Home Left

ଖେମୁଣ୍ଡି ଓକିଲ ସଂଘ ସଭାପତି ଭାବେ ହୃଦୟ ରଞ୍ଜନ ମନୋନୀତ

ଦିଗପହଣ୍ଡି,୧୭୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ଓକିଲ ସଂଘ ସଭାପତି ଭାବେ ବରିଷ୍ଠ ଆଇନଜୀବି ହୃଦୟ ରଞ୍ଜନ ମେକାପ ରାଜ୍ୟ ଆଇନଜୀବି ପରିଷଦ ମନୋନୀତ କରିଛନ୍ତି।ଗୁରୁବାର ଏନେଇ ରାଜ୍ୟ ଆଇନଜୀବି ପରିଷଦ ପକ୍ଷରୁ ଚିଠି ଆସି ପହଞ୍ଚିଛି।…

ବନ୍ଧାହେଲେ କୁବେର ଯନ୍ତ୍ରୀ: ଘରୁ ମିଳିଲା ବିଡାବିଡ଼ା ନୋଟ୍‌, ପୁଳାପୁଳା ସୁନା

କଟକ,୧୬।୪(ପ୍ରଭୁକଲ୍ୟାଣ ପାଲ୍‌): ବନ୍ଧାହେଲେ କୁବେର ଯନ୍ତ୍ରୀ । ଘରୁ ବିଡା ବିଡା ଟଙ୍କା ଜବତ ହେବା ପରେ ଅନୁଗୋଳ ଆଠମଲିକ ବ୍ଲକ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ରାମଚନ୍ଦ୍ର ଶତପଥିଙ୍କୁ ଆୟବର୍ହିଭୁତ ସମ୍ପତି ଠୁଳ ମାମଲାରେ ଭିଜିଲାନ୍ସ ଗିରଫ କରିଛି। ଯନ୍ତ୍ରୀ ରାମଚନ୍ଦ୍ର…

ସାଧାରଣ ଖାଇବା ତେଲରେ ଥିବା ଉପାଦାନ ସ୍ତନ କର୍କଟ ସହ ଜଡ଼ିତ: ଗବେଷଣାରୁ ମିଳିଲା ନୂଆ ତଥ୍ୟ

ନୂଆଦିଲ୍ଲୀ,୧୭।୪: ସାଧାରଣ ଖାଇବା ତେଲରେ ବ୍ୟବହୃତ ଏକ ପ୍ରମୁଖ ଉପାଦାନ, ଲିନୋଲେଇକ ଏସିଡ (Linoleic Acid), ଆକ୍ରମଣାତ୍ମକ ସ୍ତନ କର୍କଟର ଆଶଙ୍କା ବଢ଼ାଇପାରେ ବୋଲି ସାମ୍ପ୍ରତିକ ଗବେଷଣାରୁ ଜଣାପଡ଼ିଛି। ବ୍ରିଟେନର ଖ୍ୟାତନାମା କର୍କଟ ବିଶେଷଜ୍ଞଙ୍କ ଏକ ଅଧ୍ୟୟନରେ ଦାବି କରାଯାଇଛି ଯେ…

Video: ଶାଢି ପିନ୍ଧି ବୁଲ୍‌ଡୋଜର ଉପରେ ଚଢିଗଲେ ମହିଳା,ପାର୍ଟନର୍‌ଙ୍କ ସହ କଲେ ଏମିତି କାମ: ଭାଇରାଲ ହେଉଛି ଭିଡିଓ

ପ୍ରତିଦିନ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ଭିଡିଓ ଭାଇରାଲ ହୋଇଛି। ଅନେକ ସମୟରେ ଲୋକମାନେ ଭାଇରାଲ ହେବା ପାଇଁ ଜାଣିଶୁଣି ଏପରି କାର୍ଯ୍ୟ କରନ୍ତି। ଭାଇରାଲ ପାଇଁ ଲୋକମାନେ ଏପରି ବିଷୟବସ୍ତୁ ତିଆରି କରନ୍ତି ଏବଂ ଶେୟାର କରନ୍ତି, ଯାହା ସେମାନଙ୍କୁ…

Sonakshi sinha divorce:ଜହିର ଇକବାଲଙ୍କଠାରୁ ତଲାକ ନେବେ ସୋନାକ୍ଷୀ ସିହ୍ନା? ମୁସଲିମ ପତିଙ୍କଠାରୁ ଅଲଗା ହେବାକୁ ରଖିଲେ ଏମିତି ସର୍ତ୍ତ

ମୁମ୍ବାଇ: ସୋନାକ୍ଷୀ ସିହ୍ନା ତାଙ୍କର ଦୀର୍ଘ ଦିନର ପ୍ରେମିକ ଜାହିର ଇକବାଲଙ୍କୁ ୨୩ ଜୁନ ୨୦୨୪ରେ ବିବାହ କରିଥିଲେ। ପରିବାର ବ୍ୟତୀତ ଅଭିନେତ୍ରୀଙ୍କ ନିକଟତର ବନ୍ଧୁମାନେ ମଧ୍ୟ ତାଙ୍କ ବିବାହରେ ଯୋଗ ଦେଇଥିଲେ। ଦୁହେଁ ପ୍ରାୟ ୭ ବର୍ଷ ଧରି ଗୁପ୍ତରେ…

କିଏ ଅଧିକ ପାଓ୍ବାରଫୁଲ୍‌, ରାଷ୍ଟ୍ରପତି ନା ସୁପ୍ରିମକୋର୍ଟ: ଜାଣନ୍ତୁ କ’ଣ ଅଛି ନିୟମ

ନୂଆଦିଲ୍ଲୀ,୧୭।୪: ତାମିଲନାଡୁରେ ରାଜ୍ୟ ସରକାର ବନାମ ରାଜ୍ୟପାଳ ବିବାଦ ଏବେ ସୁପ୍ରିମକୋର୍ଟ ଏବଂ ରାଷ୍ଟ୍ରପତିଙ୍କ କ୍ଷମତା ପର୍ଯ୍ୟନ୍ତ ପହଞ୍ଚିଛି। ସୁପ୍ରିମକୋର୍ଟ ବିଲ ପାସ କରିବା ପାଇଁ ସମୟସୀମା ଧାର୍ଯ୍ୟ କରିବା ପରେ, ଦେଶର ଉପରାଷ୍ଟ୍ରପତି ଜଗଦୀପ ଧନଖରଙ୍କ ଏକ ବିବୃତ୍ତି ସାମ୍ନାକୁ…

ନାରୀ ସୁରକ୍ଷାକୁ ନେଇ କଂଗ୍ରେସର ମଶାଲ ଶୋଭାଯାତ୍ରା

କେସିଙ୍ଗା,୧୭।୪,(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରରେ ନାରୀ ସୁରକ୍ଷାକୁ ନେଇ କଂଗ୍ରେସ ପକ୍ଷରୁ ଏକ ମଶାଲ ଶୋଭାଯାତ୍ରା ଗୁରୁବାର ଅନୁଷ୍ଠିତ ହୋଇଥିଲା। ଓଡ଼ିଶାରେ ଭାରତୀୟ ଜନତା ପାର୍ଟି ଶାସନରେ ବହୁ ମାତ୍ରାରେ ନାରୀ ନିର୍ଯ୍ୟାତନା, ଗଣ ଦୁଷ୍କର୍ମ, ବଳାତ୍କାର, ଅତ୍ୟାଚାର…

Murshidabad Violence: ‘ଏବେ ନିୟନ୍ତ୍ରଣରେ ଅଛି ହିଂସା’ , ହାଇକୋର୍ଟରେ ଦାବି କଲେ ମମତା ସରକାର

କୋଲକାତା,୧୭।୪: ପଶ୍ଚିମବଙ୍ଗ ସରକାର ଗୁରୁବାର (୧୭ ଏପ୍ରିଲ, ୨୦୨୫) କଲିକତା ହାଇକୋର୍ଟରେ ଏକ ରିପୋର୍ଟ ଦାଖଲ କରି ଦାବି କରିଛନ୍ତି ଯେ ହିଂସା ପ୍ରଭାବିତ Murshidabad ଜିଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣରେ ଅଛି। ଜଷ୍ଟିସ ସୌମେନ ସେନ ଏବଂ ରାଜା…

House Roof: ପ୍ରତି ଘରର ଛାତ ହେବ ଏକା ଭଳି! ୟୁପିର ଏହି ଜିଲାରେ ସରକାରୀ ବିଭାଗର ନୁଆ ଆଦେଶ

ମେରଠ,୧୭।୪: ଜନସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି, MEDAର ବୋର୍ଡ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। କୋଠାଗୁଡ଼ିକର ତାପମାତ୍ରା ହ୍ରାସ କରିବା ଏବଂ ବିଦ୍ୟୁତ ସଞ୍ଚୟ କରିବା ପାଇଁ, ଏବେ ଧଳା ଛାତ ଉପରେ କୋଠା ନିର୍ମାଣ କରିବା ବାଧ୍ୟତାମୂଳକ କରାଯାଇଛି,…

ବନ୍ଧୁକ ଦେଖାଇ ବ୍ୟବସାୟୀଙ୍କଠୁ ଲୁଟି ନେଲେ ୩ ଲକ୍ଷ

ସୁନ୍ଦରଗଡ଼,୧୭।୪: ସୁନ୍ଦରଗଡ଼ ଜିଲା ତେଲସରା ଥାନା ବଘିଆବେର୍ଣ୍ଣି ଗାଁ ନିକଟରେ ଗୁରୁବାର ଏକ ବଡ଼ ଧରଣର ଲୁଟ ହୋଇଛି। ୪ ଜଣ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ଛେଳି ବ୍ୟବସାୟୀଙ୍କଠାରୁ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଏନେଇ ତଲସରା ଥାନାରେ ଏକ…

Waqf Amendment Act 2025: ମଝିରେ କିଛି କୁହନ୍ତୁ ନାହିଁ, କପିଲ ସିବଲଙ୍କୁ କାହିଁକି ଏମିତି କହିଲେ CJI?

ନୂଆଦିଲ୍ଲୀ,୧୭।୪: ସୁପ୍ରିମକୋର୍ଟ ଖଣ୍ଡପୀଠ ୱାକଫ ସଂଶୋଧନ ଆଇନ ସମ୍ପର୍କରେ ଦାଖଲ ହୋଇଥିବା ଆବେଦନଗୁଡ଼ିକର ଶୁଣାଣି ଗୁରୁବାର କରିବାକୁ ବସିଥିଲେ। କୋର୍ଟ ଆଇନ ଉପରେ ସ୍ଥଗିତାଦେଶ ଦେଇନାହାଁନ୍ତି, କିନ୍ତୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଏକ ସପ୍ତାହ ପାଇଁ ପୂର୍ବ ପରି ସ୍ଥିତାବସ୍ଥା ରହିବା…

ଯବାନଙ୍କ ଅକାଳ ବିୟୋଗ: ଗାଁରେ ଖେଳିଗଲା ଶୋକାକୁଳ ପରିବେଶ

ରଣପୁର,୧୭।୪: ନୟାଗଡ଼ ଜିଲା ରଣପୁର ବ୍ଲକର ପାଟପୁର ଗାଁ। ମ୍ରିୟମାଣ ହୋଇ ପଡିଛନ୍ତି ଗାଁ ଲୋକେ l ଗାଁରେ ଖେଳିଗଲା ଶୋକାକୁଳ ପରିବେଶ l ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ ହୋଇଛି ୨୬ ବର୍ଷୀୟ ବିଏସଫ ଯବାନ ମନୋରଞ୍ଜନ ପ୍ରଧାନ ଓରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?