Home Left

ଚାମ୍ପିଅନ୍ସ ଟ୍ରଫି ୨୦୨୫ ବିଜେତା ଭାରତୀୟ ଦଳ ଉପରେ ଟଙ୍କା ବର୍ଷା କଲା BCCI

ମୁମ୍ବାଇ,୨୦।୩: ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ରେ ବିଜୟୀ ହେବା ପରେ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI) ଗୁରୁବାର ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ ୟୁନିଟ୍ ପାଇଁ ୫୮ କୋଟି ଟଙ୍କାର ଏକ ବଡ଼ ନଗଦ ପୁରସ୍କାର ଘୋଷଣା କରିଛି।…

ନିଆଁ ଲାଗି ଜଳିଗଲା ୩ ଦୋକାନ, ସବୁ ପୋଡ଼ି ଛାରଖାର

ଭବାନୀପାଟଣା,୨୦ା୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ଘୋଡ଼ାଘାଟ ଛକ ୨୬ ନମ୍ବର ଜାତୀୟ ରାଜପଥ ଉପରେ ଥିବା ୩ ଟି ଦୋକାନରେ ଗୁରୁବାର ନିଆଁ ଲାଗି ଧ୍ୱଂସ ହୋଇଯାଇଥିବା ଦେଖିବାକୁ ମିଳିଛି। ନିଆଁ ପ୍ରଥମେ ଗଦି ଦୋକାନରୁ ଲାଗି…

୫ ଦିନ ଅନ୍ଧାରରେ ୩ ଗାଁ, ପ୍ରତିବାଦରେ ରାସ୍ତାରେ ବସିଲେ ଗ୍ରାମବାସୀ

ପରଜଙ୍ଗ,୨୦ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ବଡ଼କମର-ପଙ୍ଗାତିରା ପୂର୍ତ୍ତ ବିଭାଗ ରାସ୍ତାର ଜାମୁନାଳି ଗାଁ ନିକଟରେ ବିଦ୍ୟୁତ୍‌ ସମସ୍ୟାକୁ ନେଇ ଗୁରୁବାର ସକାଳୁ ରାସ୍ତାରୋକୋ କରିଥିଲେ ଶତାଧିକ ମହିଳା ଓ ପୁରୁଷ। ପ୍ରାୟ ୫ଦିନ ହେବ ୧୧କେଭି ବିଦ୍ୟୁତ୍‌ ଖୁଣ୍ଟି…

ଦୀର୍ଘବର୍ଷ ହେଲା ନିଯୁକ୍ତି ନାହିଁ, ଆମରଣ ଅନଶନରେ ବସିଲେ ସମବାୟ ସମିତି ବୋର୍ଡ ସଦସ୍ୟ

ଦାରିଙ୍ଗବାଡ଼ି,୨୦ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ଥିବା ବୃହତ ବହୁମୁଖୀ ସମବାୟ ସମିତି ଲିଃ ସମ୍ମୁଖରେ ଗୁରୁବାର ସକାଳୁ ସମିତିର ବୋର୍ଡ ସଦସ୍ୟମାନେ ଆମରଣ ଅନଶନରେ ବସିଛନ୍ତି। ଉକ୍ତ ସମବାୟ ସମିତି ଅଧୀନରେ ରହିଥିବା ୧୨ଟି ବିକ୍ରୟ କେନ୍ଦ୍ର ରହିଛି। ଏହି…

ଶହଶହ କିଲୋମିଟର ବିଛାଯାଇଥିବା ରେଳ ଧାରଣାରେ ନଟବୋଲ୍ଟ ଢିଲା ହୋଇଗଲେ କିଏ କରେ ଟାଇଟ୍‌?

ନୂଆଦିଲ୍ଲୀ,୨୦।୩: ଭାରତରେ ଲକ୍ଷ ଲକ୍ଷ ଲୋକ ଟ୍ରେନରେ ଯାତ୍ରା କରନ୍ତି। ଏହି ଟ୍ରେନଗୁଡ଼ିକ ଦିନରାତି ଟ୍ରାକ ଉପରେ ଚାଲି ଲକ୍ଷ ଲକ୍ଷ ଯାତ୍ରୀଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ପରିବହନ କରନ୍ତି। ଏପରି ପରିସ୍ଥିତିରେ, ଟ୍ରାକର ନଟବୋଲ୍ଟଗୁଡ଼ିକ ଢିଲା ହୋଇଯାଏ, ଯାହା…

ଦୁଇ ବ୍ୟବସାୟୀଙ୍କ ଘରେ ଆୟକର ଚଢଉ, ଆୟକର ଫାଙ୍କିବା ଅଭିଯୋଗରେ…

ଗଜପତି,୨୦।୩(ଗିରିଧାରୀ ପରିଛା): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡିଠାରେ ଗୁରୁବାର ଭୋରରେ ପାରଳାଖେମୁଣ୍ଡି ସୁଣ୍ଡି ସାହିର ଦୁଇ ବ୍ୟବସାୟୀ ଭାଇଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ପାରଳାଖେମୁଣ୍ଡିର ଦୁଇ ବ୍ୟବସାୟୀ ହେଲେ ତିରୁପତି ସାହୁକାର ଓ ଲୋକେଶ୍ୱର ସାହୁକାର।…

ସରକାରୀ ଅର୍ଥ ଅନିୟମିତତା ଅଭିଯୋଗ ମାମଲା, ଭରସୁଜା ସରପଞ୍ଚ ନିଲମ୍ବିତ

ଲୋଇସିଂହା,୨୦।୩(ସୁଶାନ୍ତ ବାରିକ): କ୍ଷମତାର ଦୂରୁପଯୋଗ କରି ସରକାରୀ ଅର୍ଥ ଅନିୟମିତତା ଅଭିଯୋଗ ଘଟଣାରେ ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ଭରସୁଜା ସରପଞ୍ଚ ପ୍ରମିଳା ସାହୁଙ୍କୁ ନିଲମ୍ବନ କରାଯାଇଛି। ଏନେଇ ରାଜ୍ୟ ସରକାରଙ୍କ ପଞ୍ଚାୟତି ରାଜ ଓ ପାନୀୟଜଳ ପତ୍ର ସଂଖ୍ୟା ୭୪୦୭…

ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ଅଭିଯୋଗ କରିବାର ୧ ମାସ ପରେ, ଜଗବନ୍ଧ ଗ୍ରାମରୁ ଗଡିଲା ଲକ୍ଷ୍ମୀ ବସ

ଡୁଙ୍ଗୁରିପାଲି ୨୦।୩(ଦୀନବନ୍ଧୁ ସୁନା ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ସ୍ଥିତ ଗଜବନ୍ଧ ଗ୍ରାମପଞ୍ଚାୟତରେ ବୁଧବାର ସକାଳ ୭ଟାରୁ ଲକ୍ଷ୍ମୀ ବସ ବାହାରି ଡୁଙ୍ଗୁରିପାଲି ବ୍ଲକ ସଦର ମହକୁମାରକୁ ଚାଲି ଥିବାରୁ ଗଜବନ୍ଧ ଗ୍ରାମବାସୀଙ୍କ ଆନନ୍ଦ ଖୁସି ଦେଖାଯାଇଛି |ସରକାରଙ୍କ ଗାଁ…

ମାଡ଼ି ଆସୁଛି ଝଡ଼ବର୍ଷା, ଏଇ ଜିଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୦ା୩(ଅନୁରାଧା ମହାରଣା): ରାଜ୍ୟରେ ଗତ କିଛିଦିନ ପ୍ରବଳ ଖରା ଓ ଗୁଳୁଗୁଳି ଅନୁଭୂତ ହେଉଥିବାବେଳେ କାଳବୈଶାଖୀ ପ୍ରଭାବରେ ଗୁରୁବାରଠାରୁ ତାପମାତ୍ରା କିଛି ପରିମାଣରେ ହ୍ରାସ ପାଇପାରେ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନାନୁସାରେ, ୨୦ ରୁ ୨୩ ଯାଏ ରାଜ୍ୟରେ ବର୍ଷା…

ଭାଜପାରେ ଦେଶର ସବୁଠୁ ଧନୀ, ଗରିବ ବିଧାୟକ

ନୂଆଦିଲ୍ଲୀ,୨୦ା୩: ଭାଜପାରେ ଅଛନ୍ତି ଦେଶର ସବୁଠୁ ଧନୀ ଏବଂ ଗରିବ ବିଧାୟକ। ମହାରାଷ୍ଟ୍ରର ଘଟକୋପର ପୂର୍ବ ଆସନରେ ଭାଜପା ଟିକେଟ୍‌ରେ ବିଜୟୀ ହୋଇଥିବା ପରାଗ ଶାହା ଦେଶର ସବୁଠୁ ଧନୀ। ତାଙ୍କର ମୋଟ ସମ୍ପତ୍ତି ମୂଲ୍ୟ ୩,୩୮୩ କୋଟି ଟଙ୍କା। ସେହିପରି…

ବିଦ୍ୟୁତ୍‌ ସମସ୍ୟା ପ୍ରତିବାଦରେ ଚାଷୀଙ୍କ ଧାରଣା

ବରଗଡ଼, ୨୦।୩(ପ୍ରେମାନନ୍ଦ ଖମାରୀ)ବିଦ୍ୟୁତ ସମସ୍ୟା ନେଇ ବରଗଡ଼ ଜିଲାରେ ଚାଷୀ ଅସନ୍ତୋଷ ତେଜି ଉଠିଛି। ବୁଧବାର କୃଷକ ପରିବାର, ଭଟଲି ପକ୍ଷରୁ ସ୍ଥାନୀୟ ବିଦ୍ୟୁତ୍‌ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା। ବିଭାଗୀୟ ଯନ୍ତ୍ରୀ ପହଞ୍ଚି ଆଲୋଚନା କଲାପରେ ଚାଷୀମାନେ ଧାରଣାରୁ ଉଠିଥିଲେ।…

ପ୍ରେମିକଙ୍କ ସହ ରଚିଲେ ଷଡଯନ୍ତ୍ର, ସ୍ବାମୀଙ୍କ ମୃତଦେହ ଖଣ୍ଡ ଖଣ୍ଡ କରି ପ୍ଲାଷ୍ଟିକ୍‌ ଡ୍ରମ୍‌ରେ ପ୍ଲାଷ୍ଟର କଲେ

ମିରଟ,୨୦ା୩ଜଣେ ମହିଳା ନିଜ ପ୍ରେମିକଙ୍କ ସହ ମିଶି ଲଣ୍ଡନଫେରନ୍ତା ସ୍ବାମୀଙ୍କୁ ହତ୍ୟା କରିଛନ୍ତି। ଏତିକି ନୁହେଁ, ସେ ନିଜ ଦୋଷ ଲୁଚାଇବା ପାଇଁ ସ୍ବାମୀଙ୍କ ମୃତଦେହକୁ ଖଣ୍ଡ ଖଣ୍ଡ କରି ଏକ ପ୍ଲାଷ୍ଟିକ୍‌ ଡ୍ରମ୍‌ରେ ପୂରାଇ ତା’ ଉପରେ ସିମେଣ୍ଟ ପ୍ଲାଷ୍ଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?