Home Left

ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ଭୋଟ

ନୂଆପଡ଼ା,୫।୩ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ କୁରେଶ୍ୱର ପଞ୍ଚାୟତର ୧୧ ଜଣ ୱାର୍ଡମେମ୍ବର ଫେବୃଆରୀ ୧ରେ ସରପଞ୍ଚ ବିଜୟ ଲକ୍ଷ୍ମୀ ବରାଳ ବିଭିନ୍ନ ଦୁର୍ନୀତିରେ ଲିପ୍ତଥିବା ଅଭିଯୋଗ କରି ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ ଜିଲାପାଳଙ୍କ ଦ୍ୱାରସ୍ଥ…

ଡିଜିଟାଲ ଯୁଗରେ ହଜିଗଲାଣି କୌଳିକ ବୃତ୍ତି: ଓଡ଼ିଆ ଅସ୍ମିତାର ଝଲକ କେନ୍ଦରା ଗୀତ

ମହାକାଳପଡ଼ା, ୫ା୩(ପ୍ରତାପ ଚନ୍ଦ୍ର ସ୍ବାଇଁ):ଓଡ଼ିଶାର କଳା ସଂସ୍କୃତି ପରମ୍ପରା ମହାନ୍‌। ପ୍ରାଚୀନ ଲୋକକଳା ବୃତ୍ତିକୁ ବଞ୍ଚାଇ ରଖିବା ପାଇଁ ଡିଜିଟାଲ ଯୁଗରେ ଚାଲିଛି ସଂଗ୍ରାମ। ବୟସର ଅପରାହ୍ନରେ ଚମ ଧୁଡୁଧୁଡୁ ଶରୀରରେ ପାଦକୁ ଅବିଶ୍ରାନ୍ତ ନାହିଁ। କେନ୍ଦରାର ସୁମଧୁର ସୁର ଆଗରେ…

ଗୋଟିଏ ଗାଁ ହେଲେ ଓଡ଼ିଶା, ଆନ୍ଧ୍ରର ପୃଥକ୍‌ ଅଙ୍ଗନଓ୍ବାଡି କେନ୍ଦ୍ର: ଚର୍ଚ୍ଚାରେ ଏହି ପଞ୍ଚାୟତ

ପାରଳାଖେମୁଣ୍ଡି,୫ା୩(ଗିରିଧାରୀ ପରିଛା):ଗଜପତି ଜିଲା ରାୟଗଡ଼ ବ୍ଲକ ଗଙ୍ଗାବାଡ଼ ପଞ୍ଚାୟତର ମାଣିକପାଟଣା। ଗୋଟିଏ ଗଁା, ହେଲେ ରହିଛି ୨ଟି ଅଙ୍ଗନଓ୍ବାଡି କେନ୍ଦ୍ର। ଗୋଟିଏ ଓଡ଼ିଶା ଓ ଅନ୍ୟଟି ଆନ୍ଧ୍ରପ୍ରଦେଶର। ପୂର୍ବରୁ ସୀମା ବିବାଦକୁ ନେଇ ଚର୍ଚ୍ଚାରେ ରହିଥିବା ଏହି ପଞ୍ଚାୟତରେ ଆନ୍ଧ୍ର ଜାରି…

ହାର୍ଦ୍ଦିକଙ୍କ ବିସ୍ଫୋରକ ଛକା ଦେଖି ଖୁସିରେ ଡେଇଁଲେ ଗର୍ଲଫ୍ରେଣ୍ଡ

ଦୁବାଇ,୫।୩: ହାର୍ଦ୍ଦିକ ପାଣ୍ଡ୍ୟା ଚାମ୍ପିଅନ୍ସ ଟ୍ରଫି ସେମିଫାଇନାଲ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ବିପକ୍ଷରେ ୨୮ ରନ୍‌ରେ ଏକ ଧମାକାଦାର ଇନିଂସ ଖେଳିଥିଲେ। ସେ ଆଉଟ ହେବାବେଳେ ଭାରତ ବିଜୟର ଦ୍ୱାରଦେଶରେ ଥିଲା। ତାଙ୍କ ଇନିଂସରେ ସେ ୧୦୬ ମିଟର ଲମ୍ବା ଏକ ଛକା…

ବାଣିଜ୍ୟ ଯୁଦ୍ଧ ଆରମ୍ଭ: ଟ୍ରୁଡୋଙ୍କ ଉପରେ ରାଗିଯାଇ ବଡ଼ ଧମକ ଦେଲେ ଟ୍ରମ୍ପ, ଛାନିଆରେ..

ଓ୍ବାଶିଂଟନ୍‌,୫।୩: ଟାରିଫ୍‌କୁ ନେଇ ଆମେରିକା ଏବଂ କାନାଡା ମୁହାଁମୁହିଁ ହୋଇଛନ୍ତି। ଏହି ସମୟରେ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର କାନାଡାର ରପ୍ତାନି ଉପରେ ପାରସ୍ପରିକ ଟାରିଫ୍‌ ଲାଗୁ କରିବାକୁ ଧମକ ଦେଇଛନ୍ତି, ଯାହା ଆମେରିକାର ରପ୍ତାନି ଉପରେ ଲାଗୁ ହୋଇଥିବା ୨୫%…

ଘରକୁ ଗଲା ଅଷ୍ଟ୍ରେଲିଆ, ଏହି ୩ ବଡ଼ ହିରୋଙ୍କ ପାଇଁ ଟିମ ଇଣ୍ଡିଆ ଜିତିଲା…

ନୂଆଦିଲ୍ଲୀ,୫।୩: ଚାମ୍ପିୟନ୍ସ ଟ୍ରଫିର ସେମିଫାଇନାଲ ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ଅଷ୍ଟ୍ରେଲିଆକୁ ୪ ଉଇକେଟ୍‌ରେ ପରାସ୍ତ କରିଛି। ୨୬୫ ରନର ଲକ୍ଷ୍ୟକୁ ପିଛା କରି ବିରାଟ କୋହଲି ୮୪ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ। ଯେତେବେଳେ ସେ ଆଉଟ ହୋଇଥିଲେ,…

ଅଷ୍ଟ୍ରେଲିଆକୁ ହରାଇବା ପରେ ରୋହିତ ଶର୍ମାଙ୍କ ବଡ଼ ଖୁଲାସା: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୫।୩: ଚାମ୍ପିୟନ୍ସ ଟ୍ରଫି ସେମିଫାଇନାଲରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ୪ ଉଇକେଟ୍‌ ବିଜୟ ପରେ, ଅଧିନାୟକ ରୋହିତ ଶର୍ମା କହିଛନ୍ତି ଯେ ତାଙ୍କୁ ଲାଗୁଛି ଏହା ଏକ ଉଚିତ୍‌ ସ୍କୋର ଥିଲା। ଆମେ ଜାଣିଥିଲୁ ଯେ ଆମକୁ ଭଲ ବ୍ୟାଟିଂ କରିବାକୁ…

ଦୁର୍ଘଟଣାରେ ଖବରକାଗଜ ବିତରକଙ୍କ ମୃତ୍ୟୁ ଘଟଣା:ଥାନା ଆଗରେ ମୃତଦେହ ରଖି ଧାରଣା

ବରଗଡ଼,୫।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭେଡ଼େନ ଥାନା ଅନ୍ତର୍ଗତ ମିରଗିନ ଟିକ୍ରା ହନୁମାନ ମନ୍ଦିର ନିକଟରେ ଟ୍ରାକ୍ଟର ଧକ୍କାରେ ଆହତ ହୋଇଥିବା ଖବରକାଗଜ ବିତରକ ଶୁକ୍ରୁ ଭୁଏ(୩୮)ଙ୍କ ମଙ୍ଗଳବାର ସକାଳ ୯ଟାରେ ଭୀମସାର୍‌, ବୁର୍ଲା ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି। ମୃତ…

ଧାନରେ ରୋଗପୋକ, କାମ କରୁନି କୀଟନାଶକ

ବରଗଡ଼,୫।୩(ପ୍ରେମାନନ୍ଦ ଖମାରୀ):କୃଷିପ୍ରଧାନ ବରଗଡ଼ ଜିଲାର ଚାଷୀଙ୍କୁ ଅଧିକାଂଶ ସମୟରେ ପ୍ରାକୃତିକ ବିପର୍ଯ୍ୟୟର ସାମ୍‌ନା କରିବାକୁ ପଡ଼ୁଛି। କେତେବେଳେ ଜଳାଭାବରୁ ମରୁଡ଼ି ପରିସ୍ଥିତି ତ ଆଉକେବେ ରୋଗପୋକ ଉପଦ୍ରବ ଯୋଗୁ ଚାଷୀଙ୍କ ଫସଲ ଉଜୁଡ଼ି ଯାଉଛି। ବର୍ତ୍ତମାନ ଜିଲାରେ ରବି ଧାନ ଫସଲ…

ଗୁଜରାଟରେ ପ୍ରତି ୪ ସେକେଣ୍ଡରେ ଗୋଟିଏ ମଦ ବୋତଲ ଜବତ

ଅହମଦାବାଦ,୫।୩: ମଦମୁକ୍ତ ଘୋଷିତ ହୋଇଥିବା ଗୁଜରାଟରେ ୨୦୨୪ରେ ପ୍ରତି ୪ ସେକେଣ୍ଡରେ ଗୋଟିଏ ଭାରତ ପ୍ରସ୍ତୁତ ବିଦେଶୀ ମଦ(ଆଇଏମ୍‌ଏଫ୍‌ଏଲ୍‌) ବୋତଲ ଜବତ ହୋଇଥିଲା। ସେହିବର୍ଷ ରାଜ୍ୟରେ ମୋଟ ୮୨ ଲକ୍ଷ ମଦ ବୋତଲ ଜବତ ହୋଇଛି, ଯାହାର ମୂଲ୍ୟ ୧୪୪ କୋଟି…

ୟୁରୋପକୁ ଶକ୍ତିଶାଳୀ କରିବାକୁ ୮୦୦ ବିଲିୟନ ୟୁରୋର ଯୋଜନା

ବ୍ରସେଲ୍ସ,୫।୩: ଆମେରିକାଠାରୁ ଦୂରେଇଯିବାର ସମ୍ଭାବ୍ୟ ପ୍ରଭାବକୁ ହ୍ରାସ କରିବା ଏବଂ ରୁଷିଆ ସହ ବୁଝାମଣା ପାଇଁ ୟୁକେନ୍‌କୁ ସାମରିକ ସହାୟତା ଯୋଗାଇଦେବା ଲକ୍ଷ୍ୟରେ ୟୁରୋପୀୟ ରାଷ୍ଟ୍ର ସଂଘ ଏହାର ସାମରିକ ଶକ୍ତି ବୃଦ୍ଧି ପାଇଁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ୟୁରୋପୀୟ ସଂଘର…

ନବୀନଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ, ବିଜୁ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗଦେବାକୁ…

ଭୁବନେଶ୍ୱର, ୪ା୩(ସୁନିତ୍‌ ମିଶ୍ର): ରାଜ୍ୟ ସରକାରଙ୍କ ପକ୍ଷରୁ ବୁଧବାର ରାଜ୍ୟସ୍ତରୀୟ ବିଜୁ ଜୟନ୍ତୀ କାର୍ଯ୍ୟକ୍ରମ ହେବାକୁ ଯାଉଛି। ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ସମାରୋହକୁ ରାଜ୍ୟ ସରକାର ପାଳନ କରିବାକୁ ଯାଉଥିବା ବେଳେ ଏହି କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ବିରୋଧୀ ଦଳ ନେତା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri