Home Left

ଏଇ ଭାରତରେ

ପରିବେଶ ପ୍ରଦୂଷଣଜନିତ ବିପଦ ଦୂର କରିବା ପାଇଁ ଏବେ ବାଉଁଶ ତିଆରି ଜିନିଷ ଲୋକମାନଙ୍କର ପସନ୍ଦ ହେଉଛି। ବାଉଁଶରେ ଘର ତିଆରି ହେଉଛି। ଏହା ସହ ବାଉଁଶରେ ବିଭିନ୍ନ ପ୍ରକାର ଗୃହ ଉପକରଣର ବଜାର ଚାହିଦା ବୃଦ୍ଧି ପାଇବାରେ ଲାଗିଛି। ଏହି…

ଯାତ୍ରା ଦର୍ଶକଙ୍କୁ ପିଟିଲା ପୋଲିସ

ଚାନ୍ଦବାଲି,୧୦।୧୧(କିଷାନ ପାତ୍ର): ଭଦ୍ରକ ଜିଲା ଚାନ୍ଦବାଲି କାଳୀପୂଜାରେ ଯାତ୍ରା ଟିକେଟ କାଟିବାକୁ ଆସିଥିବା ଦର୍ଶକଙ୍କୁ ସର୍ବସମ୍ମୁଖରେ ପୋଲିସ ପିଟିଛି। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଚାନ୍ଦବାଲି କାଳୀପଡ଼ିଆ ଏବଂ ଦୁର୍ଗାପଡ଼ିଆରେ ବିଭିନ୍ନ ଅପେରା ଚାଲିଛି। ଯାତ୍ରା…

ଜହ୍ନ ଓ ଶୈଶବ

ଜହ୍ନ ଗୋଟେ ନାଆ ନୁହେଁ, ଜହ୍ନ ଗୋଟେ ଗାଁ। ସେ ଆମ ହସ ଲୁହରୁ ଆରମ୍ଭ କରି ପ୍ରେମ ପ୍ରଣୟର ଏକ ସାମଗ୍ରିକ ଜୀବନ୍ତ ରୂପଚିତ୍ର କହିଲେ ଅତ୍ୟୁକ୍ତି ହେବ ନାହିଁ। ସେ ଆମ ସ୍ମୃତି ବିସ୍ମୃତିର ବନଫୁଲ, ଯାହାକୁ ନାଇ…

ଏକାଠି ହେଉଛନ୍ତି ରାଜା, ରାଣୀ

ସମ୍ବଲପୁର,୧୦।୧୧(ପ୍ରମୋଦ ବହିଦାର): ନୂଆପଡ଼ା ଜଙ୍ଗଲରୁ ୨୦୨୩ ନଭେମ୍ବର ୫ତାରିଖରେ ଧରା ହୋଇଥିବା ମଣିଷଖିଆ କଲରାପତରିଆ ଅଣ୍ଡିରା ବାଘ(ରାଜା)କୁ ସମ୍ବଲପୁର ପ୍ରାଣୀ ଉଦ୍ୟାନ(ଡିଅର ପାର୍କ)ରେ ଥିବା ମାଈ କଲରାପତରିଆ(ରାଣୀ) ବାଘ ସହ ଶନିବାର ଛଡ଼ାଯାଇଛି। ଏଠାରେ ସ୍ବତନ୍ତ୍ର ଭାବେ ନିର୍ମିତ ଏକ ପ୍ରଶସ୍ତ…

ଅଭାବନୀୟ: ୫ କୁକୁର ଛୁଆଙ୍କୁ ପେଟ୍ରୋଲ ପକାଇ ଜିଅନ୍ତା ଜାଳିଲେ ୨ ମହିଳା

ମିରଟ, ୧୦।୧୧: ଉତ୍ତରପ୍ରଦେଶର ମିରଟରୁ ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ସ୍ଥାନୀୟ କଙ୍କରଖେଡ଼ା ଥାନା ଖଡ଼ୌଲି କଲୋନୀରେ ୩ ଦିନ ତଳେ ଜନ୍ମ ହୋଇଥିବା ୫ କୁକୁରଛୁଆ ବାରମ୍ବାର ଶବ୍ଦ କରୁଥିବାରୁ ଏଥିରେ ବିରକ୍ତ ହୋଇ ଶୋଭା ଏବଂ ଆରତି…

ଗୋବର ଘଷିରେ ଶବଦାହ ବନାମ ଜୈବ ଚାଷ

ସ୍ବର୍ଗଦ୍ବାରରେ ଏଣିକି କାଠ ବଦଳରେ ଗୋବର ଘଷିରେ ଶବଦାହ ହେବ ବୋଲି ନିକଟରେ ସରକାର ସୂଚନା ଦେଇଛନ୍ତି। ହିନ୍ଦୁ ଶାସ୍ତ୍ର ଅନୁଯାୟୀ ଗୋବରକୁ ଶବଦାହରେ ବ୍ୟବହାର କରାଯିବ ବୋଲି କୁହାଯାଇଛି। ଅବଶ୍ୟ ଆମର ଏତେ ଅଧ୍ୟୟନ ନାହଁ ଯେ ଶାସ୍ତ୍ରରେ ଏଭଳି…

ଟ୍ରମ୍ପ୍‌ଙ୍କୁ ହତ୍ୟା ପାଇଁ ଇରାନ୍‌ର ଯୋଜନାକୁ ପଣ୍ଡ କଲା ଏଫ୍‌ବିଆଇ

ଓ୍ବାଶିଂଟନ,୧୦ା୧୧: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ତୃତୀୟ ଥର ପାଇଁ ହତ୍ୟା ଉଦ୍ୟମ ହୋଇଥିଲା। ଇରାନ ପକ୍ଷରୁ କରାଯାଇଥିବା ଏହି ଯୋଜନାକୁ ସଂଘୀୟ ତଦନ୍ତ ବ୍ୟୁରୋ (ଏଫ୍‌ବିଆଇ) ପଣ୍ଡ କରିଦେଇଛି। ଏହି ମାମଲାରେ ଇରାନର ଜଣେ ନାଗରିକଙ୍କ ନାଁରେ ମାମଲା…

ଓଡ଼ିଶାରେ ଲାଗିଛି ଆନ୍ଧ୍ରର ଫଳକ

ଗୁଣପୁର,୧୦।୧୧(ପ୍ରଦୀପ କୁମାର ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ବ୍ଲକ୍‌ର ଆନ୍ଧ୍ର ସୀମାନ୍ତ ମାରମା ପଞ୍ଚାୟତ କାମନାଗୁଡା ଏବଂ ତୋଟାଗୁଡା ଅଞ୍ଚଳରେ ଆନ୍ଧ୍ରର ଏକ ବେସରକାରୀ ସଂସ୍ଥାର ଫଳକ ଲାଗିଛି। ଆନ୍ଧ୍ରର କେତେଜଣ ଲୋକ ଆସି ଏପରି କରିଥିବା ଜଣାପଡ଼ିଛି। ଏହି ଫଳକଗୁଡିକ…

ସ୍ଲରି ପାଇପ୍‌ଲାଇନ ଫାଟି ଫସଲ ନଷ୍ଟ

କେନ୍ଦୁଝର/ଯୋଡ଼ା,୧୦।୧୧: (ମାନସ ମହାନ୍ତି/ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ୍‌ ନୟାଗଡ଼ ପଞ୍ଚାୟତ କୋଟୁପାଲି ଗାଁରେ ସ୍ଲରି ପାଇପ୍‌ ଲାଇନ କୌଣସି କାରଣରୁ ଫାଟିଯାଇଛି। ଫଳରେ ଜଳ ମିଶ୍ରିତ ଖଣିଜ ଧାନ କ୍ଷେତରେ ମାଡ଼ିଛି। ଏବେ ଧାନ ଅମଳ ସମୟ…

ଅଙ୍ଗନଓ୍ବାଡି କର୍ମୀଙ୍କ ପାଇଁ ସ୍ଥାୟୀ ସରକାରୀ କର୍ମଚାରୀ ଭଳି ସୁବିଧା କର

ଅହମଦାବାଦ,୧୦ା୧୧: ଅଙ୍ଗନଓ୍ବାଡି କର୍ମୀ ଏବଂ ସହାୟିକାମାନଙ୍କ ପାଇଁ ସ୍ଥାୟୀ ସିଭିଲ୍‌ କର୍ମଚାରୀଙ୍କ ଭଳି ସୁବିଧା କରିବା ନିମନ୍ତେ ଗୁଜରାଟ ହାଇକୋର୍ଟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଶର ଅନେକ ଲକ୍ଷ ଅଙ୍ଗନଓ୍ବାଡି କର୍ମୀ…

୪ର୍ଥ ଥର ଗ୍ରାମୀ ଆଓ୍ବାଡର୍‌ସ ପାଇଁ ରିକି କେଜ୍‌ ମନୋନୀତ

ଲସ୍‌ ଏଞ୍ଜେଲ୍ସ, ୧୦।୧୧: ୬୭ତମ ଗ୍ରାମୀ ଆଓ୍ବାଡର୍‌ସ ପାଇଁ ଭାରତୀୟ ଆମେରିକୀୟ ସଙ୍ଗୀତଜ୍ଞ ରିକି କେଜ୍‌ ଓ ବ୍ରିଟିଶ ଭାରତୀୟ ସଙ୍ଗୀତଜ୍ଞ ଅନୁଷ୍କା ଶଙ୍କରଙ୍କୁ ମନୋନୀତ କରାଯାଇଛି। ପୂର୍ବରୁ ୩ ଥର ଗ୍ରାମୀ ପୁରସ୍କାର ବିଜେତା କେଜ୍‌ଙ୍କୁ ଚଳିତଥର ଚତୁର୍ଥ ଥର…

ବାଇକରୁ ଖସି ପଡ଼ି ମହିଳାଙ୍କ ମୃତ୍ୟୁ

ଜୁନାଗଡ଼,୧୦।୧୧(ସୁନୀଲ କୁମାର ସିଂହ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଚଞ୍ଚରାବାଡି ନିକଟରେ ବାଇକରୁ ପଡି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତ ମହିଳାଙ୍କ ନାମ ଅଦିତି ପଣ୍ଡା (୫୩)। ତାଙ୍କ ଘର ପିଲିକିଆ ଗ୍ରାମରେ ବୋଲି ଜଣାପଡିଛି। ଶନିବାର ପୂର୍ବାହ୍ନରେ ସ୍ବାମୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri