Home Left

ମହାମାରୀ ରୂପ ନେବ HMPV ଭାଇରସ! ବଡ଼ ଭବିଷ୍ୟବାଣୀ କଲେ…

ନୂଆଦିଲ୍ଲୀ,୭।୧: HMPV ଭାଇରସକୁ ନେଇ ସାରା ବିଶ୍ୱରେ ଆତଙ୍କ ଖେଳିଯାଇଛି। ଏହି ସମୟରେ, ଭାରତରେ ମଧ୍ୟ ୬ଟିି ମାମଲା ଚିହ୍ନଟ ହେବା ପରେ ଲୋକେ ଭୟଭୀତ ଅଛନ୍ତି। ଏହାପୂର୍ବରୁ, ୨୦୨୦ରୁ ୨୦୨୩ପର୍ଯ୍ୟନ୍ତ, କରୋନା ଭାଇରସ ଯୋଗୁଁ ଦେଶ ତଥା ବିଶ୍ୱରେ ଧନଜୀବନ…

ଟ୍ରକ୍‌ ଡ୍ରାଇଭର କହିଲେ କାହିଁକି ୨ ଭାଜପା ନେତାଙ୍କୁ ହତ୍ୟା କରିଥିଲେ 

ସମ୍ବଲପୁର,୭।୧: ଭାଜପା ନେତ୍ରାଙ୍କୁ ହତ୍ୟା ପଛର କାରଣ କହିଲେ ଡ୍ରାଇଭର ପ୍ରସନ୍ନ ଜେନାମଣି। ସେ କହିଛନ୍ତି,  ଭାଜପା ନେତାଙ୍କ କାରକୁ ମୋ ସହ ଝଗଡ଼ା କରିଥବା ଗାଡ଼ି ଭାବି ଧକ୍କା ଦେଇଥିଲି । ଗାଡିକୁ ଥରେ କି ୨ ଥର ନୁହେଁ…

ନେପାଳ ଭୂକମ୍ପ: ସତ ହେଲା ଭବିଷ୍ୟବାଣୀ, ୨୦୨୫ରେ ଆଗକୁ ମାଡିଆସୁଛି ଆହୁରି…

ନୂଆଦିଲ୍ଲୀ,୭।୧: ନେପାଳର ସୀମା ନିକଟ ତିବ୍ଦତର ଶିଗାଟେରେ ଆଜି ସକାଳୁ ସକାଳୁ ବଡ଼ ଧରଣୀ ଭୂକମ୍ପ ହୋଇଛି। ଯାହାକୁ ନେଇ ଆଖପାଖ ଅନେକ ଦେଶମାନେ ଭୟଭୀତ ହୋଇପଡିଛନ୍ତି। ଏଥି ସହିତ, ଏହି ଭୂକମ୍ପ ଯୋଗୁଁ ତିବ୍ଦତ, ନେପାଳ ଏବଂ ଭାରତର ଦିଲ୍ଲୀ-ଏନସିଆର,…

କୋର୍ଟଙ୍କ ବଡ଼ ରାୟ, ଶାଶୁଙ୍କୁ ରକ୍ଷଣାବେକ୍ଷଣ ଭତ୍ତା ଦେବେ ବୋହୂ

ନୂଆଦିଲ୍ଲୀ,୭।୧:ଅନୁକମ୍ପାମୂଳକ ନିଯୁକ୍ତି ପ୍ରସଙ୍ଗରେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। କୋର୍ଟ କହିଛନ୍ତି ଯେ ଯେଉଁ ମହିଳା ସ୍ବାମୀଙ୍କ ମୃତ୍ୟୁ ପରେ ଅନୁକମ୍ପା ଚାକିରି ପାଆନ୍ତି, ତାଙ୍କୁ ତାଙ୍କ ଶାଶୁଙ୍କୁ ରକ୍ଷଣାବେକ୍ଷଣ ଭତ୍ତା ଦେବାକୁ ପଡିପାରେ। କୋର୍ଟ…

ଚୋରି ପାଇଁ ଘରେ ପଶିଥିଲେ ଚୋର;ମୂଲ୍ୟବାନ ସାମଗ୍ରୀ ନ ମିଳିବାରୁ ମହିଳାଙ୍କୁ…

ମୁମ୍ବାଇ,୭।୧: ମୁମ୍ବାଇର ଉପାନ୍ତ ସହର ମାଲାଡରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଚୋରି କରିବାକୁ ଯାଇଥିବା ଚୋର କୌଣସି ମୂଲ୍ୟବାନ ସାମଗ୍ରୀ ନ ପାଇବାରୁ ପଶିଥିବା ଘରେ ଉପସ୍ଥିତ ଥିବା ମହିଳାଙ୍କୁ ଚୁମ୍ବନ ଦେଇ ପଳାଇ ଆସିଥିଲେ। ସୂଚନା ପାଇବା…

ଆଇଟିବିପିର ଅଦମ୍ୟ ଉତ୍ସାହ, ପ୍ରତିବଦ୍ଧତାକୁ ପ୍ରଶଂସା କଲେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ

ଖୋର୍ଦ୍ଧା,୭।୧(ପ୍ରଭାତ ପାଣିଗ୍ରାହୀ): ଇଣ୍ଡୋ- ତିବ୍ବତ ସୀମା ପୋଲିସ ସୁରକ୍ଷା ବଳ(ଆଇଟିବିପି)ର ୬୩ତମ ପ୍ରତିଷ୍ଠା ଦିବସ ଖୋର୍ଦ୍ଧା ତରତୁଆ ସ୍ଥିତ ୪୧ବାଟାଲିୟନ କ୍ୟାମ୍ପସରେ ମହାଆଡମ୍ବରରେ ଆୟୋଜିତ ହୋଇଯାଇଛି। କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ(ରାଜ୍ୟ) ନିତ୍ୟାନନ୍ଦ ରାୟ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ। କ୍ୟାମ୍ପସରେ…

ବନ୍ଧୁକ ଦେଖାଇ ଫାଇନାନ୍ସ କର୍ମଚାରୀଙ୍କଠାରୁ ଲୁଟିନେଲେ ଟଙ୍କା

ଦାରିଙ୍ଗବାଡି, ୭।୧ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ କିରିକୁଟି ଓ ପର୍ତ୍ତମାହା ପଞ୍ଚାୟତ ସିମବର୍ତ୍ତୀ କୁମ୍ଭାରମୁଣ୍ଡା ନିକଟରେ ଏକ ବଡ ଧରଣର ଲୁଟ୍‌ ହୋଇଛି। ଜଣେ ଫାଇନାନ୍ସ କର୍ମଚାରୀ ଋଣ ଟଙ୍କା ଆଦାୟ କରି ଫେରୁଥିବା ସମୟରେ…

ଜଗା ଦର୍ଶନ ସୌଭାଗ୍ୟର ଦିନ କହିଲେ ଜୟଶଙ୍କର

ପୁରୀ,୭।୧: ପୁରୀରେ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର। ଜଗାଙ୍କୁ ଦର୍ଶନ ପରେ ଆଜି ବହୁତ ବଡ଼ ସୌଭାଗ୍ୟର ଦିନ ବୋଲି ଜୟଶଙ୍କର ଗଣମାଧ୍ୟମକୁ କହିଛନ୍ତି। ପ୍ରବାସୀ ଭାରତୀୟ ଦିବସ ପାଇଁ ଓଡ଼ିଶା ସରକାର ଭଲ ପ୍ରସ୍ତୁତି…

ଏଣିକି ନିଜ ପାଇଁ ନିଜେ ଲଢ଼ି ଶିଖିବେ ଝିଅ

ଜି.ଉଦୟଗିରି ୭।୧(ଶିଶିର ପଟ୍ଟନାୟକ): ଜି.ଉଦୟଗିରି ଇନ୍ଦିରା ପ୍ରିୟଦର୍ଶିନୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମଙ୍ଗଳବାର ଆଠ ଦିନିଆ ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍‌ଘାଟିତ ହୋଇଯାଇଛ। ଅନୁଷ୍ଠାନର ଅଧ୍ୟକ୍ଷ ଶିବରାମ ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ସ୍ଥାନୀୟ ତହସିଲଦାର ରଞ୍ଜନ…

ନିର୍ମାଣ ଶ୍ରମିକ ପାଇଁ ରେଜିଷ୍ଟ୍ରେଶନ କରିବାକୁ ଚାହୁଁଥିଲେ, ଆପଣାନ୍ତୁ ଏଟି ଟିପ୍ସ

ଭୁବନେଶ୍ୱର,୭।୧: ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ ଅଧୀନରେ ଉପଲବ୍ଧ କଲ୍ୟାଣମୂଳକ ଯୋଜନାରେ ଅନ୍ତର୍ଭୁକ୍ତ ହେବା ନିମନ୍ତେ ୧୮ ବର୍ଷରୁ ୬୦ ବର୍ଷ ବୟସ୍କ ନିର୍ମାଣ ଶ୍ରମିକ ଅନଲାଇନ ପୋର୍ଟାଲ https://nirmanshramik.odisha.gov.in ରେ ରେଜିଷ୍ଟ୍ରେଶନ କରିବା ସହିତ…

ବଢିଲା ସଲମାନଙ୍କ ସୁରକ୍ଷା, ଗାଲାକ୍ସି ବାଲକୋନିରେ ଲାଗିଲା ବୁଲେଟ ପ୍ରୁଫ ଗ୍ଲାସ

ମୁମ୍ବାଇ,୭।୧: ଗତ କିଛି ମାସ ମଧ୍ୟରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗରୁ ମିଳୁଥିବା ଧମକକୁ ଦେଖି ସଲମାନ ଖାନଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯାଉଛି। ବର୍ତ୍ତମାନ କିଛି ଫଟୋରେ ଦେଖାଯାଉଛି ଯେ ସଲମାନ ଖାନଙ୍କ ଘରର ବାଲକୋନୀରେ ସୁରକ୍ଷା ବୃଦ୍ଧି କରାଯାଉଛି। ବାଲକୋନିରେ ବୁଲେଟ…

ଅସୁ୍‌ସ୍ଥ ହୋଇ ପଡିଲେ ପ୍ରଶାନ୍ତ କିଶୋର, ହସ୍ପିଟାଲରେ ଭର୍ତ୍ତି

ପାଟନା,୭।୧: ପ୍ରଶାନ୍ତ କିଶୋରଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସୁଛି। ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳେ ଭୋକ ଉପାସରେ ଥିବା ପ୍ରଶାନ୍ତ କିଶୋରଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଜନ ସୁରଜ ପାର୍ଟିର କର୍ମୀମାନେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri