Home Left

ଘରେ ପଶି ଓକିଲଙ୍କୁ ଏସିଡ୍‌ ମାଡ କରି ଚାଲିଗଲେ ଦୁର୍ବୃତ୍ତ

ଗଜପତି,୯।୧୧(ଗିରିଧାରୀ ପରିଛା)-ଗଜପତି ଜିଲା ପାରଳାଖେମୁଣ୍ଡିର ଜଣେ ପ୍ରତିଷ୍ଠିତ ଓକିଲଙ୍କ ଉପରକୁ ଏସିଡ ମାଡ ହୋଇଛି। ସେ ହେଲେ ପାରଳାଖେମୁଣ୍ଡି ବାର୍‌ ଆସୋସିଏଶନର ବରିଷ୍ଠ ଓକିଲ ପି. ରାମରାଓ । ଏଥିରେ ତାଙ୍କ ଦେହ ସହ ମୁହଁରେ ଅଧିକାଂଶ ଜାଗାରେ କ୍ଷତ ବିକ୍ଷତ…

ରାହୁଲଙ୍କ ସାମ୍ନାରେ ହାତ ଯୋଡି ଠିଆ ହୋଇଛନ୍ତି ହେମନ୍ତ ସୋରେନ, କ’ଣ କହୁଛି ଏହି ଫଟୋ?

ନୂଆଦିଲ୍ଲୀ,୯।୧୧: ଗାନ୍ଧୀ ପରିବାର ସାମ୍ନାରେ କାହିଁକି ଆଦିବାସୀ ନେତା ତଥା ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହାତ ଯୋଡିଛନ୍ତି? ଶନିବାର ତାଙ୍କ ଅଫିସିଆଲ ‘ଏକ୍ସ’ ହ୍ୟାଣ୍ଡେଲରେ ହେମନ୍ତ ସୋରେନ ଏବଂ ରାହୁଲ ଗାନ୍ଧୀଙ୍କ ଫଟୋ ପୋଷ୍ଟ କରିବାବେଳେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା…

କାନାଡା ବନ୍ଦ କଲା ଫାଷ୍ଟ ଟ୍ରାକ୍‌ ଭିଜା ପ୍ରୋଗ୍ରାମ, ଜାଣନ୍ତୁ ଭାରତୀୟ ଛାତ୍ରଙ୍କ ଉପରେ କ’ଣ ପଡିବ ଏହାର ପ୍ରଭାବ

ଓଟାଓ୍ବା/ନୂଆଦିଲ୍ଲୀ,୯।୧୧: କାନାଡା ଶୁକ୍ରବାର ଏହାର ଷ୍ଟୁଡେଣ୍ଟ ଡାଇରେକ୍ଟ ଷ୍ଟ୍ରିମ (ଏସଡିଏସ) କାର୍ଯ୍ୟକ୍ରମ ବନ୍ଦ କରିବାକୁ ଘୋଷଣା କରିଛି। ଏହା ଏକ ଫାଷ୍ଟ-ଟ୍ରାକ ଅଧ୍ୟୟନ ଅନୁମତି ପ୍ରକ୍ରିୟା ଯାହା ହଜାର ହଜାର ଅନ୍ତର୍ଜାତୀୟ ଛାତ୍ରଙ୍କୁ କାନାଡାରେ ଉଚ୍ଚଶିକ୍ଷା ପାଇଁ ଶୀଘ୍ର ଭିସା ପାଇବାକୁ…

Kisan Vikas Patra: ଟଙ୍କା ଦୁଇଗଣା କରେ ଏହି ସରକାରୀ ଯୋଜନା, ଜାଣନ୍ତୁ କିଏ ଏବଂ କିଭଳି କରିବେ ଆବେଦନ…

ନୂଆଦିଲ୍ଲୀ,୯।୧୧: ଡାକଘର ହେଉଛି ଭାରତର ସର୍ବ ପୁରାତନ ଅନୁଷ୍ଠାନ। ଡାକ ସମ୍ବନ୍ଧୀୟ ସୁବିଧା ଯୋଗାଇବା ସହିତ ଡାକଘରଗୁଡ଼ିକରେ ବିଭିନ୍ନ ପ୍ରକାରର ଆର୍ଥିକ ସୁବିଧା (ଡାକଘର କ୍ଷୁଦ୍ର ସଞ୍ଚୟ ଯୋଜନା) ପ୍ରଦାନ କରାଯାଇଥାଏ। ଲୋକମାନେ ପ୍ରାୟତଃ ଏଭଳି ସ୍କିମ(ଯୋଜନା) ଖୋଜନ୍ତି ଯାହା କମ୍‌…

କାଉନସିଲରଙ୍କ ଘରୁ ଉଦ୍ଧାର ହେଲା ୪ ମାସର ଶିଶୁ ପୁତ୍ର

ବାଲେଶ୍ୱର,୯।୧୧(ବାଞ୍ଛାନିଧି ଦେ):ବାଲେଶ୍ୱର ଜିଲା ରେମୁଣା ଏନ୍‌ଏସି ଅଧୀନ ୧୧ ନଂ ୱାର୍ଡର କାଉନସିଲର ପାନମଣି ମୁର୍ମୁଙ୍କ ଘରୁ ଶନିବାର ଜଣେ ୪ ମାସର ଶିଶୁ ପୁତ୍ରଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ଶିଶୁ ପୁତ୍ରର ପରିଚୟ ଜଣାପଡ଼ିନାହିଁ । ଜିଲାପାଳ ସୂର୍ଯ୍ୟବଂଶୀ…

କଥା ଦେଇ କଥା ରଖିଲେ ଜିଲାପାଳ: ମାଣ୍ଡିପଙ୍କାରେ ସୋଲାର ୱାଟର ପମ୍ପ କାର୍ଯ୍ୟ ଆରମ୍ଭ 

ଦାରିଙ୍ଗବାଡି,୯।୧୧(ଅରୁଣ ସାହୁ): କନ୍ଧମାଳ ଜିଲା ମାଣ୍ଡିପଙ୍କାରେ ଆମ୍ବ ଟାକୁଆ ଯାଉଖାଇ ୨ ଜଣଙ୍କ ମତ୍ୟୁ ଓ ୬ ଗୁରୁତର ଘଟଣା ପରେ ଜିଲାପାଳ ସୋମବାର ମାଣ୍ଡିପଙ୍କା ଗସ୍ତ କରିଥିଲେ। ସେଠାରେ ପିଡିଏସ୍‌ ଚାଉଳ ବଣ୍ଟନ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେବାସହ ଲୋକଙ୍କ…

ଯୋଗୀଙ୍କ ଯୋଗ୍ୟତାର ଯାଞ୍ଚ କରିବାକୁ ପଡିବ, କାହିଁକି ଏମିତି କହି ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ଅଖିଳେଶ

କାନପୁର,୯।୧୧: ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ଭାଜପାକୁ ଟାର୍ଗେଟ କରିଛନ୍ତି। ବିମୁଦ୍ରୀକରଣ ସମୟରେ କାନପୁର ଦେହାତରେ ବ୍ୟାଙ୍କରେ ଜନ୍ମ ହୋଇଥିବା ବାଳକ ଖଚାଞ୍ଜିଙ୍କ ଜନ୍ମଦିନ ପାଳନ କରିବା ପରେ ଅଖିଳେଶ ଗଣମାଧ୍ୟମକୁ କହିଛନ୍ତି ଯେ ଭାଜପା ଏବଂ ବ୍ୟାଙ୍କ…

ଶ୍ମଶାନରୁ ଜବତ ହେଲା ପୂର୍ବତନ ବିଧାୟକଙ୍କ ସ୍ତ୍ରୀଙ୍କ ମୃତଦେହ, ବୋହୂଙ୍କୁ ନେଇ ବଢ଼ୁଛି ସନ୍ଦେହ 

ଭୁବନେଶ୍ୱର,୧୧।୯: ଭୁବନେଶ୍ୱର ସତ୍ୟନଗର ଶ୍ମଶାନରେ ହାଇଡ୍ରାମା  ଦେଖିବାକୁ ମିଳିଛି। ଅର୍ଦ୍ଧଦଗ୍ଧ ମୃତଦେହକୁ ନେଇ ସନ୍ଦେହ ବଢ଼ୁଛି। ପୋଲିସ ପହଞ୍ଚି ମୃତଦେହ ଜବତ କରିଛି। ତେବେ ସବୁଠୁ ବଡ଼ କଥା  ହେଉଛି ଏହା କୌଣସି ସାଧାରଣ ମୃତଦେହ ନୁହେଁ ଏହା ବ୍ରହ୍ମଗିରିର ପୂର୍ବତନ…

ନୂଆ ସିଜେଆଇଙ୍କ ଟେନସନ ବଢାଇ ଦେଇ ଯାଉଛନ୍ତି ଚନ୍ଦ୍ରଚୂଡ଼? ଅବସର ନେଉ ନେଉ ଉଠୁଛି ପ୍ରଶ୍ନ

ନୂଆଦିଲ୍ଲୀ,୯।୧୧: ନଭେମ୍ବର ୧୧, ସପ୍ତାହ ଆରମ୍ଭ ସହିତ ସୁପ୍ରିମକୋର୍ଟରେ ଏକ ନୂତନ ଅଧ୍ୟାୟ ଆରମ୍ଭ ହେବାକୁ ଯାଉଛି । ସୁପ୍ରିମକୋର୍ଟରେ ଜଷ୍ଟିସ ଡି.ଓ୍ବାଇ ଚନ୍ଦ୍ରଚୂଡଙ୍କ ୩୧୦୩ ଦିନର କାର୍ଯ୍ୟକାଳ ଶେଷ ହୋଇଛି। ଏହି ସମୟରେ ସେ ୭୩୨ ଦିନ (ନଭେମ୍ବର ୯,…

ବାଣ ଭିଡୁଥିଲେ ସ୍ବାମୀ-ସ୍ତ୍ରୀ: ଘଟିଲା ବିସ୍ଫୋରଣ

ନୟାଗଡ଼,୯।୧୧: ନୟାଗଡ଼ ଜିଲା ଶରଣକୂଳ ଥାନା ଗୋଲଗାଁରେ ଶନିବାର ଏକ ଅଘଟଣ ଘଟିଛି। ବାଣ ଭିଡ଼ୁଥିବା ବେଳେ ବିସ୍ଫୋରଣ ଘଟି ସ୍ବାମୀ-ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହ ଦମ୍ପତିଙ୍କୁ ଉଦ୍ଧାର କରି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri