ଭର୍ତ୍ତୃହରୀ ମହତାବଙ୍କୁ ବଡ଼ ଦାୟିତ୍ୱ ଦେବେ କେନ୍ଦ୍ର ସରକାର, ଏହି ପଦରେ…
ନୂଆଦିଲ୍ଲୀ,୨୦।୧୨: ‘ଏକ ଦେଶ, ଏକ ନିର୍ବାଚନ’ ପାଇଁ ଗଠିତ ଜେପିସି ବିଷୟରେ ବଡ ଖବର ସାମ୍ନାକୁ ଆସିଛି। ଭାରତୀୟ ଜନତା ପାର୍ଟି (ଭାଜପା) ଏମ୍ପି ଭର୍ତ୍ତୃହରୀ ମହତାବଙ୍କୁ ଏହି କମିଟିର ଚେୟାରମ୍ୟାନ କରିବା ପାଇଁ ବିଚାର କରାଯାଉଛି। ଗୁରୁବାର ପ୍ରକାଶ ପାଇଥିବା…
ଟିକେଟ୍ ଯାଞ୍ଚ କରୁଥିବାବେଳେ ହଠାତ୍ ଟଳିପଡ଼ିଲେ ଟିଟିଇ, ଜିଆରପି ପହଞ୍ଚିଲା ବେଳକୁ…
ଟିଟିଲାଗଡ଼,୨୦ା୧୨(ଶରତ ମିଶ୍ର): ବଲାଙ୍ଗୀର ଜିଲା ଟିଟିଲାଗଡ଼ ବନ୍ଦେ ଭାରତ ଏକ୍ସପ୍ରେସରୁ ଶୁକ୍ରବାର ଜଣେ କାର୍ଯ୍ୟରତ ଟିଟିଇଙ୍କ ମୃତଦେହ ଜବତ କରିଛି ଟିଟିଲାଗଡ଼ ଜିଆରପି। ଟିଟିଇ ଜଣକ ଛତିଶଗଡ଼ ଅଞ୍ଚଳର ରାଜେନ୍ଦ୍ର କୁମାର ନିର୍ମଳ କର ବୋଲି ଜଣାପଡ଼ିଛି। ପ୍ରତ୍ୟେକ ଦିନ ଭଳି…
ଲଘୁଚାପ ବର୍ଷା: ବିଲରୁ ଧାନ ଉଠାଇବାରେ ବ୍ୟସ୍ତ ଚାଷୀ
ଭୁବନେଶ୍ୱର,୨୦।୧୨: ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ସକ୍ରିୟ ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା ରହିଥିବା ବେଳେ ଶୁକ୍ରବାର ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ…
ଲଘୁଚାପ କ୍ଷେତ୍ର ସକ୍ରିୟ: ଏହି ସବୁ ଜିଲାରେ ବର୍ଷିବ, ଆଗାମୀ ୧୨ ଘଣ୍ଟାରେ…
ଭୁବନେଶ୍ୱର,୨୦।୧୨: ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପଟି ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇଛି। ଆଗାମୀ ୧୨ ଘଣ୍ଟାରେ ଏହା ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ରାଜ୍ୟରେ କେତେକ ସ୍ଥାନରେ ଛିପ୍ଛିପ୍ ବର୍ଷା ଆରମ୍ଭ ହୋଇଯାଇଛି। ଏଥିସହ ରବିବାର…
ରାହୁଲଙ୍କୁ ନୀଳ ଟି-ଶର୍ଟରେ ଦେଖି ରାଗିଗଲେ ମାୟାବତୀ, ଦେଲେ ଏହି ପରାମର୍ଶ
ଲକ୍ଷ୍ନୌ,୨୦ା୧୨: ବହୁଜନ ସମାଜବାଦୀ ପାର୍ଟି ମୁଖ୍ୟ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ କଂଗ୍ରେସ ତଥା ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କ ନୀଳ ଟି-ଶର୍ଟ ଉପରେ ମନ୍ତବ୍ୟ ଦେଇଛନ୍ତି। ମାୟାବତୀ ରାହୁଲଙ୍କ ନୀଳ ଟି-ଶର୍ଟ ପିନ୍ଧାକୁ ଶସ୍ତା ରାଜନୀତି ବୋଲି…
ହୃଦୟବିଦାରକ ଘଟଣା: ମାଆଙ୍କୁ ଘରେ ପୋତିଦେଲେ ପୁଅ
କୋଚି,୨୦ା୧୨:କେରଳର କୋଚି ଅନ୍ତର୍ଗତ ବେନ୍ନାଲାରେ ଜଣେ ବ୍ୟକ୍ତି ତାଙ୍କ ସମ୍ପର୍କୀୟ ଏବଂ କର୍ତ୍ତୃପକ୍ଷଙ୍କୁ ନ ଜଣାଇ ମାଆଙ୍କୁ ନିଜ ଘର ଅଗଣାରେ ପୋତିଦେବା ଘଟଣାକୁ ନେଇ ପଡୋଶୀମାନେ ସନ୍ଦେହ ପ୍ରକାଶ କରିଥିଲେ। ପ୍ରଦୀପ ନିଶାଗ୍ରସ୍ତ ଏବଂ ମାନସିକ ଭାବେ ଅସ୍ଥିର ଥିଲେ।…
ଭଗବାନ ଶିବ ବି ଦିନେ ପିଇଥିଲେ ବିଷ…କାହିଁକି ଏମିତି କହିଲେ ଦିଲଜିତ ଦୋସାଞ୍ଜ
ଦିଲଜିତ ଦୋସାଞ୍ଜ ଆଜିକାଲି ତାଙ୍କ ଦିଲ ଲୁମିନାଟି ଟୁର୍କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଦେଶର ବିଭିନ୍ନ ରାଜ୍ୟ ପରିଦର୍ଶନ କରି ଦିଲଜିତ୍ ତାଙ୍କ ପ୍ରଦର୍ଶନ ସହିତ ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି। ତେବେ ଏସବୁ ପରେ ମଧ୍ୟ ଗାୟକ ବିବାଦ ଘେରରେ ରହିଛନ୍ତି।…
ନାବାଳିକାଙ୍କୁ ପୁରୁଷ ବନ୍ଧୁଙ୍କ ସହ ୩ ଜଣ ଟେକିନେଇ ୩ ଦିନ କଲେ ଗଣବଳାତ୍କାର
ରାଉରକେଲା,୨୦।୧୨: ନାବାଳିକାଙ୍କୁ ରାସ୍ତାରୁ ଉଠାଇ ନେଇ ୩ ଧରି ଗଣବଳାତ୍କାର ଅଭିଯୋଗ ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ରାଉରକେଲାରେ । ନାବାଳିକାଙ୍କୁ ରାସ୍ତାରୁ ଉଠାଇ ନେଇ ଯୌନ ପିପାସୁ ଏଭଳି ଘଟଣା ଘଟଣାଇଥିବା ବେଳେ ନାବାଳିକା ତାଙ୍କ କବଳରୁ ଖସି…
ଦାରିଙ୍ଗବାଡ଼ିରେ ଲଘୁଚାପର ପ୍ରଭାବ: ଝିପିଝିପି ବର୍ଷା ସହ କୋହଲା ପବନ, ଜନଜୀବନ ଅସ୍ତବ୍ୟସ୍ତ
ଦାରିଙ୍ଗବାଡ଼ି,୨୦ା୧୨(ଅରୁଣ ସାହୁ): ଲଘୁଚାପ ପ୍ରଭାବରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳ ପ୍ରଭାବିତ ହୋଇଛି। ଗୁରୁବାର ପାଗ ମେଘୁଆ ସହ କୋହଲା ପବନ ବୋହୁଥିଲା। ବିଳମ୍ବିତ ରାତିରୁ ବର୍ଷା ଆରମ୍ଭ ହୋଇଥିବାବେଳେ ଶୁକ୍ରବାର ବର୍ଷା ଜାରିରହିଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଧାନକଟା…
ଡିଭାଇଡର ଉପରେ ଚଢ଼ିଗଲା ସ୍କୁଲ ବସ୍, ଏଥିରେ ଥିଲେ ୫୦ ଛାତ୍ରୀଛାତ୍ର
ରାଉରକେଲା,୨୦ା୧୨: ରାଉରକେଲାରେ ଶୁକ୍ରବାର ଏକ ସ୍କୁଲ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏକ ଡିଭାଇଡର ଉପରେ ବସ୍ଟି ଚଢ଼ିଯିବାରୁ ଏହି ଦୁର୍ଘଟଣା ଘଟିଛି। ସୌଭାଗ୍ୟବଶତଃ ଏଥିରେ ଥିବା ୫୦ ଛାତ୍ରୀଛାତ୍ର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସେକ୍ଟର-୩ ଥାନା ରାଉରକେଲା ହାଉସ୍ ଛକ ନିକଟରେ…
ଧନ୍କରଙ୍କ ବିରୋଧରେ ଅନାସ୍ଥା ନୋଟିସ ଖାରଜ
ନୂଆଦିଲ୍ଲୀ,୨୦ା୧୨(ପି.ଟି.):ରାଜ୍ୟ ସଭା ଅଧ୍ୟକ୍ଷ ଜଗଦୀପ୍ ଧନ୍କରଙ୍କୁ ବହିଷ୍କାର କରିବା ପାଇଁ ବିରୋଧୀ ଦଳଗୁଡ଼ିକ ଦେଇଥିବା ଅନାସ୍ଥା ନୋଟିସ୍କୁ ଗୁରୁବାର ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂ ଖାରଜ କରିଦେଇଛନ୍ତି। ଏହା ଗମ୍ଭୀର ତ୍ରୁଟିପୂର୍ଣ୍ଣ। ଦେଶର ସାମ୍ବିଧାନିକ ଅନୁଷ୍ଠାନ ଏବଂ ଧନ୍କରଙ୍କ ଖ୍ୟାତିକୁ ନଷ୍ଟ…
ସକାଳୁ ସକାଳୁ ଡ୍ୟୁଟି କରିବାକୁ ଯାଉଥିଲେ, ବାଟରେ ଛକି ବସିଥିଲା ଯମ
ଅନୁଗୋଳ,୨୦।୧୨: ଡ୍ୟୁଟି ପାଇଁ ଯାଉଥିବା ବେଳେ ଦୁଇ ଜଣଙ୍କ ଉପରେ ମାଡ଼ିଗଲା ଟ୍ରକ। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି। ଅନୁଗୋଳ ଟାଉନ ଥାନାର ପ୍ରଶାନ୍ତି ହୋଟେଲ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତ ବ୍ୟକ୍ତି…
Archives


