Mahashivratri 2025: ଦୁଇଭାଗ ହୋଇଥିବା ଶିବଲିଙ୍ଗ ଶିବରାତ୍ରୀରେ ହୁଅନ୍ତି ଏକାଠି, ଏହି ମନ୍ଦିରର ବିରଳ ଦୃଶ୍ୟ ଦେଖିଲେ ଥରି ଉଠିବେ…
ଆଜି ଦେଶବ୍ୟାପୀ ମହାଶିବରାତ୍ରି ପର୍ବ ମହା ଆଡମ୍ବରରେ ପାଳିତ ହେଉଛି। ଶିବ ମନ୍ଦିରଗୁଡ଼ିକରେ ଭକ୍ତଙ୍କ ସମାଗମ ହେଉଛି। ଆପଣ ଦେଶରେ ଭଗବାନ ଶିବଙ୍କର ଅନେକ ଅନନ୍ୟ ମନ୍ଦିର ନିଶ୍ଚୟ ଦେଖିଥିବ। କିନ୍ତୁ ହିମାଚଳ ପ୍ରଦେଶର କାଙ୍ଗଡ଼ାରେ ଏକ ଶିବ ମନ୍ଦିର ଅଛି,…
Champions Trophy 2025: ଏପର୍ଯ୍ୟନ୍ତ ପ୍ରତିଶ୍ରୁତି ପାଳନ କରିନାହାନ୍ତି ରୋହିତ: ଅପେକ୍ଷାରେ ଅକ୍ଷର ପଟେଲ
ନୂଆଦିଲ୍ଲୀ,୨୬।୨: ଭାରତୀୟ ଅଧିନାୟକ ରୋହିତ ଶର୍ମା ସାଥୀ ଖେଳାଳି ଅକ୍ଷର ପଟେଲଙ୍କୁ ଦେଇଥିବା ପ୍ରତିଶ୍ରୁତି ଏପର୍ଯ୍ୟନ୍ତ ପାଳନ କରିନାହାନ୍ତି। ଅକ୍ଷର ଏବେ ବି ଡିନର ପାଇଁ ଅପେକ୍ଷା କରିଛି। ବାଂଲାଦେଶ ବିପକ୍ଷରେ ଚାମ୍ପିଅନ୍ସ ଟ୍ରଫିର ଗ୍ରୁପ ଏର ପ୍ରଥମ ମ୍ୟାଚ୍ରେ ଅକ୍ଷର…
Virat Kohli Ranking:ପାକିସ୍ତାନ ବିପକ୍ଷରେ ଶତକ ହାସଲ ପରେ କୋହଲିଙ୍କୁ ମିଳିଲା ବଡ଼ ପୁରସ୍କାର
ନୂଆଦିଲ୍ଲୀ,୨୬।୨: ଆଇସିସି ପକ୍ଷରୁ ବୁଧବାର ଦିନିକିଆ ରାଙ୍କିଂ ପ୍ରକାଶ କରିଛି। ବିରାଟ କୋହଲି ଏଥିରୁ ଲାଭ ପାଇଛନ୍ତି। ୨୦୨୫ ଚାମ୍ପିଅନ୍ସ ଟ୍ରଫି ମ୍ୟାଚ୍ରେ କୋହଲି ପାକିସ୍ତାନ ବିପକ୍ଷରେ ଶତକ ହାସଲ କରିଥିଲେ। କୋହଲିଙ୍କୁ ରାଙ୍କିଂ ମାଧ୍ୟମରେ ଏହାର ପୁରସ୍କାର ମିଳିଛି। ଦିନିକିଆ…
Children Testimony: କୋର୍ଟରେ ସାକ୍ଷୀ ହୋଇପାରିବେ କି ନାବାଳକ? ସୁପ୍ରିମକୋର୍ଟ ଦେଲେ ବଡ଼ ରାୟ
ନୂଆଦିଲ୍ଲୀ,୨୬।୨: ସାରା ବିଶ୍ୱରେ ଏପରି ଅନେକ ହତ୍ୟା ମାମଲା ଘଟିଛି ଯାହା ଆଜି ପର୍ଯ୍ୟନ୍ତ ସମାଧାନ ହୋଇପାରି ନାହିଁ। ଭାରତରେ ମଧ୍ୟ ଗତ କିଛି ବର୍ଷ ମଧ୍ୟରେ ଏପରି ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ପୋଲିସ କୌଣସି ପ୍ରମାଣ କିମ୍ବା ସାକ୍ଷୀ…
Video: ସୀମା-ସଚିନଙ୍କ ସମ୍ପର୍କରେ ଫାଟ! କାନ୍ଦିକି କହିଲେ, କ’ଣ ଭାବି ଆସିଥିଲି…
ଲକ୍ଷ୍ନୌ,୨୬।୨: ପାକିସ୍ତାନ ଛାଡି ଭାରତ ପଳାଇଆସିଥିବା ସୀମା ହାଇଦର ଏବଂ ସଚିନ ମୀନା ପ୍ରାୟତଃ ସୋସିଆଲ ମିଡିଆରେ ଭାଇରାଲ କଣ୍ଟେଣ୍ଟ ଶେୟାର କରି ଚର୍ଚ୍ଚାରେ ରହିଥାନ୍ତି। ସୀମା ପାକିସ୍ତାନରୁ ଭାରତ ଆସିବା ପରେ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି। ବିଭିନ୍ନ ସୋସିଆଲ…
ପାକିସ୍ତାନରେ ଶେଷ ହୋଇଯିବ କ୍ରିକେଟ: ଜେଲରେ ଥାଇ ବିସ୍ଫୋରକ ବୟାନ ଦେଲେ ପୂର୍ବତନ ଅଧିନାୟକ ଇମ୍ରାନ୍ ଖାନ
ଇସଲାମାବାଦ,୨୬।୨: ବିଶ୍ୱକପ ବିଜେତା ପୂର୍ବତନ ଅଧିନାୟକ ଇମ୍ରାନ୍ ଖାନ ଭାରତଠାରୁ ପାକିସ୍ତାନର ପରାଜୟ ଏବଂ ଚାମ୍ପିଅନ୍ସ ଟ୍ରଫିରୁ ବିଦାୟ ଉପରେ ନିରାଶା ପ୍ରକାଶ କରିଛନ୍ତି। ତାଙ୍କ ଭଉଣୀ ଆଲିମା ଖାନ ଏହି ସୂଚନା ଦେଇଛନ୍ତି। ରାୱଲପିଣ୍ଡିର ଆଦିଆଲା ଜେଲରେ ପୂର୍ବତନ ପାକିସ୍ତାନ…
ଧର୍ମେନ୍ଦ୍ରଙ୍କୁ କଟାକ୍ଷ କଲେ Thalapathy Vijay, କହିଲେ କେଜି ଛାତ୍ରଙ୍କ ଭଳି…
ନୂଆଦିଲ୍ଲୀ,୨୬।୨:ତାମିଲ ଅଭିନେତା ତଥା ରାଜନେତା Thalapathy Vijay ତାମିଲନାଡୁର ଶାସକ ଦ୍ରାବିଡ ମୁନେତ୍ର କଡଗମ ଏବଂ ଭାରତୀୟ ଜନତା ପାର୍ଟି ନେତୃତ୍ୱାଧୀନ କେନ୍ଦ୍ର ମଧ୍ୟରେ ଚାଲିଥିବା “ହିନ୍ଦୀ ଲାଗୁ” ବିବାଦରେ ଡିଆଁ ମାରିଛନ୍ତି। ସମାଲୋଚନା କରି ସେ କହିଛନ୍ତି, ଉଭୟ ଦଳ…
Military Aircraft Crashed: ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ: ୪୬ ମୃତ, ବଢିପାରେ ମୃତ୍ୟୁସଂଖ୍ୟା
ସୁଡାନ,୨୬।୨: ସୁଡାନର ସାମରିକ ବିମାନ ଓମଡୁରମାନ ସହରରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଅତି କମ୍ରେ ୪୬ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ବୁଧବାର ସାମରିକ ଏବଂ ସ୍ବାସ୍ଥ୍ୟ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ରିପୋର୍ଟ ଅନୁଯାୟୀ, ସେନା ପକ୍ଷରୁ…
ଝଗଡ଼ା ପରେ ହୀରାର ମୁଦି ମାଗନ୍ତି ଧନଶ୍ରୀ! ସମସ୍ତଙ୍କ ସାମ୍ନାରେ ପୋଲ୍ ଖୋଲିଲେ ଚହଲ, କହିଲେ…
ମୁମ୍ବାଇ,୨୬।୨: ଭାରତୀୟ କ୍ରିକେଟର ୟୁଜଭେନ୍ଦ୍ର ଚହଲ ଏବଂ ଧନଶ୍ରୀ ବର୍ମାଙ୍କ ଛାଡପତ୍ର ଖବର ଆଜିକାଲି ସବୁଠି ଚର୍ଚ୍ଚାରେ। ୟୁଜଭେନ୍ଦ୍ର ଏବଂ ଧନଶ୍ରୀ ଛାଡପତ୍ର ପାଇଁ ଆବେଦନ କରିଛନ୍ତି ଏବଂ ମାମଲା କୋର୍ଟରେ ଅଛି। ଏହି ସବୁ ଖବର ମଧ୍ୟରେ, ଦୁହିଁଙ୍କର ଏକ…
Govinda-Sunita Divorce: ଚମକାଇଲା ସୁନୀତାଙ୍କ ବୟାନ, ଚାଞ୍ଚଲ୍ୟକର ଖୁଲାସାରେ ସମସ୍ତେ ତାଜୁବ
ମୁମ୍ବାଇ: ସୁନିତା ଆହୁଜା ଏବଂ ଗୋବିନ୍ଦାଙ୍କ ମଧ୍ୟରେ ଛାଡପତ୍ର ହୋଇଥିବା ଖବର ସାମ୍ନାକୁ ଆସିଛି। ରିପୋର୍ଟ ଅନୁସାରେ, ଏହି ଦମ୍ପତି ଅଲଗା ହେବାକୁ ଯାଉଛନ୍ତି। ଯଦିଓ ଉଭୟ ଏପର୍ଯ୍ୟନ୍ତ ଏହାକୁ ନିଶ୍ଚିତ କରିନାହାଁନ୍ତି। Govinda-Sunita Divorce:ଗୋବିନ୍ଦା ତାଙ୍କ ବୈବାହିକ ଜୀବନକୁ ନେଇ…
ଏବେ ହେବ ଅସଲ ଖେଳ! ରାଜ୍ୟ ସଭାକୁ ଯିବା ପାଇଁ କେଜ୍ରିୱାଲଙ୍କ ଫିଟିଲା ବାଟ
ନୂଆଦିଲ୍ଲୀ,୨୬।୨: ଆମ ଆଦମୀ ପାର୍ଟିର ରାଜ୍ୟ ସଭା ଏମ୍ପି ସୁନୀଲ ଆରୋରା ସଂସଦ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ଦଳ ଆରୋରାଙ୍କୁ ଲୁଧିଆନା ପଶ୍ଚିମରୁ ବିଧାୟକ ନିର୍ବାଚନ ଲଢ଼ିବା ପାଇଁ ଟିକେଟ ଦେଇଛି। ସ୍ଥାନୀୟ ବିଧାୟକଙ୍କ ମୃତ୍ୟୁ ପରେ ଏହି ଆସନଟି ଖାଲି…
ମହାଶିବରାତ୍ରୀରେ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଆରଡି ପୀଠକୁ ୧୦କୋଟି ଟଙ୍କା
ଭଦ୍ରକ,୨୬।୨: ଆରଡ଼ି ପୀଠ ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ମହାଶିବରାତ୍ରୀରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ୧୦ କୋଟି ଘୋଷଣା କରିଛନ୍ତି। ଭଦ୍ରକ ଆଖଣ୍ଡଳମଣି ପୀଠ ଉନ୍ନତିକରଣ ପାଇଁ ଉପମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ପରିକ୍ରମା ପ୍ରକଳ୍ପକୁ ପୂର୍ଣ୍ଣାଙ୍ଗ ରୂପ ଦେବା…
Archives


