ହାସିନାଙ୍କୁ ନାଲି ଆଖି ଦେଖାଇଲେ ୟୁନୁସ୍, କରିଦେଲେ ଏମିତି, ଚିନ୍ତାରେ…
ଢାକା,୨୭।୧: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କୁ ଆଉ ଏକ ବଡ଼ ଝଟକା ଦେଇପାରନ୍ତି। ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ତାଙ୍କ ଝିଅ ସାଇମା ୱାଜେଦଙ୍କୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ଦକ୍ଷିଣ-ପୂର୍ବ ଏସିଆର ଆଞ୍ଚଳିକ ନିର୍ଦ୍ଦେଶକ ପଦରୁ ହଟାଇବା ପାଇଁ…
ଦାରିଙ୍ଗବାଡିରେ କଫି ଚାଷ କରିବା ପାଇଁ ଚାଷୀଙ୍କୁ ପରାମର୍ଶ, ହଳଦୀ ପରି ଦେଶ ବିଦେଶରେ…
ଦାରିଙ୍ଗବାଡି, ୨୭।୧ (ଅରୁଣ ସାହୁ): ସୋମବାର ଦାରିଙ୍ଗବାଡିଠାରେ ଅନନ୍ୟା ଓ ପିଟୁସି କମ୍ୟୁନିକେଶନ ତରଫରୁ ଜାତୀୟ ସ୍ତରୀୟ ଦିନିକିଆ ମସଲା ଜାତୀୟ ଓ କଫି ଚାଷ ନେଇ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କନ୍ଧମାଳ ଏମ୍ପି…
ଥଇଥାନ କେନ୍ଦ୍ର ଅନ୍ତେବାସୀଙ୍କୁ ତାଲିବାନୀ ନିର୍ଯାତନା: ଭିଡିଓ ଭାଇରାଲ ପରେ ଜିଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
ସମ୍ବଲପୁର,୨୭ା୧(ପ୍ରମୋଦ ବହିଦାର): ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ନେତାଜୀ କଲୋନୀରେ ଥିବା ସମର୍ଥ ମାନସିକ ଅନଗ୍ରସର ଥାଇଥାନ କେନ୍ଦ୍ର ଅନ୍ତେବାସୀଙ୍କୁ ମାତ୍ରାଧିକ ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି। ନିର୍ଯାତନାର ଭିଡିଓ ଭାଇରାଲ ହେବା ପରେ ସହରରେ ଆଲୋଡନ…
ଭାରତ ପାଇଁ ଖୁସି ଖବର: ବଡ଼ ଉପହାର ଦେଲା ଚାଇନା
ନୂଆଦିଲ୍ଲୀ,୨୭।୧: ଭାରତ ଏବଂ ଚାଇନା କୈଳାସ ମାନସରୋବର ଯାତ୍ରା ପୁନଃ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସୋମବାର ବୈଦେଶିକ ମନ୍ତ୍ରଣାଳୟ ଏହି ସୂଚନା ଦେଇଛି। ବିଦେଶ ମନ୍ତ୍ରଣାଳୟ କହିଛି , ବୈଦେଶିକ ସଚିବ ବିକ୍ରମ ମିଶ୍ରୀ ୨୭ ଜାନୁଆରୀରେ ଭାରତ ଏବଂ…
ଗଞ୍ଜେଇ ବୋଝେଇ ଅଟୋ ଜବତ, ଜେଲ ଗଲେ ୨ ଅଭିଯୁକ୍ତ
ଦିଗପହଣ୍ଡି,୨୭।୧(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଅବକାରୀ ଥାନା ଏସ.ଆଇ ଅନୀତା ପ୍ରଧାନ ସୋମବାର ସଦଳବଳେ ପିଛା କରି ଏକ ଗଞ୍ଜେଇ ବୋଝେଇ ଅଟୋ ନଂ. (ଓଡି୦୭ ଏଏସ ୩୬୨୯) ଜବତ କରିଛନ୍ତି। ଅଟୋଟି ଗଜପତି ଜିଲା ମୋହନା ଗ୍ରାମରୁ ଦିଗପହଣ୍ଡି ପୁଞ୍ଜିକୟାଁ…
ଦାରିଙ୍ଗବାଡି ଦେଇ ଯାଉଥିଲା ଗଞ୍ଜେଇ ଭର୍ତ୍ତି କାର୍, ମାଡ଼ିବସିଲା ପୋଲିସ, ଆଉ ତା’ପରେ…
ଦାରିଙ୍ଗବାଡି, ୨୭। ୧ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଦେଇ ଗଞ୍ଜେଇ ଭର୍ତ୍ତି କାର୍ ଯାଉଥିବାବେଳେ ମାଡ଼ିବସିଲା ପୋଲିସ। ଏଥିରେ ଜଣକୁ ଗିରଫ କରିବା ସହ ଏକ ସୁଇଫ୍ଟ କାର୍ ସହ ୨ ବସ୍ତା ଗଞ୍ଜେଇ ପୋଲିସ ଜବତ କରିଛି।…
ସିରିଜ୍ ଦୁର୍ଘଟଣା: ୧୦ ଉଠାଦୋକାନୀଙ୍କୁ ଧକ୍କା ଦେଇ ପୋଲରେ ପିଟିହେଲା ବୋଲେରୋ
ପାରାଦୀପ,୨୭।୧: ଜଗତସିଂହପୁର ଜିଲା ପାରାଦୀପ ସମୁଦ୍ର କୂଳରେ ସୋମବାର ଏକ ସିରିଜ ଦୁର୍ଘଟଣା ଘଟିଛି। ଏକ ବୋଲେରୋ ଭାରସାମ୍ୟ ହରାଇ ୧୦ଉଠା ଦୋକାନୀଙ୍କୁ ଧକ୍କା ଦେବା ସହ ଏକ କାଠ ପୋଲରେ ପିଟିହୋଇ ଯାଇଥିଲା। ଦୁର୍ଘଟଣାରେ ୨ଜଣ ଦୋକାନୀ ଗୁରୁତର ହୋଇଛନ୍ତି।…
ପ୍ରସୂତିଙ୍କ ମୃତ୍ୟୁକୁ ନେଇ ଡାକ୍ତରଙ୍କ ଗାଡ଼ି, ନର୍ସିଂହୋମ ଭଙ୍ଗାରୁଜା
ଭଦ୍ରକ,୨୭।୧(ସନାତନ ରାଉତ): ଭଦ୍ରକ ସହର ଗାନ୍ଧୀପଡ଼ିଆରେ ଥିବା ଏକ ନର୍ସିଂହୋମରେ ଜଣେ ପ୍ରସୂତିଙ୍କ ମୃତ୍ୟୁକୁ ନେଇ ସୋମବାର ଉତ୍ତେଜନା ଦେଖାଦେଇଛି। ମୃତକଙ୍କ ସମ୍ପର୍କୀୟ ନର୍ସିଂହୋମ ଭଙ୍ଗାରୁଜା କରିବା ସହ ଡାକ୍ତରଙ୍କ ଗାଡ଼ି ଭାଙ୍ଗି ଦେଇଛନ୍ତି। ଅନ୍ୟପକ୍ଷେ ମେଡିକାଲ କର୍ତ୍ତୃପକ୍ଷ ଘଟଣାସ୍ଥଳକୁ ନ…
ବ୍ୟାଡ୍ମିଣ୍ଟନ ଟୁର୍ନାମେଣ୍ଟ: ଚାମ୍ପିୟନ ହେଲେ…
ଦିଗପହଣ୍ଡି,୨୭।୧(ଅଶେଷ ନାଥ ମିଶ୍ର): ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ଦିଗପହଣ୍ଡିସ୍ଥିତ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମରେ ଆୟୋଜିତ ବ୍ୟାଡ୍ମିଣ୍ଟନ (ଡବଲ୍ସ) ଟୁର୍ନାମେଣ୍ଟ ଉଦଯାପିତ୍ ହୋଇଯାଇଛି।୧୫ ବର୍ଷରୁ କମ ଜୁନିୟର ବିଭାଗରେ ଆୟୁଷ୍ମାନ ବକ୍ସି ଏବଂ ଦେବାଶିଷ ପଟ୍ଟନାୟକ ଯୋଡି ଚାମ୍ପିୟନ ହୋଇଥିବା…
ଅଢେଇ ମାସ ତଳେ କିଣିଥିଲେ କାର୍: ଏବେ ଯାହାହେଲା…
କେନ୍ଦୁଝର,୨୭।୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବ୍ଲକ ଅଧୀନ ପଦ୍ମପୁର ପଞ୍ଚାୟତ ପୁଟୁଳିଆ ଗ୍ରାମର ଭୁବନେଶ୍ୱର ଦାସଙ୍କ ଏକ ମହିନ୍ଦ୍ରା କାର୍ ହଠାତ୍ ଜଳି ଯାଇଛି। ନିଆଁ ଲାଗିବାର କାରଣ ଜଣାପଡି ନ ଥିବା ବେଳେ ସର୍ଟଶର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା…
ଅରବିନ୍ଦ କେଜ୍ରିଓ୍ବାଲଙ୍କ ବିରୋଧରେ ଚକ୍ରବ୍ୟୁହ ରଚିଲା ଭାଜପା, ଏଏପି ସଂଯୋଜକଙ୍କ ଖେଳ ନଷ୍ଟ
ନୂଆଦିଲ୍ଲୀ,୨୭।୧: ପଞ୍ଜାବର ଅମୃତସରରେ ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି କ୍ଷତିଗ୍ରସ୍ତ ହୋଇଥିଲା। ଏହାକୁ ଭାଙ୍ଗିବାକୁ ଚେଷ୍ଟା କରାଯାଇଥିଲା। ଏହି କାରଣରୁ, ୫୦୦ କିଲୋମିଟର ଦୂର ଦିଲ୍ଲୀରେ ନିର୍ବାଚନୀ ତାପମାତ୍ରା ଉଷ୍ମ ହୋଇଗଲା। ଭାଜପା କର୍ମୀମାନେ ରାଜରାସ୍ତାକୁ ଆସିଲେ। କେଜ୍ରିୱାଲଙ୍କ ଘର…
ସମସ୍ତଙ୍କ ଧ୍ୟାନ ଆକର୍ଷଣ କଲା ଯୋଗୀ ଆଦିତ୍ୟନାଥଙ୍କ ସହ ବାବା ରାମଦେବଙ୍କ ଯୁଗଳବନ୍ଦୀ
ପ୍ରୟାଗରାଜ,୨୭।୧: ସୋମବାର ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଯୋଗଗୁରୁ ବାବା ରାମଦେବ ପ୍ରୟାଗରାଜ ମହାକୁମ୍ଭରେ ପହଞ୍ଚିଥିଲେ। ସେ ତ୍ରିବେଣୀ ସଙ୍ଗମରେ ପବିତ୍ର ସ୍ନାନ କରିଥିଲେ। ଏହି ସମୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ବାବା ରାମଦେବଙ୍କ ଏକ ଭିନ୍ନ…
Archives


