Home Left

ସାକ୍ଷୀଗୋପାଳ ମନ୍ଦିରରେ ଅଁଳା ନବମୀ: ରାଧାପାଦ ଦର୍ଶନ କରୁଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ

ସାକ୍ଷୀଗୋପାଳ,୧୦।୧୧: (କିଶୋର ମହାପାତ୍ର/ ପ୍ରଶାନ୍ତ କୁମାର ବାରିକ): କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ନବମୀ ତିଥି ରବିବାର ସାକ୍ଷୀଗୋପାଳ ମନ୍ଦିରରେ ଅଁଳାନବମୀ ଉପଲକ୍ଷେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ଏହି ଅବସରରେ ବର୍ଷକୁ ଗୋଟିଏ ଦିନ ଶ୍ରୀରାଧା ଓଡିଆଣୀ ବେଶ ଦର୍ଶନ…

ନୂଆ ପଞ୍ଚାୟତ ଗଠନ ଦାବିରେ ରାସ୍ତାରେ ବସିଲେ ଅଞ୍ଚଳବାସୀ

ବାଲିଗୁଡ଼ା,୧୦ା୧୧(ସଞ୍ଜୟ କୁମାର ପାଣିଗ୍ରାହୀ): ନୂଆ ପଞ୍ଚାୟତ ଗଠନ ଦାବିରେ ତେଜୁଛି ଜନଅସନ୍ତୋଷ। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଯାଇଛନ୍ତି ଅଞ୍ଚଳବାସୀ। ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ହେବା ପରେ ନୂଆ ପଞ୍ଚାୟତ ଗଠନ ନିମନ୍ତେ ଆବେଦନ କରିଛନ୍ତି  ମଗଡ଼ିଙ୍ଗିଆ ଅଞ୍ଚଳବାସୀ। କନ୍ଧମାଳ…

‘ସିକନ୍ଦର’ ସେଟରେ ବଢିଲା ସଲମାନଙ୍କ ସୁରକ୍ଷା, ଲରେନ୍ସ ଗ୍ୟାଙ୍ଗର ଧମକ ପରେ…

ମୁମ୍ବାଇ,୧୦।୧୧: ବଲିଉଡ ଦବଙ୍ଗ ସଲମାନ ଖାନ ଏବଂ ରଶ୍ମିକା ମନ୍ଦାନା ଆଗାମୀ ଫିଲ୍ମ ‘ସିକନ୍ଦର’ର ସୁଟିଂ ପାଇଁ ହାଇଦ୍ରାବାଦର ଫାଲକନୁମା ପ୍ୟାଲେସରେ ପହଞ୍ଚିଛନ୍ତି। ଫିଲ୍ମର ସୁଟିଂ ଆରମ୍ଭ ହୋଇସାରିଛି। ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଧମକ ଯୋଗୁଁ ସଲମାନଙ୍କ ସୁରକ୍ଷା ବ୍ୟବସ୍ଥା କଡାକଡି…

ରାଜଧାନୀରେ ମାତିଲେ ଲୁଟେରା, ବୃଦ୍ଧ ଦମ୍ପତିଙ୍କୁ ଭିତରପଟୁ ତାଲା ପକାଇ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର

ଭୁବନେଶ୍ୱର,୧୦ା୧୧: ରାଜଧାନୀରେ ପୁଣି ମାତିଲେ ଲୁଟେରା। ଝରକା ତାଡ଼ି ଭୁବନେଶ୍ୱର ଇନଫୋସିଟି ଶ୍ରୀଗଣେଶ ବିହାର ଅଞ୍ଚଳରେ ରହୁଥିବା ଅବସରପ୍ରାପ୍ତ କର୍ମଚାରୀ ବଂଶୀଧର ଗୌଡ଼ଙ୍କ ଘରେ ଲୁଟେରା କଳାକନା ବୁଲାଇଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଖବର ଅନୁଯାୟୀ, ଲୁଟେରାମାନେ…

ଆମେ ଏବେ ବି ପରିବାର, ୫ ମାସ ହେବ ହାର୍ଦ୍ଦିକଙ୍କଠାରୁ ଅଲଗା ହେବା ପରେ ନତାଶା ନେଲେ ୟୁଟର୍ନ!

ନୂଆଦିଲ୍ଲୀ,୧୦।୧୧: ଅଭିନେତ୍ରୀ ନତାଶା ଷ୍ଟାନକୋଭିକ ଏବଂ ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନାମ ଅତୀତରେ ଅନେକ ଚର୍ଚ୍ଚାରେ ଥିଲା। ପ୍ରାୟ ୫ମାସ ପୂର୍ବେ, ଏହି ଦମ୍ପତି ଛାଡପତ୍ର ମାଧ୍ୟମରେ ସେମାନଙ୍କର ୪ବର୍ଷର ବିବାହ ସମାପ୍ତ କରିଥିଲେ। ଏହା ପରେ…

ସରକାରୀ ରାସ୍ତା ଉଚ୍ଛେଦ ଦାବି, ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

କେସିଙ୍ଗା,୧୦ା୧୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଶିରୋଲ ଗ୍ରାମ ପଞ୍ଚାୟତ ଅଧିନସ୍ଥ ଶିରୋଲ ମୌଜାରେ ବିଶ୍ୱନାଥ ରାଇସ୍‌ ମିଲ୍‌ ସରକାରୀ ଗୋଚର ଓ ମୁଣ୍ଡା ଜମି ଉପରେ ବେନିୟମ ଭାବେ ରାସ୍ତା ନିର୍ମାଣ କରିଥିବାରୁ ଗ୍ରାମବାସୀ ଜିଲାପାଳଙ୍କ ନିକଟରେ ଅଭିଯୋଗ…

କାନାଡା ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ କରିଥିବା ମାଷ୍ଟରମାଇଣ୍ଡ ଗିରଫ, ପନ୍ନୁଙ୍କ ସହ ରହିଛି ସମ୍ପର୍କ

ନୂଆଦିଲ୍ଲୀ/ଓଟାଓ୍ବା,୧୦।୧୧: କାନାଡାର ବ୍ରମ୍ପଟନରେ ଥିବା ହିନ୍ଦୁ ମନ୍ଦିରରେ ବିଶୃଙ୍ଖଳା ମାମଲାରେ କାନାଡା ପୋଲିସ ଆଉ ଜଣଙ୍କୁ ଗିରଫ କରିଛି। ଶନିବାର ଏକ ବିଜ୍ଞପ୍ତିରେ ପିଲ ଆଞ୍ଚଳିକ ପୋଲିସ (ପିଆରପି) ଘୋଷଣା କରିଛି ଯେ ବ୍ରମ୍ପଟନର ୩୫ ବର୍ଷିୟ ଇନ୍ଦ୍ରଜିତ ଗୋସାଲଙ୍କୁ ଶୁକ୍ରବାର…

ଦୀପାବଳିରେ ପରସା ଗଲା ମଟନ, ଚିକେନ, ଖାଦ୍ୟର ମେନ୍ୟୁ ଦେଖି ରାଗିଗଲେ ବ୍ରିଟିଶ ହିନ୍ଦୁ

ଲଣ୍ଡନ,୧୦।୧୧: ବ୍ରିଟିଶ ପ୍ରଧାନମନ୍ତ୍ରୀ କିର ଷ୍ଟାର୍ମଙ୍କ ଦ୍ୱାରା ଆୟୋଜିତ ଏକ ଦୀପାବଳି ପାର୍ଟିରେ ମାଂସ ଏବଂ ମଦ ପରିବେଷଣ କରାଯାଇଥିବାରୁ ବ୍ରିଟେନରେ ଥିବା ହିନ୍ଦୁମାନେ କ୍ଷୋଭ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନରେ ଉତ୍ସବରେ ହିନ୍ଦୁ ସମ୍ପ୍ରଦାୟର ନେତା ତଥା ବରିଷ୍ଠ…

ମାଡ଼ ମାରି ଗିରଫ ହେଲେ ସରପଞ୍ଚ

ଭଦ୍ରକ,୧୦ା୧୧: ଏକ ମାରପିଟ୍‌ ମାମଲାରେ ଭଦ୍ରକ ବ୍ଲକ ଯୁବ ବିଜେଡି ସଭାପତି ତଥା ଗୁଜିଦରଡ଼ା ପଞ୍ଚାୟତ ସରପଞ୍ଚ ଫରହତ ଆଲାମ୍‌ ଓରଫ ଲୁକାଙ୍କୁ ଗ୍ରାମାଞ୍ଚଳ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ମାସକ ତଳେ ଜଣେ ନାବାଳକଙ୍କୁ ୩/୪ ଜଣ…

ଭାଜପା ଫସଲରେ ପୋକ ଲାଗିଗଲେଣି, ଏବେ ପେଷ୍ଟିସାଇଡ୍ସ ପକାଇବା ଜରୁରୀ…

ନୂଆଦିଲ୍ଲୀ,୧୦।୧୧: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନକୁ ନେଇ ଉତ୍ତେଜନା ମଧ୍ୟରେ ବରିଷ୍ଠ ଭାଜପା ନେତା ତଥା କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀଙ୍କ ବିବୃତ୍ତିକୁ ନେଇ ଚର୍ଚ୍ଚା ହେଉଛି। ନିତିନ ଗଡକରୀ ନିଜେ ରାଜ୍ୟର ନାଗପୁର ଆସନରୁ ଏମପି…

କାର୍‌କୁ ପଛପଟୁ ଧକ୍କାଦେଲା ଦ୍ରୁତଗାମୀ ଡମ୍ପର, ୨ ଗୁରୁତର

ବାଲିଆପାଳ,୧୦ା୧୧: ବାଲେଶ୍ବର ଜିଲା ବସ୍ତା ଥାନା ଅନ୍ତର୍ଗତ ୬ ନମ୍ବର ଜାତୀୟ ରାଜପଥର ଭେଲୋରା ଛକ ନିକଟରେ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଭଦ୍ରକ ଜିଲା ଧାମନଗର ଅଞ୍ଚଳର ୫ ଜଣ ଲୋକ ପଶ୍ଚିମବଙ୍ଗରୁ ଏକ ଓମିନି ଯୋଗେ ଘରକୁ ଫେରୁଥିବା…

କୃଷକଙ୍କ ଋଣ ଛାଡ, ୨୫ ଲକ୍ଷଙ୍କୁ ରୋଜଗାର, ମହିଳା-ବୃଦ୍ଧଙ୍କୁ ୨୧୦୦ଟଙ୍କା, ଭାଜପାର ବଡ଼ ଘୋଷଣା

ମୁମ୍ବାଇ,୧୦।୧୧: ଭାରତୀୟ ଜନତା ପାର୍ଟି(ଭାଜପା) ରବିବାର ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ନିଜର ମନିଫେଷ୍ଟୋ ବା ଘୋଷଣାପତ୍ର ପ୍ରକାଶ କରିଛି। କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମୁମ୍ବାଇର ହୋଟେଲ ସୋଫିଟେଲରେ ଦଳର ରିଜୋଲ୍ୟୁସନ ପତ୍ର ପ୍ରକାଶ କରିଛନ୍ତି। ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri