କୋରାପୁଟ ଜିଲାର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶିତ: ୮,୯୪୬ ନୂତନ ଭୋଟର
କୋରାପୁଟ,୭/୧(ଅମିତାଭ ବେହେରା)- କୋରାପୁଟ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହରେ ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ୨୦୨୫କୁ ନେଇ ଏକ ଖବରଦାତା ସମ୍ମିଳନୀ କରାଯାଇ ଜିଲାର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଯାଇଛି। କୋରାପୁଟ ଜିଲାପାଳ ଭି.କୀର୍ତ୍ତିଭାସନ ଅଧ୍ୟକ୍ଷତା କରି ଚଳିତ ବର୍ଷ ଜାନୁଆରୀ ୫…
ଶୁଲିଆ ଯାତ୍ରା ଆରମ୍ଭ: ରକ୍ତରଞ୍ଜିତ ହେଲା ଶୁଲିଆ ପୀଠ
ବଲାଙ୍ଗୀର, ୭।୧ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ବ୍ଳକ ଖଇରଗୁଡା ବଡଖଳାରେ ଶୁଲିଆ ଯାତ୍ରା ମଙ୍ଗଳବାର ଆରମ୍ଭ ହୋଇଛି। ମୁଖ୍ୟ ଦେହେରିଆ ପାରମ୍ପରିକ ଶୁଲିଆ ପୂଜାର୍ଚ୍ଚନା ଆରମ୍ଭ କରିଛନ୍ତି । ସକାଳୁ ମୁଖ୍ୟ ଦେହୁରୀ ଓ ସହଯୋଗୀମାନେ ବାଜା…
ଶପଥ ଗ୍ରହଣ ପୂର୍ବରୁ ଟ୍ରମ୍ପଙ୍କୁ ଲାଗିଲା ଶକ୍ତ ଝଟ୍କା
ଓ୍ବାଶିଂଟନ,୭।୧: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶପଥ ଗ୍ରହଣ ସମାରୋହ ପୂର୍ବରୁ ନ୍ୟୁୟର୍କ କୋର୍ଟରୁ ଏକ ବଡ଼ ଝଟ୍କା ପାଇଛନ୍ତି। ଜଜ ଟଙ୍କା ପ୍ରଦାନ ମାମଲାରେ ଦଣ୍ଡବିଧାନ ବିଳମ୍ବ କରିବାକୁ ଅନୁରୋଧକୁ ଖାରଜ କରିଛନ୍ତି। ଗତ ସପ୍ତାହରେ ଜଜ…
ଦେଶରେ ଆଉ ୨ ଜଣ HMPV ପଜିଟିଭ ଚିହ୍ନଟ
ନୂଆଦିଲ୍ଲୀ,୭।୧: ଭାରତରେ HMPV ଭାଇରସ କ୍ରମାଗତ ଭାବରେ ବୃଦ୍ଧି ପାଉଛି। ମହାରାଷ୍ଟ୍ର ନାଗପୁରରୁ ଆଉ ୨ ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଚିହ୍ନଟ ୨ ଶିଶୁଙ୍କ ବୟସ ଯଥାକ୍ରମେ ୭ ବର୍ଷ ଓ ୧୩ ବର୍ଷ। ପ୍ରଥମେ ଜ୍ବର, ଥଣ୍ଡାରେ…
କୋଣାର୍କ ବୁଲିଲେ ଏସ୍ ଜୟଶଙ୍କର: ଇକୋରିଟ୍ରିଟରେ କଲେ ରାତ୍ରିଯାପନ
ଭୁବନେଶ୍ୱର,୭ା୧: ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ୫ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ସୋମବାର ସନ୍ଧ୍ୟାରେ ସେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ। ସେଠାରୁ ସେ ସିଧାସଳଖ କୋଣାର୍କ ଯାଇଥିଲେ। କୋଣାର୍କ ଇକୋରିଟ୍ରିଟରେ ସେ ରାତ୍ରିଯାପନ…
‘ଭୁବନେଶ୍ୱର ଚାଲ’ରୁ ଦୂରେଇ ରହିଲେ ପାରାଦୀପ ନଗର ସଭାପତି
ପାରାଦୀପ,୭।୧(ଶରତ ରାଉତ):ଜଗତ୍ସିଂହପୁର ଜିଲା ପାରାଦୀପ ନିର୍ବାଚନମଣ୍ଡଳୀରେ ବିଜେଡି ରାଜନୀତି କ୍ରମଶଃ ବିବାଦୀୟ ହେବାରେ ଲାଗିଛି। ୨୦୧୯ରୁ ଚାଲି ଆସିଥିବା ବିବାଦ ୨୦୨୪ ନିର୍ବାଚନ ପରେ ଅଧିକ ହେଲାଣି ବୋଲି ଆଲୋଚନା ହେଉଛି। ସୋମବାର ଏହାର ପ୍ରତିଫଳନ ଦେଖିବାକୁ ମିଳିଛି। ବିଜେଡି ଡାକରା…
ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ରୁପାଶଙ୍ଖ ଦାନ କଲେ ନଳିନୀପ୍ରଭା: ଓଜନ ଜାଣିଲେ…
ପୁରୀ,୭ା୧(ଅଜିତ୍ କୁମାର ମହାନ୍ତି):ଶ୍ରୀମନ୍ଦିର କାର୍ଯ୍ୟାଳୟରେ ସୋମବାର ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମ୍ବଲପୁର ନନ୍ଦପଡ଼ାର ନଳିନୀପ୍ରଭା ଦାସ ଓ ତାଙ୍କ ପରିବାରବର୍ଗ ରୁପାଶଙ୍ଖ ଦାନ କରିଛନ୍ତି। ରୁପା ଶଙ୍ଖଟିର ଓଜନ ୧ କିଲୋ ୬୧୯ ଗ୍ରାମ୍ ରହିଛି। କୌଣସି ମାନସିକ ନ ଥିଲେ ମଧ୍ୟ…
ପୁରୀରେ ଜମୁଛି ପ୍ରବାସୀ ଭାରତୀୟଙ୍କ ଭିଡ଼: ମହାପ୍ରଭୁଙ୍କୁ ଦର୍ଶନ କଲେ, ବେଳାଭୂମି ବୁଲିଲେ ପ୍ରବାସୀ ଭାରତୀୟ
ପୁରୀ,୭ା୧(ଅଜିତ୍ କୁମାର ମହାନ୍ତି):ଚଳିତ ମାସ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ୧୮ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଅବସରରେ ମହାପ୍ରଭୁଙ୍କ ଦର୍ଶନ ସହ ଓ ପୁରୀ ଜିଲାର ଅପରୂପ ପର୍ଯ୍ୟଟନସ୍ଥଳର ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ…
ଆଦିବାସୀ ମେଳାରେ ଲୋକଙ୍କ ମନ ଜିଣୁଛି କନ୍ଧମାଳ ସାମଗ୍ରୀ: ଆକର୍ଷଣ ପାଲଟିଛି କୁଟିଆ କନ୍ଧଙ୍କ ଘର
ଦାରିଙ୍ଗବାଡି,୭।୧(ଅରୁଣ ସାହୁ): ରାଜ୍ୟ ଆଦିବାସୀ ମେଳାରେ କନ୍ଧମାଳ ଜିଲା ଦାରିଙ୍ଗବାଡିର ପାରମ୍ପରିକ ସାମଗ୍ରୀ ବିକ୍ରୀ ହେଉଛି। ବାଲିଗୁଡା ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ପକ୍ଷରୁ ୫ଟି ଷ୍ଟଲ ଆଦିବାସୀ ମେଳାରେ ସ୍ଥାନ ପାଇଥିବାବେଳେ ଦାରିଙ୍ଗବାଡି ବ୍ଲକରୁ ୩ଟି ଷ୍ଟଲ ସ୍ଥାନ…
ଏଇ ଭାରତରେ
ଅନାଥଙ୍କ ସାହାରା ପାଲଟିଛନ୍ତି ଲାମା ଥୁପଟେନ ଫୁନଷ୍ଟୋକ। ଅରୁଣାଚଳ ପ୍ରଦେଶରେ ସେ ମଞ୍ଜୁଶ୍ରୀ ବିଦ୍ୟାପୀଠ ପ୍ରତିଷ୍ଠା କରି ୩୦୦ ଅନାଥ ପିଲାଙ୍କୁ ମାଗଣାରେ ପଢ଼ାଉଛନ୍ତି। ସେଠାରେ ପିଲାମାନେ ରହୁଛନ୍ତି, ଖାଉଛନ୍ତି ଓ ପଢୁଛନ୍ତି। ତାଓ୍ବାଙ୍ଗ ଜିଲାର ପାହାଡ଼ିଆ ଅଞ୍ଚଳର ଏକ ଛୋଟ…
କ୍ଷତିପୂରଣ ନା ତୁଷ୍ଟୀକରଣ
ବିଧାନସଭାରେ ଗୃହୀତ ଅତିରିକ୍ତ ବ୍ୟୟମଞ୍ଜୁରୀ ବିଲ୍ରେ ଶ୍ରୀଗୁଣ୍ଡିଚା ଯାତ୍ରାରେ ରଥ ଉପରକୁ ଭକ୍ତଙ୍କୁ ବାରଣ ଯୋଗୁ ଦଇତା ସେବକମାନଙ୍କୁ କ୍ଷତିପୂରଣ ଦେବାର ବ୍ୟବସ୍ଥା ରହିଥିବା ଖବର ପ୍ରକାଶ ପାଇଛି। ପୂର୍ବ ସରକାର ସମୟରେ ଭକ୍ତବିହୀନ ରଥଯାତ୍ରାରେ ମଧ୍ୟ ଏପରି ଅର୍ଥ ଦିଆଯାଇଥିବାରୁ…
ଜୀବନରେ ଚାପର ତାପ
ପ୍ରତ୍ୟେକ ବସ୍ତୁ ଓ ବ୍ୟକ୍ତିର ନିଜସ୍ବ ଚାପ ଓ ଚାପଶକ୍ତି ରହିଛି। ବିଜ୍ଞାନରେ ବାୟୁଚାପ ଓ ଜଳଚାପ ପଢ଼ିଛେ। ଗ୍ଲାସରେ ଜଳପୂର୍ଣ୍ଣ କରି ତା’ ଉପରେ ପୋଷ୍ଟକାର୍ଡ଼ ରଖି ତଳମୁହାଁ କରିଦେଲେ ଜଳର ଚାପଠାରୁ ବାୟୁର ଚାପ ଅଧିକ ଯୋଗୁ ଜଳ…
Archives


