Home Left

ଜାନୁୟାରୀ ୨୬ରେ ମୁଖ୍ୟମନ୍ତ୍ରୀଙ୍କୁ ଗୁଳି କରିଦେବି, ଅଭିଯୁକ୍ତ ଗିରଫ

ଲାକ୍ଷ୍ନ,୧୯।୧୨: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପୁଣି ଥରେ ହତ୍ୟା ଧମକ ମିଳିଛି। ଏଥର ଯୁବକ ୧୧୨କୁ ଡାଏଲ କରି ଜାନୁୟାରୀ ୨୬ରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଗୁଳି ଚଳାଇବାର ଧମକ ଦେଇଥିଲେ। ଧମକପୂର୍ଣ୍ଣ କଲ ଆସିବା ମାତ୍ରେ ପୋଲିସ ବିଭାଗରେ…

ଜାତିସଂଘକୁ ସମ୍ବୋଧିତ କରିବେ ଶ୍ରୀଶ୍ରୀ ରବିଶଙ୍କର

ଜାତିସଂଘ ସାଧାରଣ ସଭା ପକ୍ଷରୁ ଡିସେମ୍ବର ୨୧କୁ ବିଶ୍ୱ ଧ୍ୟାନ ଦିବସ ଘୋଷଣା କରାଯିବା ନେଇ ସଂକଳ୍ପନାମା ପାରିତ ହୋଇଥିବା ପରିପ୍ରେକ୍ଷୀରେ ବୈଶ୍ୱିକ ଆଧ୍ୟାମତ୍ିକ ଗୁରୁ ତଥା ମାନବବାଦୀ ଗୁରୁଦେବ ଶ୍ରୀଶ୍ରୀ ରବିଶଙ୍କର ଶନିବାର ଓ୍ବାଲର୍‌ଡ ମେଡିଟେଶନ୍‌ ଉପରେ ସମ୍ବୋଧିତ କରିବେ।…

ଜାନୁଆରୀ ୬ରେ ରାଜରାସ୍ତାକୁ ଓହ୍ଳାଇବ ବିଜେଡି

ଭୁବନେଶ୍ୱର,୧୯ା୧୨(ଅନିଲ ଦାସ): ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦର ବୃଦ୍ଧି ଜନସାଧାରଣଙ୍କୁ ଅତିଷ୍ଠ କଲାଣି। ଦର ବୃଦ୍ଧି ବିରୋଧରେ ଆସନ୍ତା ଜାନୁଆରୀ ୬ରେ ସଚିବାଳୟ ସମ୍ମୁଖରେ ବିଜେଡି ଏକ ଗଣବିକ୍ଷୋଭ କରିବ। ବୁଧବାର ଶଙ୍ଖଭବନଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଦଳର ସମନ୍ବୟ କମିଟିର…

ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ବରଗଡ଼ର ଶିଶୁ

ବରଗଡ଼,୧୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ବ୍ଲକ ଅନ୍ତର୍ଗତ ଅଡ଼ଗାଁ ଗ୍ରାମର ଜଣେ ଶିଶୁ ଆହ୍ବାନ ମହାକୁର(୨ବର୍ଷ) ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡ଼ରେ ସ୍ଥାନ ପାଇଛନ୍ତି। ସେ ଏକବର୍ଷ ୧୦ମାସ ବୟସରେ ଭାରତର ସ୍ବାଧୀନତା ସଂଗ୍ରାମୀ, ରାମାୟଣ, ମହାଭାରତ, ଦେଶର ଜାତୀୟ ଫଳ, ଜାତୀୟ ଫୁଲ,…

୧୮ ଓଟିଟି ପ୍ଲାଟ ଫର୍ମକୁ ବ୍ଲକ କଲା କେନ୍ଦ୍ର, ଜାଣନ୍ତୁ ସରକାର କାହିଁକି ନେଲେ ଏହି ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୯।୧୨: ଏହି ବର୍ଷ ଅଶ୍ଳୀଳ ତଥା ଅଶ୍ଳୀଳ ବିଷୟବସ୍ତୁ ଯୋଗୁଁ କେନ୍ଦ୍ର ସରକାର ୧୮ ଟି ଓଟିଟି ପ୍ଲାଟଫର୍ମକୁ ଅବରୋଧ କରିଛନ୍ତି। ବୁଧବାର (ଡିସେମ୍ବର ୧୮) ଲୋକ ସଭାରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଏଲ ମୁରୁଗାନ ଏହି ସୂଚନା ଦେଇଛନ୍ତି।…

ନ୍ୟୁଜିଲାଣ୍ଡକୁ ମିଳିଲା ଦିନିକିଆ-ଟି୨୦ର ନୂଆ ଅଧିନାୟକ

ନୂଆଦିଲ୍ଲୀ,୧୮।୧୨: ମିଚେଲ ସାଣ୍ଟନରଙ୍କୁ ଆଧିକାରୀକ ଭାବେ ନ୍ୟୁଜିଲାଣ୍ଡର ହ୍ବାଇଟ୍‌ ବଲ୍‌ ଟିମ୍‌ର ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି। ସେ କେନ୍‌ ଓ୍ବିଲିୟମସନଙ୍କ ସ୍ଥାନ ନେବେ, ଯିଏ କି ଆମେରିକା ଏବଂ ଓ୍ବେଷ୍ଟଇଣ୍ଡିଜରେ ଟି୨୦ ବିଶ୍ୱକପ୍‌ରୁ ଦଳ ବାହାର ହେବା ପରେ ପଦ…

ବ୍ରହ୍ମପୁର ବିଜେଡି କର୍ପୋରେଟରଙ୍କୁ ଭେଟିଲେ ନବୀନ, କହିଲେ ‘ ମେୟରଙ୍କୁ ସମ୍ମାନ ଦିଅ’

ବ୍ରହ୍ମପୁର,୧୮ା୧୨(ସ୍ମୃତି ରଂଜନ ମହାଲିକ)-ବିବାଦରୁ ଦୂରେଇ ଶୃଙ୍ଖଳିତ ହୁଅ। ମିଳିମିଶି ଦଳର ସଂଗଠନକୁ ଅଧିକ ମଜଭୁତ ପାଇଁ କାମ କର। ବ୍ରହ୍ମପୁର ମହାନଗର ନିଗମ (ବିଇଏମ୍‌ସି)ର ବିଜେଡି କର୍ପୋରେଟରମାନଙ୍କୁ ଏହି ପରାମର୍ଶ ଦେଇଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ। ସମୁଦାୟ ୩୬ କର୍ପୋରେଟରଙ୍କ…

ଷ୍ଟେଶନରେ କମ୍ବଳ ଘୋଡେଇ ଶୋଇଥିଲେ ମହିଳା, ମୃତଦେହ ଭାବି ପୋଷ୍ଟମର୍ଟମ କରିବାକୁ ଦେଲେ ନିର୍ଦ୍ଦେଶ, ତା’ ପରେ ଯାହା ଘଟିଲା…

ପାଟନା,୧୮।୧୨: ବିହାରର ଅରରିଆରେ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ରେଳ ଷ୍ଟେଶନରେ କମ୍ବଳ ଘୋଡେଇ ଶୋଇଥିବା ବେଳେ ରେଳ ବିଭାଗର ସଫେଇ କର୍ମଚାରୀମାନେ ତାଙ୍କୁ ଉଠିବାକୁ ଡାକିଥିଲେ। ହେଲେ ତାଙ୍କ ଶରୀରରେ ହଲଚଲ ନଜର ଆସି ନ…

ଏଫ୍‌ଏକ୍ୟୁ ମାନକୁ ନେଇ ବିବାଦ, ମଣ୍ଡିରୁ ଉଠିଲାନି ଧାନ

ଝରିଗାଁ,୧୮ା୧୨(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଝରିଗାଁ ଏବଂ ଚଚା ମଣ୍ଡିରେ ମଧ୍ୟ ଧାନର ଏଫ୍‌ଏକ୍ୟୁ ମାନକୁ ନେଇ ବିବାଦ ଦେଖାଦେଇଛି। କିଛି ଚାଷୀଙ୍କ ଧାନ ପରୀକ୍ଷା ପରେ ଏଫ୍‌ଏକ୍ୟୁ ମାନର ଧାନ ହୋଇ ନ ଥିବାରୁ ମଣ୍ଡିରେ…

ବାବା ସାହେବ ଆମ୍ବେଦକର କାହିଁକି କରିଥିଲେ ଧର୍ମ ପରିବର୍ତ୍ତନ? ହିନ୍ଦୁରୁ ହୋଇଥିଲେ…

ନୂଆଦିଲ୍ଲୀ,୧୮।୧୨: ଲୋକ ସଭା ଏବଂ ରାଜ୍ୟ ସଭାରେ ସମ୍ବିଧାନ ଉପରେ ଜୋରଦାର ବିତର୍କ ଚାଲିଥିଲା। ଗୃହମନ୍ତ୍ରୀ ଅମିତ ଶାହଶଙ୍କ ବୟାନକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ବଢ଼ିବାରେ ଲାଗିଛି। ସମସ୍ତ ବିରୋଧୀ ଦଳ ଭାଜପାକୁ କଟାକ୍ଷ କରୁଥିବା ବେଳେ ଶାହାଙ୍କ ଇସ୍ତଫା…

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ ପ୍ରତି ଆକ୍ରମଣ ଘଟଣା: ୨ ଗଲେ ଜେଲ୍‌

ଦିଗପହଣ୍ଡି,୧୮ା୧୨(ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ ପ୍ରତି ଆକ୍ରମଣ ଘଟଣାରେ ସମ୍ପୃକ୍ତ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ ନରେନ୍ଦ୍ରପୁର ଛତ୍ରମନ୍ଦିର ଗ୍ରାମର ଏନ୍‌.ହନୁ ରେଡ୍ଡୀ ଓରଫ ଏନ. ସନ୍ତୋଷ ରେଡ୍ଡୀ ଏବଂ ପି.…

ମୁଁ ଇସ୍ତଫା ଦେଲେ ଖଡ୍‌ଗେଙ୍କର କିଛି ଲାଭ ହେବ ନାହିଁ, ଆଉ ୧୫ ବର୍ଷ ଅପେକ୍ଷା କରନ୍ତୁ: ଅମିତ ଶାହା

ନୂଆଦିଲ୍ଲୀ,୧୮।୧୨: ଆମ୍ବେଦକର ବିବାଦକୁ ନେଇ ଗୃହ ମନ୍ତ୍ରୀ ଅମିତ ଶାହା କଂଗ୍ରେସ ଉପରେ ବର୍ଷିଛନ୍ତି। ସମ୍ବିଧାନକୁ ନେଇ ବିତର୍କ ବେଳେ ରାଜ୍ୟ ସଭାରେ ସେ ଯାହା ବି କହିଥିଲେ କଂଗ୍ରେସ ତାକୁ କାଠି ଅଧା ଦେଖାଇଛି ବୋଲି ସେ କହିଛନ୍ତି। ଏହାଛଡ଼ା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri