Home Left

ପିଲାଦିନର କୋଚଙ୍କୁ ନିଜ ଘର ଉପହାର ଦେଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୮।୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଦ୍ରୁତ ବୋଲର ଆଶିଷ ନେହେରା ଆଜିକାଲି ଜଣେ କୋଚ ଭାବରେ ସମୟ ବିତାଉଛନ୍ତି। ସେ ଆଇପିଏଲ ଫ୍ରାଞ୍ଚାଇଜ ଗୁଜରାଟ ଟାଇଟାନ୍ସର କୋଚ। ନେହେରାଙ୍କ ଗୁଜରାଟ ଏହାର ପ୍ରଥମ ସିଜିନରେ (୨୦୨୨) ଟାଇଟଲ ଜିତିଥିଲା। ସେହିପରି…

୩୧୪ ବ୍ଲକ ପାଇଁ ଖୁସିଖବର: ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ଭୁବନେଶ୍ୱର,୮।୨: ରାଜ୍ୟ କ୍ୟାବିନେଟରେ ଏଗାରଟି ପ୍ରସ୍ତାବରେ ମୋହର ବାଜିଛି। ତୃଣମୂଳ ସ୍ତରରେ କ୍ରୀଡ଼ା ଭୂମି ବିକାଶ ପାଇଁ ୩୧୪ ବ୍ଲକରେ ବ୍ଲକସ୍ତରୀୟ ଷ୍ଟାଡିୟମ ନିର୍ମାଣ ହେବ । କ୍ରୀଡ଼ା ଓ ଯୁବ ସେବା ବିଭାଗ ତରଫରୁ ଯେଉଁ ପିଲାମାନେ ଭଲ ପ୍ରଦର୍ଶନ…

ଦିଲ୍ଲୀବାସୀଙ୍କ ପାଇଁ ଖୁସି ଖବର, ମହିଳାଙ୍କୁ ମାସକୁ ମିଳିବ ୨୫୦୦ଟଙ୍କା, ଯୁବକଙ୍କୁ ୧୫ ହାଜର ଟଙ୍କା, ମାଗଣା…

ନୂଆଦିଲ୍ଲୀ,୮।୨: ଦିଲ୍ଲୀ ବିଧାନସଭା ର୍ନିବାଚନର ଫଳାଫଳର ଚିତ୍ର ଏବେ ପ୍ରାୟ ସ୍ପଷ୍ଟ ହୋଇଯାଇଛି। ଯେଉଁଥିରେ BJP ସରକାର ଗଠନ କରୁଥିବା ପରି ମନେ ହେଉଛି। ଏହି ଖବର ଲେଖାଯିବା ସମୟରେ, ଭାଜପା ୪୭ଟି ଆସନରେ ଆଗୁଆ ଥିବା ବେଳେ ଆମ ଆଦମୀ…

ଶିକ୍ଷା ବିଭାଗ ନିୟମକୁ ନେଇ ରାଜରାସ୍ତାରେ ଅଭିଭାବକ, ଚିନ୍ତାରରେ ଛାତ୍ରୀଛାତ୍ର

ଚାନ୍ଦବାଲି,୮।୨(ଅଶୋକ ପଣ୍ଡା): ଭଦ୍ରକ ଜିଲାର ଧାମରା ନିକଟସ୍ଥ କଇଥଖୋଲା ଠାରେ ଥିବା ବିବେକାନନ୍ଦ ଉଚ୍ଚ ବିଦ୍ୟାପୀଠ ଗେଟ ଆଗରେ ସ୍ଥାନୀୟ ଅଭିଭାବକ ମାନେ ସମ୍ପୃକ୍ତ ବିଦ୍ୟାଳୟର ପରୀକ୍ଷା କେନ୍ଦ୍ର ବଦଳି ଦାବିରେ ଧାରଣା ଦେଇଛନ୍ତି। ଚଳିତ ମାସ ୨୧ତାରିଖରେ ମାଟ୍ରିକ ପରୀକ୍ଷା…

ବିଗୁଡ଼ୁଛି କି ସ୍ବାସ୍ଥାବସ୍ଥା: ଏୟାର ଲିଫ୍ଟ ହେବେ ଭେଟେରାନ ଅଭିନେତା ଉତ୍ତମ ମହାନ୍ତି

ଭୁବନେଶ୍ୱର,୮।୨: ଭେଟେରାନ ଅଭିନେତା ଉତ୍ତମ ମହାନ୍ତି ବର୍ତ୍ତମାନ ଗୁରୁତର ହୋଇ ଭେଣ୍ଟିଲେଟରରେ ଅଛନ୍ତି। ତେବେ ତାଙ୍କୁ ଏୟାର ଲିଫ୍ଟ କରାଯିବ। ଅଧିକ ଚିକିତ୍ସା ପାଇଁ ସେ ଏୟାର ଆମ୍ବୁଲାନ୍ସରେ ଭୁବନେଶ୍ବରରୁ ଦିଲ୍ଲୀ ଯିବେ। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲ୍‌ରେ ତାଙ୍କୁ ଭର୍ତ୍ତି…

ରାତିଅଧରେ ଯୁବବ୍ୟବସାୟୀଙ୍କ ଉପରକୁ ବୋମା ପରେ….

ନୟାଗଡ଼/ରଣପୁର,୮।୨(ଲୋକନାଥ ମିଶ୍ର/ସୁକାନ୍ତ କିଶୋର ଡାକୁଆ):ନୟାଗଡ଼ ଜିଲା ରଣପୁର ଥାନା ରାଜସୁନାଖଳାରେ ଶୁକ୍ରବାର ବିଳମ୍ବିତ ରାତିରେ ବୋମା ଫୁଟିଛି। ପୁର୍ବଶତ୍ରୁତାକୁ କେନ୍ଦ୍ର କରି ରଜ ସୁନାଖଳାର ଯୁବ ବ୍ୟବସାୟୀ ସନ୍ତୋଷ କୁମାର ସାହୁଙ୍କ ଉପରେ ବୋମା ମାଡ଼ ହୋଇଛି। ସନ୍ତୋଷଙ୍କୁ ପ୍ରଥମେ ରାଜସୁନାଖଳା…

ରୋହିତ ଶର୍ମାଙ୍କ ପାଇଁ ଶୁଭ ବାରବାଟୀ ଷ୍ଟାଡିୟମ: ମାତ୍ର ୨୪ ରନ୍‌ କଲେ ଭାଙ୍ଗିବେ ରେକର୍ଡ

କଟକ,୮।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ସମସ୍ତ ପ୍ରଶଂସକଙ୍କ ନଜର ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମାଙ୍କ ପ୍ରଦର୍ଶନ ଉପରେ ରହିବ। ଏହି ସିରିଜର ପ୍ରଥମ ମ୍ୟାଚ୍‌ରେ ରୋହିତ ବ୍ୟାଟ୍‌ରେ କିଛି ବିଶେଷ…

ଅଧ୍ୟକ୍ଷଙ୍କ ସହ ଶାରୀରୀକ ସମ୍ପର୍କ ନ ରଖିଲେ ପରୀକ୍ଷାରେ କରିଦେବେ ଫେଲ ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଲା ପରେ…

ସୋର,୮ା୨(ଜନ୍ମେଜୟ ମିଶ୍ର): ସୋର ଥାନା ବାଗୁଡ଼ି ଶିକ୍ଷକ ପ୍ରଶିକ୍ଷଣ ବିଦ୍ୟାଳୟ(ସିଟି ସ୍କୁଲ)ର ଜଣେ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ବିଦ୍ୟାଳୟର ଅଧ୍ୟକ୍ଷ ସୁଶାନ୍ତ କୁମାର ସେଠୀଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି। ପ୍ରକାଶ ଯେ, ଅଧ୍ୟକ୍ଷ ସେଠୀ ଉକ୍ତ ଛାତ୍ରୀଙ୍କୁ ବିଭିନ୍ନ…

କିଏ ସେହି ଭାଜପା ନେତା, ଯିଏ କେଜ୍‌ରିୱାଲଙ୍କୁ ହରାଇ କଲେ ରେକର୍ଡ, ଏମିତି ଥିଲା ତାଙ୍କର ରାଜନୈତିକ ଯାତ୍ରା

ନୂଆଦିଲ୍ଲୀ, ୮।୨: ୨୦୨୫ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟି (ଏଏପି)କୁ ବଡ଼ ଝଟକା ଲାଗିଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ନୂଆଦିଲ୍ଲୀ ଆସନରୁ ନିର୍ବାଚନ ହାରିଯାଇଛନ୍ତି। ଭାରତୀୟ ଜନତା ପାର୍ଟି (ଭାଜପା) ପ୍ରାର୍ଥୀ ପ୍ରବେଶ ବର୍ମା ତାଙ୍କୁ ୩,୧୮୬ ଭୋଟ…

ନୂଆ ବାଣିଜ୍ୟ ଯୁ୍‌ଦ୍ଧ ଆରମ୍ଭ କରିବାକୁ ଯାଉଛନ୍ତି ଟ୍ରମ୍ପ, ଏହି ଦେଶ ଉପରେ ପଡିବ ବଡ଼ ପ୍ରଭାବ, ଲିଷ୍ଟରେ ଅଛି…

ଓ୍‌ବାଶିଂଟନ,୮।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ତାଙ୍କର ଟାରିଫ୍‌ ଯୋଜନା ସହିତ ଆଗକୁ ବଢ଼ିବାକୁ ଯାଉଛନ୍ତି। ଟ୍ରମ୍ପ ଅନେକ ଦେଶ ଉପରେ ପ୍ରତିଶୋଧମୂଳକ ଟାରିଫ୍‌ ଲାଗୁ କରିବାର ଯୋଜନା ପ୍ରକାଶ କରିଛନ୍ତି। ପ୍ରକୃତରେ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର (ଫେବୃଆରୀ…

Anna Hazare: ଚାଲିଥିଲା ଭୋଟ ଗଣନା, କେଜରିଓ୍ବାଲଙ୍କୁ ନେଇ ଆନ୍ନା ଦେଲେ ବଡ଼ ବୟାନ, ଦିଲ୍ଲୀରେ ହଇଚଇ

ନୂଆଦିଲ୍ଲୀ,୮।୨: ଦିଲ୍ଲୀ ବିଧାନସଭା ର୍ନିବାଚନର ଚୂଡ଼ାନ୍ତ ଫଳାଫଳ ଏପର୍ଯ୍ୟନ୍ତ ଆସିନାହିଁ, କିନ୍ତୁ ଚିତ୍ର ଅନେକ ପରିମାଣରେ ସ୍ପଷ୍ଟ ହୋଇଯାଇଛି। ଭାରତୀୟ ଜନତା ପାର୍ଟି (ଭାଜପା) ଟ୍ରେଣ୍ଡରେ ଏକ ର୍ନିଣ୍ଣାୟକ ନେତୃତ୍ୱ ନେଇଛି। ୨୦୧୫ ମସିହାରୁ ଦିଲ୍ଲୀରେ କ୍ଷମତାରେ ଥିବା ଆମ ଆଦମୀ…

ଭାଜପା ପୁଣିଥରେ ଜିତିବାକୁ ଯାଇଥିବାରୁ ରାହୁଲଙ୍କୁ ଶୁଭେଚ୍ଛା ଜଣାଇଲେ KTR, କହିଲେ ରାହୁଲ ଥିବା ପର୍ଯ୍ୟନ୍ତ ମୋଦିଙ୍କୁ ଭୟ ନାହିଁ

ନୂଆଦିଲ୍ଲୀ,୮।୨: ଦିଲ୍ଲୀ ନିର୍ବାଚନ ଫଳାଫଳ ଉପରେ କଟାକ୍ଷ କରି, ତେଲଙ୍ଗାନା ରାଷ୍ଟ୍ର ସମିତି (BRS)ର ବରିଷ୍ଠ ନେତା ଏବଂ ରାଜ୍ୟ ମନ୍ତ୍ରୀ କେ. ଟି. ରାମା ରାଓ (କେଟିଆର) କଂଗ୍ରେସ ଏବଂ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଥିଲେ। ସେ କହିଛନ୍ତି ଯେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri