଫଳରେ କ୍ରମାଗତ ଭାବେ ଘରୋଇ ଶେୟାର ବଜାରର କାରବାରରେ…
ଜେଏସ୍ଏଲ୍ର ନୂଆ ମାଇଲଷ୍ଟୋନ୍
ଭୁବନେଶ୍ୱର,୭।୯ (ଅଭୟ ଦାଶ): ଜିନ୍ଦଲ ଷ୍ଟେନ୍ଲେସ୍ ଲିମିଟେଡ୍ (ଜେଏସ୍ଏଲ୍)ର ଉଚ୍ଚ ଶକ୍ତିସମ୍ପନ୍ନ ଟେମ୍ପର୍ଡ ୩୦୧ ଏଲ୍ ଗ୍ରେଡ୍ ଅଷ୍ଟେନିଟିକ୍ ଷ୍ଟେନ୍ଲେସ୍ ଷ୍ଟିଲର ଉଲ୍ଲେଖନୀୟ ସଫଳତା ପାଇଁ କମ୍ପାନୀ ନିକଟରେ ଆଉ ଏକ ନୂଆ ମାଇଲଷ୍ଟୋନ ହାସଲ କରିଛି। ବିଶେଷ କରି ବନ୍ଦେ…
ସହରମୁହାଁ ଦନ୍ତା ହାତୀ: ଏକାମ୍ର ଛକରେ ଆତଙ୍କ; ଦେଖନ୍ତୁ ଭିଡିଓ
ବରଗଡ,୭।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ସହରମୁହାଁ ହୋଇଛନ୍ତି ଦନ୍ତା ହାତୀ। ସହରର ଅନତିଦୂର ବରଗଡ-ବଲାଙ୍ଗୀର ରାସ୍ତାର ଏକାମ୍ର ଛକ ନିକଟରେ ବୁଲାବୁଲି କରୁଛନ୍ତି। ହାତୀ ଆସିଥିବା ଜଣାପଡିବା ପରେ ଶନିବାର ସକାଳୁ ଆଖପାଖ ଅଞ୍ଚଳରେ ଲୋକେ ଆତଙ୍କିତ ହୋଇପଡିଛନ୍ତି। ହାତୀମାନେ ଅଞ୍ଚଳର ଧାନ…
ପର୍ଯ୍ୟଟନସ୍ଥଳ ଅପେକ୍ଷାରେ ବିଲ ମହାଦେବ ମନ୍ଦିର
ମହାକାଳପଡ଼ା, ୭ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଶେଷ ସୀମା କଳପଡ଼ା ମୌଜା ଓ ପଟ୍ଟାମୁଣ୍ଡାଇ ବ୍ଲକ ଦେଉଳି ମୌଜା ସନ୍ନିକଟରେ ଅବସ୍ଥିତି ଶୈବ ପୀଠ ବିଲ ମହାଦେବ ( ନୀଳକଣ୍ଠେଶ୍ୱର) ମନ୍ଦିର । କେଉଁ ଆବହମାନ କାଳରୁ ଏହି…
ପୂଜା ବଜାରରେ ଚର୍ଚ୍ଚାକୁ ଆସିଲା ଓଲିଉଡ୍ କଳି
ଭୁବନେଶ୍ୱର,୭ା୯(ଶର୍ମିଷ୍ଠା ପାଣିଗ୍ରାହୀ): ଓଡ଼ିଆ ସିନେମାର ସ୍ଥିତି ସୁଧୁରି ଆସୁଥିବାବେଳେ ବିବାଦ ଓ କଳି ସିନେ ଜଗତକୁ ପୁଣି ପଛକୁ ନେଇଯାଉଛି। ପାଖାପାଖି ବର୍ଷେ ତଳେ ଓଲିଉଡ୍ରେ ଏକ ବଡ଼ ବିବାଦ ମୁଣ୍ଡ ଟେକିଥିଲା। ରାମ ଚଳଚ୍ଚିତ୍ରକୁ ପଶ୍ଚିମ ଓଡ଼ିଶାରେ ଚଲାଇ ଦିଆ…
ଆଇନ ମନ୍ତ୍ରୀଙ୍କୁ ୪୮ ହିନ୍ଦୀ,ସଂସ୍କୃତ ଶିକ୍ଷକ ସଂଘର ଫେରାଦ
ବରଗଡ଼, ୭।୯( ପ୍ରେମାନନ୍ଦ ଖମାରୀ):୪୮ ହିନ୍ଦୀ/ସଂସ୍କୃତ ଶିକ୍ଷକ ସଂଘର ଏକ ପ୍ରତିନିଧି ଦଳ ରାଜ୍ୟ ସରକାରଙ୍କ ଆଇନ ମନ୍ତ୍ରୀଙ୍କୁ ଫେରାଦ ହୋଇଛନ୍ତି। ସଂଘର ନେତା ଅକ୍ଷୟ କୁମାର ନାୟକଙ୍କ ନେତୃତ୍ୱରେ ବରଗଡ଼ ଜିଲାର ପ୍ରତିନିଧି ସୁଦାମା ବାରିକ, ରମେଶ ଚନ୍ଦ୍ର ପ୍ରଧାନ,…
ରାଷ୍ଟ୍ରୀୟ ଯୁବ କଂଗ୍ରେସ ସଭାପତି ଦୌଡ଼ରେ ସାଗର
ଭବାନୀପାଟଣା,୭ା୯(ଉତ୍ତମ କୁମାର ଦାଶ): ରାଷ୍ଟ୍ରୀୟ ଯୁବ କଂଗ୍ରେସ ସଭାପତି ଦୌଡ଼ରେ ଭବାନୀପାଟଣା ସଦର ବିଧାୟକ ସାଗର ଚରଣ ଦାସ ରହିଥିବା ଚର୍ଚ୍ଚାକୁ ଆସିଛି। ଗତ କିଛି ଦିନ ତଳେ ତାଙ୍କୁ ଦିଲ୍ଲୀ ଡ଼କାଯାଇଥିବାବେଳେ ସେଠାରେ ସେ ମୌଖିକ ପରୀକ୍ଷା ଦେଇ ଫେରିଥିବା…
ସରକାରୀ ଦଳ ଅସହିଷ୍ଣୁତାର ସୀମା ଟପିଛି: ବିଜେଡି
ଭୁବନେଶ୍ୱର,୭।୯(ଅନିଲ ଦାସ): ରେଭେନ୍ଶା ବିଶ୍ୱବିଦ୍ୟାଳୟର ନାମ ପରିବର୍ତ୍ତନ ପ୍ରସଙ୍ଗରେ ରାଜ୍ୟ ସରକାର ତଥା ଭାଜପା ଯେଉଁଭଳି ଭାବେ ବିରୋଧୀ ଦଳଙ୍କ ପାଟି ବନ୍ଦ କରିବାକୁ ମିଛର ସାହାରା ନେଉଛି ତାହା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ। ସରକାରୀ ଦଳ ଅସହିଷ୍ଣୁତାର ସବୁ…
୪ ଦଫା ଦାବିରେ ଗର୍ଜିଲେ ଇ.ସି ସଦସ୍ୟା: ଜିଲାପାଳଙ୍କ ଅଫିସ ଆଗରେ ଧାରଣା
ବରଗଡ଼,୭।୯(ପ୍ରେମାନନ୍ଦ ଖମାରୀ):ଓଡ଼ିଶା ଜୀବିକା ମିଶନ ଇ.ସି ସଦସ୍ୟାଙ୍କ ପ୍ରତି ସରକାର ଅଣଦେଖା ମନୋଭାବ ପୋଷଣ କରୁଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ନେଇ ଶୁକ୍ରବାର ଓଡ଼ିଶା ଜୀବିକା ମିଶନ ଇ.ସି ସଂଘ ବରଗଡ଼ ଜିଲା ଶାଖାର ଶତାଧିକ ସଦସ୍ୟା ଏକ ବିଶାଳ…
ବସ୍ତିବାସିନ୍ଦାଙ୍କୁ ଠକିଛନ୍ତି ବିଜେଡି ସରକାର: ବାବୁ ସିଂ
ଭୁବନେଶ୍ୱର, ୭।୯(ସୁନିତ୍ ମିଶ୍ର): ବିଧାନସଭାରେ ଶୁକ୍ରବାର ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଖର୍ଚ୍ଚଦାବି ଆଲୋଚନା ସମୟରେ ବିରୋଧୀ ଦଳ ଉପରେ ଶାସକ ଦଳ ସଦସ୍ୟମାନେ ପ୍ରବଳ ବର୍ଷିଛନ୍ତି। ଏହି ବିଭାଗ ଅଧୀନରେ ଗତ ୨୪ ବର୍ଷ ମଧ୍ୟରେ ବ୍ୟାପକ…
ସିନିୟରଙ୍କ ମାଡ଼ରେ ୨୨ ଜୁନିୟର ଛାତ୍ର ଗୁରୁତର
ନୂଆପଡ଼ା/କୋମନା,୭ା୯(ମକାରୁ ବେମାଲ/ସୋବିନ ଛତ୍ରିଆ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ତରବୋଡ଼ ଜବାହର ନବୋଦୟ ବିଦ୍ୟାଳୟରେ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। ସିନିୟର ଛାତ୍ରଙ୍କ ମାଡ଼ରେ ୨୨ ଜଣ ଜୁନିୟର ଛାତ୍ର ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।…
Archives


