Home Left

ଦୁର୍ଘଟଣାଗ୍ରସ୍ତ ହେଲା ନିଖୋଜ ଥିବା ବିମାନ, ୧୦ ଯାତ୍ରୀଙ୍କ ମୃତ୍ୟୁ

ଓ୍‌ବାଶିଂଟନ୍‌,୧୮।୨: ଗୁରୁବାର (ଫେବୃଆରୀ ୬) ପଶ୍ଚିମ ଆଲାସ୍କାରୁ ନିଖୋଜ ହୋଇଥିବା ଏକ ଛୋଟ ଆମେରିକୀୟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବାର ଖବର ମିଳିଛି। ଏନେଇ ଶୁକ୍ରବାର ଆମେରିକା ତଟରକ୍ଷୀ ବାହିନୀ ସୂଚନା ଦେଇଛି। ଏହି ଦୁର୍ଘଟଣାରେ ଛୋଟ କମ୍ୟୁଟର ବିମାନରେ ଥିବା ସମସ୍ତ…

ଫଳାଫଳ ପୂର୍ବରୁ କଂଗ୍ରେସ ହାରିବ ବୋଲି ଭବିଷ୍ୟବାଣୀ କଲେ ରବର୍ଟ ଭଦ୍ରା? ଜାଣନ୍ତୁ କ’ଣ କହିଲେ

ନୂଆଦିଲ୍ଲୀ,୮।୨: ସପୂର୍ଣ୍ଣ ଫଳାଫଳ ସ୍ପଷ୍ଟ ହେବା ପୂର୍ବରୁ କଂଗ୍ରେସ ଏମପି ପ୍ରିୟଙ୍କା ଗାନ୍ଧୀଙ୍କ ସ୍ବାମୀ ରବର୍ଟ ଭଦ୍ରା ଦିଲ୍ଲୀ ବିଧାନସଭା ନିର୍ବାଚନରେ କଂଗ୍ରେସର ପରାଜୟକୁ ସ୍ବୀକାର କରିଛନ୍ତି। ତାଙ୍କର ଗୋଟିଏ ବକ୍ତବ୍ୟ ସ୍ପଷ୍ଟ କରିଥିଲା ଯେ ସେ କଂଗ୍ରେସର ବାସ୍ତବତାକୁ ଜାଣନ୍ତି। ପ୍ରାରମ୍ଭିକ…

Delhi Election Result: କେଜରିଓ୍ବାଲ, ଆତିଶୀ, ସିସୋଡିଆ ପଛରେ

ନୂଆଦିଲ୍ଲୀ,୮।୨: ଏପର୍ଯ୍ୟନ୍ତ ଦିଲ୍ଲୀରେ ୨୭ଟି ଆସନର ଗଣତି ସାମ୍ନାକୁ ଆସିଛି। ଯେଉଁଥିରେ ଭାଜପା ୧୮ଟି ଆସନରେ ଏବଂ ଆମ ଆଦମୀ ପାର୍ଟି ୮ଟି ଆସନରେ ଆଗୁଆ ଅଛି। ଏହା ବ୍ୟତୀତ କଂଗ୍ରେସ ଗୋଟିଏ ଆସନରେ ଆଗୁଆ ଅଛି। ଆମ ଆଦମୀ ପାର୍ଟିର…

Delhi Election Result: ୨୬ ବର୍ଷ ପରେ ଫେରିବ ଭାଜପା!

ନୂଆଦିଲ୍ଲୀ,୮।୨: ଦିଲ୍ଲୀ ବିଧାନସଭା ନିର୍ବାଚନର ଭୋଟ ଗଣତି ଶନିବାର ସକାଳ ୮ଟାରେ ଆରମ୍ଭ ହେବ। ଏଥର ନିର୍ବାଚନ ମଇଦାନରେ ୬୯୯ ଜଣ ପ୍ରାର୍ଥୀ ଅଛନ୍ତି। କଡ଼ା ସୁରକ୍ଷା ମଧ୍ୟରେ ସକାଳ ସମୟରେ ୧୯ଟି ଗଣତି କେନ୍ଦ୍ରରେ ଭୋଟ ଗଣତି ଆରମ୍ଭ ହେବ।…

୯୪ ରନ୍‌ କରିବା ମାତ୍ରେ ଇତିହାସ ରଚିବେ ବିରାଟ କୋହଲି: କଟକରେ ହୋଇପାରେ ବିଶ୍ୱରେକର୍ଡ

ନୂଆଦିଲ୍ଲୀ,୭।୨: ନାଗପୁରରେ ଖେଳାଯାଇଥିବା ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ଖେଳି ନ ଥିଲେ ବିରାଟ କୋହଲି। ଆଣ୍ଠୁ ସମସ୍ୟା ଯୋଗୁ କିଙ୍ଗ କୋହଲି ନାଗପୁର ଦିନିକିଆରେ ଅଂଶଗ୍ରହଣ କରିପାରି ନ ଥିଲେ। ଏବେ ସିରିଜର ଦ୍ୱିତୀୟ ମ୍ୟାଚ…

ପୁଅ ବାହାଘରରେ ଏତେ ହଜାର କୋଟି ଟଙ୍କା ଦାନ କରିଦେଲେ ଆଦାନୀ

ମୁମ୍ବାଇ,୮।୨: କୋଟିପତି ଶିଳ୍ପପତି ଗୌତମ ଆଦାନୀଙ୍କ ସାନ ପୁଅ ଜିତ ଆଦାନୀ ଶୁକ୍ରବାର (୭ ଫେବୃଆରୀ) ଦିନ ତାଙ୍କ ମଙ୍ଗେତର ଦିବା ଶାହଙ୍କ ସହିତ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଏହି ବିବାହ ଏକ ବ୍ୟକ୍ତିଗତ ଉତ୍ସବରେ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ…

‘ଉତ୍କଳ ଭାରତୀ’ କୁନ୍ତଳା କୁମାରୀ

ଓଡ଼ିଶାରେ ସ୍ବାଧୀନତା କାଳରେ ଯେଉଁ କେତେଜଣ ନାରୀକବି, ଲେଖିକାଙ୍କର ଆବିର୍ଭାବ ହୋଇଥିଲା ସେମାନଙ୍କ ମଧ୍ୟରୁ ମହୀୟସୀ ମହିଳା କୁନ୍ତଳା କୁମାରୀ ସାବତ ଅନ୍ୟତମ। ସେ ଜଣେ ସୁଦକ୍ଷ ଡାକ୍ତର, ଯଶସ୍ବୀ କବୟିତ୍ରୀ, ଲେଖିକା,ସ୍ବାଧୀନତା ସଂଗ୍ରାମୀ ଓ ସମାଜସେବୀ ଥିଲେ। ସେ ୧୯୦୧…

ଜନଗଣନା ଅର୍ଥନୈତିକ ଓ ବୃତ୍ତିଭିତ୍ତିକ ହେଉ

ଆମ ଦେଶରେ ଶେଷ ଜନଗଣନା ୨୦୧୧ ମସିହାରେ ହୋଇଥିଲେ ବି ୨୦୨୧ ମସିହାରେ କରୋନା ସଂକ୍ରମଣ ପାଇଁ ଦଶ ବାର୍ଷିକ ଜନଗଣନା ହୋଇ ନ ଥିଲା। ତେଣୁ ୨୦୨୫ ମସିହାରେ ଜନଗଣନା ଆରମ୍ଭ ହୋଇ ୨୦୨୬ ମସିହାରେ ଶେଷ ହେବ ବୋଲି…

ପରିବର୍ତ୍ତନର ସଙ୍କେତ

ଭାରତୀୟ ଜନତା ପାର୍ଟି (ଭାଜପା) ନେତୃତ୍ୱାଧୀନ ଓଡ଼ିଶା ସରକାର ଅବସରପ୍ରାପ୍ତ ଆଇପିଏସ୍‌ ଅଧିକାରୀ ପ୍ରକାଶ ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପରାମର୍ଶଦାତା ଭାବେ କ୍ୟାବିନେଟ ର଼୍ୟାଙ୍କରେ ନିଯୁକ୍ତ କରିଛନ୍ତି। କେବଳ ମିଶ୍ରଙ୍କ ପାଇଁ ଏହା ଏକ ବଡ଼ ଦାୟିତ୍ୱ ନୁହେଁ,…

ଚେକିଂ ବେଳେ ପୋଲିସକୁ ସଂଘବଦ୍ଧ ଆକ୍ରମଣ

ଲୋଇସିଂହା,୮।୨(ସୁଶାନ୍ତ ବାରିକ):ଗୁରୁବାର ରାତିରେ ବଲାଙ୍ଗୀର ଜିଲା ଆଗଲପୁର ପୋଲିସ ପକ୍ଷରୁ ଏମଭିଆଇ ଚେକିଂ ବେଳେ କେତେଜଣ ବ୍ୟକ୍ତି ପୋଲିସକୁ ସଂଘବଦ୍ଧ ଆକ୍ରମଣ କରିଥିବା ଜଣାଯାଇଛି। ଏଥିରେ ୨ ଜଣ ପୋଲିସ କର୍ମଚାରୀ ମୁନା ନାଏକ ଓ ବନବିହାରୀ ପଟେଲ ଗୁରୁତର ହୋଇଛନ୍ତି।…

କୋହଲିଙ୍କୁ ନେଇ ଆଶା ଓ ଆଶଙ୍କାରେ କ୍ରିକେଟପ୍ରେମୀ

ଭୁବନେଶ୍ୱର, ୮।୨ (ତପନ ସ୍ବାଇଁ): ଭାରତୀୟ କ୍ରିକେଟରେ ସମ୍ପ୍ରତି କିଙ୍ଗ୍‌ କୋହଲି କ୍ରେଜ୍‌ କାହାକୁ ଅଛପା ନୁହେଁ। ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ହେବାକୁଥିବା ଭାରତ-ଇଂଲଣ୍ଡ ଦିନିକିଆ କ୍ରିକେଟ ମ୍ୟାଚ ପାଇଁ ବକ୍ସ ଅଫିସ ଟିକେଟ ୫ ତାରିଖରେ…

ଇଥାନଲ ପ୍ଲାଣ୍ଟରେ ଶ୍ରମିକ ଅଶାନ୍ତି:ସ୍ଥାନୀୟ ଶ୍ରମିକଙ୍କୁ ଛଟେଇ କରିବାକୁ ମସୁଧା

ବରଗଡ଼,୮।୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟଲି ବ୍ଲକ ଅନ୍ତର୍ଗତ ବାଉଲସିଂହାସ୍ଥିତ ଇଥାନଲ ପ୍ଳାଣ୍ଟରେ ପୁଣି ଶ୍ରମିକ ଅଶାନ୍ତି ଦେଖାଯାଇଛି। ଉକ୍ତ ପ୍ଲାଣ୍ଟରେ ସ୍ଥାନୀୟ ଶ୍ରମିକଙ୍କୁ ଛଟେଇ କରିବାକୁ ମସୁଧା ଚାଲିଥିବାବେଳେ ବାହ୍ୟ ଶ୍ରମିକଙ୍କୁ ନିଯୁକ୍ତି ଦିଆଯାଉଥିବା ଅଭିଯୋଗ ହୋଇଛି। ଶୁକ୍ରବାର ଉକ୍ତ ପ୍ଲାଣ୍ଟରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri