Home Left

ବାଂଲାଦେଶ କରୁଛି ବଡ଼ ଯୁଦ୍ଧ ପ୍ରସ୍ତୁତି, ଜାଣନ୍ତୁ କାହାସହ?

ଢାକା, ୩୦।୪: ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ବାଂଲାଦେଶ ଯୁଦ୍ଧ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବା ରିପୋର୍ଟ ପ୍ରକାଶ ପାଇଛି। ଏକ ସାମ୍ପ୍ରତିକ ଖବର ଅନୁଯାୟୀ, ବାଂଲାଦେଶ ସେନା ମୁଖ୍ୟ ଜେନେରାଲ ଓାକାର ଉଜ ଜମାନ ନିକଟରେ…

ଦିନେ ନକ୍ସଲଙ୍କ ଗଡ଼ ଥିଲା କାରେଗୁଟ୍ଟା: ବିଶାଳ ଅପରେଶନ ପରେ ଦଖଲ କଲେ ସୁରକ୍ଷା କର୍ମୀ

ଛତିଶଗଡ଼, ୩୦।୪: ଛତିଶଗଡ଼ର ଏହି ସ୍ଥାନଟି ଦିନେ ଥିଲା ନକ୍ସଲଙ୍କ ଗଡ଼। ଜାଗାଟିର ନାଁ କାରେଗୁଟ୍ଟା ପାହାଡ଼। କିଛିଦିନ ତଳେ ବିଜାପୁରରେ ଅନୁଷ୍ଠିତ ନକ୍ସଲ ବିରୋଧୀ ଅଭିଯାନ ପରେ ନକ୍ସଲଙ୍କୁ ତଡ଼ି ଏବେ ଏ ପାହାଡ଼ଟିକୁ ସୁରକ୍ଷା କର୍ମୀ ଦଖଲ କରିଛନ୍ତି।…

କ୍ରିପ୍ଟୋ ଠକେଇ: ଦୋଷୀକୁ ୭ ବର୍ଷ ସଶ୍ରମ କାରାଦଣ୍ଡ

କଟକ, ୩୦।୪: କ୍ରିପ୍ଟୋ ନିବେଶ ନାମରେ ଶହ ଶହ ଜମାକାରୀଙ୍କ ନିକଟରୁ ୧.୧୩ କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗରେ ବାଲେଶ୍ୱର ଓପିଆଇଡି ଅଦାଲତ ମୁଖ୍ୟ ଅଭିଯୁକ୍ତ ନୀଲେଶ କରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ତାଙ୍କୁ ୭ ବର୍ଷ ସଶ୍ରମ…

ଗଠନ ହେଲା ଉଚ୍ଚସ୍ତରୀୟ ବିପର୍ଯ୍ୟୟ ପରିଚାଳନା କମିଟି କମିଟି: ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ମିଳିଲା ବଡ ଦାୟିତ୍ୱ

ନୂଆଦିଲ୍ଲୀ, ୩୦।୪: ଦେଶରେ ବିପର୍ଯ୍ୟୟ ପରିଚାଳନାକୁ ଅଧିକ ଦକ୍ଷ ଓ ଫଳପ୍ରଦ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ଏହି କମିଟିର ଅଧ୍ୟକ୍ଷତା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କରିବେ। ୨୦୦୫ ବିପର୍ଯ୍ୟୟ ପରିଚାଳନା ଆଇନର…

ଯୁଦ୍ଧ ଘୋଷଣା ପୂର୍ବରୁ ଇମ୍ରାନ ଖାନ୍‌ଙ୍କ ବଡ଼ ବୟାନ, ଥରିଥରି ମୋଦିଙ୍କୁ କହିଲେ…

ଲାହୋର, ୩୦।୪: ପାକିସ୍ତାନ ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଜମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ “ଅତ୍ୟନ୍ତ ଦୁଃଖଦ ଓ ଯନ୍ତ୍ରଣାଦାୟକ” ବୋଲି ବର୍ଣ୍ଣନା କରିଛନ୍ତି। ଏହି ଆକ୍ରମଣରେ ୨୬ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଖାନ…

ଏମିତି ବି ଆସେ ମୃତ୍ୟୁ: ରୋଷେଇ କରୁଥିବାବେଳେ ହେଲା ବଜ୍ରପାତ, ଚାଲିଗଲା ୨ ଜୀବନ

ପଦ୍ମପୁର,୩୦ା୪(ପ୍ରଦୀପ୍ତ ଦାଶ): ଏମିତି ବି ଆସେ ମୃତ୍ୟୁ। ଘରେ ରୋଷେଇ କରୁଥିବାବେଳେ ବଜ୍ରପାତ ହେବାରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଏପରି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ଥାନା ଅନ୍ତର୍ଗତ ଲଖମରା ଗ୍ରାମରେ। ବୁଧବାର…

ଘାତକ ହେଲା ସେନା, ପାକିସ୍ତାନ ବିରୋଧରେ ବ୍ୟବହାର କରିବ Thousand Powder ବୋମା!

ନୂଆଦିଲ୍ଲୀ, ୩୦।୪: ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ଭାରତ ପାକିସ୍ତାନ ବିରୋଧରେ ଏକ ବିନାଶକାରୀ ଅସ୍ତ୍ର ବ୍ୟବହାର କରିବାକୁ ଯୋଜନା କରୁଥିବା ଜଣାପଡିଛି। ଯାହାର ନାମ ହେଉଛି ‘ଥାଉଜାଣ୍ଡ ପାଉଡର’।…

ଯୁବ ବ୍ୟବସାୟୀଙ୍କୁ ଟଙ୍କା ପାଇଁ ହତ୍ୟା: ଖବରଦାତା ସମ୍ମିଳନୀରେ ପୂରା ଘଟଣା କହିଲେ ଏସ୍‌ପି, ୨ ଗିରଫ

ବୌଦ୍ଧ,୩୦ା୪(ଅଜିତ କୁମାର ବାରିକ): ଗତ ୨୭ ତାରିଖ ସନ୍ଧ୍ୟାରେ ସ୍ଥାନୀୟ ଜଗଦୀଶପୁର ଛକଠାରେ ରାସ୍ତା ମଝିରେ ବୌଦ୍ଧ ସହର ଗଣେଶ ବଜାରର ଯୁବ ବ୍ୟବସାୟୀ ମନୋଜ ପାତ୍ର ହତ୍ୟା ଘଟଣାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ବୌଦ୍ଧ ପୋଲିସ। ଜଣେ…

ଝରିଗାଁରେ ଅଖିମୁଠି ଅନୁକୂଳ କଲେ ବିଧାୟକ

ଝରିଗାଁ,୩୦ା୪(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସଦର ମହକୁମାସ୍ଥିତ ବଡ଼ପାଟଣା ଭିକାରୀ ନାୟକଙ୍କ କ୍ଷେତରେ ପବିତ୍ର ଅକ୍ଷୟ ତୃତୀୟା ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଛି। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଝରିଗାଁ ବିଧାୟକ ନରସିଂହ ଭତ୍ରା ଯୋଗଦେଇ…

ଭାରତ-ପାକିସ୍ତାନ ଯୁଦ୍ଧ ହେଲେ କେତେ ଖର୍ଚ୍ଚ କରିବ ଭାରତ? କାରଗିଲବେଳେ କରିଥିଲା ୧୦ହଜାର କୋଟି ଯାଏ ଖର୍ଚ୍ଚ!

ନୂଆଦିଲ୍ଲୀ,୩୦।୪: ଭାରତ ଓ ପାକିସ୍ତାନ ମଧ୍ୟରେ ଯଦି ଯୁଦ୍ଧ ହୁଏ, ତେବେ ଭାରତକୁ କେତେ ଖର୍ଚ୍ଚ ଉଠାବାକୁ ପଡିବ। ଏକ ସାମ୍ପ୍ରତିକ ରିପୋର୍ଟ ଅନୁଯାୟୀ, ଏହି ଯୁଦ୍ଧର ଖର୍ଚ୍ଚ ଉଭୟ ଦେଶ ପାଇଁ ବିପୁଳ ହେବ ଏବଂ ଏହାର ପ୍ରଭାବ ଅର୍ଥନୀତି,…

ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ବଡ଼ ଗିଫ୍ଟ: ଖୁସିରେ ହେଲେ ଗଦ୍‌ଗଦ୍‌

ନୂଆଦିଲ୍ଲୀ,୩୦।୪: ଆଜିକାଲି IPLରେ ଶତକ ମାରିଥିବା ବୈଭବ ସୂର୍ଯ୍ୟବଂଶୀଙ୍କ ନାମ ଚର୍ଚ୍ଚାରେ ଅଛି। ୧୪ ବର୍ଷୀୟ ବୈଭବଙ୍କ ଉତ୍କୃଷ୍ଟ ପ୍ରଦର୍ଶନରେ ଖୁସି ହୋଇ, ରାଜସ୍ଥାନ ରୟାଲ୍ସର ମାଲିକ ରଞ୍ଜିତ ବର୍ଠାକୁର ତାଙ୍କୁ ପୁରସ୍କାର ସ୍ବରୂପ ଏକ ନୂତନ ମର୍ସିଡିଜ-ବେଞ୍ଜ କାର ଉପହାର…

‘ରାଜ୍ୟ ସରକାର କୃଷକଙ୍କ ସୁଖ-ସମୃଦ୍ଧିକୁ ନେଇ ସମ୍ପୂର୍ଣ୍ଣ ପ୍ରତିବଦ୍ଧ’

ଖୋର୍ଦ୍ଧା,୩୦ା୪(ପ୍ରଭାତ ପାଣିଗ୍ରାହୀ): ‘କୃଷି’ ହେଉଛି ଆମ ଅସ୍ତିତ୍ୱର ମୂଳ ଆଧାର। ଏହି କ୍ଷେତ୍ରରେ କୃଷକମାନେ ତାଙ୍କର ଅଦମ୍ୟ ପରିଶ୍ରମ, ଆଶା ଓ ଆତ୍ମବଳ ଦ୍ବାରା ଆଜି ଓଡ଼ିଶାକୁ ଆତ୍ମନିର୍ଭର ଓ ସମୃଦ୍ଧିମୟ କରିଛନ୍ତି। ରାଜ୍ୟ ସରକାର ମଧ୍ୟ କୃଷକଙ୍କ ସୁଖ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?