ମୋଟେରକୁ ବ୍ଲକ ଘୋଷଣା ଦାବି ତେଜିଲା
କୋକସରା,୨୭।୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କେନ୍ଦ୍ର ଓ ରାଜ୍ୟ ସରକାର ନିର୍ବାଚନ ମଣ୍ଡଳୀ ଏବଂ ବ୍ଲକ ସମ୍ପ୍ରସାରଣ ନେଇ ଯୋଜନା କରୁଛନ୍ତି। ଏଭଳିସ୍ଥିତିରେ ସ୍ଥାନୀୟ ଜନପ୍ରତିନିଧିଙ୍କ ସହ ବିଭିନ୍ନ ସଙ୍ଗଠନ ଏବଂ ଅଞ୍ଚଳବାସୀଙ୍କ ପକ୍ଷରୁ ପଞ୍ଚାୟତଗୁଡିକୁ ବ୍ଲକ ଘୋଷଣା କରିବାକୁ ଦାବି ଉପସ୍ଥାପନ…
ପୂର୍ବ ଚିଠିକୁ ସଂଶୋଧନ କଲେ ସରକାର: ମନୋଜ ଆହୁଜା ହେଲେ…
ଭୁବନେଶ୍ୱର,୨୭।୧: ରାଜ୍ୟ ସରକାର ପୂର୍ବ ଚିଠିକୁ ସଂଶୋଧନ ପରେ ମନୋଜ ଆହୁଜା ଶ୍ରୀମନ୍ଦିର ପରିଚାଳନା କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ହୋଇଛନ୍ତି।ପୂର୍ବ ଚିଠିରେ ଜି.ଏ କମିଟି ମନୋଜ ଆହୁଜାଙ୍କୁ ପରିଚାଳନା କମିଟିର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ଦେଇଥିଲା। ହେଲେ ଏ ନେଇ…
ଉତ୍ସର୍ଗିକୃତ କାର୍ଯ୍ୟ ପାଁଇ ମିଳିଲା ରାଜ୍ୟପାଳ ପଦକ
କେନ୍ଦୁଝର,୨୭।୧ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ପୋଲିସରର ହାଟଡିହି କୋର୍ଟରେ କାର୍ଯ୍ୟରତ ଚିତ୍ତରଞ୍ଜନ ସାହୁ, କ/୩୭୧ ପୋଲିସ ବିଭାଗରେ କଠିନ ପରିଶ୍ରମ, ବୃତ୍ତିଗତ ଦକ୍ଷତା ଉତ୍ସର୍ଗିକୃତ କାର୍ଯ୍ୟ ପାଇଁ ଗଣତନ୍ତ୍ର ଦିବସ ଉପଲକ୍ଷେ ମାନ୍ୟବର ରାଜ୍ୟପାଳଙ୍କଠାରୁ ରାଜ୍ୟପାଳ ପଦକ ପାଇଛନ୍ତି ।…
ଭାରତ-ଚାଇନା ସମ୍ପର୍କରେ ଆସୁଛି ସୁଧାର!
ନୂଆଦିଲ୍ଲୀ/ବେଜିଂ,୨୭।୧: ବୈଦେଶିକ ସଚିବ ବିକ୍ରମ ମିଶ୍ରି ସୋମବାର ଚାଇନା ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କୁ ଭେଟି ଦ୍ୱିପାକ୍ଷିକ ସ୍ବାର୍ଥ ସମ୍ବନ୍ଧୀୟ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି। ସୂଚନାଯୋଗ୍ୟ, ବୈଦେଶିକ ସଚିବ ଦୁଇ ଦିନିଆ ଗସ୍ତରେ ଚାଇନା ପହଞ୍ଚିଛନ୍ତି। ସେ ଏଠାରେ ଚାଇନା…
ଫ୍ରାନ୍ସ ରାଷ୍ଟ୍ରପତିଙ୍କ ବାର୍ତ୍ତାର ଉତ୍ତରରେ ମୋଦି କହିଲେ OK
ନୂଆଦିଲ୍ଲୀ,୨୭।୧: ସାରା ଦେଶରେ ପ୍ରବଳ ଉତ୍ସାହର ସହିତ ୭୬ତମ ଗଣତନ୍ତ୍ର ଦିବସ ପାଳନ କରାଯାଇଥିଲା। କର୍ତ୍ତବ୍ୟ ପଥରେ ସମଗ୍ର ବିଶ୍ୱ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଏବଂ ସାମରିକ ଶକ୍ତିର ଏକ ଝଲକ ଦେଖିଲା। ବିଶ୍ୱର ସମସ୍ତ ନେତା ଦେଶର ରାଷ୍ଟ୍ରପତି…
ଭାରତ, ବାଂଲାଦେଶ, ପାକିସ୍ତାନ ସମେତ ଏହି ସବୁ ଦେଶକୁ ବଡ଼ ଝଟକା ଦେଲେ ଟ୍ରମ୍ପ, ନେଲେ ଏହି ନିଷ୍ପତ୍ତି
ଓ୍ବାଶିଂଟନ,୨୭।୧: ଆମେରିକା ସରକାର ଅନ୍ୟ ଦେଶମାନଙ୍କୁ ଦିଆଯାଉଥିବା ସହାୟତାକୁ ସ୍ଥଗିତ ରଖିବା ଏବଂ ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆମେରିକା ଫାଷ୍ଟ ଏଜେଣ୍ଡା ଅନୁଯାୟୀ ଏହି ସହାୟତା ଏହାର ବୈଦେଶିକ ନୀତି ସହିତ ସମାନ କି ନାହିଁ ତାହା ନିଶ୍ଚିତ କରିବା…
ଏହା ବି ହୋଇପାରେ କଳହର କାରଣ..
ଅନେକ ସମୟରେ ଦେଖାଯାଏ ଘରେ କିଛି ବି କାରଣ ନଥାଇ କଳି ଝଗଡ଼ା ଲାଗିଯାଏ। ସମ୍ପର୍କରେ ତିକ୍ତତା ଦେଖାଦିଏ। ପରିବାରରେ ଅଶାନ୍ତିର ବାତାବରଣ ଖେଳିଯାଏ। ଏହାପଛରେ ଅଜାଣତରେ ଆମଦ୍ୱାରା କରାଯାଉଥିବା କିଛି ଛୋଟମୋଟ କାର୍ଯ୍ୟ ବି କାରଣ ସାଜିପାରେ ବୋଲି ବାସ୍ତୁଶାସ୍ତ୍ରରେ…
ବ୍ରାଉନସୁଗାର ବିକ୍ରି ପାଇଁ ଆସୁଥିଲେ: ୨ ବେପାରୀଙ୍କୁ ବାଟରୁ ଟେକି ନେଲା ପୋଲିସ
ଭୋଗରାଇ,୨୭।୧(ପ୍ରଦୀପ ଦାସ): ବାଲେଶ୍ବର ଜିଲା ସୀମାନ୍ତ ଜଳେଶ୍ୱର ଓ ଭୋଗରାଇ ବ୍ଲକ ନିଶା ବ୍ୟବସାୟୀଙ୍କ ଅଡ୍ଡାସ୍ଥଳ ପାଲଟିଛି। ଏଭଳି ସ୍ଥିତିରେ ଥାନା ଅଞ୍ଚଳରେ ବ୍ରାଉନସୁଗାର କାରବାର ହେଉଥିବା ନେଇ ଭୋଗରାଇ ଥାନା ପୋଲିସ କୌଣସି ସୂତ୍ରରୁ ଖବର ମିଳିଥିଲା। ଏନେଇ ଥାନା…
ବିଧାୟକଙ୍କ ପାଖେ ଦାବି ଜଣାଇଲେ ଓକିଲ ସଂଘ
ପୁରୁଷୋତ୍ତମପୁର,୨୭।୧(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲସଂଘ ପକ୍ଷରୁ କବିସୂର୍ଯ୍ୟଗରର ନବନିର୍ବାଚିତ ବିଧାୟକ ପ୍ରତାପଚନ୍ଦ୍ର ନାୟକଙ୍କୁ ସୋମବାର ସମ୍ବର୍ଦ୍ଧନା ଦିଆଯାଇଛି। ଓକିଲମାନେ ବାଜାବାଣ ଫୁଟାଇ ଶୋଭାଯାତ୍ରାରେ ବିଧାୟକଙ୍କୁ ସଂଘ କାର୍ଯ୍ୟାଳୟକୁ ପାଛୋଟି ନେଇଥିଲେ। ଏହି ଅବସରରେ ଓକିଲମାନେ ଅଞ୍ଚଳର ସମସ୍ୟା ଜଣାଇବା…
ଇତିହାସ ରଚିଲେ ବୁମ୍ରା, ପ୍ରଥମ ଥର ଜଣେ ଭାରତୀୟ ଦ୍ରୁତ ବୋଲରଙ୍କୁ ମିଳିଲା ଏହି ପୁରସ୍କାର
ନୂଆଦିଲ୍ଲୀ,୨୭।୧: ଜସପ୍ରିତ ବୁମ୍ରାଙ୍କୁ ଆଜି ବିଶ୍ୱର ସର୍ବୋତ୍ତମ ବୋଲର ଭାବରେ ଗଣନା କରାଯାଏ। ସେ ପ୍ରତ୍ୟେକ ସୁଯୋଗରେ ଏହା ପ୍ରମାଣିତ କରିଛନ୍ତି। ବୁମ୍ରା ବର୍ତ୍ତମାନ ଯେଉଁଭଳି ଘାତକ ବୋଲିଂ କରୁଛନ୍ତି, ଅନ୍ୟ କୌଣସି ପେସ ବୋଲର ମଧ୍ୟ ତାଙ୍କ ପାଖାପାଖି ମଧ୍ୟ…
ମହାକୁମ୍ଭରେ ୧୦ ଦିନରେ କୁଆଡେ ଏତେ ଟଙ୍କା ରୋଜଗାର କଲେଣି ଭାଇରାଲ ଗର୍ଲ ମୋନାଲିସା, ସତ ଜାଣିଲେ…
ପ୍ରୟାଗରାଜ,୨୭।୧: ମହାକୁମ୍ଭ ୨୦୨୫ ବର୍ତ୍ତମାନ ପ୍ରୟାଗରାଜରେ ଚାଲିଛି । ତେବେ ମହାକୁମ୍ଭକୁ ନେଇ ଯେତିକି ଚର୍ଚ୍ଚା ହେଉଛି ସେତିକି ଚର୍ଚ୍ଚା ହେଉଛି ସେଠାରେ ଇନ୍ଦୋରର ମାଳା ବିକୁଥିବା ଝିଅ ମୋନାଲିସାର। ମହାକୁମ୍ଭରେ ମାଳା ବିକୁଥିବା ଏହି ଝିଅଟିର ନ୍ୟାଚୁରାଲ ବିୟୁଟିକୁ ନେଇ…
ମହାକୁମ୍ଭରେ ଜୟ ଶାହାଙ୍କ ‘ବେବି ବୟ’ଙ୍କୁ ମିଳିଲା ସନ୍ଥଙ୍କ ଆଶୀର୍ବାଦ, ଦେଖନ୍ତୁ ଭିଡିଓ
ପ୍ରୟାଗରାଜ,୨୭।୧: ICCର ନୂତନ ଅଧ୍ୟକ୍ଷ ଜୟ ଶାହା ତାଙ୍କ ସମ୍ପୂର୍ଣ୍ଣ ପରିବାର ସହିତ ପ୍ରୟାଗରାଜରେ ପହଞ୍ଚିଛନ୍ତି। ଏବେ ତାଙ୍କର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ବର୍ତ୍ତମାନର ଆଇସିସି ଅଧ୍ୟକ୍ଷ ତାଙ୍କ ପିତା ଅମିତ ଶାହା ଏବଂ ତାଙ୍କ ପତ୍ନୀ…
Archives


