ସଞ୍ଜୟ ରୟଙ୍କୁ ଜାମିନ ଦିଆଯିବ….ସିବିଆଇକୁ ସିଧା ଶୁଣାଇଦେଲେ କୋର୍ଟ
କୋଳକାତା,୭।୯: ‘ଆମେ ସଞ୍ଜୟ ରୟଙ୍କୁ ଜାମିନ ଦେଇ ଦେବା ଉଚିତ… କୋଲକାତାର ଆରଜି କର ହସ୍ପିଟାଲରେ ଜଣେ ମହିଳା ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ମାମଲାର ଶୁଣାଣି ବେଳେ ବିଚାରପତି ପାମେଲା ଗୁପ୍ତା ରାଗିଯାଇ ସିବିଆଇକୁ ତୀବ୍ର ନିନ୍ଦା କରିଥିଲେ। ତେବେ…
ଯୋଗୀଙ୍କ କାନରେ ଏମିତି କ’ଣ କହିଲେ ଉପରାଷ୍ଟ୍ରପତି, ହସି ପକାଇଲେ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ,୭।୯: ରାଜନୀତିର ଏକ ଭାଇରାଲ ଫଟୋକୁ ନେଇ ଏବେ ଆଲୋଚନା ଯୋର ଧରିଛି। ଯାହା ସୋସିଆଲ ମିଡିଆରେ ଆଲୋଚନାର ବିଷୟ ହୋଇ ରହିଛି। ଏହି ଫଟୋ ପୂର୍ବାଞ୍ଚଳର ୟୁପିର ‘ଯୋଗୀ’ ଅର୍ଥାତ୍ ‘ବାବା’ଙ୍କ ଗୋରଖପୁରରୁ ଆସିଛି, ଯେଉଁଠାରେ ଉପରାଷ୍ଟ୍ରପତି ଜଗଦୀପ ଧନଖରଙ୍କୁ…
Subhadra Yojana: ବିଜେଡି ଡରିଗଲାଣି, ଔଷଧ ବିକଳରେ ତାଟିଆ କାମୁଡୁଛି’
ଭୁବନେଶ୍ୱର,୭।୯: ‘ସୁଭଦ୍ରା’କୁ ନେଇ ବିଜେଡିର ଟିପ୍ପଣୀକୁ, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ସମାଲୋଚନା କରିଛନ୍ତି। ସେ କହିଛନ୍ତି ବିଜେଡି ଔଷଧ ବିକଳରେ ତାଟିଆ କାମୁଡୁଛି। ୨୫ ବର୍ଷର ଶାସନରେ ବିଜେଡି ‘ସୁଭଦ୍ରା’ ଲାଗୁ କଲାନି । ବିଜେଡି ଏବେ ଆତଙ୍କିତ ହୋଇଗଲାଣି, ଡରିଗଲାଣି।…
‘କବରରେ ଶୋଇଥିବା ଭୋଟରଙ୍କୁ…’ଜମ୍ମୁ-କଶ୍ମୀର ନିର୍ବାଚନ ପୂର୍ବରୁ ଏମିତି କହିଲେ ଶାହା
ଶ୍ରୀନଗର,୭।୯: ଜମ୍ମୁ କଶ୍ମୀରରେ ନିର୍ବାଚନ ପାଇଁ ଅଧିକ ସମୟ ବାକି ନାହିଁ। ନିର୍ବାଚନ ପୂର୍ବରୁ ପ୍ରଥମ ରାଲିରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ଗଣେଶ ଚତୁର୍ଥୀ ଦିନ ଭାଜପାର ପ୍ରଥମ କର୍ମୀ ସମ୍ମିଳନୀ ଆରମ୍ଭ ହେଉଛି, ଆମେ ବହୁତ…
କ’ଣ ଶୁଆଶାରୀ ଭଳି ପିଞ୍ଜରା ଭିତରେ ବାନ୍ଧିକି ରଖିବେ
ଭୁବନେଶ୍ୱର,୭।୯: ସୁଜିତ କୁମାର ବିଜେଡି ଛାଡ଼ି ଭାଜପାରେ ଯୋଗ ଦେବା ପ୍ରସଙ୍ଗରେ ଭାଜପା ବିଧାୟକ ବାବୁ ସିଂ ଏହାକୁ ନେଇ କହିଛନ୍ତି ଶୁଆ ଶାରୀ ଉପାଖ୍ୟାନ । ବିଜେଡିର ନାଁ ନ ନେଇ ବାବୁ ସିଂ କହିଛନ୍ତି, କେଉଁଠି ସେମାନେ ଯଦି…
ମଣିପୁରରେ ପୁଣି ବ୍ୟାପିଲା ହିଂସା, ଜିରିବାମରେ ୫ ମୃତ
ଇମ୍ଫାଲ,୭।୯: ମଣିପୁରରେ ହିଂସା ଥମିବାର ନାଁ ନେଉନାହିଁ। ଗତ କିଛିମାସ ହେବ ମଣିପୁର ହିଂସାର ନିଆଁରେ ଜଳିବାରେ ଲାଗିଛି। ଏବେ ଜିରିବାମରେ ହୋଇଥିବା ହିଂସାରେ ୫ ଜଣଙ୍କ ମୃତ୍ୟୁହୋଇଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ଜିରିବାମରେ ଶନିବାର ହୋଇଥିବା ହିଂସା…
କେନ୍ଦୁଝରରେ ଗଡ଼ିଲା ‘ସୁଭଦ୍ରା’ ସଚେତନତା ରଥ, ମନ୍ତ୍ରୀ କହିଲେ…
କେନ୍ଦୁଝର,୭ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଶନିବାର କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ‘ସୁଭଦ୍ରା’ ସଚେତନତା ରଥ ଗଡ଼ିଛି। ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ ମନ୍ତ୍ରୀ, ଗଣେଶ ରାମ ସିଂହ…
ସୁଭଦ୍ରା ଯୋଜନା ଫର୍ମ ବଣ୍ଟନରେ ଅବହେଳା: ଅଙ୍ଗନଓ୍ବାଡି କର୍ମୀଙ୍କ ଦରମା ବନ୍ଦ
ବାଲେଶ୍ୱର, ୭।୯(ବାଞ୍ଛାନିଧି ଦେ)-ବାଲେଶ୍ୱର ଜିଲା ପ୍ରଶାସନ ପକ୍ଷରୁ ସୁଭଦ୍ରା ଯୋଜନା ଆବେଦନ ଫର୍ମ ବଣ୍ଟନରେ ଅବହେଳା କରିଥିବା ଜଣେ ଅଙ୍ଗନଓ୍ବାଡି କର୍ମୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବାଲିଆପାଳ ସମନ୍ବିତ ଶିଶୁ ବିକାଶ ଯୋଜନା (ଆଇସିଡିଏସ୍) ଅଧୀନ ରେମୁ-୨ ଅଙ୍ଗନଓ୍ବାଡି…
ନିର୍ବାଚନ ପାଇଁ ଭାଜପାର ଖାସ୍ ପ୍ଲାନିଂ: ନିତିନ ଗଡକରୀଙ୍କୁ ବଡ଼ ଦାୟିତ୍ୱ
ପୁଣେ,୭।୯: ଆସନ୍ତା ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀଙ୍କ ସମେତ ମହାରାଷ୍ଟ୍ରର ସମସ୍ତ ଭାଜପାନେତା ଅଂଶଗ୍ରହଣ କରିବେ। ମହାରାଷ୍ଟ୍ର ଭାଜପା ୟୁନିଟ ସଭାପତି ଚନ୍ଦ୍ରଶେଖର ବାୱାନକୁଲେ ଏହି ସୂଚନା ଦେଇଛନ୍ତି। ଭାଜପାର ବିଧାନସଭା ନିର୍ବାଚନ ଯୋଜନା ସମ୍ପର୍କରେ…
ଟ୍ୟୁସନରୁ ଫେରୁଥିଲେ ନବମ ଶ୍ରେଣୀ ଛାତ୍ରୀ, ବାଟରେ ହେଲା ବଳାତ୍କାର:ଅର୍ଦ୍ଧନଗ୍ନ ଅବସ୍ଥାରେ…
କୋଲକାତା,୭।୯: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାର ଆର.ଜି କର ହସ୍ପିଟାଲରେ ଜଣେ ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା କରିବାର ଏକ ମାସ ହୋଇନାହିଁ। ସେପଟେ ହୁଗ୍ଲୀ ନିକଟସ୍ଥ ହରିପାଲରେ ନବମ ଶ୍ରେଣୀ ଜଣେ ଛାତ୍ରୀଙ୍କୁ ବଳାତ୍କାର ଅଭିଯୋଗ ସାମ୍ନାକୁ ଆସିଛି। ଛାତ୍ରୀ…
ଆଜିଠୁ ବୁଲିଲା ସୁଭଦ୍ରା ରଥ: ଶୁଭାରମ୍ଭ କଲେ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ
ଛତ୍ରପୁର,୭।୯(ସନ୍ତୋଷ ପାଢ଼ୀ/ ଦିଲ୍ଲୀପ ସାମଲ ):ସାରା ରାଜ୍ୟରେ ସୁଭଦ୍ରା ଯୋଜନା ପାଇଁ ଆବେଦନ ଚାଲିଥିବା ବେଳେ ବିଭିନ୍ନ ସମସ୍ୟା ପରିଲକ୍ଷିତ ହୋଇଛିl ଏହାକୁ ନେଇ ରାଜ୍ୟ ସରକାର ଓ ଜିଲା ପ୍ରଶାସନ ଗଣମାଧ୍ୟମ ଜରିଆରେ ବାରମ୍ବାର ଲୋକଙ୍କୁ ସଚେତନତା ବାର୍ତ୍ତା ଦେଉଛନ୍ତି…
ଗଣେଶ ପୂଜା ବିସର୍ଜନ ପାଇଁ ଆସିଲା ଗାଇଡଲାଇନ୍, ଜାଣନ୍ତୁ କ’ଣ ରହିଛି…
ଭୁବନେଶ୍ୱର,୭।୯: ଭୁବନେଶ୍ୱରରେ ଗଣେଶ ପୂଜା ବିସର୍ଜନ ପାଇଁ ବିଏମସି ଗାଇଡଲାଇନ୍ ଜାରି କରିଛି। ଇକୋ ଫ୍ରେଣ୍ଡଲି ଭାବେ ବିସର୍ଜନ ପାଇଁ ନିୟମାବଳୀ ଜାରି ହୋଇଛି । ଗଣେଶ ମୂର୍ତ୍ତି ବିସର୍ଜନ ପାଇଁ ରାଜଧାନୀରେ ଦୁଇଟି ଜାଗା ଚି଼ହ୍ନଟ କରାଯାଇଛି। ତାହା ହେଲା…
Archives


