Home Left

କାହିଁକି ସାରା ବିଶ୍ୱରେ ବଢୁଛି ଭାରତର ପତିଆରା: ମୋହନ ଭାଗବତ କହିଲେ କାରଣ

ନାଗପୁର,୧୨।୧୦: ରାଷ୍ଟ୍ରୀୟ ସ୍ବୟଂସେବକ ସଂଗଠନ (ଆରଏସଏସ) ମୁଖ୍ୟ ମୋହନ ଭଗବତ ବିଜୟାଦଶମୀ ଅବସରରେ ନାଗପୁରର ରେଶମ ବାଗ ଗ୍ରାଉଣ୍ଡରେ ‘ଶସ୍ତ୍ର ପୂଜନ’ କରିଥିଲେ। ଏହି ସମୟରେ ସେ ଇସ୍ରାଏଲ ଏବଂ ହମାସ ମଧ୍ୟରେ ହୋଇଥିବା ଯୁଦ୍ଧ ସମ୍ପର୍କରେ ଏକ ବିବୃତ୍ତି ଦେଇଛନ୍ତି।…

ଶାନ୍ତିର ନିକେତନ ଅଶାନ୍ତ

ଅସାମାଜିକ ବ୍ୟକ୍ତିଙ୍କ ଦ୍ୱାରା ଏ ସମାଜ ଯେତିକି କ୍ଷତିଗ୍ରସ୍ତ ନ ହୁଏ, ତତୋଧିକ କ୍ଷତିଗ୍ରସ୍ତ ହୁଏ ସଚେତନ ବର୍ଗ, ବିଦୁରବର୍ଗଙ୍କ ଉଦାସୀନତା ଯୋଗୁ। ସମାଜର ଉଦାସୀନପଣିଆକୁ ଦେଖି ଅନାଚାର ଆରମ୍ଭ କରିଦିଅନ୍ତି ଅସାମାଜିକ ବ୍ୟକ୍ତିମାନେ। ଫଳତଃ ସମାଜ ହୁଏ ବରବାଦୀ, ଠିକ୍‌…

ମହା ବିନାଶର ଅନ୍ତରାଳେ

ମତ୍ସ୍ୟ ପୁରାଣ ଅନୁସାରେ ବିଶ୍ୱର ସବୁଠାରୁ ବଡ଼ ପ୍ରଳୟ ପଚିଶ କୋଟି ବର୍ଷ ପୂର୍ବେ ରାଜା ସତ୍ୟବ୍ରତ ରାଜୁତି ସମୟରେ ହୋଇଥିଲା ବୋଲି ବର୍ଣ୍ଣିତ ଅଛି। ପୌରାଣିକ ସମୟ ଗଣତି ଅନୁସାରେ ପ୍ରତ୍ୟେକ ମନନ୍ତରର ଶେଷରେ ବା ସାରେ ପ୍ରଳୟ ଆସିଥାଏ।…

ରାଓଙ୍କ କାର୍ଯ୍ୟକାଳ ବଢ଼ିଲା

ଆର୍‌ବିଆଇ ଡେପୁଟି ଗଭର୍ନର ଏମ୍‌. ରାଜେଶ୍ୱର ରାଓଙ୍କ କାର୍ଯ୍ୟକାଳ ୮ ଅକ୍ଟୋବର ୨୦୨୫ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। କ୍ୟାବିନେଟ୍‌ର ନିଯୁକ୍ତି କମିଟି (ଏସିସି)ର ଅନୁମୋଦନକ୍ରମେ ୯ ଅକ୍ଟୋବର ୨୦୨୪ରୁ ଏହା କାର୍ଯ୍ୟକାରୀ ହୋଇଛି। ଅକ୍ଟୋବର ୨୦୨୦ରେ ଆର୍‌ବିଆଇର…

୨୦୨୫ ଆଇପିଏଲ୍‌ ପୂର୍ବରୁ ଏମିତି ପ୍ରଶ୍ନ କଲେ ରିଷଭ ପନ୍ତ: ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୧୨।୧୦: ଭାରତୀୟ ଉଇକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କୁ ଆଇପିଏଲ ୨୦୨୪ରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଭାବରେ ଦେଖିବାକୁ ମିଳିଥିଲା। ପନ୍ତଙ୍କ ଅଧିନାୟକତ୍ୱରେ ଦିଲ୍ଲୀ ପଏଣ୍ଟ ଟେବୁଲରେ ଷଷ୍ଠ ସ୍ଥାନ ହାସଲ କରିବା ପରେ ଏଲିମିନେଟ୍‌ ହୋଇଥିଲା। ଆଇପିଏଲ ୨୦୨୫ ପୂର୍ବରୁ…

୧୭,୦୦୦ କର୍ମଚାରୀଙ୍କୁ ଛଟେଇ କରିବ ବୋଇଙ୍ଗ

ନ୍ୟୁୟର୍କ,୧୨।୧୦: ବିମାନ ଚଳାଚଳର ବିଶାଳ କମ୍ପାନୀ ବୋଇଙ୍ଗ ଏହାର କର୍ମଚାରୀଙ୍କୁ ଦଶ ପ୍ରତିଶତ ହ୍ରାସ କରିବାକୁ ଯୋଜନା କରିଛି ଯେଉଁଥିରେ ପ୍ରାୟ ୧୭,୦୦୦ କର୍ମଚାରୀଙ୍କୁ କମ୍ପାନୀରୁ ଛଟେଇ କରାଯାଇପାରେ। ବୋଇଙ୍ଗ ଶୁକ୍ରବାର ଏମିତି ଘୋଷଣା କରିଛି। ସିଆଟେଲ ଅଞ୍ଚଳରେ ହୋଇଥିବା ଧର୍ମଘଟକୁ…

ପ୍ରକାଶ ବେହେରା ଦଳ ଛାଡ଼ିବା ପରେ ନିଆଁରେ ଘିଅ ଢାଳିଲେ ସମ୍ବିତ, କହିଲେ ବିପର୍ଯ୍ୟୟବେଳେ…

ଭୁବନେଶ୍ୱର,୧୨ା୧୦: ପ୍ରକାଶ ବେହେରା ବିଜେଡି ଛାଡ଼ିବା ପରେ ନିଆଁରେ ଘିଅ ଢାଳିଛନ୍ତି ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ। ସେ କହିଛନ୍ତି, ବିପର୍ଯ୍ୟୟ ବେଳେ ଭୀରୁମାନେ ହିଁ ଡଙ୍ଗାରୁ ଡେଇଁ ପଡ଼ନ୍ତି। ସମ୍ବିତ କହିଛନ୍ତି, ପ୍ରକାଶ କେବେ ବିଜେଡିରେ ନ ଥିଲେ। ସେ…

ଅଗଷ୍ଟରେ କମିଲା ଶିଳ୍ପ ଉତ୍ପାଦନ

ଭୁବନେଶ୍ୱର, ୧୨ା୧୦(ଅନୁରାଧା ମହାରଣା): ପ୍ରାୟ ୨ ବର୍ଷର ବ୍ୟବଧାନ ପରେ ଚଳିବର୍ଷ ଅଗଷ୍ଟ ମାସରେ ଦେଶର ଶିଳ୍ପ ଉତ୍ପାଦନ ହ୍ରାସ ପାଇଛି। ଖଣି ଏବଂ ବିଦ୍ୟୁତ୍‌ କ୍ଷେତ୍ରଗୁଡିକ ଖରାପ ପ୍ରଦର୍ଶନ ସହ ଉତ୍ପାଦନ କ୍ଷେତ୍ରରେ ସ୍ଥିରତା କାରଣରୁ ଅଗଷ୍ଟରେ ଶିଳ୍ପ ଉତ୍ପାଦନ  ୦.୧%…

ଜେଏସ୍‌ଏଲ୍‌ର ଏମ୍ପ୍ଲଇ ଆସିଷ୍ଟାନ୍ସ ପ୍ରୋଗ୍ରାମ

ନୂଆଦିଲ୍ଲୀ,୧୨।୧୦: ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌) ପରିସରରେ ବିଶ୍ୱ ମାନସିକ ସ୍ବାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏପରିକି କମ୍ପାନୀର କର୍ପୋରେଟ କାର୍ଯ୍ୟାଳୟ ସମେତ ଜେଏସ୍‌ଏଲ୍‌ର…

ଏସ୍‌ଏମ୍‌ଏଲ୍‌ର ନୂତନ ଅଭିଯାନ

ଭୁବନେଶ୍ୱର, ୧୨।୧୦: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ସତ୍ୟା ମାଇକ୍ରୋକ୍ୟାପିଟାଲ ଲିମିଟେଡ୍‌ (ଏସ୍‌ଏସ୍‌ଏଲ୍‌)ର ନୂତନ ଅଭିଯାନ ‘ମାଗଣା ସ୍ବାସ୍ଥ୍ୟସେବା ଶିବିର’ ନିକଟରେ ଆରମ୍ଭ ହୋଇଯାଇଛି। ଏପରିକି ଏସ୍‌ଏସ୍‌ଏଲ୍‌ ଓ ସତ୍ୟା ଶକ୍ତି ଫାଉଣ୍ଡେଶନର ମିଳିତ ସହଯୋଗରେ ମେଗା ହେଲ୍‌ଥ ଚେକ୍‌ଅପ୍‌ର…

ୟୁକୋ ୩୩୩ର ଶୁଭାରମ୍ଭ

ଭୁବନେଶ୍ୱର, ୧୨।୧୦: ୟୁକୋ ବ୍ୟାଙ୍କର ବହୁ ପ୍ରତୀକ୍ଷିତ ଯୋଜନା ‘ୟୁକୋ ୩୩୩’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ସୀମିତ ସମୟ ପାଇଁ ଉପଲବ୍ଧ ଏହି ନୂଆ ୩୩୩ ଦିନିଆ ଡିପୋଜିଟ୍‌ ସ୍କିମ୍‌ର ଶୁଭାରମ୍ଭ ସର୍ବଭାରତୀୟସ୍ତରରେ କରାଯାଇଛି। ଏହି ସ୍କିମ୍‌ ୩କୋଟିରୁ କମ୍‌ ଘରୋଇ…

ଭୁବନେଶ୍ୱରରେ ଟିବିଜେଡ୍‌ର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌

ଭୁବନେଶ୍ୱର,୧୨।୧୦: (ଅଭୟ ଦାଶ): ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ତ୍ରିଭୁବନଦାସ ଭିମିଜୀ ଜାଭେରୀ ଲିମିଟେଡ୍‌ (ଟିବିଜେଡ୍‌-ଦି ଅରିଜିନାଲ) ବା ଟିବିଜେଡ୍‌ର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌ ଭୁବନେଶ୍ୱରର ଜନପଥ ଆଇଡିବିଆଇ ଛକଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ପଦ୍ମଶ୍ରୀ ଅରୁଣା ମହାନ୍ତି ସମ୍ମାନିତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri