Home Left

ଦୁବାଇ ମଇଦାନରେ ଜସପ୍ରିତ ବୁମ୍‌ରାଙ୍କୁ ମିଳିଲା ବଡ଼ ସମ୍ମାନ

ଦୁବାଇ,୨୩।୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ମହାମୁକାବିଲା ରବିବାର ଏଠାରେ ଖେଳାଯାଉଛି। ମ୍ୟାଚ୍‌ ଦେଖିବା ପାଇଁ ଦୁବାଇ ଗ୍ରାଉଣ୍ଡରେ ଅନେକ ପ୍ରମୁଖ ବ୍ୟକ୍ତିବିଶେଷ ଉପସ୍ଥିତ ଅଛନ୍ତି। ଏହି କ୍ରମରେ ଭାରତର କିମ୍ବଦନ୍ତୀ ଦ୍ରୁତ ବୋଲର ଜସପ୍ରୀତ ବୁମ୍‌ରା ମଧ୍ୟ ପହଞ୍ଚିଛନ୍ତି। ସେ…

Rekha Gupta Vs Atishi Marlena: ଆତିଶୀଙ୍କୁ ବିରୋଧୀ ଦଳ ନେତା କରିବା ପଛରେ ରହିଛି ବିହାର ଲିଙ୍କ୍‌! ତାଜୁବ କରିଦେବ ସମୀକରଣ

ନୂଆଦିଲ୍ଲୀ,୨୩।୨: ଦିଲ୍ଲୀର ମୁଖ୍ୟମନ୍ତ୍ରୀଙ୍କ ନାମ ଉପରେ ବିଧାୟକ ଦଳର ବୈଠକରେ ପ୍ରବେଶ ବର୍ମା ରେଖା ଗୁପ୍ତାଙ୍କ ନାମ ପ୍ରସ୍ତାବ କରିଥିଲେ। ଏହରି ଭିତରେ ଆଗାମୀ ବିଧାନସଭା ଅଧିବେଶନର ଏଜେଣ୍ଡା ଉପରେ ଆଲୋଚନା କରିବା ପାଇଁ ରବିବାର ଆମ ଆଦମୀ ପାର୍ଟି (AAP)…

ପ୍ରୟାଗରାଜରେ ବୁଡ଼ ପକାଇଲେ ମୁଖ୍ୟମନ୍ତ୍ରୀ: ଓଡ଼ିଶାବାସୀଙ୍କ ପାଇଁ କଲେ ମଙ୍ଗଳକାମନା

ଭୁବନେଶ୍ୱର,୨୩।୨: ୩ ଦିନିଆ ଉତ୍ତରପ୍ରଦେଶ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହିପରିପ୍ରେକ୍ଷୀରେ ରବିବାର ମୁଖ୍ୟମନ୍ତ୍ରୀ ପ୍ରୟାଗରାଜ ମହାକୁମ୍ଭ ମେଳାରେ ଅଂଶଗ୍ରହଣ କରି ପରିବାର ସହିତ ପବିତ୍ର ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଛନ୍ତି ଏବଂ ପୂଜାଚ୍ଚନା କରି ଓଡ଼ିଶାବାସୀଙ୍କ ମଙ୍ଗଳକାମନା…

ଚା’ ସହିତ ଭୁଲରେ ଖାଆନ୍ତୁନି ଏହି ୫ ଜିନିଷ, ସ୍ବାସ୍ଥ୍ୟ ଉପରେ ପଡ଼ିବ ଖରାପ ପ୍ରଭାବ, ୯୯% ଲୋକ ଜାଣିନଥିବେ…

ଭାରତରେ ଚା ପ୍ରେମୀଙ୍କ ଅଭାବ ନାହିଁ। ଅନେକ ଲୋକ ଚା’ ପିଇ ଦିନଟି ଆରମ୍ଭ କରନ୍ତି। କିନ୍ତୁ, ଅନେକ ଲୋକ ଅଛନ୍ତି ଯେଉଁମାନେ ଚା ସହିତ ନିଶ୍ଚିତ ଭାବରେ କିଛି ଖାଆନ୍ତି। କିଛି ଲୋକ ଚା ସହିତ ପରଟା, ପୁରୀ, ପକୋଡା…

Guru Randhawaଙ୍କୁ କ’ଣ ହୋଇଛି? ଡାକ୍ତରଖାନାରେ ହୋଇଛନ୍ତି ଭର୍ତ୍ତି, ଫଟୋ ଦେଖି ଚିନ୍ତାରେ ପ୍ରଶଂସକ…

ମୁମ୍ବାଇ: ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଲୋକପ୍ରିୟ ଗାୟକ ଗୁରୁ ରନ୍ଧାୱା । ସୋସିଆଲ ମିଡିଆରେ ସେ ନିଜର ସ୍ବାସ୍ଥ୍ୟାବସ୍ଥା ନେଇ ସୂଚନା ଦେଇ ଏକ ଫଟୋ ଶେୟାର କରିଛନ୍ତି। ତାଙ୍କୁ ହସ୍ପିଟାଲର ବେଡ୍‌ରେ ଶୋଇଥିବାର ଦେଖାଯାଉଛି। ମୁଣ୍ଡରେ ଏକ ପଟି ବାନ୍ଧାଯାଇଛି।…

Woman power in Delhi Assembly: ଇତିହାସ ରଚିଲା ଦିଲ୍ଲୀ ରାଜନୀତି, ଗୃହର ମୁଖ୍ୟ ପଦବୀରେ ଦୁଇ ମହିଳା ହେବେ ମୁହାଁମୁହିଁ

ନୂଆଦିଲ୍ଲୀ,୨୩।୨: ଦିଲ୍ଲୀ ବିଧାନସଭା ଇତିହାସରେ ପ୍ରଥମ ଥର। ବିରୋଧୀ ଦଳର ନେତା ହେବାକୁ ଯାଉଛନ୍ତି ଜଣେ ମହିଳା। ଦେଶର ରାଜନଧାନୀ ଦିଲ୍ଲୀରେ ଶାସକ ଦଳ ଏବଂ ବିରୋଧୀ ଦଳରେ ଦୁଇ ଜଣ ମହିଳା ଶୀର୍ଷ ପଦବୀରେ ରହିବେ। ପ୍ରଥମ ଥର ପାଇଁ…

କଂଗ୍ରେସରେ ବିଦ୍ରୋହ, ଷ୍ଟାର ପଚାରକ ତାଲିକାରୁ କଟିଲେ ବଜରଙ୍ଗ ପୁନିଆ, ଭିନେଶ ଫୋଗାଟ

ଚଣ୍ଡିଗଡ଼,୨୩।୨: ସିଟି କାଉନସିଲ ନିର୍ବାଚନ ପାଇଁ କଂଗ୍ରେସ ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରକାଶ ପାଇବା ପରେ ଦଳରେ ବିଦ୍ରୋହ ଦେଖାଦେଇଛି। ତାଲିକାରେ ନାମ ନଥିବା ପ୍ରମୁଖ କଂଗ୍ରେସ ନେତାମାନେ ପ୍ରଚାର କରିବାକୁ ସ୍ପଷ୍ଟ ଭାବରେ ମନା କରିଦେଇଛନ୍ତି। ଏହି ନେତାମାନେ ରବିବାର…

ଆସିଗଲା ଉଡ଼ନ୍ତା କାର…ଏବେ ଟ୍ରାଫିକ୍‌ ଜାମ ସମସ୍ୟାରୁ ମିଳିବ ମୁକ୍ତି, କିଣିବାକୁ ଚାହିଁଲେ ଗଣିବେ ଏତିକି…

ନୂଆଦିଲ୍ଲୀ,୨୩।୨: ଟ୍ରାଫିକ୍‌ ଜାମ ସମସ୍ୟା କେବଳ ଭାରତରେ ନୁହେଁ ବରଂ ସାରା ବିଶ୍ୱର ବଡ଼ ବଡ଼ ସହରରେ ରହିଛି। ଏହାକୁ ମୁକାବିଲା କରିବା ପାଇଁ ବିଭିନ୍ନ ପ୍ରୟାସ କରାଯାଉଛି। କଳ୍ପନା କରନ୍ତୁ ଯଦି ଆପଣ ଟ୍ରାଫିକ ଜାମ୍‌ରେ ଫସି ଯାଇଛନ୍ତି ଏବଂ…

ପାକିସ୍ତାନ ଆମର ଶତ୍ରୁ, ତା’ସହ ଖେଳିବାର ଅର୍ଥ କ’ଣ? କାହିଁକି ଏମିତି ପ୍ରଶ୍ନ କଲେ କଂଗ୍ରେସ ନେତା

ନୂଆଦିଲ୍ଲୀ,୨୩।୨: ରବିବାର ICC ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ କ୍ରିକେଟ ମ୍ୟାଚ ପୂର୍ବରୁ, କଂଗ୍ରେସ ନେତା ରସିଦ ଆଲଭି ଭାଜପାକୁ ଏହା ବିଷୟରେ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ ଭାଜପା ସରକାର ‘ଆମର ଶତ୍ରୁ’ ସହିତ…

Poorest CM: ଭାରତର ସବୁଠାରୁ ଗରିବ ମୁଖ୍ୟମନ୍ତ୍ରୀ କିଏ? ସମ୍ପତ୍ତି ଜାଣିଲେ ଉଡିବ ହୋସ୍‌, ଲିଷ୍ଟରେ ମୋହନ ମାଝୀଙ୍କର ସ୍ଥାନ…

ନୂଆଦିଲ୍ଲୀ,୨୩।୨:ଭାରତରେ ପ୍ରାୟତଃ ରାଜନେତାମାନଙ୍କ ବିଷୟରେ କୁହାଯାଏ ଯେ ସେମାନଙ୍କର ବହୁତ ଟଙ୍କା ଅଛି। କିନ୍ତୁ ଆପଣ କେବେ ଭାବିଛନ୍ତି କି ଭାରତର ସବୁଠାରୁ ଗରିବ ମୁଖ୍ୟମନ୍ତ୍ରୀ କିଏ, ଯାହାଙ୍କର ସବୁଠାରୁ କମ ସମ୍ପତ୍ତି ଅଛି? ଆଜି ଆମେ ଆପଣଙ୍କୁ ଭାରତର ସବୁଠାରୁ…

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ବଡ଼ ଦାବି, କହିଲେ ପାକିସ୍ତାନ ଯଦି ଭାରତ ଆଗକୁ ନ ଯିବ ତେବେ ମୋ ନାମ…

ଇସଲାମାବାଦ,୨୩।୨: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ତାଙ୍କର ବିବାଦୀୟ ଏବଂ ମହତ୍ୱାକାଂକ୍ଷୀ ବୟାନ ପାଇଁ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଏବେ ସେ କହିଛନ୍ତି ଯେ ଯଦି ପାକିସ୍ତାନ ଭାରତଠାରୁ ଆଗକୁ ନ ବଢ଼ିବ, ତେବେ ମୋର ନାମ ଆଉ ଶେହବାଜ…

ଏହି ସରକାରୀ ବ୍ୟାଙ୍କ ଶସ୍ତା କଲା Home Car Loan, ଏଣିକି ଦେବାକୁ ପଡିବ ଏତିକି EMI

ନୂଆଦିଲ୍ଲୀ,୨୩।୨: ବ୍ୟାଙ୍କିଙ୍ଗ ନିୟାମକ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ରେପୋ ହାର ହ୍ରାସ କରିବା ପରେ, ଦେଶର ସରକାରୀ ବ୍ୟାଙ୍କଗୁଡ଼ିକ ସୁଧ ହାର ହ୍ରାସ କରିବା ଆରମ୍ଭ କରିଛନ୍ତି। ତେବେ ଏକ ସରକାରୀ ବ୍ୟାଙ୍କ ନିଜ ଋଣ ଉପରେ ସୁଧ ହାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri