Home Left

ରୋହିତ ଶର୍ମା ଦଳରୁ ବାଦ୍‌ ପଡ଼ିବାକୁ ନେଇ ଏମିତି କହିଦେଲେ ବୁମ୍‌ରା: ବଢୁଛି ଚର୍ଚ୍ଚା

ସିଡନୀ,୩।୧: ଭାରତ ବନାମ ଅଷ୍ଟ୍ରେଲିଆ ସିଡନୀ ଟେଷ୍ଟ ଆରମ୍ଭ ହୋଇଛି। ଭାରତୀୟ ଦଳରୁ ରୋହିତ ଶର୍ମା ବାଦ୍‌ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ଜସପ୍ରୀତ ବୁମ୍‌ରା ସିଡନୀ ଟେଷ୍ଟରେ ଟିମ ଇଣ୍ଡିଆର ଅଧିନାୟକ ଅଛନ୍ତି। ତାଙ୍କ ଅଧୀନରେ ଭାରତ ବର୍ଡର-ଗାଭାସ୍କର ସିରିଜରେ ୨୯୫…

ଆସିଲ ଡରାଇଲା ଭଳି ରିପୋର୍ଟ:ଓଡ଼ିଶାର ୧୫ ଜିଲା ଭୂତଳଜଳରେ ବିପଜ୍ଜନକ ନାଇଟ୍ରେଟ୍‌

ନୂଆଦିଲ୍ଲୀ,୩ା୧:ଦେଶବ୍ୟାପୀ ୪୪୦ ଜିଲାର ଭୂତଳଜଳରେ ନାଇଟ୍ରେଟ୍‌ ମାତ୍ରା ଅଧିକ ରହିଛି। ତନ୍ମଧ୍ୟରେ ଓଡ଼ିଶାର ୧୫ ଜିଲା ରହିଛି। ଏହି ଜିଲାଗୁଡ଼ିକ ହେଲା ଅନୁଗୋଳ, ବଲାଙ୍ଗୀର, ବରଗଡ଼, କଟକ, ଢେଙ୍କାନାଳ, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ମୟୂରଭଞ୍ଜ, ନୟାଗଡ଼, ନୂଆପଡ଼ା, ପୁରୀ, ସମ୍ବଲପୁର, ସୁବର୍ଣ୍ଣପୁର…

ଜଳ ପରିଚାଳନା, ନିଷ୍କାସନରେ ବାଧା

ପଟ୍ଟାମୁଣ୍ଡାଇ,୩ା୧(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଚାଷୀଙ୍କ ଭାତହାଣ୍ଡିକୁ ଅଦିନିଆ ବର୍ଷା ଉଜାଡ଼ି ଦେଇଛି। ବର୍ଷା ଛାଡ଼ି ଯାଇଥିଲେ ମଧ୍ୟ କ୍ଷେତରୁ ଆଜି ପର୍ଯ୍ୟନ୍ତ ପାଣି ଶୁଖିନି। ବର୍ଷା ଜଳ ନିଷ୍କାସନ ପଥଗୁଡ଼ିକୁ ବିଭିନ୍ନ ସ୍ଥାନରେ ଜବରଦଖଲ ହୋଇଥିବାରୁ ଚାଷ ଜମିଗୁଡ଼ିକରେ…

ଚିନାବାଦାମ ଚାଷରୁ ମୁହଁ ଫେରାଉଛନ୍ତି ଚାଷୀ

ରାଜକନିକା,୩ା୧(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକର ସିକୋ ପଞ୍ଚାୟତର ଡାଳିକାଏନ୍ଦା, ଭାରିଗଦା ପଞ୍ଚାୟତ ଓ ବରୁଣାଡ଼ିହା ପଞ୍ଚାୟତର ଚାଷୀ ମୁଖ୍ୟତଃ ଚିନାବାଦାମ ଚାଷ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରିଥାନ୍ତି। ହେଲେ ଚାଷୀ ଧାର, କରଜ ଆଣି…

ନୀତୀଶଙ୍କୁ ବଡ଼ ଅଫର୍‌ ଦେଲେ ଲାଲୁ: କହିଲେ, ତୁମ ପାଇଁ ଆମ…

ପାଟନା,୩ା୧:୨୦୨୫ ଶେଷ ଆଡ଼କୁ ବିହାର ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ପଲ୍‌ଟୁରାମ ନାମରେ ପରିଚିତ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏନ୍‌ଡିଏ ଛାଡ଼ି ମହାମେଣ୍ଟକୁ ଫେରିବା ନେଇ କଳ୍ପନାଜଳ୍ପନା ସୃଷ୍ଟି କଲାଭଳି ମନ୍ତବ୍ୟ ଦେଇଛନ୍ତି ଆର୍‌ଜେଡି ମୁଖ୍ୟ ଲାଲୁପ୍ରସାଦ ଯାଦବ। ଲାଲୁ ବୁଧବାର…

ନୂଆବର୍ଷ ଆରମ୍ଭରେ ଆମେରିକାରେ ଖେଳିଗଲା ଆତଙ୍କ

ନ୍ୟୁଅର୍ଲିନ୍ସ/ଲାସ୍‌ଭେଗାସ୍‌/ଓ୍ବାଶିଂଟନ୍‌,୩ା୧:୨୦୨୫ ଜାନୁଆରୀ ୧ ସମୟ ଭୋର ୩ଟା ୧୫। ନବବର୍ଷ ପାଳନରେ ଆମେରିକୀୟମାନେ ମସ୍‌ଗୁଲ ଥିବାବେଳେ ନ୍ୟୁଅର୍ଲିନ୍ସର ବରବୋନ୍‌ ରାସ୍ତା ଉପରେ ଦ୍ରୁତଗତିରେ ମାଡ଼ିଆସିଥିଲା ଏକ ଟ୍ରକ୍‌। ଚାହୁଁ ଚାହୁଁ ଭିଡ଼ ଉପରେ ଚଢ଼ିଯାଇଥିଲା ସେହି ମୃତ୍ୟୁର ଯାନ। ଫୋର୍ଡ ଏଫ୍‌-୧୫୦…

ଅସହାୟ ଅବସ୍ଥାରେ ୩ ଅନାଥ ବାଳିକା

ଭବାନୀପାଟଣା,୩ା୧(ଉତ୍ତମ କୁମାର ଦାଶ): ମା’ବାପାଙ୍କ ମୃତ୍ୟୁ ପରେ ଗୋଟିଏ ପରିବାରର ୨ ଭଉଣୀଙ୍କ ସମେତ ଅନ୍ୟ ଏକ ପରିବାର ଜଣେ ବାଳିକା ଅସହାୟ ହୋଇପଡିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ଗଣ୍ଡବାରଝୋଲା ପଞ୍ଚାୟତ କରାଟିକିଲି ଗ୍ରାମରେ।…

ମଦ ନିଶାରେ ଅଜା ଘରେ ନିଆଁ ଲଗାଇଦେଲେ ନାତି

ନୀଳଗିରି,୨ା୧(ପ୍ରଶାନ୍ତ କୁମାର ବିଶ୍ବାଳ): ଅଜା ଘରେ ନିଆଁ ଲଗାଇଦେଲେ ନାତି। ଜଳିଗଲା ୩ ବଖରା। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲା ନୀଳଗିରି ଏନଏସି ଅଧୀନ ୧୧ନମ୍ବର ୱାର୍ଡ ବାଣପୁର ଗାଁରେ। ଜୟରାମ ଦଳେଇଙ୍କ ଘରେ ତାଙ୍କ ଝିଅ, ଦୁଇ ନାତି…

ମନୁଷ୍ୟର ଏସବୁ କର୍ମ ପାଇଁ ହ୍ରାସ ପାଏ ଆୟୁଷ, ପ୍ରେମାନନ୍ଦ ମହାରାଜ କହିଲେ…

କଥାରେ ଅଛି କର୍ମ ଅନୁସାରେ ମିଳଇ ଫଳ। ଆମେ ଜୀବନରେ ଯେଉଁଭଳି କର୍ମ କରିଥାଉ, ତାର ପରିଣାମ ଆମକୁ ଏହି ଜନ୍ମରେ ଭୋଗିବାକୁ ପଡେ। ମଥୁରାର ବୃନ୍ଦାବନରେ ପ୍ରବଚନ ଦେଉଥିବା ପ୍ରେମାନନ୍ଦ ମହାରାଜ ମନୁଷ୍ୟର ସେଭଳି କର୍ମ ବିଷୟରେ କହିଛନ୍ତି ଯେଉଁଥିରେ…

ନୂଆବର୍ଷରେ ଘରେ ଏକୁଟିଆ ଥିବା ୪ ବର୍ଷର ଶିଶୁ କନ୍ୟାକୁ ବଳାତ୍କାର: ପଡ଼ୋଶୀ ଗିରଫ

ମୁମ୍ବାଇ, ୨ା୧: ଦେହ ଭୋକରେ ୪ ବର୍ଷର ନିଷ୍ପାପ ଶିଶୁକୁ ଜଣେ ୨୮ ବର୍ଷୀୟ ପଡ଼ୋଶୀ ଯୁବକ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୁମ୍ବାଇର ପୁର୍ବାଞ୍ଚଳରେ। ମଙ୍ଗଳବାର ଯେତେବେଳେ ସମସ୍ତେ ନୂଆବର୍ଷକୁ ସ୍ବାଗତ କରୁଥିଲେ।…

ସ୍ପିଡ୍‌ ବ୍ରେକର ଅତିକ୍ରମ ବେଳେ ଜାର୍କିଂରେ ଫେରିଲା ହୃଦ୍‌ଘାତ ମୃତକଙ୍କ ଜୀବନ

ନୂଆଦିଲ୍ଲୀ,୨ା୧: ମହାରାଷ୍ଟ୍ର କୋହ୍ଲପୁର ଅଞ୍ଚଳର ଜଣେ ୬୫ ବର୍ଷୀୟ ବ୍ୟକ୍ତିଙ୍କୁ ହୃଦ୍‌ଘାତ ହେବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶେଷକୃତ୍ୟ ପାଇଁ ପଣ୍ଡୁରଙ୍ଗ ଉଲ୍‌ପେ ନାମକ ଉକ୍ତ ବ୍ୟକ୍ତିଙ୍କ ମରଶରୀରକୁ ଆମ୍ବୁଲାନ୍ସ ଯୋଗେ ଘରକୁ ନିଆଯାଉଥିଲାବେଳେ ଆଶ୍ଚର୍ଯ୍ୟ ଘଟଣା…

ଗାଭାସ୍କରଙ୍କ ବଡ଼ ବୟାନ: ‘ରୋହିତ ଶର୍ମା ଖେଳିବେ, କୋଚ୍‌-ଉପଅଧିନାୟକଙ୍କ ସହ…’

ନୂଆଦିଲ୍ଲୀ,୨।୧: ଭାରତୀୟ ଟିମ୍‌ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ଅନ୍ତିମ ମୁକାବିଲା ଶୁକ୍ରବାର ଅର୍ଥାତ ଜାନୁଆରୀ ୩ରେ ସିଡନୀ କ୍ରିକେଟ୍‌ ମଇଦାନରେ ଖେଳାଯିବ। ହେଲେ ଏହା ପୂର୍ବରୁ ଭାରତୀୟ ଦଳରେ ଅନିଶ୍ଚିତତା ଦେଖାଦେଇଛି। ଭାରତୀୟ ଅଧିନାୟକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri