କୋଲକାତା ହୋଟେଲରେ ଅଗ୍ନିକାଣ୍ଡ: ୪ ଓଡ଼ିଆଙ୍କ ସମେତ ୧୫ ମୃତ
କୋଲକାତା, ୧।୫: ସେଣ୍ଟ୍ରାଲ କୋଲକାତାର ମେଚୁଆପଟ୍ଟୀ ଅଞ୍ଚଳରେ ଥିବା ଋତୁରାଜ ହୋଟେଲରେ ମଙ୍ଗଳବାର ରାତିରେ ନିଅଁା ଲାଗିଯିବାରୁ ୪ ଓଡ଼ିଆଙ୍କ ସମେତ ୧୫ ଜଣଙ୍କର ମୃତ୍ୟୁ ଘଟିଛି।୧୩ ଜଣ ଆହତ ହୋଇଛନ୍ତି। ମୃତକ ୪ ଓଡ଼ିଆ ହେଲେ ଜଗତ୍ସିଂହପୁର ଜିଲାର ମନୋଜ…
ଶ୍ରମଜୀବୀଙ୍କ ସଂଘର୍ଷ, କଠିନ ପରିଶ୍ରମକୁ ସ୍ବୀକୃତି ଦେବା ପାଇଁ ଦିନଟିଏ…
ଶ୍ରମିକ ଦିବସ ହେଉଛି ଶ୍ରମଜୀବୀ ଲୋକଙ୍କ ସଂଘର୍ଷ ଏବଂ ଅଧିକାରକୁ ସମ୍ମାନ ଜଣାଇବା ପାଇଁ, ସେମାନଙ୍କ ଅବଦାନ ଏବଂ କଠିନ ପରିଶ୍ରମକୁ ସ୍ବୀକୃତି ଦେବା ପାଇଁ ଏକ ଅତ୍ୟନ୍ତ ସ୍ବତନ୍ତ୍ର ଦିନ। ଏହି ଦିନଟି ସେହି ସମସ୍ତ ଶ୍ରମିକଙ୍କ ପାଇଁ ଉତ୍ସର୍ଗୀକୃତ…
ଭାରତ ଆକ୍ରମଣ ଭୟ ମଧ୍ୟରେ ପାକିସ୍ତାନରେ ହେଲା ବଡ଼ ଭୂମିକମ୍ପ, ସାରା ଦେଶରେ ଆତଙ୍କ
ନୂଆଦିଲ୍ଲୀ, ୩୦।୪: ପାକିସ୍ତାନରେ ବୁଧବାର ରାତି ୯:୫୮:୨୬ (ଭାରତୀୟ ସମୟ ଅନୁସାରେ) ରିକ୍ଟର ସ୍କେଲରେ ୪.୪ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଛି। ଭାରତର ଜାତୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ର (NCS) ଅନୁସାରେ, ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ପାକିସ୍ତାନର ପୂର୍ବ ଅଂଚଳରେ…
ହାଟ୍ରିକ୍ ନେଲେ, ହେଲେ ଚହଲଙ୍କୁ ଟିମ୍ରୁ ବାହାର କରିଦେଲା ପଞ୍ଜାବ କିଙ୍ଗ୍ସ, ହଠାତ୍…
ନୂଆଦିଲ୍ଲୀ,୩୦।୪: ଆଇପିଏଲ୍ରେ ଚମକିଲେ ୟୁଜଭେନ୍ଦ୍ର ଚହଲ। ପୁଣିଥରେ ସେ ତାଙ୍କର ଚମତ୍କାର ପ୍ରଦର୍ଶନ ଦୋହରାଇ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ୪ ଉଇକେଟ ନେଇଥିଲେ। ଚହଲ ହ୍ୟାଟ୍ରିକ ମଧ୍ୟ ନେଇଥିଲେ କିନ୍ତୁ ଏହା ପରେ ତାଙ୍କୁ ପଞ୍ଜାବ କିଙ୍ଗ୍ସ ଦଳରୁ ବାହାର…
ଦେଶରେ ୧୭ ମହିଳା ଏମ୍ପି, ବିଧାୟକ ବିଲିୟନେୟାର: ୨୮%ଙ୍କ ନଁାରେ ଆପରାଧିକ ମାମଲା
ନୂଆଦିଲ୍ଲୀ, ୩୦।୪: ଭାରତରେ ୧୭ ଜଣ ମହିଳା ଏମ୍ପି ଏବଂ ବିଧାୟକ ହେଉଛନ୍ତି ବିଲିୟନେୟାର। ସେହିପରି ଦେଶର ୨୮% ମହିଳା ଜନପ୍ରତିନିଧିଙ୍କ ନଁାରେ ଆପରାଧିକ ମାମଲା ରହିଥିବା ନେଇ ନିର୍ବାଚନ ସଂସ୍କାର ଦିଗରେ କାର୍ଯ୍ୟ କରୁଥିବା ସଙ୍ଗଠନ ଆସୋସିଏଶନ ଫର୍ ଡେମୋକ୍ରାଟିକ…
ଅସଲି ବୋତଲରେ ବିକୁଥିଲେ ନକଲି ମଦ, ୨ ଜଣଙ୍କୁ ବାନ୍ଧିଲା ଖୋର୍ଦ୍ଧା ଅବକାରୀ ଟିମ୍
ଖୋର୍ଦ୍ଧା,୩୦।୪(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ସହରରେ ପାନ ଦୋକାନରେ ଚାଲିଥିଲା ନକଲି ବିଦେଶୀ ମଦ ପ୍ରସ୍ତୁତି ଏବଂ ବିକ୍ରୟ। ଏ ନେଇ ଖବର ପାଇ ଜିଲା ଅବକାରୀ ବିଭାଗର ଏକ ସ୍ବତନ୍ତ୍ର ଟିମ୍ ସହରରେ ଥିବା ପେଟ୍ରୋଲ ପମ୍ପ ଛକରେ ୨ଟି ପାନ…
ଭାରତରେ ହାନିଆ ଆମିରଙ୍କ ସମେତ ଅନେକ ପାକିସ୍ତାନୀ ଅଭିନେତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ୍ ଉପରେ ପ୍ରତିବନ୍ଧକ
ନୂଆଦିଲ୍ଲୀ, ୩୦।୪: ଭାରତ ସରକାର ପାକିସ୍ତାନୀ ଅଭିନେତ୍ରୀ ହାନିଆ ଆମିରଙ୍କ ସମେତ ଅନେକ ପାକିସ୍ତାନୀ ଅଭିନେତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହି ତାଲିକାରେ ଆୟେଜା ଖାନ, ମାହିରା ଖାନ, ଇକ୍ରା ଆଜିଜ ପରି ଜଣାଶୁଣା ଅଭିନେତ୍ରୀଙ୍କ ନାମ ମଧ୍ୟ…
ବୀମାଭୁକ୍ତ ହେଲା ବୈଶାଖ ମେଳା; କାହାର ବି ମୃତ୍ୟୁ ହେଲେ ମିଳିବ ସାଢ଼େ ୭ ଲକ୍ଷ ଟଙ୍କା ବୀମା ସହାୟତା
ବରଗଡ଼,୩୦।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ନୃସିଂହନାଥ ମନ୍ଦିରରେ ଆସନ୍ତା ୭ ତାରିଖରୁ ବୈଶାଖ ମେଳା ଆରମ୍ଭ ହେବ। ଦୀର୍ଘ ୬ଦିନ ଧରି ନୃସିଂହନାଥ ମହାପ୍ରଭୁଙ୍କ ଜନ୍ମୋତ୍ସବ ଅବସରରେ ଚଳିତମାସ ୧୨ତାରିଖ ପର୍ଯ୍ୟନ୍ତ ଏହା ଚାଲିବ। ଅନ୍ୟବର୍ଷ…
ଅମୂଲ କ୍ଷୀର ମୂଲ୍ୟ ବୃଦ୍ଧି: ମେ ୧ ରୁ ଲାଗୁ ହେବ ନୂଆ ଦର
ଅହମଦାବାଦ, ୩୦।୪: ମଦର ଡେରୀ ପରେ ଅମୂଲ ମଧ୍ୟ କ୍ଷୀରର ମୂଲ୍ୟ ବୃଦ୍ଧି କରିଛି। ଗୁଜରାଟ କୋ-ଅପରେଟିଭ ମିଲ୍କ ମାର୍କେଟିଂ ଫେଡେରେସନ (ଜିସିଏମଏମଏଫ) ଘୋଷଣା କରିଛି ଯେ ମେ ୧, ୨୦୨୫ ଠାରୁ କ୍ଷୀରର ମୂଲ୍ୟ ଲିଟର ପିଛା ୨ ଟଙ୍କା…
IPL ୨୦୨୫ ଫସିଲା BCCI: ରୋବୋଟ୍ କୁକୁର ଯୋଗୁ ମିଳିଲା ହାଇକୋର୍ଟଙ୍କ ନୋଟିସ, ଏବେ…
ନୂଆଦିଲ୍ଲୀ,୩୦।୪: ଅଡ଼ୁଆରେ ଫସିଛି ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ(ବିସିସିଆଇ)। IPL ମଝିରେ BCCI ତାର ରୋବୋଟ କୁକୁର ଯୋଗୁ ଏକ ନୋଟିସ ପାଇଛି। ଦିଲ୍ଲୀ ହାଇକୋର୍ଟ ଏହି ନୋଟିସ ବିସିସିଆଇକୁ ପଠାଇଛନ୍ତି। ପ୍ରକୃତରେ, BCCI IPL ମ୍ୟାଚ ସମୟରେ କୁକୁର…
ପହଲଗାମ ଆକ୍ରମଣ ପରେ ଭାରତ ସମର୍ଥନରେ ତାଲିବାନ; ପାକିସ୍ତାନକୁ ଝଟକା
ନୂଆଦିଲ୍ଲୀ/କାବୁଲ, ୩୦।୪: ଜମ୍ମୁ ଓ କାଶ୍ମୀରର ପହଲଗାମରେ ୨୨ ଏପ୍ରିଲ ୨୦୨୫ରେ ଘଟିଥିବା ଆତଙ୍କବାଦୀ ଆକ୍ରମଣ ପରେ ଆଫଗାନିସ୍ତାନର ତାଲିବାନ ସରକାର ଏକ ଅପ୍ରତ୍ୟାଶିତ ପଦକ୍ଷେପରେ ଭାରତକୁ ସମର୍ଥନ ଜଣାଇଛି। ଏହି ଘଟଣା ପାକିସ୍ତାନ ପାଇଁ ଏକ ବଡ଼ ରାଜନୈତିକ ଓ…
ଶିକ୍ଷା ବିଭାଗ ପକ୍ଷରୁ ଡ୍ରପ୍ଆଉଟ୍ ସର୍ଭେ କାର୍ଯ୍ୟ ଆରମ୍ଭ
ବାଲିଗୁଡ଼ା,୩୦ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ବ୍ଲକରେ ବୁଧବାରଠାରୁ ଡ୍ରପ୍ ଆଉଟ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏହା ମେ’ ୫ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ। ବ୍ଲକ ଶିକ୍ଷାଧିକାରୀ ମହେଶର ମାଝି ଓ ସିଆରସିସି ସୌଦାମିନି ସାହୁଙ୍କ…

