Home Left

ରୋଚକ ସ୍ଥିତିରେ ମହାରାଷ୍ଟ୍ର ରାଜନୀତି:ଭାଜପା ଆଡ଼େ ଢଳୁଛନ୍ତି ଉଦ୍ଧବ, ଦୂରେଇ ଯାଉଛନ୍ତି ଶିନ୍ଦେ

ନୂଆଦିଲ୍ଲୀ, ୨୮ା୨:ମହାରାଷ୍ଟ୍ରରେ ଭାଜପା, ଶିବସେନା ଏବଂ ଏନ୍‌ସିପି ଅଜିତ୍‌ ପାଓ୍ବାରଙ୍କ ମହାୟୁତି ମେଣ୍ଟ ସରକାର ଚାଲିଛି। ଅନ୍ୟପକ୍ଷରେ ବିରୋଧୀ ମହା ବିକାଶ ଅଘାଡିରେ ଉଦ୍ଧବଙ୍କ ଶିବସେନା, କଂଗ୍ରେସ ଓ ଶରଦ ପାଓ୍ବାରଙ୍କ ଏନ୍‌ସିପି ରହିଛନ୍ତି। ନୂଆ ସରକାର ଗଠନ ଦିନୁ ରାଜ୍ୟ…

Pune Rape Case: ୭୦ ଘଣ୍ଟା ପରେ ଆଖୁ କିଆରିରୁ ଧରାପଡ଼ିଲେ ପୁଣେ ବଳାତ୍କାର ଅଭିଯୁକ୍ତ

ପୁଣେ,୨୮।୧: ମହାରାଷ୍ଟ୍ରର ପୁଣେର ସୱରଗେଟ ବସ ଷ୍ଟାଣ୍ଡରେ ପାର୍କିଂ ହୋଇଥିବା ଏକ ମ୍ୟୁନିସିପାଲିଟି ବସ୍‌ରେ ଜଣେ ୨୬ ବର୍ଷୀୟା ମହିଳାଙ୍କ ସହିତ ବଳାତ୍କାର ଘଟଣାରେ ଅଭିଯୁକ୍ତ ଦତ୍ତାତ୍ରେୟ ଗାଡେଙ୍କୁ ପୁଣେ ପୋଲିସ ବିଳମ୍ବିତ ରାତି ପ୍ରାୟ ୧.୩୦ ସମୟରେ ତାଙ୍କ ଗାଁ…

Uttam Mohnaty: ୪ଥର ‘ଶ୍ରେଷ୍ଠ ଅଭିନେତା’ ପୁରସ୍କାର

ଭୁବନେଶ୍ୱର,୨୮ା୨: ଉତ୍ତମ ମହାନ୍ତିଙ୍କ ନିଖୁଣ ଅଭିନୟ ପାଇଁ ସେ ୪ଥର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ଶ୍ରେଷ୍ଠ ଅଭିନେତା ଭାବେ ପୁରସ୍କୃତ ହୋଇଥିଲେ। ‘ଫୁଲ ଚନ୍ଦନ’ ଚଳଚ୍ଚିତ୍ର ପାଇଁ ୧୯୮୨ରେ ତାଙ୍କୁ ପ୍ରଥମଥର ଲାଗି ତାଙ୍କୁ ମିଳିଥିଲା ଶ୍ରେଷ୍ଠ ଅଭିନେତା ଭାବେ ରାଜ୍ୟ…

ଉତ୍ତମ ଅଭିନୟର ଅବସାନ: ମନୋରଞ୍ଜନ ଜଗତରେ ଶୋକର ଛାୟା

ଗୁରୁଗ୍ରାମ(ଏଜେନ୍ସି),୨୮।୨:ଓଡ଼ିଆ ଚଳଚ୍ଚିତ୍ର ଜଗତର ବର୍ଷୀୟାନ ଅଭିନେତା ଉତ୍ତମ ମହାନ୍ତିଙ୍କର ଗୁରୁବାର ବିଳମ୍ବିତ ରାତିରେ ପରଲୋକ ହୋଇଯାଇଛି। ୬୬ ବର୍ଷୀୟ ଉତ୍ତମ କିଛିଦିନ ହେଲା ଲିଭର ସିରୋସିସ୍‌ ରୋଗରେ ପୀଡ଼ିତ ହୋଇ ହରିୟାଣାର ଗୁରୁଗ୍ରାମସ୍ଥିତ ମେଦାନ୍ତା ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କ ପରଲୋକରେ…

ଅନ୍ୟ ଜାତିରେ ବିବାହ: ମୃତଦେହକୁ ମିଳିଲାନି କାନ୍ଧ

ବଇଣ୍ଡା, ୨୮ା୨(ପରିକ୍ଷିତ ସାହୁ):ରକ୍ତ ସମ୍ପର୍କ ଉପରେ ଭାରିପଡ଼ିଗଲା ଜାତିପ୍ରଥା। ସମାଜରୁ ବାସନ୍ଦ ଓ ଜରିମାନା ଭୟରେ ପାଖ ମାଡ଼ିଲେନି କେହି। ମୃତଦେହକୁ କାନ୍ଧ ଦେବା ତ ଦୂରର କଥା ଛୁଇଁବାକୁ ଆଗେଇ ଆସିଲେନି ପରିବାର ସଦସ୍ୟ। ସମ୍ପର୍କୀୟ, ବନ୍ଧୁବାନ୍ଧବ ଓ ସାହିଭାଇ…

ଚନ୍ଦ୍ରର ସ୍ପଷ୍ଟ ଚିତ୍ର ପଠାଇଲା ‘ବ୍ଲ୍ୟୁ ଘୋଷ୍ଟ’

ଓ୍ବାଶିଂଟନ୍‌, ୨୮।୨:ଆମେରିକୀୟ ଘରୋଇ ଏରୋସ୍ପେସ୍‌ କମ୍ପାନୀ ‘ଫାୟାରଫ୍ଲାଏ ଏରୋସ୍ପେସ୍‌’ର ‘ବ୍ଲ୍ୟୁ ଘୋଷ୍ଟ’ ମହାକାଶ ଯାନ ଚନ୍ଦ୍ରପୃଷ୍ଠରେ ନିଜ ଲକ୍ଷ୍ୟର ନିକଟତର ହେବାରେ ଲାଗିଛି। ଅବତରଣ କରିବାର କିଛିଦିନ ପୂର୍ବରୁ ଏହା ଚନ୍ଦ୍ରର ବିସ୍ତୃତ ଭିଜୁଆଲ ପଠାଇଛି, ଯାହାକୁ ଫାୟାରଫ୍ଲାଏ ଏରୋସ୍ପେସ୍‌ ପକ୍ଷରୁ…

ସପ୍ତମ ବେତନ ହାରରେ ଦରମା ଦାବି:ଧାରଣାରେ ବସିଲେ ପ୍ୟାକ୍ସ କର୍ମଚାରୀ

ବରଗଡ଼,୨୮।୨(ପ୍ରେମାନନ୍ଦ ଖମାରୀ):ପ୍ରାଥମିକ କୃଷି ସମବାୟ ସମିତି(ପ୍ୟାକ୍ସ)ରେ କାର୍ଯ୍ୟରତ କର୍ମଚାରୀମାନେ ବିଭିନ୍ନ ଦାବି ନେଇ ଗୁରୁବାର ବରଗଡ଼ ଉପ ନିବନ୍ଧକ, ସମବାୟ ସମିତି ସମୂହଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିଲେ। ଏଥି ସହିତ ସେମାନଙ୍କ ଦାବି ସମୂହ ନେଇ ସମବାୟ ସମିତିର ନିବନ୍ଧକଙ୍କ…

କେବଳ ମ୍ୟାକ୍ସଓ୍ବେଲ ନୁହନ୍ତି, ବରଂ ପୂରା ଅଷ୍ଟ୍ରେଲିଆ ଦଳ ପାଇଁ ଯୋଜନା କରିଛୁ: ଆଫଗାନିସ୍ତାନ ଅଧିନାୟକ

ଲାହୋର,୨୭ା୨: କେବଳ ଗ୍ଲେନ ମ୍ୟାକ୍ସଓ୍ବେଲଙ୍କ ପାଇଁ ନୁହେଁ, ବରଂ ପୂରା ଅଷ୍ଟ୍ରେଲିଆ ଦଳ ଲାଗି ଆମେ ଯୋଜନା ପ୍ରସ୍ତୁତ କରିଛୁ। ଅଷ୍ଟ୍ରେଲିଆ ବିପକ୍ଷରେ ଶୁକ୍ରବାର ଖେଳାଯିବାକୁ ଥିବା ଅନ୍ତିମ ଲିଗ ମ୍ୟାଚ ପୂର୍ବରୁ ଆଫଗାନିସ୍ତାନ ଅଧିନାୟକ ହାଶମାତୁଲା ଶାହିଦି ଖବରଦାତା ସମ୍ମିଳନୀରେ…

ପାକିସ୍ତାନ ଫୁଟବଲରୁ ହଟିବ ଫିଫା ବାସନ୍ଦାଦେଶ

ଲାହୋର,୨୭ା୨: ପାକିସ୍ତାନ ଫୁଟବଲ ଫେଡେରେଶନ (ପିଏଫ୍‌ଏଫ୍‌) କଂଗ୍ରେସ ଏହାର ସମ୍ବିଧାନରେ ସଂଶୋଧନକୁ ମଞ୍ଜୁରୀ ପ୍ରଦାନ କରିଛି। ଏଥିଯୋଗୁ ଫିଫା ପକ୍ଷରୁ କରାଯାଇଥିବା ବାସନ୍ଦାଦେଶ ହଟିବା ଲାଗି ପଥ ପରିଷ୍କାର ହୋଇଛି। ଏଫ୍‌ଏଫ୍‌ର ଜଣେ ସିନିୟର ଅଧିକାରୀ ସାକିବ ବାଲୋଚ ସ୍ପଷ୍ଟ କରିଛନ୍ତି…

ଅଫିମ ଫସଲ ନଷ୍ଟ କଲେ ସୁରକ୍ଷାକର୍ମୀ

ରାଉରକେଲା,୨୭ା୨(ସଙ୍ଗୀତା ଜେନା): ଝାଡଖଣ୍ଡ ଓ ଓଡ଼ିଶା ସୀମାନ୍ତରେ ମାଓବାଦୀ ସମସ୍ୟା ବ୍ୟତୀତ ନିଶା କାରବାର ବୃଦ୍ଧି ହେବାରେ ଲାଗିଛି। ଅଫିମ ଓ ଅନ୍ୟ ନିଶାଚାଲାଣ ପାଇଁ ଏହାକୁ ଅଧିକ ପରିମାଣରେ ଚାଷ ମଧ୍ୟ କରାଯାଉଛି। ବଣପାହାଡ ଘେରା ସୀମାନ୍ତ ଅଞ୍ଚଳରେ ଏକର…

ସମ୍ବଲପୁର କପ୍‌ ଫୁଟବଲ: କେରଳକୁ ହରାଇଲା କୋଲକାତା

ସମ୍ବଲପୁର,୨୭ା୨(ବି.ଶଙ୍କର): ସମ୍ବଲେଶ୍ୱରୀ ସ୍ପୋର୍ଟିଂ ଓ ସମ୍ବଲପୁର ଜିଲା କ୍ରୀଡ଼ା ସଂଘ ଆୟୋଜିତ ସର୍ବଭାରତୀୟ ସମ୍ବଲପୁର କପ୍‌ ଫୁଟବଲ ଟୁର୍ନାମେଣ୍ଟର ଗୁରୁବାର ମ୍ୟାଚରେ ଜର୍ଜ ଟେଲିଗ୍ରାଫ କୋଲକାତା ବିଜୟୀ ହୋଇଛି । ଏହି ବିଜୟ ସହ କୋଲକାତା ସେମିଫାଇନାଲ ମ୍ୟାଚ୍‌ ଖେଳିବାର ଯୋଗ୍ୟତା…

୭୮ ବର୍ଷ ପରେ ଚକରା ଘାଟି ମନେପଡ଼ିଲା: ବିଧାୟକ,ଆରସିସିଏଫ ଉନ୍ନୟନ କାର୍ଯ୍ୟ ତଦାରଖ କଲେ

ଭଞ୍ଜନଗର,୨୭ା୨(ବାବୁଲା ପ୍ରଧାନ):ଘୁମୁସର ବୀର ଚକରା ବିଷୋୟୀଙ୍କ ସ୍ମୃତିକୁ ବଜାୟ ରଖିବା ପାଇଁ ଦେଶ ସାଧୀନତାର ୭୮ ବର୍ଷ ପରେ ବର୍ତ୍ତମାନର ଭାଜପା ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ଉଦ୍ୟମରେ ଚକରା ଘାଟିର ଉନ୍ନତିକରଣ କାର୍ଯ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri