Home Left

ପୂର୍ବତନ ବିଧାୟକ ବବି ଦାସଙ୍କ ଭାଇ ଲଲଙ୍କୁ ମିଳିଲା ଜାମିନ: ବାହାରିଲେ ଜେଲରୁ…

ଯାଜପୁର,୧୩।୧୨: ପୂର୍ବତନ ବିଧାୟକ ବବି ଦାସଙ୍କ ଭାଇ ଲଲଙ୍କୁ ଜାମିନ ମିଳିଛି। ଜାତିଆଣ ଆକ୍ଷେପ ମାମଲାରେ ଲଲଙ୍କୁ ଜାମିନ ମିଳିଥିବା ଜଣାପଡ଼ିଛି। ଲଲଙ୍କୁ ଜାମିନ ଦେଲେ ଜିଲା ଦୌରାଜଜ। ପୂର୍ବରୁ ୪ଟି ମାମଲାରେ ଲଲଙ୍କୁ ଜାମିନ ମିଳିସାରିଛି। ଗତ ୨୦ ତାରିଖ…

ବ୍ୟାପକ ମଦ ଭାଟି ଭାଙ୍ଗିଲା ପୋଲିସ, ୨୦ ଜଣଙ୍କୁ ବାନ୍ଧିଲା

ଖଲ୍ଲିକୋଟ,୧୩ା୧୨(ଦିଲ୍ଲୀପ ସାମଲ/ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ବାଦପଲ୍ଲୀ ପଞ୍ଚାୟତରେ ଶୁକ୍ରବାର ଦୀର୍ଘଦିନ ଧରି ବେନିୟମ ଭାବେ ହେଉଥିବା ମଦଭାଟି ଉପରେ ଚଢ଼ାଉ କରାଯାଇଛି। ବ୍ୟାପକ ଦେଶୀମଦ ଭାଟି ଦୁଇ ଲକ୍ଷ ଲିଟର ପୋଚ୍‌ ନଷ୍ଟ କରିବା…

ଅଲ୍ଲୁ ଅର୍ଜୁନଙ୍କୁ ଗିରଫ ପରେ ତେଜିଲା ରାଜନୀତି: କଂଗ୍ରେସକୁ ଟାର୍ଗେଟ୍‌ କଲେ ବିଆର୍‌ଏସ୍‌ ନେତା

ହାଇଦ୍ରାବାଦ,୧୩।୧୨: ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ଗିରଫ ପରେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଯାଇଛି। ବିଆର୍‌ଏସ୍‌ ନେତା କେ.ଟି. ରାମା ରାଓ ତେଲଙ୍ଗାନା କଂଗ୍ରେସ ସରକାରଙ୍କୁ ଟାର୍ଗେଟ କରି ଅଲ୍ଲୁ ଅର୍ଜୁନଙ୍କ ଗିରଫଦାରଙ୍କୁ ନିନ୍ଦା କରିଛନ୍ତି। ଜାତୀୟ ପୁରସ୍କାର ବିଜେତା ଅଲ୍ଲୁ ଅର୍ଜୁନଙ୍କ…

ଅଗ୍ରାଧିକାର ଭିତ୍ତିରେ ଲୋଡିଂ ପାଇଁ ଦାବିପତ୍ର ପ୍ରଦାନ କଲେ ଟ୍ରକ୍‌ମାଲିକ

କେନ୍ଦୁଝର,୧୩ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ବାଂଶପାଳ ବ୍ଲକ ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଦନ ଖଣି ପ୍ରଭାବିତ ଅଞ୍ଚଳ ଭାବେ କେନ୍ଦୁଝର ସହର ରହିଛି। ସରକାରଙ୍କ ଦ୍ବାରା ନିର୍ଦ୍ଧାରିତ ଖଣି ମଧ୍ୟ ଭାଗରୁ ୧୦ କିଲୋମିଟର ବ୍ୟାସାର୍ଦ୍ଧ ଅଞ୍ଚଳକୁ ବଫର ଜୋନ୍‌ ବିବେଚନା କରାଯାଇଛି। କେନ୍ଦୁଝର ସହର…

ଗିରଫ ପରେ ହାଇକୋର୍ଟ ଗଲେ ଅଲ୍ଲୁ ଅର୍ଜୁନ, ଜାଣନ୍ତୁ ମିଳିବ କି ନାହିଁ ଜାମିନ

ହାଇଦ୍ରାବାଦ,୧୩।୧୨: ପୁଷ୍ପା-୨ ପ୍ରିମିୟର ସମୟରେ ସନ୍ଧ୍ୟା ଥିଏଟର ନିକଟରେ ହୋଇଥିବା ଦଳାଚକଟାରେ ମହିଳା ମୃତ୍ୟୁ ବରଣ କରିବା ମାମଲାରେ ଅଲ୍ଲୁ ଅର୍ଜୁନଙ୍କୁ ଗିରଫ କରିଛି ପୋଲିସ। ବର୍ତ୍ତମାନ ଗିରଫଦାରୀ ପ୍ରତିବାଦରେ ହାଇକୋର୍ଟ ଯାଇଛନ୍ତି ଅଲ୍ଲୁ। ମାମଲାରେ ଜରୁରୀ ଶୁଣାଣି ପାଇଁ ସେ…

ଏପଟେ ଗିରଫ ହେଲେ ଅଲ୍ଲୁ ଅର୍ଜୁନ, ସେପଟେ ହତ୍ୟା ମାମଲାରେ ଏହି ଅଭିନେତାଙ୍କୁ ମିଳିଲା ଜାମିନ

ହାଇଦ୍ରାବାଦ,୧୩।୧୨: କର୍ଣ୍ଣାଟକ ହାଇକୋର୍ଟ ରେଣୁକାସ୍ବାମୀ ହତ୍ୟା ମାମଲାରେ ଅଭିଯୁକ୍ତ ଅଭିନେତା ଦର୍ଶନ, ପାଭିତ୍ରା ଗୌଡାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ବିଚାରପତି ଏସ. ବିଶ୍ୱନାଥ ସେଟ୍ଟୀ ଏହି ଜାମିନ ମଂଜୁର କରିଛନ୍ତି। ପୂର୍ବରୁ ତଳ କୋର୍ଟରେ ଜାମିନ ନାମଞ୍ଜୁର ହେବା ପରେ ଅଭିଯୁକ୍ତମାନେ…

ଗିରଫ ହୋଇଥିବା ଅଲୁ ଅର୍ଜୁନଙ୍କୁ କେତେ ବର୍ଷ ଯାଏ ମିଳିବ ଦଣ୍ଡାଦେଶ, ଜାଣନ୍ତୁ…

ମୁମ୍ବାଇ,୧୩।୧୨: ଦକ୍ଷିଣ ସୁପରଷ୍ଟାର ଅଲୁ ଅର୍ଜୁନଙ୍କୁ ହାଇଦ୍ରାବାଦ ପୋଲିସ ଶୁକ୍ରବାର ତାଙ୍କ ଘରୁ ଗିରଫ କରିଛି। ନିକଟରେ ହାଇଦ୍ରାବାଦରେ ଘଟିଥିବା ଏକ ଦଳାଚକଟା ସଂପର୍କରେ ଏହି ଗିରଫଦାରୀ ହୋଇଛି। ଡିସେମ୍ବର ୪ରେ ହାଇଦ୍ରାବାଦରେ ପୁଷ୍ପା ୨ର ସ୍କ୍ରିନିଂ ସମୟରେ ଜଣେ ମହିଳାଙ୍କ…

ଭିଡିଓ ଭାଇରାଲ ପରେ ହୋମଗାର୍ଡଙ୍କ ସମେତ ୫ ଗିରଫ

ଦାରିଙ୍ଗବାଡ଼ି,୧୩ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଗଞ୍ଜେଇ ଗଛକୁ ନ କାଟିବା ପାଇଁ ଗଞ୍ଜେଇ ଚାଷୀଙ୍କ ସହ କଥାବାର୍ତ୍ତା ହେଉଥିବା ଅଡିଓ ଭାଇରାଲ ଘଟଣାରେ ପରେ ପୋଲିସର କାର୍ଯ୍ୟାନୁଷ୍ଠାନ। ଦାରିଙ୍ଗବାଡ଼ି ପୋଲିସ ଜଣେ ହୋମଗାର୍ଡଙ୍କ ସହ ୫ଜଣଙ୍କୁ ଗିରଫ…

କଟକରେ ଚାଞ୍ଚଲ୍ୟ: ନଦୀପଠାରେ ମହିଳାଙ୍କୁ ଗଳାକାଟି ହତ୍ୟା

କଟକରେ,୧୩।୧୨: କଟକ କନ୍ଦରପୁର ଅଞ୍ଚଳରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନଦୀପଠାରେ ଜଣେ ମହିଳାଙ୍କୁ ଅତି ନିର୍ମମ ଭାବେ ଗଳା କାଟି ହତ୍ୟା କରାଯାଇଛି। ମହିଳାଙ୍କ ପରିଚୟ ମିଳି ନ ଥିବା ବେ ଳେ ବାମ ହାତରେ ଏକ ଟାଟୁ ରହିଛି।…

ଆରସିବି-କେକେଆର ଅଧିନାୟକକୁ ନେଇ ସ୍ପଷ୍ଟ ହେଲା ଚିତ୍ର, ଏହି ଖେଳାଳିଙ୍କୁ ମିଳିବ ଦାୟିତ୍ୱ

ନୂଆଦିଲ୍ଲୀ,୧୩।୧୨: ଇଣ୍ଡିଆନ ପ୍ରିମିୟର ଲିଗ ଅର୍ଥାତ୍‌ ଆଇପିଏଲ ୨୦୨୫ର ୧୮ ତମ ସିଜନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି କରାଯାଇଛି। ତଥାପି, ଏପରି ଅନେକ ଦଳ ଅଛନ୍ତି ଯେଉଁମାନେ ଏପର୍ଯ୍ୟନ୍ତ ସେମାନଙ୍କର ଅଧିନାୟକ ଘୋଷଣା କରିନାହାଁନ୍ତି । ଏହି ତାଲିକାରେ କୋଲକାତା ନାଇଟ…

ବାଇକ୍‌କୁ ପଛପଟୁ ଧକ୍କାଦେଲା ଅଜଣାଗାଡ଼ି, ଚାଲିଗଲା ଦୁଇ ଯୁବକଙ୍କ ଜୀବନ

ବଲାଙ୍ଗୀର,୧୩ା୧୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର-ବରଗଡ଼ ୨୬ ନମ୍ବର ଜାତୀୟ ରାଜପଥର ସାଲେଭଟା ଅଙ୍ଗ ନଦୀ ପୋଲ ଉପରେ ଗୁରୁବାର ରାତିରେ ଏକ ଅଜଣା ଗାଡ଼ି ଧକ୍କାରେ ଦୁଇ ବାଇକ୍‌ ଆରୋହୀ ମୃତ୍ୟୁବରଣ କରିଛନ୍ତି। ମୃତ ଦୁଇ ବାଇକ୍‌ ଆରୋହୀ ହେଲେ ସୁବର୍ଣ୍ଣପୁର…

ନିଯୁକ୍ତି ପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୩।୧୨: ଲୋକସେବା ଭବନରେ ଶୁକ୍ରବାର ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ବାସ୍ଥ୍ୟ ଏବଂ ଉଚ୍ଚ ଶିକ୍ଷା ବିଭାଗର ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। ୮୫ ହୋମିଓପାଥିକ ମେଡିକାଲ ଅଫିସର ଏବଂ ୨୩୯ ରେଡିଓଗ୍ରାଫରଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତିପତ୍ର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri