Home Left

୧୭ ବର୍ଷୀୟ ନାବାଳକଙ୍କୁ ହତ୍ୟାକରି ଘୋଡ଼ାଇଦେଲେ ମହୁଲପତ୍ର

ରିଆମାଳ,୨୬।୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ତୁଙ୍ଗାମାଳ ଗ୍ରାମରେ ୧୭ ବର୍ଷୀୟ ନାବାଳକଙ୍କୁ ହତ୍ୟା କରାଯାଇଛି। ହତ୍ୟା ପରେ ମୃତଦେହ ଉପରେ ମହୁଲପତ୍ର ଘୋଡ଼ାଇ ଦେଇଛନ୍ତି ହତ୍ୟାକାରୀ। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ…

ବୁଦ୍ଧେଶର ଶୈବପୀଠରେ ମହାଶିରାତ୍ର ,୪.୧୫ରେ ଉଠିବ ମହାଦୀପ

ଭୁବନ ୨୬।୦୨( ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନର ବୁେଶ୍ୱେର ଶୈପିଠରେ ମହାଶିରାତ୍ରୀ ପାଇଁ ଉତ୍ସବ ମୁଖର ହୋଇ ଉଠିଛି । ନିତି ର୍ନିଘଣ୍ଟ ଅନୁଯାୟୀ ଭୋର ୪ଟା ସମୟରେ ଆଳତୀ ସହିତ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା । ସକାଳ…

ଭାରତ ସହ ଡବଲ ଗେମ୍‌ ଖେଳିଲେ ଟ୍ରମ୍ପ, ଭାରତକୁ ଅଫର କରି ପାକିସ୍ତାନକୁ ଦେଇଦେଲେ! ଚିନ୍ତାରେ ମୋଦି

ନୂଆଦିଲ୍ଲୀ/ଓ୍ବାଶିଂଟନ୍‌,୨୬।୨: ଭାରତକୁ ପଞ୍ଚମ ପିଢ଼ିର ଗୁପ୍ତ ଯୁଦ୍ଧ ବିମାନ F-35 ପ୍ରଦାନ କରିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ’ଣ ଭାରତ ସହିତ ଡବଲ ଖେଳ ଖେଳିଛନ୍ତି? ଏବେ ଏହି ପ୍ରଶ୍ନ ଉଠିବାର କାରଣ ହେଉଛି ଆମେରିକା ପାକିସ୍ତାନକୁ F-16 ଲଢ଼ୁଆ…

କପିଳାସରେ ଜାଗର: ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ

ଢେଙ୍କାନାଳ,୨୬।୨(ରତନ ନାୟାର): ରାଜ୍ୟ ତଥା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବ ପୀଠ କପିଳାସରେ ବୁଧବାର ମହାଶିବରାତ୍ରୀ ଉପଲକ୍ଷେ ପ୍ରସିଦ୍ଧ ଜାଗର ଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଛି । ଭୋର ସମୟରୁ ଢେଙ୍କାନାଳ ଜିଲା ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ…

ଓଭର ବ୍ରିଜରୁ ତଳକୁ ଖସିଲା ୨ ଟ୍ରକ ଆଉ ତା’ ପରେ…

ଭଦ୍ରକ, ୨୬।୨(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ଗେଲପୁର ନିକଟରେ ଘଟିଛି ବଡ଼ ଦୁର୍ଘଟଣା। ଦୁର୍ଘଟଣାରେ ବ୍ରିଜରୁ ତଳକୁ ଖସିଛି ୨ ଟ୍ରକ। ଏଥିରେ ୩ ଗୁରୁତର ହୋଇଛନ୍ତି। ସୂଚନାଥାଉ କି, ବିଳମ୍ବିତ ରାତିରେ ଗୋଟିଏ ଟ୍ରକ୍‌କୁ ପଛରୁ…

ସରକାରୀ ଅଫିସରେ କେଉଁ ଫଟୋ ଲଗାଇବା ଜରୁରୀ; କ’ଣ ଅଛି ନିୟମ ଜାଣନ୍ତୁ

ନୂଆଦିଲ୍ଲୀ,୨୬।୩: ଦିଲ୍ଲୀରେ ଭାଜପା ସରକାର ଗଠନ ହେବା ପରେ ପୁଣି ଥରେ ଆରୋପ ଏବଂ ପ୍ରତ୍ୟାରୋପର ଧାରା ଆରମ୍ଭ ହୋଇଛି। ଭାଜପା ଦିଲ୍ଲୀ ବିଧାନସଭାର ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ବାବା ସାହେବ ଭୀମରାଓ ଆମ୍ବେଡକର ଏବଂ ଭଗତ ସିଂହଙ୍କ ଫଟୋର ସ୍ଥାନ ପରିବର୍ତ୍ତନ…

ରାତିରେ ଗୋ ଚାଲାଣ ବେଳେ ଦୁଇ ଗୋଷ୍ଠି ମୁହଁାମୁହିଁ, ୩୧ ଗୋରୁ ଉଦ୍ଧାର

ଆନନ୍ଦପୁର,୨୬।୨(ସୁଶାନ୍ତ କୁମାର ସାହୁ ): ରାତିରେ ପିକପ ଭ୍ୟାନ ଯୋଗେ ବାହାରକୁ ଚାଲାଣ କରା ଯାଉଥିଲା ଗୋରୁ। କିନ୍ତୁ ମଙ୍ଗଳବାର ରାତିରେ ଗ୍ରାମବାସୀଙ୍କୁ ସାଇଟ ମାରି ଦ୍ରୁତ ବେଗରେ ପିକପ ଭ୍ୟାନ ପଳାଉ ଥିବାବେଳେ ଦୁଇ ଗୋଷ୍ଠୀ ମୁହଁାମୁହିଁ ହୋଇଛନ୍ତିl ଆନନ୍ଦପୁର…

ପାଣିଟାଙ୍କି ଉପରେ ଚଢି ଯୁବକଙ୍କ ଉନ୍ମୁକ୍ତ କାଣ୍ଡ: ଦୀର୍ଘ ସମୟ ପରେ ଉଦ୍ଧାର

କର୍ଲାମୁଣ୍ଡା,୨୬।୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଳକର ବୋରପଦର ଗ୍ରାମ ପଞ୍ଚାୟତ ଭଟାପଲା ଗାଁରେ ଥିବା ପାଣିଟାଙ୍କି ଉପରେ ଚଢି ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି। ତେବେ ଦୀର୍ଘ ସମୟ ପରେ ସ୍ଥାନୀୟ ଲୋକେ ଓ ଅଗ୍ନିଶମ…

US Gold Card Visa: ଟ୍ରମ୍ପଙ୍କ ବଡ଼ ଘୋଷଣା, ଏତିକି ଟଙ୍କା ଖର୍ଚ୍ଚ କଲେ ଆମେରିକାରେ ମିଳିଯିବ ନାଗରିକତା

ଓ୍ବାଶିଂଟନ୍‌,୨୬।୨: ଡୋନାଲ୍ଡ ଟ୍ରମ୍ପ ଦ୍ୱିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ହୋଇଛନ୍ତି। ସେ ଦାୟିତ୍ୱ ଗ୍ରହଣ କରିବା ମାତ୍ରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଥିଲେ। ସମ୍ପ୍ରତି, ବେଆଇନ ଭାବରେ ଆମେରିକାରେ ପ୍ରବେଶ କରିଥିବା ଅଣ-ନାଗରିକମାନଙ୍କୁ ଦେଶରୁ ଖାଲି କରୁଛନ୍ତି ଟ୍ରମ୍ପ…

ସ୍ବାସ୍ଥ୍ୟକୁ ଜଗୁଛନ୍ତି ମୋଦି, ପ୍ରତିଦିନ ଜଳଖିଆରେ ଖାଆନ୍ତି ଏହି ସୁପରଫୁଡ୍‌, ଲାଭ ଜାଣିବା ପରେ ଆପଣ ବି ଖାଇବେ…

ମଖାନା ସ୍ବାସ୍ଥ୍ୟ ପାଇଁ ବହୁତ ଲାଭଦାୟକ। ଏହା ପୋଷକ ତତ୍ତ୍ୱରେ ଭରପୂର, ଯାହା ସ୍ବାସ୍ଥ୍ୟକୁ ଉନ୍ନତ କରିପାରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ସଦ୍ୟ ବିହାର ଗସ୍ତ ସମୟରେ ମଖାନାକୁ ଏକ ସୁପରଫୁଡ୍‌ ଭାବରେ ବର୍ଣ୍ଣନା କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ…

ଭାଜପାରେ ସାମିଲ ହେବେ ଶଶି ଥରୁର? ଶେଷରେ ସ୍ପଷ୍ଟ କଲେ କଂଗ୍ରେସ ନେତା, ରାଜନୀତିରେ ଚର୍ଚ୍ଚା

ନୂଆଦିଲ୍ଲୀ,୨୬।୨: କଂଗ୍ରେସ ଏବଂ ଶଶି ଥରୁରଙ୍କ ମଧ୍ୟରେ ବିବାଦ ରହିଛି। ସେ କଂଗ୍ରେସରେ ତାଙ୍କର ଭୂମିକା ଉପରେ ପ୍ରଶ୍ନ ଉଠାଇଛନ୍ତି। ରାହୁଲ ଏବଂ ଶଶି ଥରୁରଙ୍କ ଅସନ୍ତୋଷ ସାର୍ବଜନୀନ ହୋଇଗଲାଣି। ଏବେ କୁହାଯାଉଛି ଯେ ରାହୁଲ ଗାନ୍ଧୀ ଶଶି ଥରୁରଙ୍କୁ ସାଇଡ୍‌…

ଅପରାଧୀ ରାଜନେତାଙ୍କୁ ନିର୍ବାଚନରୁ କରାଯିବ କି ବ୍ୟାନ? Supreme Courtରେ ଜବାବ ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୬।୨: ନିକଟରେ Supreme Court କେନ୍ଦ୍ର ସରକାରଙ୍କଠାରୁ ଜବାବ ମାଗିଥିଲେ ଯେ ଦୋଷୀ ସାବ୍ୟସ୍ତ ହୋଇଥିବା ଏମପି ଏବଂ ବିଧାୟକମାନଙ୍କୁ ର୍ନିବାଚନ ଲଢ଼ିବା ପାଇଁ ସ୍ଥାୟୀ ଭାବରେ ନିଷେଧ କରାଯିବା ଉଚିତ କି ନାହିଁ। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri