Home Left

ସମ୍ବଲପୁର କପ୍‌ ଫୁଟବଲ: କେରଳକୁ ହରାଇଲା କୋଲକାତା

ସମ୍ବଲପୁର,୨୭ା୨(ବି.ଶଙ୍କର): ସମ୍ବଲେଶ୍ୱରୀ ସ୍ପୋର୍ଟିଂ ଓ ସମ୍ବଲପୁର ଜିଲା କ୍ରୀଡ଼ା ସଂଘ ଆୟୋଜିତ ସର୍ବଭାରତୀୟ ସମ୍ବଲପୁର କପ୍‌ ଫୁଟବଲ ଟୁର୍ନାମେଣ୍ଟର ଗୁରୁବାର ମ୍ୟାଚରେ ଜର୍ଜ ଟେଲିଗ୍ରାଫ କୋଲକାତା ବିଜୟୀ ହୋଇଛି । ଏହି ବିଜୟ ସହ କୋଲକାତା ସେମିଫାଇନାଲ ମ୍ୟାଚ୍‌ ଖେଳିବାର ଯୋଗ୍ୟତା…

୭୮ ବର୍ଷ ପରେ ଚକରା ଘାଟି ମନେପଡ଼ିଲା: ବିଧାୟକ,ଆରସିସିଏଫ ଉନ୍ନୟନ କାର୍ଯ୍ୟ ତଦାରଖ କଲେ

ଭଞ୍ଜନଗର,୨୭ା୨(ବାବୁଲା ପ୍ରଧାନ):ଘୁମୁସର ବୀର ଚକରା ବିଷୋୟୀଙ୍କ ସ୍ମୃତିକୁ ବଜାୟ ରଖିବା ପାଇଁ ଦେଶ ସାଧୀନତାର ୭୮ ବର୍ଷ ପରେ ବର୍ତ୍ତମାନର ଭାଜପା ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ଉଦ୍ୟମରେ ଚକରା ଘାଟିର ଉନ୍ନତିକରଣ କାର୍ଯ୍ୟ…

ହସ୍ପିଟାଲର ୩ମହଲା କୋଠାରୁ ପଡ଼ି ଚାଲିଗଲା ଶ୍ରମିକଙ୍କ ଜୀବନ

ନୂଆପଡ଼ା,୨୭ା୨(ମକାରୁ ବେମାଲ): ନୂଆପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଗୁରୁବାର ନିର୍ମାଣାଧୀନ ତିନିମହଲା କୋଠାରୁ ପଡି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବଲାଙ୍ଗୀର ଜିଲା ସଇଁତଳା ଥାନା ବେଲଗାଁ ନୂଆପଡାର ବବ୍‌ଲୁ ସାହୁ (୩୨)। ସୂଚନା ମୁତାବକ ଜିଲା ମୁଖ୍ୟ…

ଅନ୍ତଃବସ୍ତ୍ର ପିନ୍ଧିବାକୁ ନେଇ ଏହି ଦେଶରେ ଅଛି ସ୍ବତନ୍ତ୍ର ଆଇନ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଦୈନନ୍ଦିନ ଜୀବନରେ କିଛି ଜିନିଷ ମଣିଷ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଯେପରି ପ୍ରତ୍ୟେକ ବ୍ୟକ୍ତି ସକାଳେ ଉଠିବା ସମୟରେ ବ୍ରଶ ନିହାତି ଆବଶ୍ୟକ। ସେହିପରି ଗାଧୋଇବା ସମୟରେ ତଉଲିଆ ଏବଂ ଡ୍ରେସ୍‌ ପିନ୍ଧିବା ପୂର୍ବରୁ ଅନ୍ତଃବସ୍ତ୍ର ବ୍ୟବହାର କରାଯାଏ। କିନ୍ତୁ ରୁଷିଆରେ…

ଚୋରି ଟ୍ରକ୍‌ ପୁରୀରୁ ଠାବ

ଗୋପାଳପୁର,୨୭ା୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଧୀନ ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଏକ ପେଟ୍ରୋଲ ପମ୍ପ ପରିସରରେ ଟ୍ରକ୍‌କୁ ପାର୍କିଂ କରି ଡ୍ରାଇଭର ଏକ ହୋଟେଲରେ ଶୋଇଥିବା ସମୟରେ ଗାଡ଼ି ଚୋରି ହୋଇଥିବାର ୨୪ ଘଣ୍ଟା ମଧ୍ୟରେ…

ବଜେଟ ଅଧିବେଶନରେ ଆସିପାରେ ଓ୍ବକ୍‌ଫ ବିଲ୍‌

ନୂଆଦିଲ୍ଲୀ,୨୭।୨: ଭାଜପା ଏମ୍‌ପି ଜଗଦମ୍ବିକା ପାଲ୍‌ଙ୍କ ନେତୃତ୍ୱାଧୀନ ଯୁଗ୍ମ ସଂସଦୀୟ କମିଟି (ଜେପିସି) ପ୍ରସ୍ତାବିତ ପରିବର୍ତ୍ତନ ସହ ଓ୍ବକଫ୍‌ (ସଂଶୋଧନ) ବିଲ୍‌କୁ କେନ୍ଦ୍ର କ୍ୟାବିନେଟ୍‌ ଗତ ୧୯ ତାରିଖରେ ମଞ୍ଜୁରୀ ପ୍ରଦାନ କରିଥିବା ଏକ ସୂତ୍ରରୁ ଜଣାପଡ଼ିଛି। ମାର୍ଚ୍ଚ ୧୦ରୁ ଆରମ୍ଭ…

ରୋହିତଙ୍କ ଫିଟନେସ୍‌ ଉପରେ ରହିବ ନଜର, ଓପନିଂ କରିପାରନ୍ତି କେଏଲ ରାହୁଲ

ଦୁବାଇ,୨୭।୨: ପାକିସ୍ତାନ ବିପକ୍ଷ ମ୍ୟାଚ ସମୟରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଆହତ ହୋଇଥିଲେ। ତାଙ୍କ ନେତୃତ୍ୱରେ ଭାରତୀୟ ଦଳ ଉଭୟ ପ୍ରାରମ୍ଭିକ ମ୍ୟାଚ ଜିତି ସେମିଫାଇନାଲରେ ପ୍ରବେଶ କରିଛି। ପ୍ରଥମ ମ୍ୟାଚରେ ଭାରତ ବାଂଲାଦେଶକୁ ଏବଂ ଦ୍ୱିତୀୟ ମ୍ୟାଚରେ ଆୟୋଜକ…

ବିଭିନ୍ନ ବିଭାଗର ଖର୍ଚ୍ଚ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ: ଚଳିତ ଆର୍ଥିକ ବର୍ଷରେ ୮୫ ପ୍ରତିଶତ ଖର୍ଚ୍ଚ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର,୨୭।୨(ସୁନିତ୍‌ ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗୁରୁବାର ଲୋକସେବା ଭବନରେ ବିଭିନ୍ନ ବିଭାଗର ଖର୍ଚ୍ଚ ସମୀକ୍ଷା କରି ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା (୨୦୨୪-୨୫) ସମୁଦାୟ ଖର୍ଚ୍ଚ ପରିମାଣ ଅନ୍ୟୁନ ୮୫  ପ୍ରତିଶତ କରିବାକୁ ପରାମର୍ଶ ଦେଇଛନ୍ତି ।…

କଂଗ୍ରେସ ଦେଲା ଚେତାବନୀ: ବିଦ୍ୟୁତ୍‌ ଦର ୧ ପଇସା ବଢ଼ିଲେ ହେବ ରାଜ୍ୟବ୍ୟାପୀ ଆନ୍ଦୋଳନ 

ଭୁବନେଶ୍ୱର, ୨୭ା୨(ସୁନିତ୍‌ ମିଶ୍ର): ବିଦ୍ୟୁତ୍‌ ଦେୟ ୧ ପଇସା ବୃଦ୍ଧି କରାଗଲେ ଆଗକୁ ରାଜ୍ୟବ୍ୟାପୀ ଆନ୍ଦୋଳନ ହେବ। ସାଧାରଣ ବିଦ୍ୟୁତ୍‌ ଖାଉଟିଙ୍କ ସ୍ବାର୍ଥ ରକ୍ଷା ପାଇଁ କଂଗ୍ରେସ ପ୍ରତିଶ୍ରୁତିବଦ୍ଧ। ଭାଜପା କ୍ଷମତାକୁ ଆସିଲେ ତୁରନ୍ତ ୩୦୦ ୟୁନିଟ୍‌ ବିଜୁଳି ମାଗଣା ଯୋଗାଇଦେବ…

ବ୍ୟବସାୟୀଙ୍କୁ ହତ୍ୟା ଉଦ୍ୟମ: ଜେଲ ଗଲେ ୩ ଅଭିଯୁକ୍ତ

ଦିଗପହଣ୍ଡି,୨୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପଳାସପୁର ଗ୍ରାମ ଛକରେ ଦୋକାନ କରିଥିବା ପଳାସପୁର ଗ୍ରାମର ବ୍ୟବସାୟୀ ବରୁଣାନନ୍ଦ ପାଢ଼ୀଙ୍କୁ ସଂଘବଦ୍ଧ ଭାବେ ହତ୍ୟା ଉଦ୍ୟମ କରିଥିବା ୩ ଅଭିଯୁକ୍ତଙ୍କୁ ଗୁରୁବାର ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା…

ଶହିଦ ନଗର ଅଞ୍ଚଳରୁ ୭ ବର୍ଷର ଶିଶୁକନ୍ୟାଙ୍କୁ ଉଦ୍ଧାର, ଦେହସାରା ରହିଛି କଟା, ପୋଡ଼ା ଦାଗ

ଭୁବନେଶ୍ବର,୨୭।୨: ଶହିଦ ନଗର ଅଞ୍ଚଳରୁ ୭ ବର୍ଷର ଶିଶୁକନ୍ୟାଙ୍କୁ ଉଦ୍ଧାର କରାଯାଇଛି। ଶିଶୁକନ୍ୟାଙ୍କ ଦେହସାରା କଟା ଓ ପୋଡ଼ା ଦାଗ ଅଛି। ମିଳିଥିବା ସୂଚନାନୁଯାୟୀ, ବାପା ମାଆଙ୍କ ଦେହାନ୍ତ ପରେ ଜେଜେଙ୍କ ପାଖରେ କୁନି ଝିଅଟି ରହୁଥିଲେ। ଜଣେ ମହିଳା ସହ…

ବସ୍‌ରେ ବଳାତ୍କାର ଘଟଣା: ଅଭିଯୁକ୍ତଙ୍କ ପୋଷ୍ଟର ଜାରି କଲା ପୋଲିସ, ସୂଚନା ଦେଲେ ଲକ୍ଷେ ଟଙ୍କା ପୁରସ୍କାର

ପୁଣେ,୨୭।୨:ପୁଣେସ୍ଥିତ ସ୍ବରଗେଟ୍‌ ଜଙ୍କସନ୍‌ରେ ବୁଧବାର ବସ୍‌କୁ ଅପେକ୍ଷା କରିଥିବା ଜଣେ ୨୬ ବର୍ଷୀୟା କର୍ମଜୀବୀ ମହିଳାଙ୍କୁ ମହାରାଷ୍ଟ୍ର ରାଜ୍ୟ ବସ୍‌ ପରିବହନ ନିଗମ(ଏମ୍‌ଏସ୍‌ଆର୍‌ଟିସି)ର ଏକ ବସ୍‌ ଭିତରେ ବଳାତ୍କାର କରାଯାଇଥିଲା। ଏହି ଘଟଣା ଦିଲ୍ଲୀର ନିର୍ଭୟା କାଣ୍ଡକୁ ମନେ ପକାଇଦେଇଥିବାବେଳେ ସାରା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri