Home Left

ମାଓ କାର୍ଯ୍ୟକଳାପ ସନ୍ଦେହରେ ମାଲକାନଗିରିରେ ଏନଆଇଏର ଚଢାଉ

ମାଲକାନଗିରି,୧୨।୧୨(ଦୂର୍ଯ୍ୟୋଧନ ପାତ୍ର): ମାଲକାନଗିରିରେ ଏନଆଇଏ ରେଡ୍‌ । ମୋଟୁ ଥାନା ଅନ୍ତର୍ଗତ ଅନନ୍ତପାଲି ଗାଁରେ ଚଢାଉ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା । ଭୋର ୩ଟାରୁ ରେଡ କରିଛି ହାଇଦ୍ରାବାଦର ଏନଆଇଏ ଦଳ । ମାଓ କାର୍ଯ୍ୟକଳାପ ସଂପୃକ୍ତି ନେଇ ଏହି…

ଇରାନରେ ହିଜାବ ନିୟମ ହେଲା ଆହୁରି କଠିନ, ଡ୍ରେସ କୋଡର ଉଲ୍ଲଂଘନ କଲେ ମିଳିବ ମୃତ୍ୟୁ ଦଣ୍ଡ

ତେହେରାନ,୧୨।୧୨: ଇରାନ ଏହାର କଠୋର ନିୟମ ପାଇଁ ବେଶ୍‌ ଜଣାଶୁଣା। ସୂଚନାଯୋଗ୍ୟ, ଇରାନ ହିଜାବ ସମ୍ବନ୍ଧରେ ନୂତନ ନିୟମ ଲାଗୁ କରିଛି ଯାହା ବିବାଦର କାରଣ ପାଲଟିଛି। ଏହି ନିୟମ ଅନୁଯାୟୀ, ଯଦି ମହିଳାମାନେ ହିଜାବର ନିୟମ ଉଲ୍ଲଂଘନ କରନ୍ତି, ତେବେ…

ଜିଓର ନୂଆବର୍ଷ ଭେଟି, ପ୍ରତିଦିନ ହାଇସ୍ପିଡ୍‌ ୨.୫ଜିବି ଇଣ୍ଟନନେଟ୍‌ ମାତ୍ର ଏତିକି ଟଙ୍କାରେ…

ନୂଆଦିଲ୍ଲୀ,୧୨।୧୨: ଆଉ କିଛି ଦିନ ପରେ ଆସିବ ନୂଆବର୍ଷ । ଏତିପାଇଁ ଜିଓ ଆଣିଛି ଦମଦାର ଅଫର୍‌। ନିଜ କୋଟି କୋଟି ୟୁଜର୍ସଙ୍କୁ ଖୁସି ଖବର ଦେଇଛି ଜିଓ। ଦେଶର ସବୁଠୁ ବଡ଼ ଟେଲିକମ କମ୍ପାନୀ ନୂଆ ହାପି ନ୍ୟୁ ଇୟର…

ବିବାହର ୬ମାସ ପରେ ଗର୍ଭବତୀ ହେଲେ ସୋନାକ୍ଷୀ? ଅଭିନେତ୍ରୀ କହିଲେ…

ମୁମ୍ବାଇ: ବଲିୁଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଜହିର ଇକବାଲଙ୍କ ସହ ତାଙ୍କ ମ୍ୟାରେଡ ଲାଇଫ୍‌ ଏନଜୟ କରୁଛନ୍ତି। ନିକଟରେ ସୋନାକ୍ଷୀ ପରିବାର ସହିତ ଜହିରଙ୍କ ଜନ୍ମଦିନ ପାଳନ କରିଥିଲେ। ସୋନାକ୍ଷୀ ଏବଂ ଜହିର ୨୩ଜୁନ ରେ ବିବାହ କରିଥିଲେ। ବିବାହ ପରେ…

ଏତେ ଲମ୍ବା ଓଭର…, ବିରାଟ କୋହଲିଙ୍କ ବିରୋଧୀ ନବୀନ ଉଲ ହକଙ୍କର ହେଲା ଖୁବ ବେଇଜ୍ଜତ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୨।୧୨: ବିରାଟ କୋହଲିଙ୍କ ‘ପ୍ରତିଦ୍ୱନ୍ଦ୍ୱୀ’ ନବୀନ-ଉଲ-ହକ ଏବେ ଟ୍ରେଣ୍ଡରେ ଅଛନ୍ତି। ଆଫଗାନିସ୍ତାନ ବନାମ ଜିମ୍ବାୱେ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟି -୨୦ ମ୍ୟାଚ ନବୀନ ଉଲ ହକଙ୍କ ପାଇଁ ଏକ ‘କଳା’ ଦିନଠାରୁ କମ ନୁହେଁ, କାରଣ ସେ ଏକ ଓଭରରେ…

୨୦୨୪ରେ ଗୁଗଲରେ ଭାରତ ବିଷୟରେ ଏସବୁ ସର୍ଚ୍ଚ କରିଛନ୍ତି ପାକିସ୍ତାନୀ, ଲିଷ୍ଟ ଦେଖିଲେ ଉଡିବ ହୋଶ୍‌

ନୂଆଦିଲ୍ଲୀ,୧୨।୧୨: ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ପାକିସ୍ତାନ ଯିବାକୁ ଭାରତୀୟ କ୍ରିକେଟ ଦଳ ମନା କରିଦେଇଛି। ଏହାର ପ୍ରଭାବ ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କ ଉପରେ ପଡିଛି। ଏହାରି ଭିତରେ ଚଳିତ ଶେଷ ହେବାକୁ ଥିବାବେଳେ ଗୁଗଲ ୨୦୨୪ରେ ଅଧିକ…

ଶରଦ ପାଓ୍ବାରଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୧୨।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଶରଦଚନ୍ଦ୍ର ପାୱାର ଦଳ) ମୁଖ୍ୟ ଶରଦ ପାୱାରଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ରାଜ୍ୟ ସଭା ଏମପି ତଥା…

ଐଶ୍ୱର୍ଯ୍ୟାଙ୍କ ସମ୍ପର୍କରେ ଖୋଲାଖୋଲି ଏମିତି କହିଦେଲେ ଅମିତାଭ, ସମସ୍ତେ କାବା

ମୁମ୍ବାଇ: ବଚ୍ଚନ ପରିବାର ଦୀର୍ଘ ଦିନ ଧରି ଲୋକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ଐଶ୍ୱର୍ଯ୍ୟା-ଅଭିଷେକ ବଚ୍ଚନଙ୍କୁ ଛାଡପତ୍ର ଦେବାକୁ ଯାଉଛନ୍ତି ବୋଲି ଚାଲିଥିବା ଚର୍ଚ୍ଚା ଏବେ ଏକ ଗୁଜବ ବୋଲି ପ୍ରମାଣିତ ହୋଇଛି। ଅଭିଷେକ ବଚ୍ଚନ, ଐଶ୍ୱର୍ଯ୍ୟା ରାୟ ଏବଂ…

ଅନ୍ଧାରରେ ଲୁଚି ପଳାଇଲେ ଅତୁଲଙ୍କ ଶ୍ୱଶୁର ଘର ଲୋକେ

ଜୌନପୁର,୧୨।୧୨: ଜଣେ ଏଆଇ ଇଞ୍ଜିନିୟରଙ୍କ ଆତ୍ମହତ୍ୟା ପରେ ଏହା ସମଗ୍ର ଦେଶରେ ଆଲୋଚନା ହେଉଛି। ମୂଳତଃ ବିହାରର ଅତୁଲ ସୁଭାଷ ତାଙ୍କ ସ୍ତ୍ରୀ ଏବଂ ଶାଶୁଙ୍କୁ ଅସୁବିଧାରେ ପକାଇବା ପରେ ଆତ୍ମହତ୍ୟା କରିଥିଲେ। ଏହା ବ୍ୟତୀତ ଆତ୍ମହତ୍ୟା କରିବା ପୂର୍ବରୁ ୨୪ପୃଷ୍ଠାର…

ଫେରିଲା ଶୀତ, ଖସିଲା ତାପମାତ୍ରା

ଦାରିଙ୍ଗବାଡି, ୧୨।୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ପୁଣି ଶୀତ ଫେରିଛି। ଗତ ଦୁଇ ଦିନ ହେଲା ଅସହ୍ୟ ଶୀତ ଅନୁଭୂତ ହେଉଛି । ପ୍ରବଳ ଥଣ୍ଡା ଯୋଗୁ ଅଞ୍ଚଳବାସୀ ବିଭିନ୍ନ ସ୍ଥାନ ସମେତ ଘରେ ନିଆଁ ଲଗାଇ…

ଚାକିରି ଠକେଇରେ ଆଉଟ୍‌ସୋର୍ସିଂ କର୍ମଚାରୀ

କଟକ,୧୨ା୧୨(ଶିଳ୍ପା ପ୍ରିୟଦର୍ଶିନୀ): ଏସ୍‌ସିବି ମେଡିକାଲରେ ଚାକିରି କରାଇ ଦେବାକୁ କହି ଆଉଟ୍‌ସୋର୍ସିଂ ସଂସ୍ଥାର କେତେଜଣ କର୍ମଚାରୀ ଲୋକଙ୍କଠାରୁ ଟଙ୍କା ନେଉଛନ୍ତି। ପରବର୍ତ୍ତୀ ସମୟରେ ସେମାନଙ୍କୁ ଚାକିରି ମିଳୁନି। ଫଳରେ ଠକେଇର ଶିକାର ହେଉଥିବା ଲୋକମାନେ ଥାନାରେ ଅଭିଯୋଗ କରୁଛନ୍ତି। ଏହିକ୍ରମରେ ସୁନ୍ଦରଗଡ଼…

୫୭ ଘଣ୍ଟା ପରେ ବୋରଓ୍ବେଲରେ ଜୀବନ ଯୁଦ୍ଧରେ ହାରିଗଲେ ଆର୍ଯ୍ୟନ

ଦୌସା,୧୨।୧୨: ଖୋଲା ବୋରୱେଲ ଯୋଗୁଁ ଦୁର୍ଘଟଣା କ୍ରମାଗତ ଭାବରେ ବଢି ଚାଲିଛି । ରାଜସ୍ଥାନର ଦୌସା ଠାରେ ମଧ୍ୟ ସମାନ ଘଟଣା ଘଟିଛି। ଡିସେମ୍ବର ୯ରେ ବୋରୱେଲରେ ପଡ଼ିଥିବା ପାଞ୍ଚ ବର୍ଷିୟ ନିରୀହ ଆର୍ଯ୍ୟନ ଜୀବନ୍ତ ଫେରି ଆସିପାରିଲେ ନାହିଁ, ତିନି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri