ମଣିପୁର ନା ଗୋଟିଏ ଥିଲା, ନା ଏହା ସୁରକ୍ଷିତ ଥିଲା, ହିଂସାକୁ ନଇ ମୋଦିଙ୍କୁ ଟାର୍ଗେଟ କଲେ ଖାର୍ଗେ
ନୂଆଦିଲ୍ଲୀ,୧୭।୧୧: ମଣିପୁରରେ ନିଖୋଜ ଥିବା ୬ଜଣଙ୍କ ମଧ୍ୟରୁ ତିନି ଜଣଙ୍କ ମୃତଦେହ ଉଦ୍ଧାର ହେବା ପରେ ରାଜ୍ୟରେ ପୁଣି ଥରେ ହିଂସା ଦେଖାଦେଇଛି। ଏହା ପରେ ଶନିବାର ବିକ୍ଷୋଭକାରୀମାନେ ତିନିଜଣ ମନ୍ତ୍ରୀ ଏବଂ ୬ଜଣ ବିଧାୟକଙ୍କ ବାସଭବନ ଉପରେ ଆକ୍ରମଣ କରିଥିଲେ,…
ପହିଲି ଶୀତରେ ପହିଲି ପର୍ଯ୍ୟଟକ: ଭୋଜି ପାଇଁ ଲଗାଇଲେ ଭିଡ଼, ବୁଲିଲେ କଫି ବଗିଚା
ଦାରିଙ୍ଗବାଡ଼ି,୧୭ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ଯେମିତି ତାପମାତ୍ରା କମିବାରେ ଲାଗିଛି ସେହିଭଳି ଶୀତ ମଧ୍ୟ ଧୀରେ ଧୀରେ ସ୍ପର୍ଶ କରିବାରେ ଲାଗିଛି। ଏହାର ମଜା ଉଠାଇବା ପାଇଁ ରବିବାର ପର୍ଯ୍ୟଟକଙ୍କ ଭିଡ଼ ଜମିଛି। ଡୁଲୁରୀ ପାଇନବଣ ସମେତ ଦାରିଙ୍ଗବାଡ଼ିର ମିଡିୟୁବାନ୍ଦା…
ହନୁମାନ ଚାଳିଶା ପଢିବା ପାଇଁ ହିନ୍ଦୁମାନଙ୍କୁ ମିଳୁ ଛୁଟି: ଆସାମ ମୁଖ୍ୟମନ୍ତ୍ରୀ
ଦିସ୍ପୁର,୧୭।୧୧: ସ୍କୁଲ ଶୁକ୍ରବାର ଛୁଟି କରିବା ପାଇଁ ପୁଣି ମୁଣ୍ଡ ଟେକିଲା ବିବାଦ। ଝାଡଖଣ୍ଡରେ ହେମନ୍ତ ସରକାର ଶୁକ୍ରବାର ମୁସଲମାନମାନଙ୍କୁ ସ୍କୁଲରେ ନମାଜ ପାଇଁ ଛୁଟି ଦେଉଛନ୍ତି। ତାହେଲେ ମଙ୍ଗଳବାର ଦିନ ହନୁମାନ ଚାଳିଶା ପାଇଁ ହିନ୍ଦୁମାନଙ୍କୁ ମଧ୍ୟ ଛୁଟି ଦେବାକୁ…
ବ୍ୟବହାର ପୂର୍ବରୁ ଭାଙ୍ଗିରୁଜି ଗଲାଣି ସର୍ବସାଧାରଣ ଶୌଚାଳୟ, ନିମ୍ନମାନର କାର୍ଯ୍ୟ ନେଇ…
ଗଞ୍ଜାମ,୧୭ା୧୧(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସାନବଜାର ଓ ତ୍ରିବେଣୀ ମଠ ଛକଠାରେ ଏନ୍ଏସି ପ୍ରଶାସନ ପକ୍ଷରୁ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ ଯୋଜନାରେ ସର୍ବସାଧାରଣ ପାଇଁ ଶୌଚାଳୟ ନିର୍ମାଣ କରାଯାଇଛି। ଏଥିପାଇଁ ୩ ଲକ୍ଷ ୫୦ ହଜାର ଟଙ୍କା ଲେଖାଏ ବ୍ୟୟ…
ହଁ ମୁଁ ଦେଖିଛି ସେ ଜଣେ ନାବାଳିକା ସହ ଯୌନ ସମ୍ପର୍କ ରଖିଥିଲେ…ଟ୍ରମ୍ପ ଆଉ ତାଙ୍କ କ୍ୟାବିନେଟ ଉପରେ ଝୁଲୁଛି ସେକ୍ସ ସ୍କ୍ୟାଣ୍ଡାଲର ଖଣ୍ଡା
ଓ୍ବାଶିଂଟନ,୧୭।୧୧: ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାର୍ଯ୍ୟଭାର ଗ୍ରହଣ କରିବା ପୂର୍ବରୁ ମଧ୍ୟ ତାଙ୍କର ଅନେକ ନିଷ୍ପତ୍ତି ନେଇ ବିବାଦ ଆରମ୍ଭ ହୋଇଛି। ଟ୍ରମ୍ପ ପୂର୍ବରୁ ଏକ ଯୌନ ଦୁର୍ନୀତିରେ ଅଭିଯୁକ୍ତ ହୋଇସାରିଛନ୍ତି। ସେପଟେ ସେ ତାଙ୍କ ସରକାର ପାଇଁ…
ମହାରାଷ୍ଟ୍ରରେ ରାଲି କରୁଥିବାବେଳେ ହଠାତ୍ ଗୋବିନ୍ଦାଙ୍କ ଛାତିରେ ହେଲା ଯନ୍ତ୍ରଣା, ତା’ ପରେ…
ମୁମ୍ବାଇ,୧୭।୧୧:ପୁଣି ଅସୁସ୍ଥ ହେଲେ ବଲିଉଡ ଅଭିନେତା ଗୋବିନ୍ଦା । ଶନିବାର ଦିନ ମହାରାଷ୍ଟ୍ରର ଜାଲଗାଓଁ ଜିଲାରେ ବଲିଉଡ ଅଭିନେତା ଗୋବିନ୍ଦାଙ୍କ ସ୍ବାସ୍ଥ୍ୟ ହଠାତ ଖରାପ ହୋଇଯାଇଥିଲା। ସେ ସେତେବେଳେ ମହାୟୁତି ମହାମେଣ୍ଟ ପାଇଁ ଏକ ରୋଡ ଶୋ’ କରୁଥିଲେ। ତାଙ୍କ ସ୍ବାସ୍ଥ୍ୟ…
ଗୀତ ଅଧାରୁ ଷ୍ଟେଜ୍ରୁ ଓହ୍ଲାଇ ପଡ଼ିଲେ ବାଲିଯାତ୍ରା ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଅସୀମା ପଣ୍ଡା
କଟକ,୧୭।୧୧(ଶିଳ୍ପା ପ୍ରିୟଦର୍ଶିନୀ): ବାଲିଯାତ୍ରା ପଡିଆ ଗଣକବି ବୈଷ୍ଣବ ପାଣି ମଞ୍ଚରେ ସଙ୍ଗୀତ ଓ ପାରମ୍ପରିକ ନୃତ୍ୟ ପରିବେଷଣ କରାଯାଇଥିଲା। ହେଲେ ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ସାଜିଥିବା ଓଲିଉଡ୍ କଣ୍ଠଶିଳ୍ପୀ ଅସୀମା ପଣ୍ଡା ସଙ୍ଗୀତ ପରିବେଷଣ କରିବାବେଳକୁ ପୋଲିସ ପ୍ରଶାସନ କାର୍ଯ୍ୟକ୍ରମ ବନ୍ଦ…
ଚାଲି ଚାଲି ଯାଉଥିଲେ, ଯୁବକଙ୍କୁ ପିଟି ଦେଇ ଚାଲିଗଲା ଅଜଣା ଗାଡ଼ି
ବସ୍ତା,୧୭।୧୧(ହରିଶଙ୍କର ପାଢ଼ୀ): ବାଲେଶ୍ୱର ଜିଲା ବସ୍ତା ଥାନା ଅର୍ନ୍ତଗତ ୬୦ ନଂ ଜାତୀୟ ରାଜପଥର ଇନ୍ଦିରା ଛକ ନିକଟରେ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଅମର୍ଦ୍ଦା ରୋଡ ଅଞ୍ଚଳର କାହ୍ନୁ ପ୍ରଧାନ। ମିଳିଥିବା ସୂଚନା…
ଭାବିଥିଲେ ଆଜି କରିଦେବେ ମାସଟା ଯାକକ ବେପାର ହେଲେ ରାସ୍ତାରେ ଜଗିଥିଲା ଯମ …
ଜଗତସିଂହପୁର,୧୭।୧୧: ଆଜି ଝାଡ଼ ଖାଇ ପ୍ରତିଟି ଆମିଷ ବେପାରୀ ଭାବିଥାନ୍ତି ତାଙ୍କ ମାସଟା ଯାକର ବେପାର ଆଜି କରିବାକୁ । ହେଲେ ସକାଳୁ ସକାଳୁ ମାଛ ନେଇ ବେପାର କରିଆସୁଥିବା ମାଛ ବେପାରୀଙ୍କ ଉପରେ ଚଢିଗଲା ଟ୍ରକ । ଏଭଳି ଘଟଣା…
ଅଭିଷେକଙ୍କୁ ଶୋ’କୁ ଡାକି ଭୁଲ ହୋଇଯାଇଛି, ଛାଡପତ୍ର ଚର୍ଚ୍ଚା ଭିତରେ ଏମିତି କାହିଁକି ଅନୁତାପ କଲେ ବିଗ୍ ବି
ମୁମ୍ବାଇ: ଅମିତାଭ ବଚ୍ଚନଙ୍କ ଲୋକପ୍ରିୟ କୁଇଜ ସୋ ‘କୌନ ବନେଗା କରୋଡପତିର -୧୬’ ବିଶେଷ ହେବାକୁ ଯାଉଛି। କାରଣ ଏଥିରେ ବିଗ ବି’ଙ୍କ ଏକମାତ୍ର ପୁଅ ପ୍ରିୟ ଅଭିଷେକ ବଚ୍ଚନଙ୍କୁ ସେଟର ଅତିଥି ଭାବରେ ଦେଖିବାକୁ ମିଳିବ। ଏଥିରେ ଅଭି ତାଙ୍କ…
ନିଆରା ଢଙ୍ଗରେ ଜନ୍ମଦିନ ପାଳିଲେ ଭବାନୀପାଟଣା ସଦର ବିଧାୟକ
ଥୁଆମୂଳ ରାମପୁର,୧୭।୧୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବିଧାୟକ ସାଗର ଚରଣ ଦାସ ନିଜ ଜନ୍ମଦିନକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି। ଜିଲାର ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳରେ କିଛିଦିନ ତଳେ ଝାଡ଼ାବାନ୍ତି ହୋଇ ନିରୀହ ଲୋକଙ୍କ ଜୀବନ…
ପିକ୍ନିକ୍ ପାଇଁ ଯାଉଥିଲେ, କେନ୍ଦୁଘାଟିରେ ଓଲଟି ପଡ଼ିଲା ଟ୍ରାଭଲର୍; ଚାଲିଗଲା ଜଣଙ୍କର ଜୀବନ, ୧୧ ଆହତ
ଗଜପତି,୧୭।୧୧ (ଗିରିଧାରୀ ପରିଛା) – ପିକ୍ନିକ୍ ଯିବା ହେଲା କାଳ। ପୁଣି ଗଜପତି ଜିଲା ମୋହନା କେନ୍ଦୁଘାଟିରେ ରବିବାର ଦୁର୍ଘଟଣା ଘଟିଛି। ଟ୍ରାଭଲର ଭ୍ୟାନ୍ ଓଲଟି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୧ ଜଣ ଆହତ ହୋଇଛନ୍ତି l ମୃତକ ହେଲେ…
Archives


