Home Left

ପୂର୍ବ ପିଇଓଙ୍କ ବଦଳି ସ୍ଥଗିତ କରିବାକୁ ଦାବିପତ୍ର

କୋକସରା,୧୮ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ସଦର ମହକୁମା ସଦର କୋକସରା ପଞ୍ଚାୟତରେ ପୂର୍ବରୁ ଅବସ୍ଥାପିତ ଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଅନ୍ୟ ପଞ୍ଚାୟତକୁ ବଦଳି ହୋଇଛି। ଏହାକୁ ନେଇ କୋକସରା ପଞ୍ଚାୟତର ଓ୍ବାର୍ଡସଭ୍ୟାସଭ୍ୟମାନେ ପିଇଓ ଭବିଷ୍ୟତ ପଟେଲଙ୍କ…

ପୁଲଓ୍ବାମା ଶହୀଦଙ୍କ ପୁଅଙ୍କ ଜୀବନ ବଦଳାଇଦେଲେ ସେହ୍ବାଗ, ଟିମ୍‌ରେ ହେଲା ଚୟନ

ନୂଆଦିଲ୍ଲୀ,୧୮।୧୨: ୨୦୧୯ ଫେବୃଆରୀ ୧୪ରେ ପୁଲଓ୍ବାମାରେ ଆତଙ୍କବାଦୀମାନେ ସିଆର୍‌ପିଏଫ୍‌ ଯବାନଙ୍କ ବସ୍‌କୁ ଉଡାଇ ଦେଇଥିଲେ। ଏଥିରେ ୪୦ ଯବାନ ଶହୀଦ ହୋଇଥିଲେ। ଉକ୍ତ ଯବାନଙ୍କ ମଧ୍ୟରେ ଜଣେ ବିଜୟ ସୋରେଙ୍ଗ ଥିଲେ।ଏବେ ତାଙ୍କ ପୁଅ ରାହୁଲ ସୋରେଙ୍ଗଙ୍କୁ ବିରେନ୍ଦ୍ର ସେହ୍ବାଗ ପ୍ରତିଭାବାନ…

ଫରେଷ୍ଟଗାର୍ଡଙ୍କୁ ମାଡ଼ ମାରିଲେ ଗ୍ରାମବାସୀ

ନିରାକାରପୁର,୧୮ା୧୨(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ଟାଙ୍ଗୀ ବନାଞ୍ଚଳ ଓ ପଟିଆ ସେକ୍ସନ ଅଧୀନରେ ଥିବା ରଣ୍ଡା ବିଟ୍‌ ହାଉସ୍‌ରେ ବୁଧବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏ ନେଇ ଚାନ୍ଦପୁର ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି। ଘଟଣାରୁ…

ବିଜେଡି କର୍ପୋରେଟରଙ୍କୁ ନବୀନଙ୍କ ଡାକରା, ସମାଧାନ ହେବ କି ଗୋଷ୍ଠୀକନ୍ଦଳ

ବ୍ରହ୍ମପୁର,୧୮ା୧୨(ସ୍ମୃତିରଞ୍ଜନ ମହାଲିକ): ବ୍ରହ୍ମପୁର ମହାନଗର ନିଗମ (ବିଇଏମ୍‌ସି) ବିଜେଡି କର୍ପୋରେଟର ଏବଂ ମେୟର ଓ ଡେପୁଟି ମେୟରଙ୍କୁ ଦଳର ସଭାପତି ନବୀନ ପଟ୍ଟନାୟକ ଭୁବନେଶ୍ୱର ନବୀନ ନିବାସକୁ ଡାକିଛନ୍ତି। ବୁଧବାର ଅପରାହ୍ନରେ ସମସ୍ତେ ହାଜର ହେବାକୁ ନିର୍ଦ୍ଦେଶ ଆସିଛି। ମେୟର ସଂଘମିତ୍ରା…

ଅଶ୍ୱିନଙ୍କ ସନ୍ନ୍ୟାସ ଘୋଷଣାର ସମୟକୁ ନେଇ ପ୍ରଶ୍ନ ଉଠାଇଲେ ଗାଭାସ୍କର, କହିଦେଲେ ଏମିତି

ବ୍ରିସବେନ,୧୮।୧୨: ଭାରତୀୟ ଟିମ୍‌ର ପୂର୍ବତନ ଅଧିନାୟକ ତଥା ନିଜ ସମୟର ଭେଟେରାନ ବ୍ୟାଟ୍ସମ୍ୟାନ ସୁନୀଲ ଗାଭାସ୍କର ରବିଚନ୍ଦ୍ରନ ଅଶ୍ୱିନଙ୍କ ଅବସର ଘୋଷଣା ନେଇ ପ୍ରଶ୍ନ ଉଠାଇଛନ୍ତି। ବିଶେଷକରି ସନ୍ନ୍ୟାସ ନେବାର ସମୟକୁ ସେ ଆଲୋଚନା କରିଛନ୍ତି। ଅଶ୍ୱିନ ଟେଷ୍ଟ ସିରିଜ ଶେଷ…

୧୩,୭୩୫ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଆରମ୍ଭ: ଜାଣନ୍ତୁ ଯୋଗ୍ୟତା ଓ ସମୟସୀମା

ନୂଆଦିଲ୍ଲୀ,୧୮ା୧୨: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଏସବିଆଇ)ରେ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ଏସବିଆଇ ଏକ ବମ୍ପର ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ୧୩,୭୩୫ କିରାଣୀ ପଦବୀରେ ନିଯୁକ୍ତି ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ଠାରୁ ଆବେଦନ ନିମନ୍ତ୍ରଣ କରିଥିବା…

ଆଇଏଏସ୍‌ ବିଷ୍ଣୁପଦଙ୍କ ପ୍ରସଙ୍ଗରେ ଏମିତି କହିଲେ କେଭି ସିଂହଦେଓ

ଭୁବନେଶ୍ୱର୧୮।୧୨: ଆଇଏଏସ୍‌ ବିଷ୍ଣୁପଦଙ୍କ ପ୍ରସଙ୍ଗରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ସରକାରଙ୍କ ପକ୍ଷରୁ ଯାହା ପଦକ୍ଷେପ ନେବା କଥା ନିଆଯାଇଛି। ତାଙ୍କୁ ସମନ କରାଯାଇଛି, ସିବିଆଇକୁ ଯାହା କହିବା କଥା କହିବେ। ଚୂଡ଼ାନ୍ତ ରିପୋର୍ଟ ପରେ ରାଜ୍ୟ ସରକାର…

ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଏତଲା କରିଥିବା ଆଉ ୩ ଜଣ ଓହରିଲେ

ବ୍ରହ୍ମପୁର,୧୮।୧୨: ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ ମାମଲାରୁ ଓହରିଲେ ଆଉ ୩ ଏତଲାକାରୀ। ବ୍ରହ୍ମପୁର ଏମ୍‌ପି ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଏତଲା କରିଥିବା ଆଉ ୩ ଜଣ ଓହରିଛନ୍ତି। ପ୍ରଦୀପ କୌଣସି ଟଙ୍କା ନେଇ ନଥିବା ବ୍ରହ୍ମପୁର ଜେଏମ୍‌ଏଫ୍‌ସି କୋର୍ଟରେ…

‘ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା’

ଭୁବନେଶ୍ୱର,୧୮ା୧୨: ଖୁବ୍‌ଶୀଘ୍ର ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେବ। ଯୋଜନା କାର୍ଯ୍ୟକାରିତା ନେଇ ଭୁବନେଶ୍ବରରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଟିମ୍‌। ଆଲୋଚନା ହୋଇଥିବା ନେଇ ସ୍ବାସ୍ଥ୍ୟ ସଚିବ ସୂଚନା ଦେଇଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଟିମ୍‌ ସହ କେନ୍ଦ୍ରୀୟ ଟିମ୍‌ର ଆଲୋଚନା…

ତୁମେମାନେ ମୋତେ ମାରିଦେବ…ଅଶ୍ୱିନଙ୍କ ଅବସର ପରେ ଏମିତି କାହିଁକି କହିଲେ ରୋହିତ?

ନୂଆଦିଲ୍ଲୀ,୧୮।୧୨: ଗାବା ଟେଷ୍ଟ ଡ୍ର’ ହେବା ପରେ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଅବସର ଘୋଷଣା କରି ସମସ୍ତଙ୍କୁ ଚମକାଇଦେଇଛନ୍ତି। ଏହା ପରେ ସେ ଅଧିନାୟକ ରୋହିତ ଶର୍ମାଙ୍କ ସହ ଏକ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରିଥିଲେ। ଏଥିରେ ରୋହିତ ଏଭଳି…

ସଂସଦରେ ସରକାର ବିରୋଧୀ ମୁହାଁମୁହିଁ, ଏପଟେ ରାହୁଲଙ୍କୁ ଭେଟିଲେ ମୋଦି

ନୂଆଦିଲ୍ଲୀ,୧୮।୧୨: ସଂସଦରେ ସରକାର ଏବଂ ବିରୋଧୀଙ୍କ ମଧ୍ୟରେ ଜୋରଦାର ହଙ୍ଗାମା ଜାରି ରହିଛି। ଏହାରି ଭିତରେ ପ୍ରଧାନମନ୍ତ୍ରୀ ମୋଦି ବିରୋଧୀ ଦଳ ନେତା ତଥା କଂଗ୍ରେସ ଏମପି ରାହୁଲ ଗାନ୍ଧୀଙ୍କୁ ସାକ୍ଷାତ କରିଛନ୍ତି। ଯାହାକୁ ନେଇ ରାଜନୀତି ସରଗରମ ହୋଇଛି। ମୋଦି…

ଚାଇନାର ଚାଲ ଉପରେ ଭାରି ପଡିବ ଭାରତ-ଶ୍ରୀଲଙ୍କା ବନ୍ଧୁତ୍ୱ? ରାଷ୍ଟ୍ରପତି ଦିସାନାୟକେ ଦେଲେ ବଡ଼ ପ୍ରତିଶ୍ରୁତି

ନୂଆଦିଲ୍ଲୀ,୧୮।୧୨: ପୌରାଣିକ କାହାଣୀ ରାମାୟଣକୁ ଛାଡି ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ସମ୍ପର୍କ ଅନେକ ଶହ ବର୍ଷ ପୁରୁଣା । ତୃତୀୟ ଶତାବ୍ଦୀରେ ଭାରତରୁ ବୌଦ୍ଧ ଧର୍ମ ସେଠାରେ ପହଞ୍ଚିଥିଲା। ଏହା ପରେ, ଦଶମ ଶତାବ୍ଦୀରେ ଦକ୍ଷିଣ ଭାରତର ଚୋଳ ରାଜବଂଶର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri